ବଜ୍ରକାପ୍ତା ଚାଲାଣ ବେଳେ ମାଡ଼ିବସିଲେ ବନ ଅଧିକାରୀ
ନବରଙ୍ଗପୁର,୨୧।୧(ସଦାଶିବ ପ୍ରହରାଜ): ବଜ୍ରକାପ୍ତା ଚାଲାଣ ବେଳେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବି.ସିଂପୁର ଥାନା ଅଧୀନ କେନ୍ଦୁଗୁଡା ଗାଁର ଅରୁଣ ମୁଦୁଲି। ମିଳିଥିବା ସୂଚନା ମୁତାବକ, ବଜ୍ରକାପ୍ତା ଚାଲାଣ ନେଇ ନବରଙ୍ଗପୁର ବନଖଣ୍ଡ…
ପୁଟିନ ବିଶ୍ୱର ସବୁଠାରୁ ଧନୀ ନେତା!
ମସ୍କୋ,୨୧।୧: ବିଶ୍ୱର ଅନେକ ନେତାଙ୍କ ଧନ ବିଷୟରେ ଆଲୋଚନା ହେଉଛି । କିନ୍ତୁ ଯେତେବେଳେ ବିଶ୍ୱର ସବୁଠାରୁ ଧନୀ ରାଜନେତାଙ୍କ କଥା ଆସେ, ସେତେବେଳେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନାମ ଶୀର୍ଷରେ ଆସେ। କୁହାଯାଏ ଯେ ତାଙ୍କର ମୋଟ ସମ୍ପତ୍ତି…
୨୭ରେ ମା’ ସମଲେଶ୍ୱରୀଙ୍କ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର,୨୧ା୧(ବି.ଶଙ୍କର): ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ରୂପାନ୍ତରିତ ମନ୍ଦିର ଓ ପରିକ୍ରମା ପ୍ରକଳ୍ପ ଆସନ୍ତା ୨୭ରେ ଲୋକାର୍ପିତ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ ପ୍ରକଳ୍ପର ଫଳକ ଉନ୍ମୋଚନ କରିବା କାର୍ଯ୍ୟକ୍ରମ…
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ଶୁଭେଚ୍ଛା ଜଣାଇଲେ ଦକ୍ଷିଣ ଆଫ୍ରିକା କ୍ରିକେଟର
ନୂଆଦିଲ୍ଲୀ,୨୧।୧: ଭାରତ ସମେତ ସମଗ୍ର ବିଶ୍ୱର ଆଖି ୨୨ ଜାନୁଆରୀରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟା ଉପରେ ରହିବ। ଜାନୁୟାରୀ ୨୨, ୨୦୨୪ରେ, ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ଇତିହାସ ସୃଷ୍ଟି ହେବାକୁ ଯାଉଛି। ସୋମବାର…
ପ୍ରାଣପ୍ରତିଷ୍ଠା ପୂର୍ବରୁ ୧୨୧ ଆଚାର୍ଯ୍ୟଙ୍କ ମହାପୂଜା
ଅଯୋଧ୍ୟା,୨୧।୧: ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ଗତ ୧୬ ତାରିଖରୁ ମନ୍ଦିରରେ ବିଭିନ୍ନ ରୀତିକାନ୍ତି ଜାରି ରହିଛି। ଏହି ପରିପ୍ରେକ୍ଷୀରେ ରବିବାର ପଞ୍ଚମ ଦିନରେ ୧୨୧ ଆଚାର୍ଯ୍ୟ ବିଭିନ୍ନ ରୀତିନୀତି ସହ ମହାପୂଜା କରିଛନ୍ତି। ପ୍ରଥମ ଦୁଇଦିନ ଧାର୍ମିକ କ୍ରିୟାକର୍ମ ମନ୍ଦିର…
ଅଯୋଧ୍ୟା ରାମମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦେଲେ ଯୁବକ
ଅରାରିଆ,୨୧।୧: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦେଇଥିବା ବିହାର ଅରାରିଆ ଜିଲାର ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରଇଛି। ଇନ୍ତେଖାବ୍ ଆଲାମ ନାମକ ଯୁବକ ପୋଲିସକୁ ଫୋନ୍ କରି ଏଭଳି…
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ବେଢ଼ା ସଫା କଲେ ଭାଜପା ରାଜ୍ୟ ସଭାପତି
ଚାନ୍ଦବାଲି,୨୧ା୧(କିଷାନ ପାତ୍ର): ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଭାଜପା ପକ୍ଷରୁ ବିଭିନ୍ନ ମନ୍ଦିରରେ ସଫେଇ କରାଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଆରଡ଼ି ଆଖଣ୍ଡଳମଣି ପୀଠରେ ମନ୍ଦିର ବେଢ଼ା ସଫେଇ କରିଛନ୍ତି। ତାଙ୍କ…
ହ୍ୟାରି ବ୍ରୁକ୍ଙ୍କ ରିପ୍ଲେସ୍ମେଣ୍ଟ ଘୋଷଣା କଲା ଇଂଲଣ୍ଡ
ନୂଆଦିଲ୍ଲୀ,୨୧।୧: ଜାନୁଆରୀ ୩୫ରୁ ଭାରତ ବିପକ୍ଷ ୫ ଟେଷ୍ଟ ସିରିଜ ପାଇଁ ହ୍ୟାରି ବ୍ରୁକ୍ଙ୍କ ରିପ୍ଲେସ୍ମେଣ୍ଟ ଘୋଷଣା କରିଛି। ଭାରତ ବିପକ୍ଷ ସିରିଜରେ ହ୍ୟାରି ବ୍ରୁକଙ୍କ ସ୍ଥାନରେ ଡାନିଏଲ ଉଇଲିୟମ ଲରେନ୍ସ ବର୍ତ୍ତମାନ ଦଳର ଏକ ଅଂଶ ହେବେ। ବ୍ୟକ୍ତିଗତ କାରଣରୁ…
Exam Tips: ଦୁନିଆର ସବୁ କଠିନ ପରୀକ୍ଷା ଲାଗିବ ସହଜ; ଏପରି ପଢନ୍ତୁ, ଟପ୍ପର ଲିଷ୍ଟରେ ରହିବ ନାଁ
ସ୍କୁଲ କିମ୍ବା କଲେଜରେ ସରପ୍ରାଇଜ୍ ଟେଷ୍ଟ ହେଲେ କିଛି ଛାତ୍ରୀଛାତ୍ର ନର୍ଭସ ହୋଇଯାଆନ୍ତି। ଯଦିଓ ସେମାନଙ୍କର ପ୍ରସ୍ତୁତି ଦୃଢ ତଥାପି ସେମାନଙ୍କର ନିଜ ଉପରେ ଆତ୍ମବିଶ୍ୱାସ ନ ଥାଏ। ଏଥି ସହିତ କିଛି ଛାତ୍ରୀଛାତ୍ର ଯେକୌଣସି ପ୍ରକାର ପରୀକ୍ଷା ପାଇଁ ସର୍ବଦା…
କେନ୍ଦୁଝର ମାଟିରେ ରାମାୟଣ ଗାଥା: ପୁଣି ଚର୍ଚ୍ଚାରେ ସୀତାବିଞ୍ଜ
କେନ୍ଦୁଝର,୨୧।୧(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୨ ତାରିଖରେ ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମମନ୍ଦିର ପ୍ରାଣପ୍ରତିଷ୍ଠା ହେବ। ଏହାକୁ ନେଇ ଦେଶରେ ଉତ୍ସାହ ଏବଂ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ବର୍ତ୍ତମାନ ରାମାୟଣ ଯୁଗ ସହିତ କେନ୍ଦୁଝର ଜିଲାର ସମ୍ପର୍କ ମନେ ପକାଇଦେଉଛି। ରାମାୟଣରେ…
କୋଟି କୋଟି ଟଙ୍କାର ମାଲିକ ସାନିଆ ମିର୍ଜା, ଜାଣନ୍ତୁ ତାଙ୍କର ମୋଟ ସମ୍ପତ୍ତି କେତେ ?
ନୂଆଦିଲ୍ଲୀ,୨୧।୧: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ତାଙ୍କ ଖେଳ ତଥା ଫ୍ୟାଶନ୍ ଅନ୍ଦାଜ ପାଇଁ ଜଣା। ସେ ଦେଶର ସବୁଠାରୁ ଧନୀ ମହିଳା ଖେଳାଳିଙ୍କ ମଧ୍ୟରୁ ଜଣେ। ତେବେ ଆସନ୍ତୁ ଜାଣିବା ସାନିଆଙ୍କର ମୋଟ ସମ୍ପତ୍ତିର ମୂଲ୍ୟ କେତେ। ଜାନୁଆରୀ…
କୋହଲିଙ୍କୁ ଆଉଟ୍ କରିବାର ଅଛି ତ ପ୍ରଥମେ ତାଙ୍କ ଇଗୋ ହର୍ଟ କର: ଇଂଲଣ୍ଡ ଖେଳାଳିଙ୍କୁ ଅଜବ ଟିପ୍ସ ଦେଲେ ପୂର୍ବତନ କ୍ରିକେଟର୍
ନୂଆଦିଲ୍ଲୀ,୨୧।୧: ଭାରତୀୟ ଦଳ ଜାନୁଆରୀ ୨୫ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବ। ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସୁଛି। ଭାରତକୁ ୫ଟି ଟେଷ୍ଟ ମ୍ୟାଚ ଖେଳିବାକୁ ପଡ଼ିବ। ଏହି ସିରିଜ୍ରେ ସମସ୍ତଙ୍କ ନଜର ସିରିଜ ବିରାଟ କୋହଲିଙ୍କ ଉପରେ ରହିବ।…
Archives


