ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ କଭର୍ ଡ୍ରାଇଭ୍ ଦେଖି ଆଶ୍ଚର୍ଯ୍ୟ ହେଲେ ଅଷ୍ଟ୍ରେଲିୟ କିମ୍ବଦନ୍ତୀ
ବେଙ୍ଗାଲୁରୁ,୧୩।୫: ଆଇପିଏଲ ୨୦୨୪ର ୬୨ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ବେଙ୍ଗାଲୁରୁ ଷଷ୍ଠ ବିଜୟ ହାସଲ କରିଛି। ବିରାଟ କୋହଲି ଏହି ମ୍ୟାଚରେ ୩୦ ରନ ସ୍କୋର ମଧ୍ୟ କରିପାରି ନ…
ପ୍ରଥମଥର ମାଓବାଦୀ ପ୍ରବଣ ଅଞ୍ଚଳରେ ମତଦାନ ପାଇଁ ପ୍ରବଳ ଭିଡ଼
ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ପୂର୍ବରୁ ଥିବା ବିଚ୍ଛିନ୍ନାଞ୍ଚଳ ଯନ୍ତ୍ରୀ, ଜୋଡ଼ାମ୍ବ ପଞ୍ଚାୟତ ଅଞ୍ଚଳରେ ଭୋଟରମାନେ ପୂର୍ବରୁ ମାଓବାଦୀଙ୍କ ଭୟରେ ଭୋଟ୍ ଦାନ କେନ୍ଦ୍ରକୁ ଆସୁ ନ ଥିଲେ ବିଚ୍ଛିନାଞ୍ଚଳରୁ ସ୍ବାଭିମାନ ଅଞ୍ଚଳ ହେବା ପରେ ଏହି ଦୁଇଟି…
Video: ମତଦାନ କେନ୍ଦ୍ରରେ ଭୋଟରଙ୍କୁ ବାଡ଼େଇଲେ ବିଧାୟକ, ସମର୍ଥକ
ନୂଆଦିଲ୍ଲୀ,୧୩।୫: ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଆନ୍ଧ୍ରପ୍ରଦେଶର ଜଣେ ବିଧାୟକ ମତଦାନ କେନ୍ଦ୍ରରେ ଜଣେ ଭୋଟରଙ୍କୁ ମାଡ଼ ମାରିଛନ୍ତି। ସୋମବାର ସକାଳେ ଗୁଣ୍ଟୁର ଜିଲାର ଏକ ମତଦାନ କେନ୍ଦ୍ରରେ ବିଧାୟକ ଧାଡ଼ି ନଯିବା ଘଟଣାକୁ ଆପତ୍ତି ଜଣାଇବା ପରେ ଜଣେ ଭୋଟରଙ୍କୁ…
ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଲେ ଦିବ୍ୟଶଙ୍କର
ଭବାନୀପାଟଣା,୧୩ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ବଜାରପଡ଼ାସ୍ଥିତ ବୁଥ୍ ନଂ ୨୬୨ରେ ଭୋଟ୍ ଦେଇଛନ୍ତି ଜୁନାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। ଦୀର୍ଘ ସମୟ ଧରି ଲମ୍ବା ଧାଡ଼ିରେ ଛିଡ଼ା ହୋଇ…
୧ ସେକେଣ୍ଡରେ ୫ ଏଚ୍ଡି ଫିଲ୍ମ ଡାଉନ୍ଲୋଡ! ବିଶ୍ୱର ପ୍ରଥମ ୬ଜି ଡିଭାଇସ୍ ଆଣିଲା ଏହି ଦେଶ
ଟୋକିଓ,୧୩।୫: ଟେକ୍ନୋଲୋଜି କ୍ଷେତ୍ରରେ ଜାପାନ ସର୍ବଦା ଆଗରେ ରହିଥାଏ। ଦୁନିଆର ଅନେକ ସ୍ଥାନ ଅଛି, ଯେଉଁଠାରେ ୫ଜି ଧୀରେ ଧୀରେ ପହଞ୍ଚୁଛି। କିନ୍ତୁ ଜାପାନ ନିକଟରେ ବିଶ୍ୱର ପ୍ରଥମ ହାଇ ସ୍ପିଡ ୬ଜି ପ୍ରୋଟୋଟାଇପ ଡିଭାଇସ ଆଣିଛି। ଏହି ଡିଭାଇସ ବିଷୟରେ…
ଆଜି ଅନୁଗୋଳରେ ପାଣ୍ଡିଆନଙ୍କ ରୋଡ୍ ଶୋ
ଅନୁଗୋଳ,୧୩ା୫(ଅମିତ କୁମାର ସାମଲ): ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋମବାର ଅନୁଗୋଳ ଜିଲାରେ ଦଳୀୟ ନିର୍ବାଚନ ପ୍ରଚାରର ମଙ୍ଗ ଧରିବେ। ଅପରାହ୍ନ ସାଢ଼େ ୩ଟାରେ ସେ ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ପହଞ୍ଚି ସାଧାରଣ ସଭାରେ ଯୋଗଦେବେ। ପରେ ତାଳଚେରରେ…
ମୁଣ୍ଡରେ ପଗଡ଼ି ଭିଡି ଖାଦ୍ୟ ପରଷିଲେ ପ୍ରଧାନମନ୍ତ୍ରୀ ମୋଦି
ପାଟନା,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିହାର ଗସ୍ତର ଦ୍ୱିତୀୟ ଦିନରେ ପାଟନା ସହରର ତାଖ ଶ୍ରୀ ହରମାନନ୍ଦ ସାହି ଗୁରୁଦ୍ୱାରରେ ପହଞ୍ଚିଛନ୍ତି। ଏଠାରେ ମଥା ଟେକିଥିଲେ। ମୁଣ୍ଡ ନୁଆଁଇ ପ୍ରାର୍ଥନା କରିଥିଲେ ଲଙ୍ଗର ମଧ୍ୟ ଖାଇଲେ। କେବଳ ଏତିକି ନୁହେଁ…
ପ୍ରଥମ ଥର ମତଦାନକୁ ନେଇ ଉତ୍ସାହିତ ଛାତ୍ରୀ
ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ଚଳିତ ନିର୍ବାଚନରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବତୀଯୁବକ ପ୍ରଥମ ଥର ପାଇଁ ନିଜର ମତଦାନ କରିବା ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ମାଲକାନଗିରି ସହର ବୁଥ ନମ୍ବର ୬୫ରେ ଜଣେ କଲେଜ ଛାତ୍ରୀ ଦିବ୍ୟଶ୍ରୀ ପାତ୍ର…
ଘୁଷୁରି କିଡନୀ ଲଗାଇଥିବା ପ୍ରଥମ ବ୍ୟକ୍ତିଙ୍କର ମୃତ୍ୟୁ
ମାସାଚ୍ୟୁଏଟ୍ସ,୧୩।୫: ଘୁଷୁରିର ଜେନେଟିକାଲି ଏଡିଟେଡ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଇଥିବା ବିଶ୍ୱର ପ୍ରଥମ ବ୍ୟକ୍ତି ରିକ ସ୍ଲେମ୍ୟାନଙ୍କର ଅପରେଶନ ହେବାର ପ୍ରାୟ ୨ ମାସ ମଧ୍ୟରେ ମୃତ୍ୟୁ ହୋଇଛି। ଗତ ବର୍ଷ ଶେଷ ପର୍ଯ୍ୟାୟ, କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ୬୨…
ରାଜନୈତିକ ଉଷ୍ମତାକୁ ବଢାଇଲା ଥରୁରଙ୍କ ବୟାନ
ମୁମ୍ବାଇ,୧୩।୫: କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ଅନ୍ୟ ଦଳ ସମ୍ପର୍କରେ ଦେଇଥିବା ବିବୃତ୍ତି ରାଜନୈତିକ ଆଲୋଡ଼ନକୁ ବଢାଇ ଦେଇଛି। କଂଗ୍ରେସ ସହିତ ଛୋଟ ଦଳର ସମ୍ଭାବ୍ୟ ମିଶ୍ରଣକୁ ନେଇ କେତେକ ଲୋକଙ୍କ ମତ ସହ ଥରୁର ସହମତ ହୋଇଥିଲେ। ଏକ…
ପରିଚୟ ପତ୍ର ଥାଇ ବି ଭୋଟ ଦେଇପାରିଲେନି ଭୋଟର
ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ପ୍ରତି ୫ ବର୍ଷକୁ ଥରେ ସାଧାରଣ ନିର୍ବାଚନ ହୋଇଥାଏ। ଏହି ମହାନ ପର୍ବରେ ସାମିଲ ହୋଇ ନିଜର ଗଣତନ୍ତ୍ର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ପ୍ରତ୍ୟକ ଭୋଟର ଆଗ୍ରହ ପ୍ରକାଶ କରିଥାନ୍ତି। କିନ୍ତୁ ମାଲକାନଗିରି ଜିଲା ପୌରପରିଷଦ ଅଞ୍ଚଳ…
ରଣାସିଂ ବୁଥ୍କୁ ଭୋଟ ଦେବାକୁ ଆସୁନାହାନ୍ତି ସୀମାନ୍ତ ଗ୍ରାମବାସୀ
ପଟାଙ୍ଗି,୧୩।୫(ସରୋଜ ଧଳ):ପ୍ରଥମ ପର୍ଯ୍ୟାୟର ନିର୍ବାଚନର ମତଦାନ ସାରା ରାଜ୍ୟରେ ଆରମ୍ଭ ହୋଇଯାଇଥିବାବେଳେ କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ନେରେଡି ଓ୍ବାଲ୍ସା ଗ୍ରାମବାସୀ ସୀମାନ୍ତ ରଣାସିଂ ବୁଥ୍ରେ ନ ପହଞ୍ଚିବା ଅନେକ କିଛି ଦର୍ଶାଉଛି। ସୂଚନା ମୁତାବକ, ଉକ୍ତ…

