Home Left

“୨୦୨୪ ନିର୍ଵାଚନ ପାଇଁ ବହୁତ କାମ ଅଛି”: କୁସ୍ତିରୁ ‘ସନ୍ୟାସ’ ନେଲେ ବ୍ରିଜ ଭୂଷଣ

ନୂଆଦିଲ୍ଲୀ,୨୪ା୧୨: ଭାଜପା ଏମପି ତଥା ଭାରତୀୟ କୁସ୍ତି ସଂଘର ପୂର୍ବତ୍ତନ ସଭାପତି ବ୍ରିଜଭୂଷଣ ଶରଣ ସିଂହ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ ଗଣ୍ଡାରେ କୁସ୍ତି ପ୍ରତିଯୋଗିତା କରିବା ନେଇ ପ୍ରତିକ୍ରିୟା ଦେଇଛନ୍ତି।…

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ

ପୁରୀ ୨୪।୧୨ : ଶ୍ରୀମନ୍ଦିର ଭିତର କାଠ ନିକଟରେ ରବିବାର ରକ୍ତଛିଟା ପଡ଼ିଛି । ଏ ନେଇ ମହାପ୍ରଭୁ ମହାସ୍ନାନ ହୋଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ମହାପ୍ରଭୁଙ୍କ ସକାଳଧୂପ ନୀତି ବଢ଼ିବା ପରେ…

ରାଜପଥରେ ଗଡ଼ିଲା ମୁଣ୍ଡ

କେନ୍ଦୁଝର,୨୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ରବିବାର ଦ୍ରୁପଦା ବାଇପାସ ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ଟ୍ରକ ଚାପି ଦେଇ ଫେରାର୍‌ ହୋଇଯାଇଛି। ମୃତକ ଜଣଙ୍କ ହେଲେ…

video ଲୋମ ଟାଙ୍କୁରା ଦୃଶ୍ୟ, ବନ୍ଧା ହୋଇଥିବା ଛେଳି ଗୋଡ଼ ତଳେ ବିଷଧର ସାପ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ ବେଳେବେଳେ କେତେକ ଆଶ୍ଚଯ୍ୟ କରିଦିଏ। ଏହି   ଭାଇରାଲ ଭିଡିଓରେ ଦେଖିଲେ ଲୋମ ଟାଙ୍କୁରି ଉଠିବ। ଏକ ଛେଳି ବନ୍ଧା…

ଗୁଗ୍‌ଲ ଦେବ ୫,୮୦୦ କୋଟି ଟଙ୍କା, ୧୦ କୋଟି ୟୁଜର୍ସଙ୍କୁ ମିଳିବ ଏହି ରାଶି, ଜାଣିନିଅନ୍ତୁ ଆପଣଙ୍କ ଆକାଉଣ୍ଟକୁ ଆସିବ କି ନାହିଁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୪ା୧୨: ବିଶ୍ୱର ଅଗ୍ରଣୀ ବୈଷୟିକ କମ୍ପାନୀ ଗୁଗ୍‌ଲକୁ କଠୋର ଅର୍ଥଦଣ୍ଡ ଦିଆଯାଇଛି। ବର୍ତ୍ତମାନ କମ୍ପାନୀକୁ ଆମେରିକାରେ ୭୦୦ ମିଲିୟନ ଡଲାର୍‌ (ପ୍ରାୟ ୫,୮୨୩ କୋଟି ଟଙ୍କା) ଦେବାକୁ ପଡ଼ିବ। ଗୁଗ୍‌ଲ ବଜାରରେ ଆଣ୍ଡ୍ରଏଡ୍‌ରେ କଠୋର ସ୍ଥିତିର ସୁଯୋଗ ନେଇ ଗୁଗ୍‌ଲକୁ ଏକ…

ଶିଶୁକନ୍ୟା ଅପହରଣ ଘଟଣାରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୨୪ା୧୨(ଶଶାଙ୍କ ଶେଖର ଝାଙ୍କର): ଶିଶୁକନ୍ୟା ଅପହରଣ ଘଟଣାରେ ୪ ଜଣ ଗିରଫ ହୋଇଥିବା ନେଇ ରବିବାର ଦେବଗଡ଼ ଆଦର୍ଶ ଥାନାରେ ଏକ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଏସ୍‌ଡିପିଓ ସୌମ୍ୟରଞ୍ଜନ ମଲ୍ଲିକ, ଥାନାଧିକାରୀ ସରୋଜ କୁମାର…

Viral- Video ବାଘ ମାଂସ ଖାଇବାକୁ ଡେଇଁଲା ବେଳେ ଘଟିଲା ଏପରି, ଭିଡିଓ  ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି।  ସେଥିରୁ କେତେକ  ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ  ବେଳେବେଳେ କେତେକ ଆଶ୍ଚଯ୍ୟ କରିଦିଏ। ବର୍ତ୍ତମାନ ଭାଇରାଲ ଭିଡିଓରେ  ଦେଖିବାକୁ ମିଳୁଛି ଯେ,  କେତେକ ବାଘ ତଳେ ଥିବା…

କାଠ ଶିଡ଼ିରେ ଗୋଟିଏ ପରେ ଗୋଟିଏ ପାଦ ରଖି ଛାତରେ ପହଞ୍ଚୁଛି କୁକୁର, ଭିଡିଓ ଦେଖିଲେ…

ପ୍ରକୃତି ଦ୍ୱାରା ସୃଷ୍ଟି ହୋଇଥିବା ସବୁକିଛି ଅତ୍ୟନ୍ତ ସ୍ବତନ୍ତ୍ର। କାରଣ ସେହି ସବୁ ଜିନିଷ ଆମକୁ ଜୀବନରେ ଭଲ ଏବଂ ବଡ଼ କିଛି କରିବାକୁ ଶିକ୍ଷା ଦେଇଥାଏ। ଆମକୁ କେବଳ ଦେଖିବା ଏବଂ ଏକ ଉତ୍ତମ ଦୃଷ୍ଟିକୋଣ ଆବଶ୍ୟକ। ନିକଟରେ ଏକ…

ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୪।୧୨: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାର ନୂଆ ଭାରିଆଣ୍ଟ ଜେଏନ୍‌ ୧ସଂସ୍ପର୍ଶରେ ଆସି ସେ ଆକ୍ରାନ୍ତ ହୋଇଛନ୍ତି। ଏହି ପଜିଟିଭ୍‌ ମାମଲାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ରାଜ୍ୟରେ ନୂଆ…

ବରଣମାଳା ପିନ୍ଧାଇବା ସମୟରେ ବରଙ୍କ ପାଟିରୁ ଆସିଲା ମଦ ଗନ୍ଧ, କନ୍ୟା କଲେ ଏମିତି, ଭିଡିଓ ଦେଖିଲେ…

ଯେକୌଣସି ଝିଅ ହୁଅନ୍ତୁ କି ପୁଅ, ବିବାହ ଦିନଟି ହେଉଛି ସେମାନଙ୍କ ଜୀବନର ସବୁଠାରୁ ବିଶେଷ ଦିନ। ଏହି କାରଣରୁ ଉକ୍ତ ଦିନକୁ ସ୍ମରଣୀୟ କରିବାକୁ କିଏ କେତେ ପ୍ରକାର ବ୍ୟବସ୍ଥା କରିଥାନ୍ତି। କିଛି ଭଲ କଥା ସ୍ମରଣୀୟ ହୋଇ ରହି…

ଏହି ଦେଶରେ ଜେଲରେ ପହରା ଦିଅନ୍ତି ବତକ

ଦେଶରେ ଜେଲରେ ସୁରକ୍ଷା ପ୍ରଦାନ ପାଇଁ କଡାକଡି ବ୍ୟବସ୍ଥା କରାଯାଇଥାଏ। ଦୁର୍ଦ୍ଦାନ୍ତ ଅପରାଧୀ ଯେପିରି ଜେଲର ସୁରକ୍ଷା କବଚ ଭାଙ୍ଗି ବାହାରକୁ ନ ଯାଇ ପାରନ୍ତି ଏଥିପାଇଁ ସେମାନଙ୍କୁ ନଜର ରଖିବା ପାଇଁ ସିକ୍ୟୁରିଟି କ୍ୟାମେରା, ଗାର୍ଡ ସହ ଟ୍ରେନି କୁକୁର…

Video: ଗ୍ରୋସରୀ ଦୋକାନରୁ ଚୋରି କରି ଧରାପଡ଼ିଲେ ମହିଳା, ଏଭଳି ସ୍ଥାନରେ ଲୁଚାଇଥିଲେ ସାମଗ୍ରୀ ଯେ ଦେଖି ଉଡିଲା ହୋସ୍‌

ଚୋରି କରିବା ଲାଗି ଚୋରମାନେ ଭଳିକି ଭଳି ଉପାୟ ଅବଲମ୍ବନ କରିଥାନ୍ତି। ଏହା ଏକ ମାନସିକତା ମଧ୍ୟ। ତେବେ ଅନେକ ସମୟରେ ଚୋରୀ ସମୟର ଘଟଣାବଳୀର ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ। ଠିକ୍‌ ସେଭଳି ଏକ ଭିଡିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri