ଗାଜା ମୃତ୍ୟୁସଂଖ୍ୟା ୨୦ ହଜାର ଟପିଲା
ରାଫାହ,୨୩ା୧୨: ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲ୍ର ଆକ୍ରମଣକୁ ୭୭ ଦିନ ବିତିଥିଲେ ମଧ୍ୟ ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ। ଇତିମଧ୍ୟରେ ଇସ୍ରାଏଲୀ ସୈନ୍ୟଙ୍କ ଆକ୍ରମଣରେ ଗାଜାର ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ଯୁଦ୍ଧ ବନ୍ଦ ପାଇଁ ଅନ୍ତର୍ଜାତୀୟ ସ୍ତରରୁ…
୪ ରାଜ୍ୟ ସଭା ଆସନ ପାଇଁ ଜାନୁୟାରୀ ୧୯ରେ ନିର୍ବାଚନ
ନୂଆଦିଲ୍ଲୀ,୨୩ା୧୨(ପି.ଟି.): ରାଜ୍ୟ ସଭାର ଖାଲି ହେବାକୁ ଥିବା ୪ଟି ଆସନ ଲାଗି ଜାନୁୟାରୀ ୪ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ଶୁକ୍ରବାର ଘୋଷଣା କରିଛନ୍ତି। ଦିଲ୍ଲୀରୁ ୩ଟି ଏବଂ ସିକିମ୍ରୁ ଗୋଟିଏ ଆସନ ଖାଲି ହେବାକୁ ଯାଉଛି। ଜାନୁୟାରୀ…
ରଶ୍ମିକା ବିସ୍କ ଫାର୍ମ ବ୍ରାଣ୍ଡ୍ ଆମ୍ବାସାଡର
ଭୁବନେଶ୍ୱର,୨୩।୧୨: ଦେଶର ଅଗ୍ରଣୀ ବିସ୍କୁଟ୍ ଓ ବେକରି ବ୍ରାଣ୍ଡ୍ ବିସ୍କ ଫାର୍ମର ନୂଆ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ରଶ୍ମିକା ମନ୍ଧାନାଙ୍କୁ ନିଯୁକ୍ତ କରାଯାଇଛି। ଏପରିକି କମ୍ପାନୀର ‘ରସ୍କିଟ୍’ ବ୍ରାଣ୍ଡ୍ର ପ୍ରଚାର ଅଭିଯାନରେ ରଶ୍ମିକାଙ୍କୁ ଦେଖିବାକୁ ମିଳିବ। ଏ ସମ୍ପର୍କରେ ବିସ୍କ ଫାର୍ମର…
ଖାଇବାତେଲର ଆମଦାନୀ ଶୁଳ୍କ କୋହଳ
ନୂଆଦିଲ୍ଲୀ,୨୩।୧୨: ଦରଦାମ ବୃଦ୍ଧି ହ୍ରାସ କରିବା ପାଇଁ ସରକାର କ୍ରମାଗତ ଭାବେ ପ୍ରୟାସ କରୁଛନ୍ତି। ଏପରିକି ଖାଇବାତେଲର ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ଆଦାୟ କୋହଳ ନିଷ୍ପତ୍ତିକୁ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏହା ପୂର୍ବରୁ…
ବିଦେଶୀ ମୁଦ୍ରାଭଣ୍ଡାରରେ ୬୧୬ ବିଲିୟନ ଡଲାର
ନୂଆଦିଲ୍ଲୀ,୨୩।୧୨: ଗତ କିଛି ସପ୍ତାହ ହେବ ବିଦେଶୀ ମୁଦ୍ରାଭଣ୍ଡାର ପରିମାଣରେ କ୍ରମାଗତ ବୃଦ୍ଧି ଜାରି ରହିଛି। ବିଶେଷକରି ବିଦେଶୀ ନିବେଶରେ ଲଗାତର ବୃଦ୍ଧି ଯୋଗୁ ଦେଶର ବିଦେଶୀ ମୁଦ୍ରାଭଣ୍ଡାର ପ୍ରାୟ ୬୧୬(୬୧୫.୯୭୧ ବିଲିୟନ) ବିଲିୟନ ଡଲାରରେ ପହଞ୍ଚତ୍ଛି। ଦେଶରେ ଫରେକ୍ସ ରିଜର୍ଭ…
ସ୍ତ୍ରୀଙ୍କ ସହ ଝଗଡ଼ାରୁ ୨୦ କାର୍ ଭାଙ୍ଗିଦେଲେ ସ୍ବାମୀ
ଚେନ୍ନାଇ: ସ୍ତ୍ରୀଙ୍କ ସହ ଝଗଡ଼ା କରି ଗୋଟିଏ କି ଦୁଇଟି ନୁହେଁ ଭାଙ୍ଗିଦେଲେ ୨୦ଟି କାର। ଏଭଳି ଏକ ଘଟଣା ଘଟିଛି ଚେନ୍ନାଇରେ। ଗ୍ୟାରେଜ ପାର୍କିଂ ଏରିଆରେ ଲାଗିଥିବା ସିସିଟିଭିରୁ ଏହା ଜଣାପଡ଼ିଥିଲା। ସ୍ତ୍ରୀଙ୍କ ସହ ଝଗଡା ପରେ ବୁବାଲାନ ନାମକ…
ଭିନ୍ ଡିଜେଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ
ନୂଆଦିଲ୍ଲୀ: ହଲିଉଡ ଅଭିନେତା ଭିନ୍ ଡିଜେଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କର ପୂର୍ବତନ ସହଯୋଗୀ। ଏକ ଦଶନ୍ଧି ପୂର୍ବରୁ ଆଟଲାଣ୍ଟ ହୋଟେଲରେ ଘଟିଥିବା ଏହି ଘଟଣା ପାଇଁ ପୀଡିତା କାଲିଫର୍ଣ୍ଣିଆ କୋର୍ଟରେ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ପ୍ରମାଣିତ…
ଦେଶର ଜିଡିପିରେ ପ୍ରମୁଖ ସ୍ଥାନ ନେଇଛି କୃଷି
ଭାରତ ଏକ କୃଷିପ୍ରଧାନ ଦେଶ। କୃଷି ଦେଶର ଜିଡିପିରେ ପ୍ରମୁଖ ସ୍ଥାନ ହାସଲ କରିଥାଏ। କୃଷକମାନେ ହେଉଛନ୍ତି ଭାରତ ଭଳି ଦେଶର ଆର୍ଥିକ ମେରୁଦଣ୍ଡ ସଦୃଶ। କୃଷି ଏବଂ କୃଷକଙ୍କ ବିକାଶରେ ଦେଶର ବିକାଶ ସମ୍ଭବ ହୋଇପାରିଥାଏ। ତେଣୁ କୃଷକ ଏବଂ…
ବ୍ୟାକ୍ଟେରିଆ ନାମ ‘ଟାଗୋର’
କୋଲକାତା,୨୩ା୧୨: ବିଶ୍ୱଭାରତୀର ୬ ଜଣ ଗବେଷକଙ୍କ ଟିମ୍ ଏକ ନୂଆ ପ୍ରଜାତିର ବ୍ୟାକ୍ଟେରିଆ ଆବିଷ୍କାର କରିଛନ୍ତି। ଉଦ୍ଭିଦକୁ ପୋଷଣ ଦେଇ ବଡ଼ କରାଇବା ଗୁଣ ଏହି ବ୍ୟାକ୍ଟେରିଆର ରହିଛି। ନୋବେଲ ବିଜୟୀ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ସମ୍ମାନରେ ବିଶ୍ୱଭାରତୀ ଉକ୍ତ ବ୍ୟାକ୍ଟେରିଆର…
ଯୋରନ୍ଦା ମାଟିକୁ ପବିତ୍ର କରିଛି ମହିମା ଧର୍ମ
ଢେଙ୍କାନାଳ (ରତନ ନାୟାର)/ଭୁବନେଶ୍ୱର (ଅନିଲ ଦାସ) ୨୩ା୧୨: ସାରା ବିଶ୍ୱକୁ ଏକ ପରିବାର ଭାବେ ଗ୍ରହଣ କରିଛି ମହିମା ଧର୍ମ। ଏହା ସରଳ ଜୀବନ, ସମତା ଏବଂ ଜଗତ କଲ୍ୟାଣ ଉପରେ ବିଶ୍ୱାସ କରେ। ମହିମା ଧର୍ମର ମହାନ ସନ୍ଥ ଭୀମ…
ଛାତ୍ରୀଛାତ୍ରଙ୍କ ପାଇଁ ଭାଗବତ ଗୀତା ଉପରେ ସପ୍ଳିମେଣ୍ଟାରୀ ପାଠ୍ୟପୁସ୍ତକ ଆରମ୍ଭ
ଅହମଦାବାଦ,୨୩।୧୨: ଗୁଜରାଟ ସରକାର ଆସନ୍ତା ଶିକ୍ଷାବର୍ଷରୁ ଭାଗବତ ଗୀତାକୁ ପାଠ୍ୟକ୍ରମରେ ସାମିଲ କରିବାକୁ ଯାଉଛନ୍ତି। ଏପରିକି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଭାଗବତ ଗୀତା ଉପରେ ସପ୍ଳିମେଣ୍ଟାରୀ ପାଠ୍ୟପୁସ୍ତକ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରଙ୍କୁ ଭାରତର ସମୃଦ୍ଧ, ବିବିଧତା ଏବଂ ପୁରାତନ…
ପାର୍ଟିରେ ଅଭିଷେକଙ୍କୁ ଆଲିଙ୍ଗନ କଲେ ସଲମାନ୍; ଭିଡିଓ ଭାଇରାଲ ପରେ ବଢ଼ୁଛି ଚର୍ଚ୍ଚା
ବମ୍ବେ: ବଲିଉଡରେ ଐଶ୍ୱର୍ଯ୍ୟା ରାୟ-ସଲମାନ ଖାନ୍ଙ୍କ ପ୍ରେମ ସମ୍ପର୍କ ବିଷୟରେ କାହାକୁ ବା ଅଛପା। ଏକ ସମୟରେ ଦୁହେଁ ଚର୍ଚ୍ଚିତ ଯୋଡ଼ି ଥିଲେ। ହେଲେ ଐଶ୍ୱର୍ଯ୍ୟା ବାଟ ଅଲଗା କରିବା ପରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ଏବେ ଦୁହିଁଙ୍କ ଝିଅ…
Archives


