Home Left

ରାଉରକେଲା ପରେ ବଲାଙ୍ଗୀର: ଝାଡ଼ାବାନ୍ତିରେ ୨ ମୃତ୍ୟୁ

ବଲାଙ୍ଗୀର/କଣ୍ଟାବାଞ୍ଜି, ୨୫।୧୨( ସୁନୀଲ କୁମାର ମହାନ୍ତି): ରାଉରକେଲା ପରେ ଏବେ ବଲାଙ୍ଗୀରରେ ଝାଡ଼ାବାନ୍ତି ଆତଙ୍କ ଦେଖାଯାଇଛି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ବଲାଙ୍ଗୀର ଜିଲା ଭାରାପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. କୁବେର ଚନ୍ଦ୍ର…

ମଙ୍ଗଳବାରଠୁ ରାଉରକେଲାରୁ କୋଲକାତାକୁ ସିଧାସଳଖ ବିମାନ

ଭୁବନେଶ୍ୱର, ୨୫।୧୨(ଅସମାପିକା ସାହୁ): ରାଉରକେଲାରୁ କୋଲକାତାକୁ ସିଧାସଳଖ ବିମାନସେବା ମଙ୍ଗଳବାର ଆରମ୍ଭ ହେବ। ଆଲାଏନ୍ସ ଏୟାର ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ସପ୍ତାହକୁ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଆଦି ୩ଦିନ ଏହି ବିମାନ ଚଳାଚଳ କରିବ। ମଙ୍ଗଳବାର ପୂର୍ବାହ୍ନ…

କରୋନା ଭୟ: ଆତଙ୍କିତ ନ ହେବାକୁ ପରାମର୍ଶ

ଭୁବନେଶ୍ୱର, ୨୫।୧୨(ଅସମାପିକା ସାହୁ): ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି କୋଭିଡ୍‌ ସଂକ୍ରମଣ। କିଛିଦିନର ବ୍ୟବଧାନ ପରେ ଗତ ଦୁଇଦିନ ହେଲା ଲଗାତର ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ଆତଙ୍କିତ ନ ହେବା…

ବଢୁଛି କରୋନାର ନୂଆ ଭାରିଆଣ୍ଟ ଜେଏନ୍‌.୧, କେବଳ ଏହି ରାଜ୍ୟରେ ୩୬ ମାମଲା ଚିହ୍ନଟ

ନୂଆଦିଲ୍ଲୀ,୨୫।୧୨: କ୍ରମାଗତ ଭାବେ ବଢୁଥିବା କରୋନା ମାମଲା ପୁଣି ଥରେ ଲୋକଙ୍କୁ ଭୟଭୀତ କରିବା ଆରମ୍ଭ କରିଛି । ସୂତ୍ରରୁ ପ୍ରକାଶ ଯେ, କରୋନାଙ୍କ ନୂଆ ସବ-ଭାରିଆଣ୍ଟ ଜେଏନ୍‌.୧ର ୬୩ ଟି ମାମଲା ଏ ପର୍ଯ୍ୟନ୍ତ ନିଶ୍ଚିତ ହୋଇଛି।ନ୍ୟୁଜ ଏଜେନ୍ସି ପିଟିଆଇ…

ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଜୀବନ ନେଇ ଦୌଡ଼ିଲେ 

ଲୋଇସିଂହା,୨୫।୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ମାଣ୍ଡିଆପଦର ଛକରେ ହୀରାପୁର ଗ୍ରାମର ମାନସ କୁମାର ପଧାନଙ୍କୁ  ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଦଫା ୩୪୧,୨୯୪, ୩୨୪, ୩୨୩, ୫୦୬, ୩୦୭, ୩୪ରେ ଲୋଇସିଂହା…

ଡିଜନି ହଟଷ୍ଟାରକୁ କିଣିଲେ ମୁକେଶ ଅମ୍ବାନୀ, ଜନ୍ମ ହେଲା ଦେଶର ସବୁଠୁ ବଡ଼ ଏଣ୍ଟରଟେନମେଣ୍ଟ କମ୍ପାନୀ

ମୁମ୍ବାଇ,୨୫।୧୨: ଦେଶର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ମନୋରଞ୍ଜନ ଜଗତର ସବୁଠାରୁ ବଡ଼ ଡିଲ୍ କରିଛନ୍ତି। ଏହି ଡିଲ୍ ପୁରଣ ହେବା ପରେ ରିଲାଏନ୍ସ ଭାରତର ସବୁଠୁ ବଡ଼ ଏଣ୍ଟରଟେନମେଣ୍ଟ କମ୍ପନୀ ହୋଇଯିବ।…

ନୂଆବର୍ଷ ସେଲିବ୍ରେଶନ କରିବାକୁ ଦୁବାଇ ଯାଉଥିଲେ ଅଭିନେତା, ବିମାନବନ୍ଦରରୁ ଗିରଫ କଲା ପୋଲିସ

ମୁମ୍ବାଇ,୨୫।୧୨: ଚଳଚ୍ଚିତ୍ର ସମାଲୋଚକ ତଥା ଅଭିନେତା କମାଲ ରସିଦ ଖାନଙ୍କୁ ବିମାନବନ୍ଦରରୁ ମୁମ୍ବାଇ ପୋଲିସ ଗିରଫ କରିଛି। କେଆରକେ ନିଜେ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । କେଆରକେ କହିଛନ୍ତି, ସେ ନୂଆବର୍ଷ ପାଳନ କରିବାକୁ ଦୁବାଇ…

ଗୋପପୁର ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ବରଗଡ଼,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୧୫ତାରିଖରୁ ଆରମ୍ଭ ହେବ। ଏହି ମହୋତ୍ସବରେ ମଥୁରା ନଗରୀ ପାଲଟୁଥିବା ବରଗଡ଼ ସହରର ହାଟପଦା ସଞ୍ଚାର ମଣ୍ଡଳୀରେ ଗତ ଶୁକ୍ରବାର ଶୁଭସ୍ତମ୍ଭ ସ୍ଥାପିତ ହୋଇସାରିଛି। ତେବେ ଗୋପପୁର ଯାତ୍ରା ବିନା ଧନୁଯାତ୍ରା…

ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ ହ୍ରାସ, ଆସନ୍ତା ୫ ଦିନ ଯାଏଁ ହେବ ନାହିଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ

ଭୁବନେଶ୍ୱର,୨୫।୧୨: ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟକୁ ପୂର୍ବ ଦିଗରୁ ଉଷ୍ମ ଓ ଶୁଷ୍କ ପବନ ପ୍ରବାହ ବୃଦ୍ଧି ପାଇଥିବାରୁ ତାପମାତ୍ରାରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଆସନ୍ତା ୪ରୁ ୫…

ଜାନୁୟାରୀରୁ ରାଶନ ବଣ୍ଟନ ବନ୍ଦ କରିବେ ଡିଲର

ସମ୍ବଲପୁର,୨୫।୧୨ (ଭବାନୀ ଶଙ୍କର ଭୋଇ): କରୋନା ଆରମ୍ଭରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବଣ୍ଟନ କରିଥିବା ରାଶନ ବାବଦରେ ସରକାରୀ ନିଯୁକ୍ତ ଡିଲରମାନଙ୍କୁ କମିଶନ ମିଳି ନ ଥିବା ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ସମ୍ବଲପୁର ଜିଲା ସରକାରୀ ନିଯୁକ୍ତ…

ବ୍ୟାଟିଂ କରୁଥିବା ବେଳେ ପଡ଼ିଗଲେ ବିଧାୟକ, ମୁଣ୍ଡରେ ଲାଗିଲା ଆଘାତ

ଭବାନୀପାଟଣା,୨୫।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡିଠାରେ ସୋମବାର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାକୁ ଉଦ୍‌ଘାଟନ କରିବାକୁ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂହ ଯାଇଥିଲେ। ଏହି ସମୟରେ ଖେଳାଳି…

ପୁଣି ଚାଇନାରେ ଅଣାୟତ କରୋନା ସ୍ଥିତି: ଶ୍ମଶାନ ଘାଟରେ ଲମ୍ବା ଲାଇନ୍‌

ବେଜିଂ,୨୫।୧୨: ଚାଇନାରେ କରୋନାର ପ୍ରଭାବ ପୁଣି ଥରେ ଦେଖିବାକୁ ମିଳିଛି। ଏଠାରେ କରୋନା ସଂକ୍ରମଣର ଗତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପରିସ୍ଥିତି ଏପରି ହୋଇଛି ଯେ କରୋନା କାରଣରୁ ମୃତ୍ୟୁ ହେତୁ ଚାଇନା ଶ୍ମଶାନ ଘାଟ ୨୪ ଘଣ୍ଟା କାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri