Viral Video: ଏଭଳି ସ୍ଥାନରୁ ଡେଇଁଲେ ଏହି ବ୍ୟକ୍ତି, ଦୃଶ୍ୟ ଦେଖି ଲୋକେ ତାଜୁବ, କହିଲେ-ଟାଙ୍କୁରି ଉଠିଲା ଲୋମ
ଷ୍ଟଣ୍ଟ କରିବା ସମସ୍ତଙ୍କୁ ପସନ୍ଦ। ହେଲେ ଅନେକେ ଷ୍ଟଣ୍ଟ ଲାଗି ଏଭଳି ଦୁଃସାହସିକ ଉପାୟ ଅବଲମ୍ବନ କରିଥାନ୍ତି, ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କିଛି ଏଭଳି ଦୃଶ୍ୟ ଥିବା ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି…
ଝିଅଙ୍କ ସହ ୧୨ ଜ୍ୟୋତିର୍ଲିଙ୍ଗ ଦର୍ଶନ ଯାତ୍ରା ଶେଷ କଲେ ରବିନା, ଶିଳ୍ପା କହିଲେ-ଅଦ୍ଭୁତ
ବମ୍ବେ: ଅଭିନେତ୍ରୀ ହେଲେ ହେଁ ବେଶ ଧାର୍ମିକ। ଆମେ କହୁଛୁ ଅଭିନେତ୍ରୀ ରବିନା ଟଣ୍ଡନଙ୍କ କଥା। ନିକଟରେ ସେ ଝିଅ ରାଶାଙ୍କ ସହ ୧୨ ଜୋତିର୍ଲିଙ୍ଗ ଦର୍ଶନ ଯାତ୍ରା ଶେଷ କରିଛନ୍ତି। ଏହି ଯାତ୍ରା ଭକ୍ତିପୂର୍ଣ୍ଣ ଥିଲା ବୋଲି ଅଭିନେତ୍ରୀ କିଛି…
ମାଇଁଙ୍କ ଶୁଦ୍ଧିକ୍ରିୟାକୁ ଆସିଥିଲେ, ଟ୍ରକ୍ ଚାପାରେ ଚାଲିଗଲା ଭଣଜାଙ୍କ ଜୀବନ
କେନ୍ଦୁଝର,୨୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅଧୀନ ୪୯ ନଂ ଜାତୀୟ ରାଜପଥ ପଟାଟାଙ୍ଗର ଛକରେ ଶନିବାର ଏକ ୧୦ ଚକିଆ ଟ୍ରକ୍ ଚାପି ଦେବାରୁ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଅନୁଗୋଳ ଜିଲା ପାଲଲହଡ଼ା ଥାନା…
ଗୋଡ଼ରେ ଘା’ ହେବାରୁ ଧାନବିଲରେ ବୃଦ୍ଧାଙ୍କୁ ଛାଡ଼ିଦେଲେ ପରିବାର ଲୋକେ
ବରଗଡ଼,୨୩ା୧୨(ପ୍ରେମାନନ୍ଦ ଖମାରୀ):ଅନ୍ଧବିଶ୍ୱାସ ଏବେ ବି ବଞ୍ଚିରହିଛି। ଆଉ ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷର ମାନବିକତା ମଧ୍ୟ ମରିଯାଉଛି। ବରଗଡ଼ ଜିଲା ଭଟଲି ବ୍ଲକ ଅଞ୍ଚଳରେ ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ବାମଗୋଡ଼ ପାଦରେ ଘା’…
ଜେଲ୍ ଗଲେ ବୁଖାରୀ
ଯାଜପୁର,୨୩ା୧୨: ସନ୍ଦିଗ୍ଧ କଶ୍ମୀର ଆତଙ୍କବାଦୀ ସୟଦ ଇଶାନ ବୁଖାରୀ ଶନିବାର ଜେଲ୍ ଯାଇଛନ୍ତି। ବୁଖାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍। ରିମାଣ୍ଡ ଅବଧି ସରିବା ପରେ ଆଜି ତାଙ୍କୁ ଚଣ୍ଡିଖୋଲ କୋର୍ଟ ଜେଲ୍ ପଠାଇ ଦେଇଛନ୍ତି। ସୂଚନାଯୋଗ୍ୟ, କେବଳ…
ଦୁର୍ଘଟଣା ପରେ ଟ୍ରକ୍ ଜାଳିଦେଲେ ଲୋକେ
ବଲାଙ୍ଗୀର,୨୩ା୧୨: ବଲାଙ୍ଗୀର ଗାନ୍ଧୀନଗରପଡ଼ାରେ ଶନିବାର ଏକ ଟ୍ରକ୍ ଜାଳି ଦେଇଛନ୍ତି ଉତ୍ତ୍ୟେକ୍ତ ଲୋକେ। ଉକ୍ତ ଟ୍ରକ୍ଟି ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା। ଫଳରେ ଟ୍ରକ୍ ଚାପାରେ ଗୁରୁତର ଥିବା ଯୁବକଙ୍କର ଭୀମଭୋଇ ମେଡିକାଲରେ ମୃତ୍ୟୁ ଘଟିଛି। ଏହା ପରେ ଉତ୍ତ୍ୟେକ୍ତ ଲୋକେ…
ବିବାହରେ ମାରପିଟ୍ରେ କରି ଚେୟାର ଉଡାଇଲେ ବରଯାତ୍ରୀ, ମଟର ପନିରରେ ନଥିଲା…
ପ୍ରତ୍ୟେକ ବିବାହରେ ଝଗଡ଼ା ଏବଂ ମାରପିଟ୍ ହେବା ସାଧାରଣରେ ପରିଣତ ହୋଇଗଲାଣି। ପ୍ରାୟତଃ ବରପକ୍ଷ କନ୍ୟାପକ୍ଷଙ୍କ ମନୋମାଳିନ୍ୟ ହୋଇଥାଏ। ମାତ୍ର ଏହା ଏବେ ଅତ୍ୟାଧିକ ମାତ୍ରାରେ ବଢ଼ିଯାଇଛି, କନ୍ୟାପକ୍ଷ ଦ୍ୱାରା ପ୍ରସ୍ତୁତ ଖାଦ୍ୟପେୟ ପାଇଁ ବର୍ତ୍ତମାନ ଝଗଡ଼ା ହେଉଥିବା ଦେଖିବାକୁ ମିଳୁଛି।…
୨୦୨୩ରେ ମହିଳାମାନେ ଗୁଗ୍ଲରେ ଅଧିକ ସର୍ଚ୍ଚ କରିଛନ୍ତି ଏହି ସବୁ ଜିନିଷ, ଜାଣିଲେ ଆଶ୍ଚର୍ଯ୍ୟ ହେବେ
ନୂଆଦିଲ୍ଲୀ,୨୩।୧୨: ଟେକ୍ନୋଲୋଜି, ଇଣ୍ଟରନେଟ, ଗୁଗ୍ଲ ପରି ସର୍ଚ୍ଚ ଇଞ୍ଜିନ ଆମର ନିତିଦିନଆ କାମକୁ ସହଜ କରି ଦେଇଛି। ମନରେ କିଛି ବି ପ୍ରଶ୍ନ ଥିଲେ କିଛି ବି ଦ୍ୱନ୍ଦ ଥିଲେ ଆମେ ଗୁଗ୍ଲରେ ସର୍ଚ୍ଚ କରି ସେ ବିଷୟରେ ଜାଣି ପାରୁଛୁ।…
ଇଣ୍ଡିଆ ବ୍ଲକରେ କିପରି ଫାଇନାଲ ହେବ କଂଗ୍ରେସର ସିଟ୍? ବୈଠକରେ ପ୍ରସ୍ତୁତ ହେଲା ସିଟ୍ ଶେୟାରିଂ ଫର୍ମୁଲା
ନୂଆଦିଲ୍ଲୀ ,୨୩।୧୨: ଇଣ୍ଡିଆ ବ୍ଲକରେ ସାମିଲ ଦଳ ମାନଙ୍କ ସହିତ ଆଗାମୀ ଲୋକସଭା ନିର୍ବାଚନରେ ଆସନ ବୁଝାମଣା ପାଇଁ ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ରାଷ୍ଟ୍ରୀୟ ଗଠବନ୍ଧନ କମିଟି ଗଠନ କରିଛି କଂଗ୍ରେସ। ଏହି କମିଟି ସିଟ୍ ବୁଝାମଣା କରିବା ପାଇଁ…
ସ୍କୁଲ ବ୍ୟାଗ୍ ଧରି ଟ୍ରାଫିକ୍ ମଝିରେ ଶୋଇ ଡ୍ୟାନ୍ସ କଲେ ଏହି ଝିଅ, ଭିଡିଓ ଦେଖିଲେ…
ଲୋକମାନଙ୍କର ସୋସିଆଲ ମିଡିଆ ନିଶା ଏତେ ଯେ, ସେମାନେ ପ୍ରସିଦ୍ଧ ହେବା ପାଇଁ ଏମିତି କିଛି ଭିଡିଓ କରୁଛନ୍ତି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଜଣେ ସ୍କୁଲ ଛାତ୍ରୀଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି। @GaurangBhardwa1 ନାମକ ଏକ…
ପରପାରିରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ
ଭୁବନେଶ୍ୱର,୨୩।୧୨: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍ଏମ୍ ରାଜେନ୍ଦ୍ରନଙ୍କ ପରଲୋକ ହୋଇଛି। ଶନିବାର ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସେ ସ୍ତ୍ରୀ ସୁଶୀଳା ରାଜେନ୍ଦ୍ରନଙ୍କ…
ଖ୍ରୀଷ୍ଟମାସ ବୋନସରେ କମ୍ପାନୀ ଦେଲା ସିଝା ଆଳୁ
ଦଶହରା ହେଉ କି ଦୀପାବଳି ଅବସରରେ କିଛି କମ୍ପାନୀ ଉପହାର ସ୍ବରପ କର୍ମଚାରୀଙ୍କୁ ବୋନସ ଦେଇଥାନ୍ତି। ବିଦେଶରେ ଖ୍ରୀଷ୍ଟମାସରେ ଲୋକେ ନିଜ ପ୍ରିୟଜନ କିମ୍ବା ବନ୍ଧୁଙ୍କୁ ଉପହାର ଦେଇଥାନ୍ତି। ନିକଟରେ ଗୋଟିଏ କମ୍ପାନୀ ଖ୍ରୀଷ୍ଟମାସ ଅବସରରେ କର୍ମଚାରୀଙ୍କୁ କିଛି ଏପରି ବନୋସ…
Archives


