ନୀଳ ଆଖି ଝିଅ ସବୁଠୁ ପସନ୍ଦ, ଚାକିରିରେ ଏମିତି ସର୍ତ୍ତ ରଖିଛି ଏୟାରଲାଇନ୍, ଜାଣନ୍ତୁ କାହିଁକି
ପ୍ରତ୍ୟେକ କମ୍ପାନୀ ଚାହାନ୍ତି ଯେ, ଏଠାରେ କାମ କରୁଥିବା ଲୋକମାନେ କମ୍ପାନୀର ଆଶା ଅନୁଯାୟୀ କାର୍ଯ୍ୟ କରନ୍ତୁ। କିନ୍ତୁ ବେଳେବେଳେ ଏପରି ଅଜବ ସର୍ତ୍ତ ରଖାଯାଏ ଯାହା ଆଶ୍ଚର୍ଯ୍ୟଜନକ। କିଛି ଦିନ ପୂର୍ବରୁ ଏକ କମ୍ପାନୀ କ୍ଷେତ୍ରରେ ସେମିତି ଘଟିଛି। ଯାହା…
ରାସ୍ତାରେ ଚାଲୁଥିଲା ବନ୍ୟା ପାଣି: ପହଁରିବା ପାଇଁ ଡେଇଁଲେ ଯୁବକ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ଦୁନିଆରେ ଜୀବନକୁ ସଠିକ୍ ଢଙ୍ଗରେ ଉପଭୋଗ କରୁଥିବା ଲୋକଙ୍କ ଅଭାବ ନାହିଁ। ଜୀବନରେ ଯେତେ ବାଧାବିଘ୍ନ ଆସୁନାହିଁ କାହିଁକି ସେମାନେ ପ୍ରତିଟି ମୁହୂର୍ତ୍ତ ଉପଭୋଗ କରିବାକୁ ଚେଷ୍ଟା କରନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିବା ପରେ…
ଓଡ଼ିଆ ଅପେରାକୁ ବିରୋଧ
ବେଲପଡା,୨ା୧୧(ମନୋଜ କୁମାର ମିଶ୍ର): ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଶା ପ୍ରଯୋଜକ ସଂଘର ଦୁଇବର୍ଷୀୟ ବାସନ୍ଦକୁ ପଶ୍ଚିମାଞ୍ଚଳର ବିଭିନ୍ନ ଅଞ୍ଚଳରେ ତୀବ୍ର ବିରୋଧ କରାଯାଉଛି। ବଲାଙ୍ଗୀର ଜିଲା ବେଲପଡା ବ୍ଲକ ନୁନହାଡ଼ ଗଜଲକ୍ଷୀ ପୂଜା ଅବସରରେ ଆୟୋଜିତ ଅପେରା କାର୍ଯ୍ୟକ୍ରମରେ ଏହି ଘଟଣାକୁ…
ଗାଜାରେ ବନ୍ଦୀମାନେ ମୁକ୍ତ ହେବା ପରେ ବାଇଡେନ କହିଲେ ମାନବିକତା ଦୃଷ୍ଟିରୁ ଯୁଦ୍ଧ ବନ୍ଦ କରିବା ଉଚିତ
ଓ୍ବାଶିଂଟନ,୨।୧୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗାଜାରେ ବନ୍ଧକମାନଙ୍କୁ ମୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲ-ହମାସ ଯୁଦ୍ଧରେ ହିଂସା ଏବଂ ବିବାଦକୁ ମାନବିକତା କାରଣରୁ ବନ୍ଦ କରାଯିବା ଉଚିତ, ଯାହାଦ୍ୱାରା ବନ୍ଧକମାନଙ୍କୁ ମୁକ୍ତ କରାଯାଇପାରିବ। ମିନିନାପଲିସରେ…
ଉତ୍କଟ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ: ଡିଜେଲ ଟ୍ରକ୍ ପ୍ରବେଶ ବନ୍ଦ
ନୂଆଦିଲ୍ଲୀ,୨ା୧୧: ଦୀପାବଳି ପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଫଳରେ ରାଜଧାନୀରେ ଅତି ଜରୁରୀ ନ ଥିବା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ସହ ସହର ମଧ୍ୟକୁ ଡିଜେଲ ଟ୍ରକ୍ ପ୍ରବେଶକୁ ନିଷେଧ କରାଯାଇଛି। ଗ୍ରେଡେଡ୍ ରେସ୍ପନ୍ସ ପ୍ଲାନ୍ର…
ଓ୍ବାଙ୍ଖଡେରେ ଲେଖାହେଲା ଇତିହାସ
ମୁମ୍ବାଇ,୨।୧୧: ଓଡିଆଇ ବିଶ୍ୱକପ ୨୦୨୩ରେ ସପ୍ତମ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରିଛି। ରୋହିତଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ୱାଙ୍ଖଡେ ଗ୍ରାଉଣ୍ଡରେ ୩୦୨ରନ ବ୍ୟବଧାନରେ ୧୯୯୬ ଓଡିଆଇ ବିଶ୍ୱକପ ବିଜେତା ଶ୍ରୀଲଙ୍କାକୁ ପରାସ୍ତ କରିଛି। ଓଡିଆଇ ବିଶ୍ୱକପର ୪୮ବର୍ଷର ଇତିହାସରେ…
୬୦ ଟନ୍ ବିଶିଷ୍ଟ ଓଜନମାପ ଯନ୍ତ୍ରକୁ ଖଣ୍ତ ଖଣ୍ତ କାଟି ଦେଲେ ଦୁର୍ବୃତ୍ତ
କେନ୍ଦୁଝର,୨।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତ ଗୋହାଲଡିହି ରେଲୱେ ସାଇଡିଂରେ ଥିବା ୬୦ ଟନ୍ ବିଶିଷ୍ଟ ଓଜନମାପ ଯନ୍ତ୍ରକୁ ଗ୍ୟାସ୍ କଟରରେ କାଟି ଦୁର୍ବୃତ୍ତମାନେ ଚୋରି ଉଦ୍ୟମ କରିଛନ୍ତି। ସେମାନେ ଓଜନ ମାପ ଯନ୍ତ୍ରକୁ ଚାରିଆଡ଼େ…
ମରାଠା ସଂରକ୍ଷଣ: ଅନଶନ ଭାଙ୍ଗିଲେ ମନୋଜ
ମୁମ୍ବାଇ,୨।୧୧: ମରାଠା ସଂରକ୍ଷଣକୁ ନେଇ ଅନଶନରେ ବସିଥିବା ମନୋଜ ଜରାଙ୍ଗେ ତାଙ୍କର ୯ଦିନର ଉପବାସ ଶେଷ କରିଛନ୍ତି। ୨ମାସ ମଧ୍ୟରେ ମରାଠା ସଂରକ୍ଷଣ ସମସ୍ୟାର ସମାଧାନ କରିବାକୁ ସେ ସରକାରଙ୍କୁ କହିଛନ୍ତି। ଉପବାସ ଭାଙ୍ଗିବାକୁ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀମାନେ ପ୍ରବର୍ତ୍ତାଇବା ପରେ…
କଂଗ୍ରେସକୁ ଟାର୍ଗେଟ କଲେ ମୋଦି
ରାୟପୁର,୨।୧୧: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ନିଜର ସମ୍ପୂର୍ଣ୍ଣ ଶକ୍ତି ଦେଇଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଛତିଶଗଡରେ ପହଞ୍ଚିଛନ୍ତି ଏବଂ ଗୁରୁବାର କାଂକେରରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ ସେ…
ଅଙ୍କଲ ପର୍ସିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶ୍ରୀଲଙ୍କା ଖେଳାଳି
ମୁମ୍ବାଇ,୨ା୧୧: ଗୁରୁବାର ଭାରତ ବିପକ୍ଷ ମ୍ୟାଚରେ ଶ୍ରୀଲଙ୍କା ଖେଳାଳିମାନେ ‘କିମ୍ବଦନ୍ତୀ ଚିୟର ଲିଡର ତଥା ‘ସୁପରମ୍ୟାନ’ ପର୍ସି ଆବେସେକରାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସ୍ବରୂପ କଳା ପଟି ବାନ୍ଧି ଖେଳିଥିଲେ। ଆବେସେକରା ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ନିକଟରେ ୮୭…
୪ ଲକ୍ଷର କୁକୁଡା ଖାଇଯାଉଛି ଏହି କୁକୁର, ଛୋଟ ହାତୀଠାରୁ କମ ନୁହେଁ,ଲମ୍ବ ୭ ଫୁଟରୁ ଅଧିକ!
ଲଣ୍ଡନ: ଆପଣ ଆଜି ପର୍ଯ୍ୟନ୍ତ ଅନେକ ପ୍ରକାରର କୁକୁର ଦେଖିଥିବେ। ଅନେକ ପ୍ରକାରର ପ୍ରଜାତି ବର୍ତ୍ତମାନ ଲୋକଙ୍କ ଘରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏହାପୂର୍ବରୁ ସାଧାରଣ କୁକୁରମାନଙ୍କ ବ୍ୟତୀତ କେବଳ ସୁରକ୍ଷା ଦେଉଥିବା କୁକୁରମାନେ ଦେଖାଯାଉଥିଲେ। ଏଥିରେ ଡୋଗରମ୍ୟାନ,…
ମମୋ ଖାଉଥିବା ଲୋକେ ସାବଧାନ
ଦୁନିଆର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ। ଖାଦ୍ୟପ୍ରେମୀଙ୍କ ସ୍ବାଦ ବଢାଇବା ପାଇଁ ସବୁବେଳେ ନୂଆ ପରୀକ୍ଷା କରାଯାଏ। କିଛି ପରୀକ୍ଷା ପାଟିର ସ୍ବାଦକୁ ବଢାଇଥାଏ। ଏଥି ସହିତ, କିଛି ଅଦ୍ଭୁତ ପରୀକ୍ଷଣ ମଧ୍ୟ ପାଟିର ସ୍ବାଦକୁ ନଷ୍ଟ…
Archives


