ସମାଧି ସ୍ଥଳରେ ଏକ୍ସରସାଇଜ
ଲଣ୍ଡନ: ବର୍ତ୍ତମାନ ସମୟରେ ଲୋକେ ନିଜ ସ୍ବାସ୍ଥ୍ୟ ପ୍ରତି ପୂରା ଧ୍ୟାନ ଦେଉଛନ୍ତି। ପାର୍କରେ ଚାଲିବା ସହ ଅନେକେ ଜିମ୍ ଯାଉଛନ୍ତି। ହେଲେ ଜଣେ ମଡେଲ ସମାଧି ସ୍ଥାନରେ ଏକ୍ସରସାଇଜ କରୁଥିବା ଜଣାପଡ଼ିଛି। ରିପୋର୍ଟ ମୁତାବକ, ଲଣ୍ଡନରେ ରହୁଥିବା ବ୍ରାଜିଲ୍ର ଜଣେ…
ବିବାହ ଭୋଜିରେ ଯୋଗ ଦେଲେନି ଅତିଥି, କାରଣ ଜାଣିଲେ…
ବେଜିଂ: କଥାରେ ଅଛି ସୁଖ ବାଣ୍ଟିଲେ ବଢ଼େ। ସେଥିପାଇଁ ଲୋକେ ସବୁବେଳେ ବିଭିନ୍ନ ଭୋଜି ଜରିଆରେ ଲୋକଙ୍କ ସହିତ ନିଜ ସୁଖ ବାଣ୍ଟିଥାନ୍ତି। ଯଦି ଏମିତି ହୁଏ, ଗୋଟେ ଭୋଜି ହେବ ଆଉ ସେଥିରେ କେହି ଅତିଥି ଆସିବେନି ଶୁଣିଲେ ଆଶ୍ଚର୍ଯ୍ୟ…
ଦୀର୍ଘ ୫ ବର୍ଷ ପରେ ପ୍ରେମିକଙ୍କୁ ଭେଟିଲେ ପ୍ରେମିକା, ବିମାନବନ୍ଦରରେ ଦେଲେ ଏଭଳି ସରପ୍ରାଇଜ୍; ଭିଡିଓ ଦେଖିଲେ…
କଥାରେ ଅଛି ଦୂରତା ପ୍ରେମକୁ ଦ୍ୱିଗୁଣିତ କରେ। କିଛି ସେଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି। ଯାହାକୁ ଦେଖିବା ପରେ ଆପଣଙ୍କର ଦୂରରେ ଥିବା ସାଥୀଙ୍କ କଥା ମନେ ପଡ଼ିଯାଇପାରେ। ଏପରିକି ବାସ୍ତବ ପ୍ରେମ…
ମଙ୍ଗଳପୁର ଗ୍ରାମ୍ୟ ଜଙ୍ଗଲରେ ବାଘ ଆତଙ୍କ: ୭ଛେଳିକୁ ମାରିଲା
ରେଢ଼ାଖୋଲ,୧୦ା୧୧(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧୀନ ମଙ୍ଗଳପୁର ଗ୍ରାମ୍ୟ ଜଙ୍ଗଲରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ମଙ୍ଗଳପୁର ଗ୍ରାମରେ ଗୁରୁବାର ୭ଟି ଛେଳିଙ୍କୁ ବାଘ ମାରି ଦେଇଥିବା ଜଣାପଡିଛି। ଏନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।…
ହିରୋ ମୋଟୋକୋର୍ପ ଅଧ୍ୟକ୍ଷ ପଓ୍ବନ ମୁଞ୍ଜାଲଙ୍କ ୨୪.୯୫ କୋଟିର ସମ୍ପତ୍ତି ଆଟାଚ୍ କଲା ଇଡି
ନୂଆଦିଲ୍ଲୀ,୧୦।୧୧: ମନି ଲଣ୍ଡରିଂ ଘଟଣାରେ ତଦନ୍ତର ଅଂଶ ଭାବେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ହିରୋ ମୋଟୋକର୍ପ ଲିମିଟେଡ୍ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଓ୍ବନ କାଣ୍ଟ ମୁଞ୍ଜାଲଙ୍କ ୨୪.୯୫ କୋଟି ଟଙ୍କା ମୂଲ୍ୟର ତିନୋଟି ଅସ୍ଥାବର ସମ୍ପତ୍ତିକୁ ଆଟାଚ୍ କରିଛି। ଏନେଇ ଶୁକ୍ରବାର ସରକାରୀ ଏଜେନ୍ସି…
ବ୍ୟାଟର ହେନ୍ରୀ ନିକୋଲ୍ସଙ୍କ ନାଁରେ ବଲ୍ ଟ୍ୟାମ୍ପରିଂ ଅଭିଯୋଗ
ଓ୍ବେଲିଂଟନ,୧୦ା୧୧: ଟେଷ୍ଟ ବ୍ୟାଟର ହେନ୍ରୀ ନିକୋଲ୍ସ୍ସ ନ୍ୟୁଜିଲାଣ୍ଡ କ୍ରିକେଟ ଆଚରଣବିଧି ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି। ଚଳିତ ସପ୍ତାହରେ ଏକ ଘରୋଇ ପ୍ରଥମ ଶ୍ରେଣୀ ମ୍ୟାଚରେ ଅମ୍ପାୟର ତାଙ୍କ ବିରୋଧରେ ବଲ୍ ଟ୍ୟାମ୍ପରିଂ କରିଥିବା ଅଭିଯୋଗ ଆଣିଛନ୍ତି। ନିକୋଲ୍ସଙ୍କ କାଣ୍ଟରବୁରି…
ମାଲ ପରିବହନକୁ ନେଇ ତେଜିଲା ଆନ୍ଦୋଳନ
ଛତ୍ରପୁର,୧୦।୧୧(ଦିଲ୍ଲୀପ ସାମଲ): ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରୁ ଫେରୋକୋମ୍ ଏବଂ କ୍ରୋମାଇଟ ଖଣିଜର ମାଲ୍ ପରିବହନ ଟ୍ରକ ଦ୍ୱାରା ଯାଜପୁର, ଅନୁଗୋଳ, ତ୍ରିକୂଡ଼ା, ରାୟଗଡ଼ା ସମେତ ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଯାଉଛି। ଏହାକୁ କଣ୍ଢେଇ ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦିଆଯାଇଛି। ଏନେଇ କାଳିଆବାଲିସ୍ଥିତ…
ପୂର୍ବତନ ମିସ୍ ଇଣ୍ଡିଆଙ୍କ ହାତ ଧରିଲେ କୋଟିପତି ବ୍ୟାଙ୍କର ଉଦୟ କୋଟାକଙ୍କ ପୁଅ ଜୟ, ଭବ୍ୟ ସମାରୋହରେ…
ନୂଆଦିଲ୍ଲୀ,୧୦।୧୧: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କୋଟିପତି ବ୍ୟାଙ୍କର୍ ଉଦୟ କୋଟାକ୍ଙ୍କ ପୁଅ ଜୟ କୋଟାକ। ମଙ୍ଗଳବାର ଜିଓ କନ୍ଭେନ୍ଶନ ସେଣ୍ଟରରେ ଆୟୋଜିତ ଭବ୍ୟ ସମାରୋହରେ ପୂର୍ବତନ ମିସ୍ ଇଣ୍ଡିଆ ଅଦିତି ଆର଼୍ୟାଙ୍କ ହାତ ଧରିଛନ୍ତି ସେ। ଏହାପରେ ଉଦୟପୁରରେ ବିବାହର…
୬ ଯୁବତୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ: ଗୋଇଠା, ବିଧାକୁ ଚୁଟି ଟଣାଘୋଷରା, ଭିଡିଓ ଦେଖିଲେ…
କୁହାଯାଏ ନାରୀଟିଏ ନାରୀର ଶତ୍ରୁ। ଅନେକ ସମୟରେ ଝିଅମାନଙ୍କ ମଧ୍ୟରେ ଝଗଡା ଲାଗୁଥିବା ଦୃଶ୍ୟ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେଉଥିବା ଭିଡିଓରେ କେତେକ ଯୁବତୀଙ୍କ ମଧ୍ୟରେ ମାରପିଟ୍ ହେଉଥିବର ନଜର ଆସିଛି। ତେବେ ଏହି ଲଢ଼େଇ କାର ପାର୍କିଂ…
ସଚିନଙ୍କ ରେକର୍ଡ ଭାଙ୍ଗିବା ପରେ ଜେଜେମା’ଙ୍କୁ ଭେଟିଲେ ରାଚିନ, ନେଲେ ଆଶିର୍ବାଦ; ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ,୧୦।୧୧: ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଥିବା ୨୩ ବର୍ଷୀୟ ରାଚିନ ରବିନ୍ଦ୍ର ନିଜର ଜବରଦସ୍ତ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ପିତାମାତା ଭାରତୀୟ ହୋଇଥିବା ବେଳେ ସେ ନ୍ୟୁଜିଲାଣ୍ଡରେ ଜନ୍ମଗ୍ରହଣ କରିଥିଲେ। ହେଲେ ବାପା ସଚିନ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡଙ୍କ…
ଟିଭିରେ ରାୟ ଦେବା ସହଜ, ପରାମର୍ଶ ଦେବାକୁ ଚାହୁଁଥିଲେ ସିଧା ଫୋନ୍ କରନ୍ତୁ: ବାବର ଆଜମ
ନୂଆଦିଲ୍ଲୀ,୧୦।୧୧: ବିଶ୍ୱକପ୍ ୨୦୨୩ରେ ପାକିସ୍ତାନର ପ୍ରଦର୍ଶନକୁ ନେଇ ଅଧିନାୟକ ବାବର ଆଜମ ପ୍ରଶ୍ନ ଘେରରେ। ଆଫଗାନିସ୍ତାନ ବିପକ୍ଷରେ ୮ ଉଇକେଟରେ ପରାଜୟ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୭୧ ରନ୍ର ଟାର୍ଗେଟ ହାସଲ କରି ନ ପାରିବା ପରେ ତାଙ୍କୁ ସମାଲୋଚନା…
ଦକ୍ଷିଣ ଆଫ୍ରିକା ଆଗରେ ୨୪୫ ରନ୍ର ବିଜୟ ଟାର୍ଗେଟ୍ ରଖିଲା ଆଫଗାନିସ୍ତାନ
ଅହମ୍ମଦାବାଦ,୧୦।୧୧: ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ୨୦୨୩ ବିଶ୍ୱକପର ୪୨ତମ ମ୍ୟାଚ୍ରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ଆଜମତୁଲ୍ଲା ର୍ମିଜାଙ୍କ ଦମ୍ଦାର ୯୭ ରନ୍ ବଳରେ ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ…
Archives


