ଥରେ କି ଦୁଇଥର ନୁହେଁ, ହଜାରେ ଥର ଉପରାଷ୍ଟ୍ରପତିଙ୍କ ମଜା ଉଡ଼ାଇବି: ଟିଏମସି ଏମ୍ପି
ନୂଆଦିଲ୍ଲୀ,୨୪।୧୨:ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ମଜା ଉଡାଇ ବିବାଦରେ ଛନ୍ଦି ହୋଇପଡିଥିବା ଟିଏମସି ଏମ୍ପି କଲ୍ୟାଣ ବାନାର୍ଜୀ ପୁଣି ଥରେ ନିଜ ମତ ଦୋହରାଇଛନ୍ତି। ସେ କହିଛନ୍ତି, ଥରେ କି ଦୁଇଥର ନୁହେଁ ବରଂ ହଜାରେ ଥର ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ମଜା…
ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ପ୍ରାଥିପତ୍ର ଦାଖଲ, ଜାଣନ୍ତୁ କେବେ ହେବ ନିର୍ବାଚନ
ଇସଲାମାବାଦ,୨୪।୧୨: ଫେବୃୟାରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ରବିବାର ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ପ୍ରାର୍ଥୀପତ୍ର ଦାଖଲ କରିବାର ରବିବାର ଶେଷ ତାରିଖ ଥିଲା। ତେବେ ଅନେକ ବରିଷ୍ଠ ନେତା…
ସୋସିଆଲ ମିଡ଼ିଆରୁ ଦୂରେଇବେ ୫୦% ୟୁଜର
ନୂଆଦିଲ୍ଲୀ,୨୪ା୧୨: ସୋସିଆଲ ମିଡିଆରେ ଭୁଲ୍ ତଥ୍ୟର ପ୍ରସାର ଯୋଗୁ ୟୁଜର ଅତିଷ୍ଠ ହୋଇପଡ଼ିଲେଣି। ଏହି କାରଣରୁ ଆଗାମୀ ୨୦୨୫ ସୁଦ୍ଧା ୫୦ ପ୍ରତିଶତ ୟୁଜର ସୋସିଆଲ ମିଡିଆରୁ ଦୂରେଇ ଯିବେ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଗତ ୫ ବର୍ଷ ତୁଳନାରେ…
ଥମୁନି ଯୁଦ୍ଧ: ହମାସ୍ ଆକ୍ରମଣରେ ୧୪ ଇସ୍ରାଏଲୀ ସୈନ୍ୟ ନିହତ
ତେଲ୍ ଆଭିଭ,୨୪ା୧୨:ଗାଜା ଷ୍ଟ୍ରିପ୍ରେ ରବିବାର ଘମାଘୋଟ ଲଢ଼େଇରେ ଇସ୍ରାଏଲ୍ର ୧୪ ସୈନ୍ୟ ନିହତ ହୋଇଛନ୍ତି। ଇସ୍ରାଏଲ୍ ଗାଜାରେ ସ୍ଥଳ ଯୁଦ୍ଧ ଆରମ୍ଭ କରିବାଠାରୁ ଏହା ସେମାନଙ୍କ ପାଇଁ ସବୁଠୁ ରକ୍ତରଞ୍ଜିତ ଦିନ। ଇସ୍ରାଏଲ୍ର କ୍ରମାଗତ ଆକ୍ରମଣ ସତ୍ତ୍ୱେ ହମାସ୍ ଲଢ଼େଇ ଜାରି…
ଭାଷଣ ଦେଲାବେଳେ ଟଳିପଡ଼ିଲେ ଆଇଆଇଟି ପ୍ରଫେସର
କାନପୁର,୨୪ା୧୨:କାନପୁର ବିଶ୍ୱବିଦ୍ୟାଳୟରେ ଜଣେ ୫୫ ବର୍ଷୀୟ ଆଇଆଇଟି ପ୍ରଫେସର ଭାଷଣ ଦେଉଥିବାବେଳେ ହୃଦ୍ଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି। ଆଇଆଇଟି କାନପୁର ଅଡିଟୋରିୟମରେ ସମୀର ଖଣ୍ଡେକର ନାମକ ପ୍ରଫେସର ପୂର୍ବତନ ଛାତ୍ରୀଛାତ୍ରଙ୍କୁ ଉଦ୍ବୋଧନ ଦେଉଥିବାବେଳେ ଟଳିପଡ଼ିଥିଲେ। ସେ ଉତ୍ତମ ସ୍ବାସ୍ଥ୍ୟ ଉପରେ…
ମଣିଷର କଟା ପାପୁଲି ଧରି ଦୌଡ଼ି ଆସିଲା କୁକୁର
ନିରାକାରପୁର,୨୪।୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନରଣଗଡ଼ ପଞ୍ଚାୟତ ମାନପୁର ଗ୍ରାମରୁ ପୋଲିସ ରବିବାର ମଣିଷର ଏକ କଟା ପାପୁଲି ଜବତ କରିଛି। ତେବେ କଟା ପାପୁଲିଟି କାହାର ସେନେଇ ଗାଁରେ ଚର୍ଚ୍ଚା ଜୋର ଧରିଛି। ଏନେଇ ପୋଲିସ ଏକ ମାମଲା…
କିରଣ ପୋଲାର୍ଡଙ୍କୁ ମିଳିଲା ଗୁରୁଦାୟିତ୍ୱ
ଲଣ୍ଡନ,୨୪ା୧୨: ୨୦୨୪ରେ ଖେଳାଯିବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍ ଲାଗି ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ କିରନ ପୋଲାର୍ଡ ଇଂଲଣ୍ଡ ଦଳ ସହ କୋଚିଂ ଷ୍ଟାଫ୍ ଭାବେ ଯୋଗଦେବେ। ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ରବିବାର ଏହି ସୂଚନା ପ୍ରଦାନ କରିଛି। ଯୁକ୍ତରାଷ୍ଟ୍ର ଆମେରିକା…
ବାହା ହେଲେ ଅରବାଜ, କନଫର୍ମ କଲେ ରବିନା
ମୁମ୍ବାଇ: ଅଭିନନ୍ଦନ! ଅରବାଜ ଖାନ ଏବଂ ଶୌରା ଖାନ ବର୍ତ୍ତମାନ ସାତ ଜନ୍ମର ସାଥି ହୋଇଛନ୍ତି। ୫୬ ବର୍ଷିୟ ଅରବାଜ ଖାନ ୪୧ବର୍ଷିୟ ଶୌରାଙ୍କ ସହ ବିବାହ କରିଛନ୍ତି। ଏହି ସୂଚନା ଅରବାଜ ଖାନଙ୍କ ଘନିଷ୍ଠ ବନ୍ଧୁ ରବିନା ଟଣ୍ଡନ ଦେଇଛନ୍ତି।…
୭୦୦ ଟଙ୍କାରେ ଦରକାର ଥାର, ଶିଶୁର କଥାଶୁଣି ହସାଇଲେ କମ୍ପାନୀ ମାଲିକ
ପିଲାମାନେ ଏତେ ନିରୀହ ଯେ ସେମାନେ ସାଂସାରିକ ଆକର୍ଷଣ ସହିତ ଚିନ୍ତିତ ନୁହଁନ୍ତି। ବଡ ଚିନ୍ତାଧାରା ସେମାନଙ୍କ ଛୋଟ ଦୁନିଆରେ ବଢିଥାଏ, ଯାହା ଆମକୁ ହସାଇଥାଏ ଏବଂ ଆମକୁ ବିସ୍ମିତ କରେ। ନିକଟରେ ଏକ କାର କମ୍ପାନୀର ମାଲିକ (ଆନନ୍ଦ ମହିନ୍ଦ୍ରା)…
ରାଧାକୃଷ୍ଣଙ୍କୁ ଲାଗିହେଲା ୮୫୧ ବ୍ୟଞ୍ଜନ
ପୁରୀ,୨୩ା୧୨(ଅଜିତ୍ ମହାନ୍ତି):ମାର୍ଗଶିର ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ବୈଷ୍ଣବ ସମ୍ପ୍ରଦାୟରେ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ। ଏହି ପରିପେକ୍ଷୀରେ ରବିବାର ଶ୍ରୀଗୌରବିହାର ଆଶ୍ରମ (ମାତା ମଠ) ପରିସରରେ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ ପାଳିତ ହୋଇଯାଇଛି। ଏହି…
ଆନ୍ଧ୍ର ପ୍ରଦେଶରେ ଭାଜପାର ଦୁଇ ହାତରେ ଲଡୁ!
ଅମରାବତି,୨୪।୧୨: ଗତ ଲୋକ ସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶରେ ଏକ ପ୍ରତିଶତରୁ କମ ଭୋଟ ପାଇଥିବା ଭାଜପା ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ଭଲ ସ୍ଥିତିରେ ଅଛି। ଏହାର କାରଣ ହେଉଛି ଯେ ରାଜ୍ୟର ଉଭୟ ମୁଖ୍ୟ ଆଞ୍ଚଳିକ…
ଗାଡ଼ି ଧକ୍କାରେ ଚାଲିଗଲା ୨ ଭାଇଙ୍କ ଜୀବନ
ଗୋପାଳପୁର,୨୪ା୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ସମ୍ମୁଖ ୧୬ନମ୍ବର ଜାତୀୟ ରାଜପଥରେ ଏକ ଗାଡ଼ି ଧକ୍କାରେ ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗୋଳନ୍ଥରା ଗ୍ରାମର କାହ୍ନୁ ଚରଣ ରାଉଳ ଓ ମନୋଜ କୁମାର ରାଉଳ। ମନୋଜ…
Archives


