କେଜ୍ରିଓ୍ବାଲ ଭ୍ରଷ୍ଟାଚାରର ସାଗର, ସଚ୍ଚୋଟ ନୁହନ୍ତି ପୂରା ଅଲାଜୁକ : ଭାଜପା
ନୂଆଦିଲ୍ଲୀ,୨।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ଶୁକ୍ରବାର ହାଜର ହୋଇନାହାନ୍ତି। ଏହା ତାଙ୍କର ଡରକୁ ଦର୍ଶାଉଛି ବୋଲି ଭାରତୀୟ ଜନତା ପାର୍ଟୀ(ଭାଜପା) କଟାକ୍ଷ କରିଛି। ଇଡି ସମ୍ମୁଖରେ ହାଜର ନ ହୋଇ କେଜ୍ରିଓ୍ବାଲ ସ୍ପଷ୍ଟ କରିଛନ୍ତି ଯେ…
ଧନତେରାସ୍ ପୂର୍ବରୁ ଏହିଦିନ କରନ୍ତୁ ଶପିଂ, ରହିବନି ଧନର ଅଭାବ
ନଭେମ୍ବର ଆସିବା ମାତ୍ରେ ଚାରିଆଡ଼େ ଦୀପାବଳିର ମାହୋଲ ଦେଖିବାକୁ ମିଳେ। ଏହା ସହିତ ବଜାର ମଧ୍ୟ ବେଶ୍ ଭିଡ଼ ରହେ। ଏବେଠାରୁ ଦୋକାନୀମାନେ ଧନତେରାସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ତେଣୁ ସେହି ସମୟରେ ସାଧାରଣ ଲୋକମାନେ ମଧ୍ୟ ଶପିଂ କରିବା…
ଟ୍ୟୁଶନ ଫି ମାଗିବାରୁ ସାର୍ଙ୍କ ପୁଅଙ୍କୁ ହତ୍ୟା
ଖୋର୍ଦ୍ଧା, ୨।୧୧(ପ୍ରଭାତ ପାଣିଗ୍ରାହୀ): ଜଟଣୀ ଥାନା ବେଣାପଞ୍ଜୁରୀ ନବମ ଶ୍ରେଣୀ ଛାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ଟ୍ୟୁଶନ ଫି କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଡିସିପି ପ୍ରତିକ ସିଂ ସୂଚନା ଦେଇଛନ୍ତି। ବୁଧବାର ଶୁଭମ ଘରେ…
ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍କା
ହାଇଦ୍ରାବଦ୍,୨।୧୧: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍କା ଲାଗିଛି। ପାର୍ଟି ମାନିଫେଷ୍ଟୋ କମିଟିର ସଭାପତି ତଥା ପୂର୍ବତନ ଏମ୍ପି ଗାଡାମ ବିବେକ ଭେଙ୍କଟସ୍ବାମୀ ବୁଧବାର ଭାଜପା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ସହ…
ବିଲ୍ଡିଂ ଭିତରେ ଯାଉଛି ମେଟ୍ରୋ ଟ୍ରେନ୍, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଟ୍ରେନ୍ ସହର ମଧ୍ୟରେ ଥିବା ଏକ ବିଲ୍ଡିଂ ଭିତରେ…
ସୀମା ହାଇଦରଙ୍କୁ ପ୍ରଥମଥର ୟୁଟ୍ୟୁବରୁ ମିଳିଲା ଟଙ୍କା: ଏହି କାର୍ଯ୍ୟରେ କଲେ ବିନିଯୋଗ
ଲକ୍ଷ୍ନୌ,୨।୧୧: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ପ୍ରଥମ ରୋଜଗାର ଟଙ୍କା ମିଳିଛି। ସେ ଏହି ଟଙ୍କା ୟୁଟ୍ୟୁବରୁ ପାଇଛନ୍ତି। ପ୍ରଥମଥର ରୋଜଗାର ଟଙ୍କା ପାଇବା ପରେ ସୀମା ବହୁତ ଖୁସି ଅଛନ୍ତି। ବିଶେଷ କଥା ହେଉଛି କରବାଚୌଥର କିଛି ଦିନ…
ଇସ୍ରାଏଲକୁ ଖୋଲା ଚ୍ୟାଲେଞ୍ଜ୍ ଦେଲା ହମାସ: ସମ୍ପୂର୍ଣ୍ଣ ଧ୍ୱଂସ କରିବା ପରେ ହିଁ ଆମେ ଶାନ୍ତି ପାଇବୁ
ଜେରୁଜେଲମ,୨।୧୧: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି। ଇସ୍ରାଏଲ ସେନା ଏୟାର ଷ୍ଟ୍ରାଇକକୁ ଜୋରଦାର କରିଛି। ହମାସର ଅନେକ ବରିଷ୍ଠ ସଦସ୍ୟ ଇସ୍ରାଏଲର ଏହି ଆକ୍ରମଣରେ ଭୟଭୀତ ନ ହୋଇ ତାକୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରିଛନ୍ତି।…
କିଙ୍ଗ୍ଖାନଙ୍କ ଜନ୍ମଦିନରେ ବିଲେଇ ଫଟୋ ପଠାଇଲେ ପ୍ରଶଂସକ
ମୁମ୍ବାଇ: ବଲିଉଡ୍ର ବାଦ୍ଶାହା ଶାହାରୁଖ୍ ଖାନ୍ ଆଜି ଅର୍ଥାତ୍ ନଭେମ୍ବର ୨ରେ ତାଙ୍କର ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। କିଙ୍ଗ୍ଖାନ୍ ସାରା ବିଶ୍ୱରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି…
ଭାରତର ବିଜୟ ପାଇଁ ପ୍ରାର୍ଥନା କରିବ ପାକିସ୍ତାନ: ଜାଣନ୍ତୁ କାହିଁକି
ମୁମ୍ବାଇ,୨।୧୧: ଭାରତୀୟ ଦଳ ବିଶ୍ୱକପ ୨୦୨୩ର ସେମିଫାଇନାଲର ଅତି ନିକଟତର ହୋଇଛି। ଶ୍ରୀଲଙ୍କାକୁ ପରାସ୍ତ କରିବା ମାତ୍ରେ ସେମିଫାଇନାଲରେ ପ୍ରବେଶ କରିବ। ଟିମ ଇଣ୍ଡିଆର ବିଜୟରୁ ପାକିସ୍ତାନ ମଧ୍ୟ ଆଶା କରିବ। ଯଦି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ…
ମୋ ସ୍ବାମୀଙ୍କୁ ୧୫ ଦିନ ପାଇଁ ଛାଡ଼ନ୍ତୁ, ମୁଁ ମା’ହେବାକୁ ଚାହୁଁଛି: ହାଇକୋର୍ଟରେ ଗୁହାରି କଲେ ମହିଳା
ଭୋପାଳ,୨।୧୦: ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ଏଥିରେ ଜଣେ ମହିଳା ମା’ ହେବାକୁ ଚାହୁଁଥିବାରୁ ତାଙ୍କ ସ୍ବାମୀଙ୍କୁ ଜେଲରୁ ମୁକ୍ତ କରିବାକୁ ଗୁହାରି କରିଛନ୍ତି। ବର୍ତ୍ତମାନ ଏହି ମାମଲାରେ ହାଇକୋର୍ଟ ମହିଳାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି,…
କିଙ୍ଗ ଖାନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡର କିଙ୍ଗ ଖାନ ଶାହାରୁଖ ଆଜି ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୨୩ ତାଙ୍କ ପାଇଁ ସଫଳତାର ବର୍ଷ ବୋଲି ପ୍ରମାଣିତ ହୋଇଛି। କାରଣ ତାଙ୍କର ଦୁଇଟି ଚଳଚ୍ଚିତ୍ର ଜୱାନ ଏବଂ ପଠାନ ବକ୍ସ ଅଫିସ୍ରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ଉଭୟ…
ଜଗନ୍ନାଥଙ୍କୁ ବି ଛାଡ଼ିଲେନି, ପତିତପାବନଙ୍କୁ ନେଇଗଲେ ଦୁର୍ବୃତ୍ତ
ପୁରୁଷୋତ୍ତମପୁର,୨ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ସ୍ବୟଂ ଜଗନ୍ନାଥଙ୍କୁ ବି ଛାଡ଼ିନାହାନ୍ତି। ପୁରୁଷୋତ୍ତମପୁର ସହର ମଧ୍ୟରେ ରହିଥିବା ରଥସାହି ଜଗନ୍ନାଥ ମନ୍ଦିରର ମୁଖଶାଳାରେ ପୂଜା ପାଉଥିବା ସ୍ବୟଂ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀଧାରୀ ପତିତପାବନଙ୍କୁ ବୁଧବାର…
Archives


