Home Left

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ତାଳଚେର ଟ୍ରାଫିକ ଇନସ୍ପେକ୍ଟର, ନଗଦ ୨୪ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର, ୧ ୨।୧: ପୁଣି ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉଜଣେ ସରକାରୀ ଅଧିକାରୀ। ଶୁକ୍ରବାର ତାଳଚେରର ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରା କାର୍‌ରେ ତାଳଚେରରୁ ଅସ୍ତରଙ୍ଗ ଯିବା ବେଳେ ବାଲିଅନ୍ତା ନିକଟରେ ନଗଦ ୧୧ ଲକ୍ଷ ଟଙ୍କା ସହ ଧରିଛି…

କରୋନା ଜନିତ ମୃତ୍ୟୁ, ସଂକ୍ରମଣରେ ଭାରତ ଦ୍ୱିତୀୟ ସ୍ଥାନରେ

ନୂଆଦିଲ୍ଲୀ,୧୨।୧: ଡିସେମ୍ବର ୨୦୧୯ରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ କ୍ଷେତ୍ରରେ ଏକ ବୃଦ୍ଧି, ସର୍ବଭାରତୀୟ ସ୍ତରରେ ପୁଣି ଥରେ ଦେଖାଯାଉଛି, ଏହାର କାରଣ ହେଉଛି ନୂଆ ଭାରିଆଣ୍ଟ – ଜେଏନ୍‌.୧। ଚାଇନା, ସିଙ୍ଗାପୁର, ଆମେରିକା, ଭାରତ ସମେତ ପ୍ରାୟ ୪୧ଟି ଦେଶରେ…

ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ ସୁର ରାଉତରାୟଙ୍କ ପୁଅ ମନ୍ମଥ

ଭୁବନେଶ୍ୱର,୧୨ା୧: କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପରେ ତାଙ୍କ ସାନପୁଅ ମନ୍ମଥ ରାଉତରାୟ ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ସୁର ଶୁକ୍ରବାର ଘୋଷଣା କରିଛନ୍ତି। ସୁର ଗଣମାଧ୍ୟମ ଆଗରେ ଏକଥା ସ୍ପଷ୍ଟ କରିଛନ୍ତି। ସୁର କହିଛନ୍ତି,…

ଡିସେମ୍ବରରେ ବୃଦ୍ଧି ପାଇଲା ଆମେରିକାରେ ମୁଦ୍ରାସ୍ଫୀତି ହାର, ସୁଧ ହାର ହ୍ରାସ ଆଶାକୁ ଝଟକା 

ମୁମ୍ବାଇ, ୧ ୨।୧: ନୂତନ ବର୍ଷରେ ୨୦୨୪, ଯେଉଁମାନେ ଆମେରିକାରେ ସୁଧ ହାର ହ୍ରାସ ପରେ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସ କରିବ ବୋଲି ଆଶା ରଖିଥିଲେ, ସେମାନଙ୍କ ଆଶାକୁ ଝଟକା ଲାଗିଛି। ୨୦୨୩ ଶେଷରେ ଆମେରିକାରେ ମୁଦ୍ରାସ୍ଫୀତି ହାର…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ଏବେ ସେ ୫ ମାସର ଗର୍ଭବତୀ

ଦାରିଙ୍ଗବାଡ଼ି,୧୨ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ଦଶମଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଏବେ ୫ ମାସର ଗର୍ଭବତୀ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏନେଇ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ…

ଗର୍ଭବତୀ ସ୍ତ୍ରୀଙ୍କୁ ମନ ପସନ୍ଦର ଖାଦ୍ୟ ଖୁଆଇବା ପାଇଁ ୧୩୦୦୦ କିଲୋମିଟର ନେଇଗଲେ ସ୍ବାମୀ

ସାରା ବିଶ୍ୱରେ ପ୍ରତିଦିନ ଲକ୍ଷଲକ୍ଷ ପିଲା ଜନ୍ମ ହୁଅନ୍ତି। ଏକ ଶିଶୁ ଏହି ଦୁନିଆକୁ ଆସିବା ପାଇଁ ୯ ମାସ ସମୟ ଲାଗେ ଏବଂ ଏହି ସମୟ ମଧ୍ୟରେ ଗର୍ଭବତୀ ମହିଳାଙ୍କ ଶରୀର ଏବଂ ହର୍‌ମୋନରେ ବିଭିନ୍ନ ପରିବର୍ତ୍ତନ ହୁଏ। ଗର୍ଭଧାରଣର…

ଶେୟାର ବଜାରରେ ଉତ୍ସାହ: ୬୦୦ ପଏଣ୍ଟ ବଢ଼ିଲା ସେନସେକ୍ସ, ନୂଆ ଉଚ୍ଚତାକୁ ଛୁଇଁଲା ନିଫ୍ଟି

ମୁମ୍ବାଇ, ୧ ୨।୧: ଆଇଟି ଶେୟାର ବୃଦ୍ଧି ସହିତ ଶୁକ୍ରବାର ଭାରତୀୟ ଶେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ବୈଶ୍ବିକ ଆର୍ଥିକ ମାନ୍ଦାବସ୍ଥା ଏବଂ ଆଶାଠାରୁ ଆମେରିକାର ମୁଦ୍ରାସ୍ପିତି ଉଚ୍ଚ ରହିବା ଫଳରେ ନିବେଶକମାନେ ନିରୁତ୍ସାହ ରହିଛନ୍ତି। ଏହାରି ମଧ୍ୟରେ ନିଫ୍ଟି…

‘ଯୁବ ଖେଳାଳିଙ୍କ ଠାରୁ ସୁଯୋଗ ଛଡାଇ ନିଆଯାଉଛି’, ରୋହିତ-ବିରାଟଙ୍କ ଟି-୨୦ରେ ପ୍ରତ୍ୟାବର୍ତ୍ତନକୁ ନେଇ ଏମିତି କାହିଁକି କହିଲେ ଏହି ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୨।୧: ଟିମ ଇଣ୍ଡିଆର ଟି -୨୦ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଆଲୋଚନା ବନ୍ଦ ହେଉନାହିଁ। କ୍ରିକେଟ ବିଶେଷଜ୍ଞ ତଥା ପୂର୍ବତନ କ୍ରିକେଟ ଖେଳାଳିମାନେ ଏହି ଦୁଇ କ୍ରିକେଟରଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ କ୍ରମାଗତ ଭାବରେ ନିଜର…

ଛାଡପତ୍ର ନ ହୋଇଥିଲେ ପ୍ରଥମ ପତ୍ନୀଙ୍କୁ ହିଁ ମିଳିବ ପେନସନ ଅଧିକାର: ହାଇକୋର୍ଟ

ପ୍ରୟାଗରାଜ,୧୨।୧: ସ୍ବାମୀ-ସ୍ତ୍ରୀଙ୍କ ସହ ଜଡିତ ଏକ ବିବାଦରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି ଛାଡପତ୍ର ନହୁଏ ତେବେ କେବଳ ପ୍ରଥମ ପତ୍ନୀଙ୍କୁ ପେନସନ ସୁବିଧା ମିଳିବ। କୋର୍ଟ କହିଛନ୍ତି ଯେ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ…

ମୋମୋ ଖାଇବା ପଡ଼ିଲା ମହଙ୍ଗା: ଚଟଣି ମାଗିବାରୁ….

ନୂଆଦିଲ୍ଲୀ,୧୨।୧: ଦିଲ୍ଲୀର ଶାହଦରା ଜିଲାର ଫର୍ଶ ବଜାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦୋକାନୀ ଅତିରିକ୍ତ ମୋମୋ ଚଟଣି ମାଗିବାରୁ ଯୁବକଙ୍କୁ ଛୁରିରେ ଆକ୍ରମଣ କରିଛନ୍ତି। ପୀଡିତ ଜୀବନ ବଞ୍ଚାଇବା ପାଇଁ ଏଠାକୁ ଦୌଡିବା ଆରମ୍ଭ କରିଥିଲେ। ସେ…

ବ୍ରାଉନସୁଗାର ଜବତ, ୨ ଗିରଫ

ଭଦ୍ରକ,୧୨ା୧(ସନାତନ ରାଉତ): ପାଟ୍ରୋଲିଂ ସମୟରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ୧୫.୬ ଗ୍ରାମର ବ୍ରାଉନସୁଗାର ଜବତ ହେବା ସହ ୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନାନୁଯାୟୀ, ଗୁରୁବାର ରାତିରେ ପାଟ୍ରୋଲିଂ ସମୟରେ ଚରମ୍ପା ମାଷ୍ଟର କଲୋନୀ ବଉଳପୋଖରୀଠାରେ…

କାର୍‌ ପଛପଟେ ମା’-ବାପା କିମ୍ବା ଭଗବାନଙ୍କ ନାଁ ନୁହେଁ, ଏମିତି କିଛି ଲେଖା ହୋଇଛି; ଯାହାର ଭିଡିଓ ଦେଖିଲେ କରିବେ ପ୍ରଶଂସା

ସାଧାରଣତଃ ବାଇକ୍‌ ହେଉ ବା କାର୍‌ ପଛପଟେ ମା’-ବାପା କିମ୍ବା ଭଗବାନଙ୍କ ନାଁ ଲେଖା ହୋଇଥିବାର ଦେଖାଯାଏ। କିନ୍ତୁ ଆଜିକାଲି ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଏକ ଭିନ୍ନ ନାମ ଲେଖା ହୋଇଛି। ନାମ ଏହିପରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri