Home Left

ଶ୍ରୀଦୁର୍ଗାର ଲକି ଡ୍ର: ମିଭାନ ଜିତିଲେ ‘ହାର୍ଲେ ଡେଭିଡ୍‌ସନ’

ଭୁବନେଶ୍ୱର,୪।୧ (ଅଭୟ ଦାଶ): ଶ୍ରୀଦୁର୍ଗା ରିଟେଲ ପ୍ରାଇଭେଟ୍‌ ଲିମିଟେଡ୍‌ (ଏସ୍‌ଆରପିଏଲ୍‌) ର ବହୁ ପ୍ରତୀକ୍ଷିତ ତଥା ପାର୍ବଣ ‘ଲକି ଡ୍ର’ ମହୋତ୍ସବ ଗୁରୁବାର ଭୁବନେଶ୍ୱରର ଅଶୋକନଗରସ୍ଥିତ ଜନପଥ ଷ୍ଟୋରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ଶ୍ରୀଦୁର୍ଗା’ ଫ୍ୟାମିଲି ଷ୍ଟୋର ପକ୍ଷରୁ ଗତ…

୨୦୨୩ରେ ୧୮୨ ଲକ୍ଷ କୋଟିର କାରବାର ୟୁପିଆଇ କାରବାରରେ ୪୯% ବୃଦ୍ଧି

ନୂଆଦିଲ୍ଲୀ,୫।୧: କ୍ରମାଗତ ଭାବେ ୟୁନିଫାଏଡ୍‌ ପେମେଣ୍ଟସ ଇଣ୍ଟରଫେସ୍‌ (ୟୁପିଆଇ)ର ଚାହିଦା ଓ କାରବାର ବୃଦ୍ଧି ପାଉଛି। ଏପରିକି ୟୁପିଆଇର ବ୍ୟବହାର ସବୁ ବର୍ଗଙ୍କ ଲାଗି ଏକ ମାଧ୍ୟମ ପାଲଟିଯାଇଛି। ଫଳରେ ଲଗାତର ଭାବେ ୟୁପିଆଇ କାରବାରରେ ଅଭିବୃଦ୍ଧି ଘଟୁଛି। ଉଲ୍ଲେଖଯୋଗ୍ୟ,ନ୍ୟାଶନାଲ ପେମେଣ୍ଟସ…

ଆମେରିକାରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

ଓ୍ବାଶିଂଟନ୍‌,୫।୧: ଆମେରିକାରେ ପୁଣି ଥରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି। କାଲିଫର୍ନିଆର ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି ଏବଂ ସେଠାରେ ଖଲିସ୍ତାନ ସମର୍ଥକ ସ୍ଲୋଗାନ ଲେଖାଯାଇଛି। ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ ଶୁକ୍ରବାର ଦିନ ଏହି ସୂଚନା ଦେଇଛି। କାନାଡାରେ…

ଓ୍ବାର୍ଡେନ ମୃତ୍ୟୁ ଘଟଣାରେ ୧୨ ଘଣ୍ଟିଆ ରାୟଗଡା ବନ୍ଦ

ଟିକିରି,୫।୧( ପ୍ରଫୁଲ କୁମାର ବେହେରା): ଓ୍ବାର୍ଡେନ ମୃତ୍ୟୁ ଘଟଣାରେ ଆଜି ୧୨ ଘଣ୍ଟିଆ ରାୟଗଡା ବନ୍ଦ ଡାକରା ଦିଆଯାଇଛି। ରାୟଗଡା ଜିଲା କାଶିପୁର ବ୍ଲକରେ ଆଜି ସକାଳୁ ସକାଳୁ ବଦ ପ୍ରଭାବ ଦେଖିବାକୁ ମିଳିଛି। ଗତ ୨୧ରେ ନକଟିଗୁଡ଼ା ଗ୍ରାମ ନିବାସୀ…

୩୮ ବର୍ଷରେ ଫିଟ୍‌ ଅଛନ୍ତି ଦୀପିକା: ଜାଣନ୍ତୁ ତାଙ୍କ ଡାଏଟ୍‌ ପ୍ଲାନ୍‌

ବଲିଉଡର ଅଭିନେତ୍ରୀ ଦୀପିକା ପାଦୁକୋନ ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୮ରେ ଫିଲ୍ମ ‘ଓମ ଶାନ୍ତି ଓମ’ ସହିତ କ୍ୟାରିଅର୍‌ ଆରମ୍ଭ କରିଥିବା ଦୀପିକା ପାଦୁକୋନ ୧୬ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି। ବୟସ…

କୋହଲିଙ୍କ ନାଁରେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ଏକ ଚମତ୍କାର ବିଜୟ ପଞ୍ଜିକରଣ କରିଛି। ଏହି ମ୍ୟାଚ କେପଟାଉନରେ ଖେଳାଯାଇଥିଲା। ବୋଲରଙ୍କ ସହ ବ୍ୟାଟରମାନେ ମଧ୍ୟ ଭାରତୀୟ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ବିରାଟ…

ସିସୋଡିଆଙ୍କ ଜନ୍ମଦିନରେ ଭାବପ୍ରବଣ ହେଲେ କେଜ୍‌ରିୱାଲ

ନୂଆଦିଲ୍ଲୀ,୫।୧: ମନୀଷ ସିସୋଡିଆଙ୍କ ଜନ୍ମଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଏକ୍ସରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। କେଜ୍‌ରିୱାଲ ଲେଖିଛନ୍ତି, ଏହି ବନ୍ଧୁତା ବହୁତ ପୁରୁଣା। ଆମର ସ୍ନେହ ଏବଂ ବିଶ୍ୱାସ ବହୁତ ଶକ୍ତିଶାଳୀ। ଜନସାଧାରଣଙ୍କ ପାଇଁ କାମ କରିବାର ଏହି…

ଅଲକାଏଦା ଟାର୍ଗେଟ୍‌ରେ ବିଲ ଗେଟ୍ସ-ଏଲନ ମସ୍କ

ଓ୍ବାଶିଂଟନ୍‌,୫।୧:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଆମେରିକାର ଆଭିମୁଖ୍ୟ ଯୋଗୁ ଆତଙ୍କବାଦୀ ସଂଗଠନ ଅଲ-କାଏଦା ରାଗିଯାଇଛି। ଏହି କାରଣରୁ ସେମାନେ ଆମେରିକାର ଧନା ବ୍ୟବସାୟୀଙ୍କୁ ଟାର୍ଗେଟ କରିବାକୁ ଚାହୁଁଛନ୍ତି। ଅଲ-କାଏଦା ଏଲନ ମସ୍କ, ବିଲ ଗେଟ୍ସ ଏବଂ ସତ୍ୟ…

ଜିତିବା ସତ୍ତ୍ୱେ ବି ରାଗିଗଲେ ରୋହିତ ଶର୍ମା: କହିଦେଲେ ଏମିତି କଥା

କେପଟାଉନ,୫।୧: କେପଟାଉନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ୭ ଉଇକେଟରେ ଭାରତକୁ ପରାସ୍ତ କରିଛି। ଏହି ଟେଷ୍ଟ ମ୍ୟାଚ ଦେଢ ଦିନରେ ଶେଷ ହୋଇଥିଲା। ଏହି ମ୍ୟାଚ୍‌ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ଛୋଟ ମ୍ୟାଚ୍‌ ମ୍ୟାଚ ଥିଲା। ଭାରତ…

ନମ୍ବର-୧ରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

କେପଟାଉନ,୫।୧: କେପଟାଉନ ଟେଷ୍ଟରେ ଟିମ ଇଣ୍ଡିଆ ଏକ ଚମତ୍କାର ବିଜୟ ହାସଲ କରିଛି। ଭାରତ ଦକ୍ଷିଣ ଆଫ୍ରିକାକୁ ୭ ଉଇକେଟରେ ପରାସ୍ତ କରିଛି। ଏହି ବିଜୟରୁ ଭାରତ ଉପକୃତ ହୋଇଥିଲା। ସେ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛନ୍ତି।…

ବଦ୍‌ଲା ନେଲା ଆମେରିକା

ବାଗଦାଦ/ଓ୍ବାଶିଂଟନ୍‌,୫।୧: ଆମେରିକାର ସୈନ୍ୟବାହିନୀ ଇରାକର ରାଜଧାନୀ ବାଗଦାଦରେ ଏୟାର ଷ୍ଟ୍ରାଇକ କରି ଇରାନ ସମର୍ଥିତ ଜଣେ ମିଲିସିଆ ନେତାଙ୍କୁ ହତ୍ୟା କରିଛି। ପ୍ରତିଶୋଧ ସମ୍ପର୍କରେ ସୂଚନା ଦେଇ ୱାଶିଂଟନ୍‌ରେ ଥିବା ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ କହିଛି ଯେ, ଇରାକରେ ଆମେରିକାର…

ଗୋଟିଏ ଗାଈକୁ ପୂଜା କରିବା ଅର୍ଥ ହେଉଛି ୩୩ କୋଟି ଦେବୀ-ଦେବତାଙ୍କୁ ପୂଜା କରିବା: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଳ,୪।୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗ୍ବାଲିଅର ଗସ୍ତରେ ଥିଲେ। ଏଠାରେ ସେ ଆନୁଷ୍ଠାନିକ ଭାବେ ବାଣିଜ୍ୟ ମେଳାର ଉଦଘାଟନ କରିଥିଲେ। ଏହାପୂର୍ବରୁ ଗ୍ବାଲିଅରରେ ଏକ ଗୋଶାଳାର ଉଦ୍‌ଘାଟନୀ ସମାରୋହରେ ମୋହନ ଯାଦବ କହିଥିଲେ, ଗୋଟିଏ ଗାଈକୁ ପୂଜା କରିବା ଅର୍ଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri