Home Left

ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୨୭ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୧ରେ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଥିଲା। ଏନେଇ ପାଟପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏଡିଜେ -୧ ଡା. ଇନ୍ଦୁ ଶର୍ମା ଉକ୍ତ ମାମଲାର ଚୂଡ଼ାନ୍ତ ରାୟ ବୁଧବାର ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ…

ସଡକ ଦୁର୍ଘଟଣାରେ ଓଲଟିଲା କୁକୁଡା ବୋଝେଇ ଗାଡି, ବୋହିନେଲେ ଲୋକ, ଭିଡିଓ ଭାଇରାଲ

ଆଗ୍ରା,୨୭।୧୨: ଉତ୍ତର ପ୍ରଦେଶର ଆଗ୍ରାରେ ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିଛି। ସ୍ଥିତି ଏପରି ହେଲା କି ଏକାଧିକ ଗାଡି ପଛକୁ ପଛ ବାଡେଇ ହୋଇ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ହେବାରୁ ଜାତୀୟ ରାଜପଥରେ ବହୁ ଗାଡି ଅଟକି ରହିଥିଲା।…

କେ ଏଲ୍‌ ରାହୁଲଙ୍କୁ ଆଖି ଦେଖାଇଲେ ଦକ୍ଷିଣ ଆଫ୍ରିକା ବୋଲର୍‌, ମିଳିଲା କଡ଼ା ଜବାବ

ସେଞ୍ଚୁରିଅନ୍‌,୨୭।୧୨: ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଘରୋଇ ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇଥିଲେ। ତେବେ ଲୋକେଶ ରାହୁଲ ୭୦ରନ୍‌ରେ ଅପରାଜିତ ରହି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ।…

IND vs SA Test: ଟମ୍‌ ଇଣ୍ଡିଆ ପାଇଁ ରାହୁଲଙ୍କ ଦମ୍‌ଦାର ଶତକ

ସେଞ୍ଚୁରିଅନ୍‌,୨୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ସେଞ୍ଚୁରିଅନ୍‌ରେ ଖେଳାଯାଉଛି । ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ ଇଣ୍ଡିଆ ଏହାର ପ୍ରଥମ ଇନିଂସରେ ୨୪୫ ରନ୍‌ରେ ସୀମିତ ରହିଛି। ଏହି ସମୟରେ କେ.ଏଲ…

ରୋହିତଙ୍କ ସ୍ଥାନ ନେବା ପରେ ହାର୍ଦ୍ଦିକଙ୍କୁ କରାଗଲା ମହାରାଜାଙ୍କ ଭଳି ସ୍ବାଗତ, Video ଦେଖିଲେ…

ନୂଆଦିଲ୍ଲୀ,୨୭।୧୨: ଆଇପିଏଲ୍‌ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ମିଳିଛି। ଏହାପରଠାରୁ ସେ ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବାର ଭିଡିଓ ଭାଇରାଲ ହେଉଛି। ୨୦୧୫ରୁ ଆଇପିଏଲ୍‌ ଖେଳୁଛନ୍ତି ପାଣ୍ଡ୍ୟା। ସେତେବେଳେ…

ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ : ଓଲଟିଲା ବସ୍‌

କନ୍ଧମାଳ,୨୭।୧୨: କନ୍ଧମାଳ ଜିଲା ବାଲିଗୁଡ଼ା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ମହାଗୁଡ଼ି ନିକଟ ବୁଲାଣି ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଓଲଟି ୨୫ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତଙ୍କୁ ବ୍ରାହ୍ମଣୀଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେତେ…

କେଏଲ ରାହୁଲଙ୍କ ୭ ସହ ସଂଯୋଗ: ୭ ଥର ୦, ୭ ଥର ୨ ,୭ ଥର ୧୦ ଆଉ ୭ ଥର ଶହେ…

ସେଞ୍ଚୁରିଅନ,୨୭।୧୨ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନେ ଆଫ୍ରିକୀୟ ବୋଲରଙ୍କ ସାମ୍ନାରେ ରନ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି।…

କମିଛି ଶୀତ

ଭୁବନେଶ୍ୱର,୨୭।୧୨: ରାଜ୍ୟରେ ଶୀତ କମିଥିବା ବେଳେ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି। ଏହାସହ ବିଭିନ୍ନ ଜିଲାରେ ଘନ କହୁଡି ଦେଖିବାକୁ ମିଳୁଛି। କୁହୁଡି ଯୋଗୁ ଯିବା ଆସିବାରେ ସମସ୍ୟା ହେଉଛି। ମଙ୍ଗଳବାର ରାଜ୍ୟରେ ୪ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ…

ଏକ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ୱର,୨୭।୧୨: ପର୍ଯ୍ୟଟକଙ୍କ ପାଇଁ ପୁଣି ବୁଧବାରଠାରୁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି । ବିଭିନ୍ନ ସମସ୍ୟାକୁ ନେଇ ଶିମିଳିପାଳ ଜାତୀୟ ଉଦ୍ୟାନ ଦୀର୍ଘ ଏକ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ୫ ଦଫା…

ରାପିଡୋ ଡ୍ରାଇଭର ବାହାରିଲେ ଏକ ବଡ କମ୍ପାନୀର କର୍ପୋରେଟ ମ୍ୟାନେଜର, ମହିଳା କହିଲେ ଆଶ୍ଚର୍ଯ୍ୟକର କାହାଣୀ…

ବେଙ୍ଗାଲୁରୁ,୨୭।୧୨: ‘ୟେ ବେଙ୍ଗାଲୁରୁ ହେ ଭୟା, ୟହାଁ କୁଛ ଭି ସମ୍ଭବ ହେ’… ସୋସିଆଲ ମିଡିଆ ଏକ୍ସରେ ଏପରି ପୋଷ୍ଟ କରି କିଛି ଆଶ୍ଚର୍ଯ୍ୟକର କାହାଣୀର ଖୁଲାସା କରିଛନ୍ତି ଶ୍ରୁତି ବସବା ନାମକ ମହିଳା। ମହିଳା ଜଣକ ପୋଷ୍ଟରେ କହିଛନ୍ତି, ନିକଟରେ…

ବିଶ୍ୱର ସବୁଠାରୁ କଡା କଫି, ରହିଛି ମାତ୍ରାଧିକ କ୍ୟାଫିନ

ବିଶ୍ୱର ସବୁଠାରୁ କଡା କଫି ଭାବେ ଜଣାଶୁଣା ବାୟୋହାଜାର୍ଡ। ଏହି କଫିର ଏକ ୧୨ଆଉନ୍‌ସ ବିଶିଷ୍ଟ କପ୍‌ରେ ୯୨୮ ମିଲିଗ୍ରାମ କ୍ୟାଫିନ ରହିଛି। ଏହା ଦୈନିକ କ୍ୟାଫିନ ସେବନ ପରିମାଣର ପ୍ରାୟ ଦୁଇଗୁଣ। ସୂଚନା ଥାଉ କି, ଗତ ଏକ ଦଶନ୍ଧି…

ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ଅଭିନେତାଙ୍କ ଘର ଆଗରେ ପ୍ରଶଂସକଙ୍କ ଭିଡ, ଭାଇଜାନଙ୍କ ଟିକେ ଝଲକ ପାଇବାକୁ କରିଛନ୍ତି ଅପେକ୍ଷା

ମୁମ୍ବାଇ: ବଲିଉଡର ସୁଲତାନ ତଥା ସଲମାନ ଖାନ ଆଜି ୫୮ ବର୍ଷ ବୟସରେ ପାଦ ରଖିଛନ୍ତି। ଅଭିନେତାଙ୍କ ଜନ୍ମଦିନରେ ସେ ତାଙ୍କ ପ୍ରଶଂସକ ଏବଂ ସମସ୍ତ ସେଲିବ୍ରିଟିଙ୍କ ଠାରୁ ଅନେକ ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ଏସବୁ ମଧ୍ୟରେ, ପ୍ରତିବର୍ଷ ପରି ଏଥର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri