ବାଜିଲା ମୋହର: ଇଲାୟାରାଜାଙ୍କ ବାୟୋପିକ୍ରେ ନଜର ଆସିବେ ଧନୁଷ
ବମ୍ବେ: ଖ୍ୟାତନାମା ସଂଗୀତଜ୍ଞ ଇଲାୟାରାଜାଙ୍କ ବାୟୋପିକ୍ରେ ନଜର ଆସିବେ ସାଉଥ୍ ସୁପରଷ୍ଟାର ଧନୁଷ। ଏନେଇ ଆଧିକାରୀକ ଭାବେ ଘୋଷଣା ହୋଇଛି। ଆସନ୍ତା ବର୍ଷ ଏହାର ଶୁଟିଂ ଆରମ୍ଭ ହେବ। ସେହିଭଳି ୨୦୨୫ରେ ଏହା ପରଦାକୁ ଆସିବ। କନେକ୍ଟ ମିଡିଆ ଏବଂ ମରକ୍ୟୁରି…
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଦୀପାବଳି ନୁହେଁ ହୋଲିରେ ବି ଦେବେ ମାଗଣା ଗ୍ୟାସ ସିଲିଣ୍ଡର
ଲକ୍ଷ୍ନୌ,୧୦।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର କହିଛନ୍ତି ଯେ ହୋଲି ଅବସରରେ ତାଙ୍କ ସରକାର ମାର୍ଚ୍ଚରେ ପୁଣି ଥରେ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇବେ। ଏକ ସରକାରୀ ବୟାନ ଅନୁଯାୟୀ, ଶୁକ୍ରବାର ଧଣ୍ଟେରାସ ଅବସରରେ ମୁଖ୍ୟମନ୍ତ୍ରୀ ଏଠାରେ ଲୋକ ଭବନରୁ…
ଡେବ୍ୟୁ ବିଶ୍ୱକପ୍ରେ ମହାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ରାଚିନ, ହୃଦୟ ଜିତିଲା…
ନୂଆଦିଲ୍ଲୀ,୧୦।୧୧: ବିଶ୍ୱକପ୍ ୨୦୨୩ରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ରାଚିନ ରବିନ୍ଦ୍ର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୫ରୁ କମ୍ ବୟସରେ ସଚିନ ୧୯୯୬ ବିଶ୍ୱକପ୍ରେ ୫୨୩ ରନ୍ କରିଥିଲେ। ରାଚିନ ଚଳିତ ବିଶ୍ୱକପ୍ରେ ସର୍ବାଧିକ ରନ୍ ସ୍କୋର କରି ଏହି…
ଆଇସିସିର ନିମନ୍ତ୍ରଣ ପରେ ବି ଓ୍ବାର୍ଲଡ କପ ଦେଖିପାରିବେନି କି ଇମ୍ରାନ
ଇସଲାମାବାଦ,୧୦।୧୧: ଭାରତ ଦ୍ୱାରା ଆୟୋଜିତ ଏକ ଦିବସୀୟ ବିଶ୍ୱକପ ୨୦୨୩ଏହାର ଶେଷ ଆଡକୁ ଗତି କରୁଛି। ଏହି ଟୁର୍ନାମେଣ୍ଟରେ ୩ ଟି ସେମିଫାଇନାଲିଷ୍ଟ ଅଛନ୍ତି ଏବଂ ଚତୁର୍ଥଟି ମଧ୍ୟ ପ୍ରାୟ ଚୂଡାନ୍ତ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ୧୫ ନଭେମ୍ବରରେ ଏବଂ…
ମାସେ ହେଲା ବନ୍ଦ ରହିଛି ସିସି କ୍ୟାମେରା: କାହାରି ନଜର ନାହିଁ
ଲାଠୋର,୧୦।୧୧(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ଗ୍ରାମରେ ଲାଗିଥିବା ସିସି କ୍ୟାମେରା ଏକ ମାସ ହେଲା ବନ୍ଦ ହୋଇ ରହିଛି। ହେଲେ ଏଥିପ୍ରତି କେହି ନଜର ଦେଉ ନ ଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ୧୦ ୱାର୍ଡ଼ ବିଶିଷ୍ଟ…
ସ୍ବିଡେନରୁ ହଜାରେ ଭଲଭୋ କାର କିଣି ୪୯ ବର୍ଷ ହେଲାଣି ଉତ୍ତର କୋରିଆ ପଇଠ କରିନି ଅର୍ଥ, ଏବେ ଏହି ଋଣର ପରିମାଣ…
ପୋଙ୍ଗୟାଙ୍ଗ,୧୦।୧୧: ଉତ୍ତର କୋରିଆ, ଯାହା ବିଶ୍ୱର ଅଧିକାଂଶ ଦେଶଠାରୁ ବିଚ୍ଛିନ୍ନ, ଏହାର ଏକଛତ୍ରବାଦୀ ଶାସକଙ୍କ ବିଚିତ୍ର କାର୍ଯ୍ୟ ପାଇଁ ଏହା ବେଶ ଜଣାଶୁଣା । କିନ୍ତୁ ଏହି ଦେଶ ସହିତ ସ୍ବିଡେନର ଏକମାତ୍ର ଅଭିଯୋଗ ହେଉଛି ଯେ ଏହା ବିଷୟରେ ଚିନ୍ତା…
ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଟାର୍ଗେଟ୍, କହିଲେ ପ୍ରଧାନମନ୍ତ୍ରୀ ପୂର୍ବରୁ କହୁଥିଲେ ସେ ଓବିସି, କିନ୍ତୁ…
ନୂଆଦିଲ୍ଲୀ,୧୦।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜାତି ଜନଗଣନା ପ୍ରସଙ୍ଗରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଦାବି କରିଛନ୍ତି, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଏମ୍ପିଙ୍କ ସହ ଜାତୀୟ ସ୍ତରରେ ମଧ୍ୟ ଜାତି ଭିତ୍ତିକ…
ଏବେ ବିମାନରେ ମିଳିବ ମାଗଣା ଇଣ୍ଟରନେଟ ସେବା
ନୂଆଦିଲ୍ଲୀ,୧୦।୧୧: ବିମାନ ଯାତ୍ରା ସମୟରେ, ଉପରେ କୌଣସି କମ୍ପାନୀ କିମ୍ବା ଇଣ୍ଟରନେଟ ସେବାର ସଙ୍କେତ ନଥାଏ। ଏପରି ପରିସ୍ଥିତିରେ, ବିମାନରେ ଯେତିକି ସମୟ ଯାତ୍ରା କରିବାକୁ ଥାଏ ସେହି ସମୟ ପାଇଁ ଯାତ୍ରୀମାନେ ଦୁନିଆରୁ ବିଚ୍ଛିନ୍ନ ଅନୁଭବ କରନ୍ତି। କିନ୍ତୁ ବର୍ତ୍ତମାନ…
କଂଗ୍ରେସରେ ଯୋଗଦେବେ ଜୟରାମ ପାଙ୍ଗି
କୋରାପୁଟ,୧୦।୧୧(ଅମିତାଭ ବେହେରା): ବରିଷ୍ଠ ବିଆର୍ଏସ୍ ନେତା ଜୟରାମ ପାଙ୍ଗି ନଭେମ୍ବର ୧୬ରେ କଂଗ୍ରେସରେ ଯୋଗଦେବା ନେଇ ସୋସିଆଲ ମିଡ଼ିଆରେ ଶୁକ୍ରବାର ପ୍ରକାଶ କରିଛନ୍ତି। ଜନତା ଦଳରୁ ବିଜେଡି ପରେ ଜୟରାମ ଭାଜପାରେ ସାମିଲ ହୋଇଥିଲେ । କିଛି ଦିନ ତଳେ ଭାଜପା…
ଓଡ଼ିଶାରେ ସେମିକଣ୍ଡକ୍ଟର ଭିଭିଭୂମିକୁ ବଡ଼ ସଫଳତା, ସିନୋପ୍ସିସ୍ ଇଣ୍ଡିଆର ବୈଷୟିକ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର,୧୦/୧୧: ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ ଡିଜାଇନ ଅଟୋମେସନ (ଇଡିଏ) ଉପକରଣ ଅଗ୍ରଣୀ ଯୋଗାଣକାରୀ ସଂସ୍ଥା ସିନୋପ୍ସିସ୍ର ଡିଜାଇନ, ଗବେଷଣା ଓ ବିକାଶ କେନ୍ଦ୍ରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଦ୍ଘାଟନ କରିଛନ୍ତି । ପୂର୍ବ ଭାରତରେ ସିନୋପ୍ସିସର ଏହା ପ୍ରଥମ…
‘ନିଜକୁ ରୋନାଲ୍ଡୋ ଭାବୁଛନ୍ତି, କିନ୍ତୁ…’, ଧୋନିଙ୍କ ପରେ ଏବେ କୋହଲିଙ୍କୁ ନେଇ ଏହି ଖୁଲାସା କଲେ ଯୁବରାଜ ସିଂ
ନୂଆଦିଲ୍ଲୀ,୧୦।୧୧: ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ତାଙ୍କ ବିବୃତ୍ତି ପାଇଁ ଚର୍ଚ୍ଚାରେ ଅଛନ୍ତି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହ ତାଙ୍କର ବନ୍ଧୁତା ସମ୍ପର୍କରେ ଦିଆଯାଇଥିବା ବିବୃତ୍ତି ପରେ ସେ ବିରାଟ କୋହଲିଙ୍କ ବିଷୟରେ ଏକ ବଡ଼ ଖୁଲାସା…
ଶରଦ ପାୱାରଙ୍କୁ ଭେଟିବା ପରେ ଦିଲ୍ଲୀରେ ପହଞ୍ଚିଲେ ଅଜିତ ପାଓ୍ବାର, ଅମିତ ଶାହାଙ୍କୁ ଭେଟିବା ନେଇ ସୂଚନା
ନୂଆଦିଲ୍ଲୀ,୧୦।୧୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ଜାତୀୟତାବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ଏହାର କିଛି ସମୟ ପରେ ଅଜିତ ପାୱାର ଦିଲ୍ଲୀରେ ପହଞ୍ଚିଥିବା ଜଣାପଡିଛି। ଏଠାରେ ସେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି…
Archives


