ହୃଦୟ ଜିତିଲେ ଆଲିଆ
ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ସୌଦି ଆରବ ଯାଇଛନ୍ତି। ଏଠାରେ ବଲିଉଡ ଅଭିନେତ୍ରୀ ତାଙ୍କ ସଂସ୍କାରି ରୂପ ସହିତ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଆଲିଆ ଭଟ୍ଟ ରିୟାଦରେ ଥିବା ଜୟ ଆଓ୍ବାର୍ଡସରେ ଯୋଗ ଦେଇଥିଲେ। ଇଭେଣ୍ଟରୁ ଆଲିଆଙ୍କ ଅନେକ…
ବଡ଼ ଉପଲବ୍ଧି ହାସଲ କଲେ ପୂଜାରା
ନୂଆଦିଲ୍ଲୀ,୨୧।୧: ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଏକ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ପୂଜାରା ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୦ ହଜାର ରନ ସଂଗ୍ରହ କରିଛନ୍ତି। ଏହାପୂର୍ବରୁ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଏବଂ ରାହୁଲ…
ଚାଲିଛି ରାମାୟଣ ପାଠ: ରାମ, ଲକ୍ଷ୍ମଣ, ସୀତା, ହନୁମାନଙ୍କ ବେଶରେ ବୁଲିଲେ ପିଲା
ଉମରକୋଟ,୨୧।୧(ସନ୍ତୋଷ ଶତପଥୀ): ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ନବରଙ୍ଗପୁର ଜିଲା ଉମରକୋଟସ୍ଥିତ ରାମ ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଶ୍ରୀରାମ ମନ୍ଦିରକୁ ଫୁଲ, ଆଲୋକ ମାଳାରେ ସଜାଯିବା ସହ କେଶରୀବେଡ଼ା ଗ୍ରାମର ରାମ ଚରିତ ମାନସ ଟିମ୍ ପକ୍ଷରୁ ଅଖଣ୍ଡ…
୨୯ରେ ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖାର୍ଗେ
ଭୁବନେଶ୍ୱର, ୨୧।୧(ଅସମାପିକା ସାହୁ)- ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି)ର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ୨୯ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ସାଧାରଣ ସଭା ସୁପରିଚାଳନା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ…
ଭାଲୁ ଆକ୍ରମଣରେ ଚାଲିଗଲା ଜୀବନ
ପାପଡ଼ାହାଣ୍ଡି, ୨୧।୧(ସ୍ବପ୍ନଜିତ ପଟ୍ଟନାୟକ): ଭାଲୁ ଆକ୍ରମଣରେ ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟତ ପାଲପୁର ଗ୍ରାମର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସେ ହେଲେ ସମଦୁ ଅମନାତ୍ୟ। ଚିକିତ୍ସାଧୀନ ଅବସ୍ଥାରେ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଛି।…
ପ୍ରଥମେ କଲେ ପ୍ରାଣ ପ୍ରତିଷ୍ଠାକୁ ବିରୋଧ, ଏବେ କହୁଛନ୍ତି ଆମେ ମୋଦିଙ୍କ ବିରୋଧୀ ନୁହେଁ ପ୍ରଶଂସକ
ନୂଆଦିଲ୍ଲୀ,୨୧।୧: ସୋମବାର ୨୨ଜାନୁଆରୀରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ପ୍ରାୟ ସଂପୂର୍ଣ୍ଣ ହୋଇଛି ଏବଂ ଚୂଡାନ୍ତ ହୋଉଛି। ରାମ ମନ୍ଦିରର ଉଦଘାଟନ ସମୟକୁ ନେଇ ପ୍ରଶ୍ନ ଉଠାଇଥିବା ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି ଯେ…
ବଜ୍ରକାପ୍ତା ଚାଲାଣ ବେଳେ ମାଡ଼ିବସିଲେ ବନ ଅଧିକାରୀ
ନବରଙ୍ଗପୁର,୨୧।୧(ସଦାଶିବ ପ୍ରହରାଜ): ବଜ୍ରକାପ୍ତା ଚାଲାଣ ବେଳେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବି.ସିଂପୁର ଥାନା ଅଧୀନ କେନ୍ଦୁଗୁଡା ଗାଁର ଅରୁଣ ମୁଦୁଲି। ମିଳିଥିବା ସୂଚନା ମୁତାବକ, ବଜ୍ରକାପ୍ତା ଚାଲାଣ ନେଇ ନବରଙ୍ଗପୁର ବନଖଣ୍ଡ…
ପୁଟିନ ବିଶ୍ୱର ସବୁଠାରୁ ଧନୀ ନେତା!
ମସ୍କୋ,୨୧।୧: ବିଶ୍ୱର ଅନେକ ନେତାଙ୍କ ଧନ ବିଷୟରେ ଆଲୋଚନା ହେଉଛି । କିନ୍ତୁ ଯେତେବେଳେ ବିଶ୍ୱର ସବୁଠାରୁ ଧନୀ ରାଜନେତାଙ୍କ କଥା ଆସେ, ସେତେବେଳେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନାମ ଶୀର୍ଷରେ ଆସେ। କୁହାଯାଏ ଯେ ତାଙ୍କର ମୋଟ ସମ୍ପତ୍ତି…
୨୭ରେ ମା’ ସମଲେଶ୍ୱରୀଙ୍କ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର,୨୧ା୧(ବି.ଶଙ୍କର): ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ରୂପାନ୍ତରିତ ମନ୍ଦିର ଓ ପରିକ୍ରମା ପ୍ରକଳ୍ପ ଆସନ୍ତା ୨୭ରେ ଲୋକାର୍ପିତ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ ପ୍ରକଳ୍ପର ଫଳକ ଉନ୍ମୋଚନ କରିବା କାର୍ଯ୍ୟକ୍ରମ…
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ଶୁଭେଚ୍ଛା ଜଣାଇଲେ ଦକ୍ଷିଣ ଆଫ୍ରିକା କ୍ରିକେଟର
ନୂଆଦିଲ୍ଲୀ,୨୧।୧: ଭାରତ ସମେତ ସମଗ୍ର ବିଶ୍ୱର ଆଖି ୨୨ ଜାନୁଆରୀରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟା ଉପରେ ରହିବ। ଜାନୁୟାରୀ ୨୨, ୨୦୨୪ରେ, ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ଇତିହାସ ସୃଷ୍ଟି ହେବାକୁ ଯାଉଛି। ସୋମବାର…
ପ୍ରାଣପ୍ରତିଷ୍ଠା ପୂର୍ବରୁ ୧୨୧ ଆଚାର୍ଯ୍ୟଙ୍କ ମହାପୂଜା
ଅଯୋଧ୍ୟା,୨୧।୧: ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ଗତ ୧୬ ତାରିଖରୁ ମନ୍ଦିରରେ ବିଭିନ୍ନ ରୀତିକାନ୍ତି ଜାରି ରହିଛି। ଏହି ପରିପ୍ରେକ୍ଷୀରେ ରବିବାର ପଞ୍ଚମ ଦିନରେ ୧୨୧ ଆଚାର୍ଯ୍ୟ ବିଭିନ୍ନ ରୀତିନୀତି ସହ ମହାପୂଜା କରିଛନ୍ତି। ପ୍ରଥମ ଦୁଇଦିନ ଧାର୍ମିକ କ୍ରିୟାକର୍ମ ମନ୍ଦିର…
ଅଯୋଧ୍ୟା ରାମମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦେଲେ ଯୁବକ
ଅରାରିଆ,୨୧।୧: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦେଇଥିବା ବିହାର ଅରାରିଆ ଜିଲାର ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରଇଛି। ଇନ୍ତେଖାବ୍ ଆଲାମ ନାମକ ଯୁବକ ପୋଲିସକୁ ଫୋନ୍ କରି ଏଭଳି…
Archives


