Home Left

ଚିନିକଳର ସମ୍ପତ୍ତି ନିଲାମ ନେଇ ଉଠିଲା ପ୍ରଶ୍ନ

ନୟାଗଡ଼,୫।୧୦(ଲୋକନାଥ ମିଶ୍ର)ନୟାଗଡ଼ର ପାଣିପୋଇଲାସ୍ଥିତ ଚିନିକଳ କୋର୍ଟର ଅଡୁଆ ସୂତାରେ ଛନ୍ଦି ହୋଇ ପଡିଛି । କୋର୍ଟରେ ୮୪୦ କୋଟି ଟଙ୍କାର ମାମଲା ଚାଲିଥିବାବେଳେ ଏହାର ନିଲାମ ହୋଇ ପାରିବନି ବୋଲି କୁହାଯାଉଛି । ତେବେ ଋଣ ଟଙ୍କା ଫେରି ପାଇବାକୁ ବ୍ୟାଙ୍କ…

ଗୋଟିଏ ପରେ ଗୋଟିଏ ଗାଡ଼ି ଉପରେ ମାଡ଼ିଗଲା ବସ୍‌, ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ

ନୂଆଦିଲ୍ଲୀ,୪ା୧୧: ଦ୍ରୁତଗତିରେ ଆସୁଥିବା ଦିଲ୍ଲୀ ପରିବହନ ନିଗମ (ଡିଟିସି) ବସ୍‌ ନିୟନ୍ତ୍ରଣ ହରାଇ ଶନିବାର ରୋହିନୀ ଅଞ୍ଚଳରେ ରାସ୍ତାରେ ଯାଉଥିବା ଅନ୍ୟ ଗାଡ଼ିଗୁଡ଼ିକ ଉପରେ ମାଡ଼ି ଯାଇଥିଲା। ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଆହତ ଲୋକ ହୋଇଛନ୍ତି। ସିସିଟିଭି ଫୁଟେଜ୍‌ରେ…

ଧରିତ୍ରୀର ୫୦ତମ ଜନ୍ମ ଦିବସ ସମାରୋହ

ଭୁବନେଶ୍ୱର,୪ା୧୧: ଧରିତ୍ରୀ ମୁଖ୍ୟ କାର୍ଯ୍ୟାଳୟରେ ଦୈନିକ ଓଡ଼ିଆ ଖବରକାଗଜ ଧରିତ୍ରୀର ୫୦ତମ ଜନ୍ମ ଦିବସ ସମାରୋହ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ,…

ସାବଧାନ ! ରୁଟି ତିଆରି ବେଳେ କରନ୍ତୁ ନାହିଁ ଏଭଳି…

ରୁଟି ଖାଇବାକୁ ସ୍ବାଦିଷ୍ଟ  ସହିତ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। କିନ୍ତୁ ଏହାକୁ ଠିକ୍‌ ଭାବେ ତିଆରି କରିବା ଜରୁରୀ। ରୁଟି ତିଆରି କରିବାରେ ଭୁଲ ଏହାର ପୁଷ୍ଟିକରି ତତ୍ୱ ଶରୀରରେ ପହଞ୍ଚିବାକୁ ଦିଏ ନାହିଁ। ଅଟା ଚକଟିବାଠାରୁ ଆରମ୍ଭ…

ଏନ୍‌ଏସି ଅଧିକାରୀଙ୍କୁ ତାଗିଦ କଲେ ଜିଲାପାଳ, ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ଗୋପାଳପୁର,୪ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶନିବାର ଗୋପାଳପୁର ଏନ୍‌ଏସିରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ  ସମୀକ୍ଷା କରି ଏନ୍‌ଏସି ଅଧିକାରୀଙ୍କୁ ତାଗିଦ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଏସି ପକ୍ଷରୁ…

ପାକିସ୍ତାନ ବିଜୟ ପରେ ରୋଚକ ମୋଡ଼ରେ ସେମିଫାଇନାଲ ରେସ୍; ଆଶାରେ ୭ ଟିମ୍, ଜାଣନ୍ତୁ ପାକିସ୍ତାନର ସ୍ଥିତି

ନୂଆଦିଲ୍ଲୀ,୪/୧୧: ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନ ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ର ୩୫ ତମ ମ୍ୟାଚରେ ଡକୱର୍ଥ ଲୁଇସ ନିୟମରେ ନ୍ୟୁଜିଲ୍ୟାଣ୍ଡକୁ ୨୧ ରନରେ ପରାସ୍ତ କରି ସେମିଫାଇନାଲ ଆଶାକୁ ଜୀବିତ ରଖିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏହି ବିଜୟ ପରେ…

ଏଲ୍‌ଭିଶଙ୍କୁ ପଚରାଉଚରା ପରେ ଛାଡ଼ିଲା ପୋଲିସ

ଜୟପୁର,୪ା୧୧: ୟୁଟ୍ୟୁବର ତଥା ବିଗ୍‌ବସ୍‌ ସିଜନ-୨ ବିଜେତା ଏଲ୍‌ଭିଶ ଯାଦବଙ୍କୁ ରାଜସ୍ଥାନର କୋଟା ପୋଲିସ ପଚରାଉଚରା କରିବା ପରେ ଛାଡ଼ିଦେଇଛି। ପୋଲିସ କହିଛି, ଗାଡ଼ି ଯାଞ୍ଚ ବେଳେ ଏଲ୍‌ଭିଶଙ୍କୁ ପଚରାଉଚରା କରାଯାଇଥିଲା। ଏଲ୍‌ଭିଶଙ୍କ ବିଷୟରେ ଜାଣିବାକୁ ମିଳିଥିଲା ଯେ, ନୋଏଡାଠାରେ ତାଙ୍କ…

ତୃତୀୟ ଥର ଲାଗି ବିବାହ ବନ୍ଧନରେ ଅଲି

ବମ୍ବେ: ତୃତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତା ଅଲି ମର୍ଚାଣ୍ଟ। ଦୀର୍ଘଦିନର ପ୍ରେମିକା ଅଦଲିବ୍‌ ଜୈଦିଙ୍କ ହାତ ଧରିଛନ୍ତି ସେ। ଲକ୍ଷ୍ନୌରେ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ ପରିବାର ଏବଂ ବନ୍ଧୁମାନେ ସାମିଲ ହୋଇଥିଲେ। ଏବେ…

କେବେ ବାନ୍ଧିଥିଲେ ରାଖୀ, ଏବେ ଆଦିଲଙ୍କୁ ଡେଟ୍‌ କରୁଛନ୍ତି ଶର୍ଲିନ

ବମ୍ବେ: କେବେ ବାନ୍ଧିଥିଲେ ରାଖୀ,ଏବେ କରୁଛନ୍ତି ଡେଟିଂ। ଆମେ କହୁଛୁ ବୋଲ୍ଡନେସକୁ ନେଇ ଚର୍ଚ୍ଚାରେ ରହୁଥିବା ଶର୍ଲିନ ଚୋପ୍ରାଙ୍କ ବିଷୟରେ। ଏକଦା ସେ ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତଙ୍କ ପୂର୍ବ ସ୍ବାମୀ ଆଦିଲ ଖାନ ଦୁରାନୀଙ୍କୁ ରାଖୀ ବାନ୍ଧିଥିବା ବେଳେ ଏବେ…

ଦିବ୍ୟାଙ୍ଗ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କଲା ପୋଲିସ, ଭାଇରାଲ ହେଉଛି ଫଟୋ

ଛତ୍ରପୁର,୪ା୧୧(ଦିଲ୍ଲୀପ ସାମଲ): ପୋଲିସର ବର୍ବରତା। ମାନବିକତାର ସୀମା ଟପିଛି ପୋଲିସ। ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କରିଛି ପୋଲିସ। ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁରରେ। ଦୀପାବଳି ପାଇଁ ପ୍ରତ୍ୟେକ ବର୍ଷ…

ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ନେତାଙ୍କୁ ହତ୍ୟା କଲେ ମାଓବାଦୀ

ରାୟପୁର,୪।୧୧: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ମତଦାନ ପୂର୍ବରୁ ନିର୍ବାଚନୀ ପ୍ରଚାର କରୁଥିବା ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ରତନ ଦୁବେ ଭାଜପା ନାରାୟଣପୁର ଜିଲାର ଉପାଧ୍ୟକ୍ଷ ଥିଲେ। ପୋଲିସ ପକ୍ଷରୁ ଏହି ହତ୍ୟାକାଣ୍ଡ ବିଷୟରେ ସୂଚନା ମିଳିଛି।…

୩ ପୁରୁଷଙ୍କୁ ବିବାହ କରି ବେଶ୍‌ ଆରାମରେ ରହୁଥିଲେ ମହିଳା, ଏମିତି ପଡ଼ିଲେ ଧରା…

ଆଜିକାଲି ଚାଇନାର ଜଣେ ମହିଳା ଚର୍ଚ୍ଚାରେ ରହିଛନ୍ତି। ସେ ଗୋଟିଏ କି ଦୁଇଟି ନୁହେଁ, ଏକା ସାଙ୍ଗରେ ୩ ଜଣଙ୍କୁ ବିବାହ କରି ସ୍ତ୍ରୀ ସାଜିଛନ୍ତି। ଚାଇନାର  ଜଣେ ୩୫ ବର୍ଷୀୟା ମହିଳା ପୂର୍ବରୁ ଜଣଙ୍କୁ ବିବାହ କରିଥିଲେ। ପରେ ଆଉ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri