Home Left

ସ୍ବାତୀ ମାଲିୱାଲଙ୍କୁ ପ୍ରଥମ ଥର ପାଇଁ ରାଜ୍ୟ ସଭା ପଠାଇବ ଏଏପି, ଜେଲରେ ଥିବା ସଞ୍ଜୟ ସିଂ ପୁଣି ହେବେ ଏମ୍‌ପି

ନୂଆଦିଲ୍ଲୀ,୫।୧: ଦିଲ୍ଲୀ-ପଞ୍ଜାବର ଶାସକ ଆମ ଆଦମୀ ପାର୍ଟି (ଏଏପି) ସ୍ବାତୀ ମାଲିୱାଲଙ୍କୁ ରାଜ୍ୟ ସଭାକୁ ପଠାଇବ। ଏହା ବ୍ୟତୀତ ଜେଲରେ ବନ୍ଦ ଥିବା ସଞ୍ଜୟ ସିଂ ପୁଣିଥରେ ରାଜ୍ୟ ସଭା ଏମ୍‌ପି ହେବେ। ଏଏପି ଏନ୍‌ଡି ଗୁପ୍ତାଙ୍କୁ ତୃତୀୟ ପ୍ରାର୍ଥୀ ଭାବରେ…

ଓଲଟିଲା ସଂକୀର୍ତ୍ତନ ଦଳ ପିକ୍‌ଅପ୍‌: ଜଣଙ୍କ ଜୀବନ ଗଲା, ୨୦ରୁ ଊର୍ଦ୍ଧ୍ୱ ଆହତ

ସୁନ୍ଦରଗଡ଼,୫ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଭଷ୍ମା ଥାନା ଅନ୍ତର୍ଗତ ଗୁଲଠାଠାରେ ଶୁକ୍ରବାର ମଧ୍ୟାହ୍ନରେ ଏକ ପିକ୍‌ଅପ୍‌ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ତେବେ ମୃତକ ଜଣକ ହେଲେ…

ସଂସଦ ସୁରକ୍ଷା ତ୍ରୁଟି ମାମଲା: ଅଭିଯୁକ୍ତଙ୍କର ହେବ ପଲିଗ୍ରାଫ ଟେଷ୍ଟ

ନୂଆଦିଲ୍ଲୀ,୫।୧: ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ। ତେବେ ସଂସଦର ଅନୁପ୍ରବେଶ ମାଷ୍ଟରମାଇଣ୍ଡ ଲଲିତ ଝା, ମହେଶ କୁମାୱତ ଏବଂ ଅମୋଲ ଶିନ୍ଦେ ପଲିଗ୍ରାଫ ଟେଷ୍ଟ ପାଇଁ ସହମତ ହୋଇଛନ୍ତି। ଅଭିଯୁକ୍ତ ସାଗର ଶର୍ମା…

ଜାଣନ୍ତି କି ପ୍ରଖ୍ୟାତ ଆଉ ବିଖ୍ୟାତ ମଧ୍ୟରେ କ’ଣ ରହିଛି ଫରକ୍‌ , ଯଦି ନା ତେବେ ଜାଣି ରଖନ୍ତୁ ଏହି ଦୁଇଟି ଶବ୍ଦ

ଭାଷାରେ ଅନେକ ଶବ୍ଦ ଅଛି ଯାହା ସମାନ ଦେଖାଯାଏ। କିନ୍ତୁ ସେମାନଙ୍କର ଅର୍ଥ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପ୍ରାୟତଃ ଲୋକମାନେ ଏହିପରି ଶବ୍ଦଗୁଡ଼ିକୁ ଅଦଳବଦଳ ଭାବରେ ବ୍ୟବହାର କରନ୍ତି। ଏହି କାରଣରୁ ସେହି ଲୋକମାନେ ସେହି ଶବ୍ଦଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ଜାଣିପାରନ୍ତି…

ଚାଷୀ ସମସ୍ୟାକୁ ନେଇ ନୂଆପଡ଼ା ବନ୍ଦ

ନୂଆପଡ଼ା,୫।୧(ମକାରୁ ବେମାଲ): ରାଜ୍ୟ ସରକାରଙ୍କ କୃଷିମାରଣ ନୀତି, ଧାନର କଟନି ଛଟନି, କପାର ଅଭାବୀ ବିକ୍ରି, ଅହେତୁକ ବିଦ୍ୟୁତ୍‌ ଦର ବୃଦ୍ଧି, ଚାଷୀ ସମସ୍ୟା ତଥା ଧାନକିଣାରେ ହେଉଥିବା ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ନୂଆପଡ଼ା ଭାଜପା ପକ୍ଷରୁ ଶୁକ୍ରବାର ବନ୍ଦ…

ଟି୨୦ ମ୍ୟାଚ୍ ଖେଳିବାକୁ ଚାହୁଁଛନ୍ତି ବିରାଟ କୋହଲି, ରୋହିତ ଶର୍ମା

ନୂଆଦିଲ୍ଲୀ,୫।୧: ଭାରତୀୟ କ୍ରିକେଟ ଟିମର ମେରୁଦଣ୍ଡ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଟି୨୦ ସିରିଜ ଖେଳିବାକୁ ଇଛୁକ ଥିବା ବିସିସିଆଇକୁ ଜଣାଇଛନ୍ତି। ୨୦୨୨ ଟି୨୦ ବିଶ୍ୱକପ ପରେ ଦୁହେଁ କୌଣସି ଟି୨୦ ମ୍ୟାଚ୍ ଖେଳି ନାହାନ୍ତି। ଆଫଗାନିସ୍ତାନ ବିପକ୍ଷ…

ଦୁଇ ଟ୍ରେନ ମଧ୍ୟରେ ଭୟଙ୍କର ଦୁର୍ଘଟଣା, ଟ୍ରାକରୁ ଖସିଲା ଡବା, ୩ ମୃତ

ଜାକର୍ତ୍ତା,୫।୧: ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଶୁକ୍ରବାର ଦୁଇଟି ଟ୍ରେନ ଧକ୍କା ହୋଇଥିଲା। ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଟ୍ରେନ କୋଚ ଓଲଟି ପଡିଛି ଯେଉଁଥିରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ଘଟିଛି।ଜାତୀୟ ରେଳବାଇ ପିଟି କେରେଟା ଏପି ଇଣ୍ଡୋନେସିଆର…

ବଢୁଛି ସଂକ୍ରମଣ: ଗତ ୨୪ ଘଣ୍ଟାରେ ୭୬୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୨ ମୃତ

ନୂଆଦିଲ୍ଲୀ,୫।୧: ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା…

କଂଗ୍ରେସରେ ଯୋଗଦେଇପାରନ୍ତି ହେମା

ରାୟଗଡ଼ା,୫।୧(ଆଶିଷ ରଞ୍ଜନ ପଣ୍ଡା):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳବଦଳ କଥା ସେତେ ଉଠୁଛି। ଏବେ ଗୁଣପୁର କଂଗ୍ରେସରେ ଆରମ୍ଭ ହୋଇଗଲାଣି ଟଣାଓଟରା। ଜିଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରଠାରୁ ଦଳର ପ୍ରଭାବ କମି ଆସିଥିଲା।…

‘୧୨ମ ଫେଲ’ର ଦିଓ୍ବାନା ହେଲେ କଙ୍ଗନା, ଇରଫାନଙ୍କ ସହ ତୁଳନା କଲେ ବିକ୍ରାନ୍ତଙ୍କୁ

ମୁମ୍ବାଇ: ଗତବର୍ଷ ଅର୍ଥାତ୍‌ ୨୦୨୩ରେ ମୁକ୍ତିଲାଭ କରିଥିବା ବିକ୍ରାନ୍ତ ମୈସିଙ୍କ ଫିଲ୍ମ ‘12th-fail’ ଦର୍ଶକଙ୍କ ତରଫରୁ ବହୁତ ଭଲ ପ୍ରତିକ୍ରିୟା ପାଇଥିଲା ଏବଂ ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ବହୁତ ଭଲ କଲେକଶନ କରିଥିଲା । ଏହି ମୁଭିରେ ବିକ୍ରାନ୍ତଙ୍କ ଅଭିନୟକୁ…

ଆଜିଠାରୁ ରଣଜୀ ଟ୍ରଫି, ଅଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରାଙ୍କ ପ୍ରତ୍ୟାବର୍ତ୍ତନ ଉପରେ ନଜର, ଏକାସାଙ୍ଗରେ ହେବ ୧୯ ମ୍ୟାଚ

ନୂଆଦିଲ୍ଲୀ,୫।୧: ଦେଶର ବିଭିନ୍ନ ସ୍ଥାନରେ ଶୁକ୍ରବାରରୁ ଆରମ୍ଭ ହେବାକୁ ଥିବା ରଣଜୀ ଟ୍ରଫି କ୍ରିକେଟ ପ୍ରତିଯୋଗିତାରେ ନୂତନ ଖେଳାଳିମାନେ ଏହାର ପ୍ରଭାବ ପକାଇବାକୁ ଚେଷ୍ଟା କରିବାକୁ ଥିବା କିଛି ପୁରୁଣା ଖେଳାଳି ହଜିଯାଇଥିବା ପ୍ରତିଷ୍ଠା ଫେରି ପାଇବାକୁ ଚେଷ୍ଟା କରିବେ। ଚଳିତ…

ପୂର୍ବତନ ବିଧାୟକଙ୍କ ଘରୁ ମିଳିଲା ଅମାପ ସମ୍ପତ୍ତି, ବିଦେଶୀ ବନ୍ଧୁକ, ସୁନା ରଡ, ବିପୁଳ ପରିମାଣରେ ମଦ

ନୂଆଦିଲ୍ଲୀ,୫।୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବେଆଇନ ଖଣି ସମ୍ପର୍କିତ ଅର୍ଥ ହେରଫେର ମାମଲାରେ ହରିୟାଣା କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାନୱାର ଏବଂ ପୂର୍ବତନ INLD ଇନୋଲ ବିଧାୟକ ଦିଲବାଗ ସିଂଙ୍କ ଘରେ ସର୍ଚ୍ଚ ଅପରେସନ କରିଥିଲା। ଦିଲବାଗ ସିଂଙ୍କ ଲୁଚି ରହିଥିବା ସ୍ଥାନରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri