କୁକୁର କାମୁଡ଼ାରେ ୩୩ ଆହତ
ଛତ୍ରପୁର,୧୩।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ପାଗଳ କୁକୁର କାମୁଡାରେ ୩୩ଜଣ ଆହତ ହୋଇ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଛତ୍ରପୁର ସହରର ଶାନ୍ତିନଗର ଅଞ୍ଚଳରେ ପାଗଳ କୁକୁରଙ୍କ କାମୁଡ଼ାରେ ୩୨ଜଣ ଗୁରୁତର…
ମହୁଆଙ୍କୁ ନୂଆ ଦାୟିତ୍ୱ ଦେଲେ ମମତା
କୋଲକାତା,୧୩।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତ୍ରୁଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରାଙ୍କୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ସେ ମହୁଆଙ୍କୁ କୃଷ୍ଣାନଗର ଜିଲାର ପ୍ରେସିଡେଣ୍ଟ ନିଯୁକ୍ତ କରିଛନ୍ତି। ଏହାକୁ ନେଇ ମହୁଆ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଦେଇଛନ୍ତି।…
ରେକର୍ଡ କଲେ ରବିନ୍ଦ୍ର
ବେଙ୍ଗାଲୁରୁ,୧୩।୧୧: ବିଶ୍ୱକପ ୨୦୨୩ ରେ ରବିବାର ରବିନ୍ଦ୍ର ଜାଡେଜା ଏକ ସ୍ବତନ୍ତ୍ର ମାଇଲଖୁଣ୍ଟ ହାସଲ କରିଥିଲେ। ଭାରତୀୟ ସ୍ପିନର ଭାବେ ବିଶ୍ୱକପରେ ସର୍ବାଧିକ ୱିକେଟ ନେଇ ରେକର୍ଡ କରିଛନ୍ତି ଜାଡେଜା। ଏହି ରେକର୍ଡ ସୃଷ୍ଟି କରିବାକୁ ତାଙ୍କୁ ଦୁଇଟି ୱିକେଟ ଆବଶ୍ୟକ…
ବାଣ ନିଆଁରେ ଜଳିଗଲା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ରୂପସା,୧୩।୧୧(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ବାଉଁଶବଣି ଗ୍ରାମରେ ରବିବାର ଦୀପାବଳି ପର୍ବରେ ତ୍ରିଲୋଚନ ଦାସଙ୍କ ଘରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଭସ୍ମୀଭୂତ ହୋଇଯାଇଛି l ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।…
ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଆତଙ୍କ ଖେଳାଉଥିବା କୁମ୍ଭୀର
ରୂପସା,୧୩।୧୧( ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସିଂଲା ଥାନା ଅଧୀନ ଡୁବୁଡୁବି ନଦୀ ମହାପଦା ପୋଲ ନିକଟରୁ ସୋମବାର ଏକ ୪ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର ହୋଇଛି l ଅନ୍ୟପକ୍ଷେ ନଦୀରେ ରହିଥିବା ଅନ୍ୟ କୁମ୍ଭୀରକୁ ଧରିବା ପାଇଁ କୌଣସି…
ରାହୁଲ-ପ୍ରିୟଙ୍କାଙ୍କ ସ୍ବପ୍ନରେ ଆସୁଛି ମୁଁ, ମୁଖ୍ୟମନ୍ତ୍ରୀ ଶିବରାଜ କହିଲେ କଂଗ୍ରେସ ମିଛୁଆ,ବେଇମାନ
ଭୋପାଳ,୧୩।୧୧: ନଭେମ୍ବର ୧୭ରେ ହେବାକୁ ଯାଉଛି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ। ଆଉ ଏଥିପାଇଁ କଂଗ୍ରେସ ଓ ଭାଜପା ଲଗାତାର ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଚାଲିଛନ୍ତି। ଏହି କ୍ରମରେ ସୋମବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୋପୁରରେ ନିର୍ବାଚନୀ ରାଲି ସମୟରେ…
ଫ୍ଲିପ୍କାର୍ଟ ଅଫିସରେ ପଶି ଦୁର୍ବୃତ୍ତମାନେ ବନ୍ଧୁକମୁନରେ ଲୁଟିନେଲେ ଟଙ୍କା ବାକ୍ସ
କଟକ,୧୩ା୧୧: ମୁଖା ପିନ୍ଧି ଦୁଇ ଦୁର୍ବୃତ୍ତ ଫ୍ଲିପ୍କାର୍ଟ ଅଫିସରେ ପଶି ବନ୍ଧୁକମୁନରେ ଟଙ୍କା ବାକ୍ସ ଲୁଟିନେଇଛନ୍ତି। ଏପରି ଘଟଣା କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ଅଶୋକନଗର ସ୍ଥିତ ଫ୍ଲିପ୍କ୍ଲାର୍ଟ ଅଫିସରେ ଘଟିଛି। ସୋମବାର ଏହି ଦୁଇ ଦୁର୍ବୃତ୍ତ ଏକ ବାଇକ୍ରେ…
ଗୃହମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନ୍ଙ୍କୁ ପଦରୁ ହଟାଇଲେ ପ୍ରଧାନମନ୍ତ୍ରୀ ସୁନକ
ଇଂଲଣ୍ଡ,୧୩।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଗୃହମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନ୍ଙ୍କୁ ବରଖାସ୍ତ କରିଛନ୍ତି। ଯିଏକି ପୋଲିସ ଉପରେ ପାଲେଷ୍ଟାଇନ ସମର୍ଥକ ବିରୋଧକାରୀଙ୍କ ପ୍ରତି ଅତ୍ୟଧିକ ବିନମ୍ର ହେବାର ଅଭିଯୋଗ କରିଥିଲେ। ସରକାର କହିଛନ୍ତି ଯେ, କ୍ୟାବିନେଟ ପୁନଃ ଗଠନ ଅଧୀନରେ ବ୍ରାଭରମ୍ୟାନ୍…
ହାଇଦ୍ରାବାଦର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି
ହାଇଦ୍ରାବାଦ,୧୩।୧୧: ତେଲଙ୍ଗାନା ହାଇଦ୍ରାବାଦର ନାମ୍ପାଲି ଅଞ୍ଚଳରେ ଥିବା ଏକ ବହୁ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ୱାସରୁଦ୍ଧ ହୋଇ ଏଭଳି ଘଟିଥିବା…
ଦୁନିଆର ସବୁଠୁ କଷ୍ଟ ଡ୍ୟାନ୍ସ, ଭିଡିଓ ଦେଖିଲେ ଘୂରିଯିବ ମୁଣ୍ଡ
ମଣିଷ ଏବଂ ମେଶିନ ମଧ୍ୟରେ ଏକ ମୌଳିକ ପାର୍ଥକ୍ୟ ରହିଛି। ତାହା ହେଲା ମଣିଷ କିଛି ଭୁଲିଯାଇପାରେ କିନ୍ତୁ ଯଦି ମେଶିନର ପ୍ରୋଗ୍ରାମିଂ ସେଟ୍ ହୋଇଥାଏ ଯାହା ଭୁଲ୍ ହୁଏନାହିଁ। କିଛି ବୈଷୟିକ ତ୍ରୁଟି ନ ହେବା ପର୍ଯ୍ୟନ୍ତ ଏଥିରେ ଭୁଲ୍…
ସଲମାନ ଖାନଙ୍କ ଫିଲ୍ମ ଦେଖି ହଲ୍ ଭିତରେ ବାଣ ଫୁଟାଇଲେ ପ୍ରଶଂସକ, ହେଲା କାର୍ଯ୍ୟାନୁଷ୍ଠାନ ଦାବି
ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର-୩’ ରବିବାର ରିଲିଜ ହୋଇଛି। ଏହି ଅବସରରେ ତାଙ୍କ ପ୍ରଶଂସକମାନେ ମାଲେଗାଓଁର ଏକ ଥିଏଟର ଭିତରେ ବାଣ ଫୁଟାଇଛନ୍ତି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓ ସାମ୍ନାକୁ ଆସିବା…
ଗରା, ମାଠିଆ ରଖି ରାସ୍ତା ଅବରୋଧ: ହଟହଟା ହେଲେ ଯାତ୍ରୀ
ଆର୍ ଉଉଦୟଗିରି,୧୩।୧୧(ମନୋଜ କୁମାର ପାଢୀ) ଗଜପତି ଜିଲା ଆର୍ ଉଦୟଗିରି ଗ୍ରାମରେ ୧୦ ଦିନ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଛି । ଏହି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଇ ନ…
Archives


