Home Left

ଶନିବାର ପତ୍ନୀଙ୍କୁ ଭେଟିପାରିବେ ସିସୋଡିଆ, କୋର୍ଟ ଦେଲେ ଅନୁମତି

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଶୁକ୍ରବାର ରୌଜ୍‌ ଏଭିନ୍ୟୁ କୋର୍ଟ ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି। ଶନିବାର ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ…

ଏଏପି ନେତା ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କୋର୍ଟ ଶୁକ୍ରବାର ଆମ ଆଦମୀ ପାର୍ଟି (ଏଏପି)ଏମ୍‌ପି ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ନଭେମ୍ବର ୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅଦାଲତ ଛାଡିବାବେଳେ ସଞ୍ଜୟ ସିଂ କହିଛନ୍ତି ଯେ, କେଜ୍‌ରିଓ୍ବାଲଙ୍କ ବିରୋଧରେ ଏକ ବଡ…

ଆରଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାଜପା ନେତ୍ରୀ

ପାଟନା,୧୦।୧୧: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନଝୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେଇଥିବା ମନ୍ତବ୍ୟକୁ ନେଇ ବିହାର ରାଜନୀତି ସରଗରମ ହୋଇଛି। ଏ ସମ୍ପର୍କରେ ନୀତୀଶଙ୍କ ଇସ୍ତଫା ଦାବିରେ ଏନଡିଏ ନେତାମାନେ ଗୃହ ବାହାରେ ବିରୋଧ କରୁଛନ୍ତି। ଏହି…

ଚିକିଟି, ପାତ୍ରପୁର ବ୍ଲକକୁ ମରୁଡ଼ି ଘୋଷଣା କରାଯାଉ

ଛତ୍ରପୁର,୧୦।୧୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ଏବଂ ପାତ୍ରପୁର ବ୍ଲକରେ ବର୍ଷା ଅଭାବରୁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏପରିକି ଚାଷୀ ଜମିରେ ଗୋରୁଙ୍କୁ ଛାଡିସାରିଲେଣି। ସ୍ଥିତିକୁ ଗୁରୁତର ସହିତ ବିଚାର କରି କୃଷି ଏବଂ ରାଜସ୍ବ ବିଭାଗ…

ରାସ୍ତାରେ ବିପଜ୍ଜନକ ଭାବେ ସ୍କୁଟି ଚଳାଇଲେ ବ୍ୟକ୍ତି: ଭିଡିଓ ଦେଖିଲେ ଉଡିଯିବ ହୋଶ୍‌

କିଛି ଲୋକ ରାସ୍ତାରେ ଗାଡି ଚଳାଇବା ସମୟରେ ଅନେକ ସମୟରେ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ। ଅନେକ ଥର ସେମାନଙ୍କ ହେତୁ ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କ ସମସ୍ୟା ବଢିଥାଏ। ଆଜିକାଲି ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି।…

ବୌଦ୍ଧରେ ଖୋଲିଲା ପ୍ରଥମ ନେଚର ପାର୍କ

ବୌଦ୍ଧ,୧୦।୧୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପ୍ରାକୃତିକ ଶୋଭାରେ ଭରପୁର। ଜିଲାରେ ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ନେବାକୁ ଜିଲାପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଥିବା ବେଳେ ଗୁରୁବାର ଜିଲାରେ ପ୍ରଥମ ନେଚର ପାର୍କର ଶୁଭାରମ୍ଭ ହୋଇଛି। ଜିଲାର ବୌଦ୍ଧ ବ୍ଲକର ଡମରଗାଡ…

ଟସ୍‌ ଜିତିଲା ଆଫଗାନିସ୍ତାନ, ବ୍ୟାଟିଂ ନିଷ୍ପତ୍ତି …

ଅହମ୍ମଦାବାଦ,୧୦।୧୧: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପ ୨୦୨୩ର ୪୨ ତମ ମ୍ୟାଚ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ଟସ୍‌ ଜିତି ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଦକ୍ଷିଣ ଆଫ୍ରିକା ବୋଲିଂ କରିବାକୁ…

ପାକ୍‌ ରେଞ୍ଜରଙ୍କ ଗୁଳିରେ ବିଏସ୍‌ଏଫ୍‌ ହେଡ୍‌ କନ୍‌ଷ୍ଟେବଲ ଶହୀଦ: ଆଜି ଗାଁରେ ପହଞ୍ଚିବ ମୃତଦେହ

ନୂଆଦିଲ୍ଲୀ,୧୦ା୧୧: ପାକିସ୍ତାନୀ ରେଞ୍ଜରଙ୍କ ଗୁଳିମାଡ଼ରେ ଭାରତର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଜଣେ ହେଡ୍‌ କନ୍‌ଷ୍ଟେବଲ ଶହୀଦ ହୋଇଛନ୍ତି। ହେଡ୍‌ କନ୍‌ଷ୍ଟେବଲ ଲାଲ୍‌ ଫାମ୍‌ କିମା ଗୁଳିମାଡ଼ରେ ଆହତ ହେବା ପରେ ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଜମ୍ମୁର…

ଦୀପାବଳି ଉପହାର ଦେଲେ କେନ୍ଦ୍ର ସରକାର, ଖାତାକୁ ଗଲା ପିଏଫ ସୁଧ ଟଙ୍କା

ନୂଆଦିଲ୍ଲୀ,୧୦।୧୧: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଏ) ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ଆକାଉଣ୍ଟକୁ ସୁଧ ଦେବା ଆରମ୍ଭ। ହୋଇଛି। ଏନେଇ ଇପିଏଫଏ ପକ୍ଷରୁ ସୂଚନା ଦିଆଯାଇଛି। ଏକ ବିବୃତ୍ତିରେ କୁହାଯାଇଛି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପିଏଫ ଆକାଉଣ୍ଟ ନିବେଶ ଉପରେ…

ପ୍ରଥମଦିନରୁ ହିଁ ରେକର୍ଡ କରିବ ସଲମାନଙ୍କ ‘ଟାଇଗର-୩’

ମୁମ୍ବାଇ: ସଲମାନ ଖାନ୍‌ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’ ରିଲିଜ ହେବାକୁ ଆଉ ମାତ୍ର ଦୁଇ ଦିନ ବାକି ଅଛି। ଏହା ପ୍ରଶଂସକମାନଙ୍କ ହୃଦସ୍ପନ୍ଦନ ବଢ଼ାଇ ଦେଉଛି। ବିଶେଷକ ବ୍ୟବସାୟ ପ୍ରତି ଆଗ୍ରହୀମାନେ ମଧ୍ୟ ରିଲିଜ ଅପେକ୍ଷାରେ ରହିଛନ୍ତି।…

ଇସ୍ରାଏଲରେ ମାତାପିତା ପୁଅର ଶୁକ୍ରାଣୁକୁ ରଖିପାରିବେ, ଯୁଦ୍ଧ ସମୟରେ ସନ୍ତକକୁ ଜୀବନ୍ତ ରଖିବାର ଏକ ପ୍ରୟାସ

ଜେରୁଜେଲମ,୧୦।୧୧: କେବଳ ସ୍ମୃତି ନୁହେଁ ଜୀବନ୍ତ ସ୍ମୃତି ମଧ୍ୟ ଆମ ଆଖି ଆଗରେ ରହିଥାଏ, ଇସ୍ରାଏଲ ସରକାର ଶୁକ୍ରାଣୁ ସଂରକ୍ଷଣ ପ୍ରକ୍ରିୟାକୁ ସରଳ କରିଛନ୍ତି। ହମାସ ସହିତ ଚାଲିଥିବା ଯୁଦ୍ଧରେ ନିହତ ହୋଇଥିବା ସୈନିକମାନଙ୍କର ମାତାପିତା ବର୍ତ୍ତମାନ ସେମାନଙ୍କର ବଳିଦାନ ପୁତ୍ରର…

କୋରାପୁଟରେ ୧୨୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,୧୦ା୧୧(ଅମିତାଭ ବେହେରା): ଶୁକ୍ରବାର କୋରାପୁଟ ସଦର ମହାକୁମାରେ ଥିବା ପୋଲିସ ପଡ଼ିଆଠାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲା ପାଇଁ ୧୨୦ କୋଟି ଟଙ୍କା ବ୍ୟୟରେ ୩ ହଜାର ୮୭ଟି ବିଭିନ୍ନ ଉନୟନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri