Home Left

ପ୍ରଥମେ ବିଲେଇକୁ ଚୁମ୍ବନ ଦେଲା ମାଙ୍କଡ଼: ଆଉ ତା’ପରେ ଘଟିଲା ଏମିତି…ଦେଖନ୍ତୁ ଭିଡ଼ିଓ

କେବଳ ମଣିଷ ନୁହେଁ, ପଶୁମାନଙ୍କ ହୃଦୟ ମଧ୍ୟ ବେଶ୍‌ ଭାବପୂର୍ଣ୍ଣ ହୋଇଥାଏ। ପ୍ରତ୍ୟେକ ମା’ ନିଜ ସନ୍ତାନମାନଙ୍କର ଯତ୍ନ ନିଅନ୍ତି, କିନ୍ତୁ ଜଣେ ମା’ ଅନ୍ୟମାନଙ୍କର ପିଲାମାନଙ୍କର ଯତ୍ନ ନେବା ମଧ୍ୟ ଜାଣନ୍ତି।ଆଜିକାଲି ସୋସିଆଲ ମିଡିଆରେ ଏକ ଏମିତି ଏକ ଭିଡିଓ…

ରାମ ମନ୍ଦିରର ବୟସ ୧୦୦୦ ବର୍ଷ ହେବ: ଚମ୍ପତ ରାୟ

ଅଯୋଧ୍ୟା,୨୪।୧୨: ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଆଉ କିଛିଦିନ ବାକି ଅଛି। ଏହାପୂର୍ବରୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ରାମ ମନ୍ଦିର ନିର୍ମାଣ ଦେଶ ପାଇଁ ଅପମାନର ପରିମାର୍ଜନ। ଏହା…

ଦୁଇ ଗର୍ଭାଶୟ ଥିବା ମହିଳା ଜନ୍ମଦେଲେ ଜାଆଁଳା ସନ୍ତାନ

ଓ୍ବାଶିଂଟନ,୨୪ା୧୨: ଆମେରିକାର ଆଲବାମାଠାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇଟି ଗର୍ଭାଶୟ ଥିବା ଜଣେ ମହିଳା ଯାଆଁଳା ଝିଅକୁ ଜନ୍ମ ଦେଇଛନ୍ତି। ଏହିପରି ମାମଲା କେବଳ ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣକରେ ଘଟିଥାଏ। ଉଭୟ ଆଲବାମା ବିଶ୍ୱବିଦ୍ୟାଳୟର…

ସଲମାନଙ୍କ ରାଗ ଯୋଗୁ ବରବାଦ ହୋଇଛି ଅନେକ ସେଲିବ୍ରିଟିଙ୍କ କ୍ୟାରିୟର,ବର୍ତ୍ତି ନାହାନ୍ତି ପ୍ରେମିକା…

ବମ୍ବେ: ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କୁ କୁହାଯାଏ ‘ଦବଙ୍ଗ ଭାଇଜାନ୍‌’। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। ସେଇଟି ହେଲା ସେ ଯଦି କାହା ଉପରେ ଖୁସି ହୋଇଛନ୍ତି, ତାଙ୍କ କ୍ୟାରିୟର ଗଢ଼ି ଦିଅନ୍ତି। ହେଲେ ଯଦି ସେ କାହା…

ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ: ଦୁଇ ଯବାନ ଗୁରୁତର

କୋଟଗଡ଼,୨୪ା୧୨(ସରୋଜ ବଳିୟାରସିଂ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳ ସିର୍ଲା ଜଙ୍ଗଲରେ ରବିବାର ଏସ୍‌ଓଜି ଯବାନ କମ୍ବିଂ ଅପରେଶନ ସମୟରେ ହଠାତ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରିଥିଲେ। ଫଳରେ ଦୁଇ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା…

ଏକ ଲକ୍ଷ ଲୋକ କଲେ ସାମୂହିକ ଗୀତା ପାଠ: ପ୍ରଧାନମନ୍ତ୍ରୀ କଲେ ପ୍ରଶଂସା

କୋଲକାତା,୨୪।୧୨: କୋଲକାତାର ପ୍ୟାରେଡ ଗ୍ରାଉଣ୍ଡରେ ଏକ ଲକ୍ଷ ଲୋକ ଏକତ୍ରିତ ହୋଇ ଗୀତା ପାଠ କରିଛନ୍ତି। ଏହି ଗୀତା ପାଠ କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ସଂସ୍କୃତ ପରିଷଦ ଏବଂ ମତିଲାଲ ଭାରତ ତୀର୍ଥ ସେବା ମିଶନ ଦ୍ୱାରା ଆୟୋଜିତ ହୋଇଛି। ଏହି…

ବିମାନବନ୍ଦରରେ ମାତ୍ର ୩ ମିନିଟ ଲାଗି ରହିଥିଲେ Uber ଡ୍ରାଇଭର, କଟିଲା ୩ ଲକ୍ଷର ଚାଲାଣ; ପୂରା ଘଟଣା ଜାଣିଲେ…

ଆଜିକାଲିର ସମୟରେ ଗାଡ଼ିମୋଟର ଚଳାଚଳ ବୃଦ୍ଧି ପାଉଥିବା ବେଳେ ପାର୍କିଂ ଏକ ବଡ଼ ସମସ୍ୟା ପାଲଟିଛି। ଏମିତିରେ ଅନେକେ ତରବର ହେଉଥିଲେ ‘ନୋ ପାର୍କିଂ’ ସ୍ଥାନରେ ଗାଡ଼ି ରଖିଦେଇଥାନ୍ତି। ଫଳରେ ମୋଟା ଅଙ୍କର ଚାଲାଣ ଦେବାକୁ ପଡ଼ିଥାଏ। ଠିକ୍‌ ଏଭଳି ଏକ…

ପୁଣି ତାଇୱାନରେ ଧସେଇ ପଶିଲା ଚାଇନା

ବେଜିଂ,୨୪।୧୩: ପୁଣି ତାଇଓ୍ବାନରେ ଧସେଇ ପଶିଛି ଚାଇନାା। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଦାବି କରିଛି। ଚାଇନା ବିମାନ ସହିତ ଚାଇନାର ବେଲୁନ ମଧ୍ୟ ତାଇୱାନର ଆକାଶରେ ପ୍ରବେଶ କରିଛି। ଦୀର୍ଘ ଦିନ ହେବ ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା…

ଆଜିଠାରୁ କମିବ ଶୀତର ପ୍ରଭାବ; ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର,୨୪ା୧୨: ବାୟୁମଣ୍ଡଳର ଉପରିଭାଗରେ ପଶ୍ଚିମା-ନିମ୍ନ ଚାପରେଖା ସହ ଜଡ଼ିତ ବାୟୁ ଚଳାଚଳ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାର ଆକାଶ ମେଘୁଆ ରହିଛି । ତେବେ ବର୍ଷାର କୌଣସି ସମ୍ଭାବନା ନାହିଁ । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଅନ୍ୟ…

କୋବି ପାଇଁ ମା’ଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ପୁଅ

ଯୋଡ଼ା/ଚମ୍ପୁଆ(ମାନସ ମହାନ୍ତି/ ମହେଶ୍ୱର ଦାଶ), ୨୪ା୧୨: ହଜିଗଲାଣି ମାନବିକତା। ପୁଅ ବାଡ଼ିରୁ କୋବି ଆଣି ଖାଇଦେଲେ ବୋଲି ମା’ଙ୍କୁ ନିର୍ଦ୍ଦୟ ଭାବେ ଖୁଣ୍ଟରେ ବାନ୍ଧି ପିଟିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା…

ମୁଁ ଜଣେ ପୀଡ଼ିତ, ମୋତେ ଅପମାନର ସାମ୍ନା କରିବାକୁ ପଡ଼େ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୪।୧୨: ଟିଏମସି ଏମ୍‌ପି ପରିହାସ କରିବା ପରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ମୁହଁ ଖୋଲିଛନ୍ତି। ଉପରାଷ୍ଟ୍ରପତି ତାଙ୍କ ସରକାରୀ ବାସଭବନରେ ଇଣ୍ଡିଆନ୍‌ ଷ୍ଟାଟିଟିକାଲ୍‌ ସର୍ଭିସର ପ୍ରୋବେସନର୍ସଙ୍କୁ ସମ୍ବୋଧିତ କରି କହିଛନ୍ତି, ମୁଁ ଜଣେ ପୀଡିତ। ମୋତେ ବାରମ୍ବାର ଅପମାନର ସମ୍ମୁଖୀନ ହେବାକୁ…

ଏହି ସ୍କିମ୍‌ରେ ମାତ୍ର ୬ ହଜାର ଟଙ୍କା କରନ୍ତୁ ନିବେଶ, ଗ୍ୟାରେଣ୍ଟି ମିଳିବ ୧୯.୫୨ ଲକ୍ଷ ଟଙ୍କା

ଯଦି ଆପଣଙ୍କର ଘରେ ଏକ ଛୋଟ ଝିଅ ଅଛି ଏବଂ ଆପଣ ତାଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଚାହୁଁଛନ୍ତି, ତେବେ ଏକ ଭଲ ଯୋଜନାରେ ନିଶ୍ଚିତ ବିନିଯୋଗ କରନ୍ତୁ। ସରକାରଙ୍କ ଏକ ସୁରକ୍ଷିତ ଯୋଜନା ଆଣିଛନ୍ତି। ଏହି ଯୋଜନାର ନାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri