ପ୍ରଭୁ ଶ୍ରୀରାମଙ୍କୁ ନିଜ ଶତକକୁ ସମର୍ପିତ କଲେ କେଏସ ଭରତ, ଭିଡିଓ ଭାଇରାଲ…
ଅହମଦାବାଦ,୨୧।୧ : ଜାନୁଆରୀ ୨୫ ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହାପୂର୍ବରୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଣ୍ଡିଆ ଏ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ…
ରଣଜୀ ମ୍ୟାଚରେ ସନ୍ଦୀପଙ୍କ ଲଢୁଆ ଶତକ, ଜମ୍ମୁ-କଶ୍ମୀର ଆଗରେ ବିଜୟ ଲକ୍ଷ୍ୟ ୧୪୯ ରନ୍
ଭୁବନେଶ୍ୱର, ୨୧।୧: କଟକସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଜମ୍ମୁ-କଶ୍ମୀର ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ପାଇଁ ଲଢୁଆ ଶତକ ହାସଲ କରିଛନ୍ତି ସନ୍ଦୀପ ପଟ୍ଟନାୟକ। ବୋଲରଙ୍କୁ ସୁହାଉଥିବା ଉଇକେଟରେ ତୃତୀୟ ଦିନର ଲଞ୍ଚ ସୁଦ୍ଧା ଓଡ଼ିଶା ଏହାର ଦ୍ୱିତୀୟ…
ଆଫଗାନିସ୍ତାନରେ ହୋଇନାହିଁ ଭାରତୀୟ ବିମାନ ଦୁର୍ଘଟଣାଗ୍ରସ୍ତ, ସ୍ପଷ୍ଟ କଲେ ସରକାର
ନୂଆଦିଲ୍ଲୀ,୨୧।୧: ଆଫଗାନିସ୍ତାନର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଭାରତର ନଥିବା ସ୍ପଷ୍ଟ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ବଦଖଶାନ ପ୍ରୋଭିନ୍ସର ପାର୍ବତ୍ୟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ବିମାନଟି ରୁଷିଆ ଯାଉଥିଲା ବେଳେ ପାହାଡ଼ରେ ପିଟି ହୋଇ ଖସିପଡିଥିବା କୁହାଯାଉଛି। ଡିଜିସିଏ…
ବାଇକ୍କୁ ଧକ୍କା ଦେଲା ଟ୍ରକ୍, ୩ମୃତ
ରାଣୀତେଲ,୨୧।୧: ଭଦ୍ରକର ରାଣୀତେଲ ହାଇଟେକ କଲେଜ ନିକଟରେ ହୋଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ୩ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱରରୁ ଆସୁଥିବା ଏକ ଟ୍ରକ୍ ୩ଜଣ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସେମାନଙ୍କର ଜୀବନ ଚାଲିଯାଇଛି।…
ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମାନ୍ୟ ବର୍ଷା, ୨୫ ପର୍ଯ୍ୟନ୍ତ ଜାରି ରହିବ ଏଭଳି ସ୍ଥିତି
ଭୁବନେଶ୍ୱର,୨୧।୧: ରାଜ୍ୟର କେତେକ ଅଞ୍ଚଳରେ ବୁଧବାରଠାରୁ ସାମାନ୍ୟ ବର୍ଷା ହୋଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଶନିବାର ଏବଂ ରବିବାର ସକାଳୁ ସମ୍ବଲପୁର ସମେତ କିଛି…
ଘୋଡ଼ାମୁହାଁ ପୁଅ
ବିଧିର ବିଧାନ ଏମିତି ଯେ, ନୀତିବାନ ନିଧିମଉସାଙ୍କ ଏକମାତ୍ର ପୁତ୍ରର ବିବାହ ବହୁ ବିଳମ୍ବରେ ଯୋଗାଡ଼ହେଲା ସିନା, କିନ୍ତୁ କ’ଣ ହେବ… ସବୁ ବିଗିଡ଼ିଗଲା l ମଉସା-ମାଉସୀ ଭାରି ଯତ୍ନରେ ପୁଅକୁ ବଢ଼େଇ ପଢ଼େଇ ଯେବେଠୁଁ ଉଚ୍ଚଶିକ୍ଷିତ କରିବାକୁ କୋଳଛଡ଼ା କରେଇ…
ରାସବିହାରୀ-ତୋଶିକୋଙ୍କର ଶହେବର୍ଷ ତଳର ପ୍ରେମ କାହାଣୀ
ଆଜିଠାରୁ ପ୍ରାୟ ଶହେ ବର୍ଷ ପୂର୍ବେ ଅର୍ଥାତ୍ ୧୯୧୮ମସିହା ଜୁଲାଇ ୯ ତାରିଖରେ ତୋଶିକୋ ଓ ରାସବିହାରୀଙ୍କର ଗୋପନ ବିବାହର ସାକ୍ଷୀ ଥିଲେ ମାତ୍ର ହାତଗଣତି କେଇଜଣ । ଯେଉଁ ବିବାହ ଜାକଜମକରେ ଉଛୁଳି ପଡ଼ିବା କଥା, ସେଠାରେ ବର କିମ୍ବା…
ଛୋଟଘର ବି ଲାଗିବ ବଡ଼,ଏଭଳି ଭାବେ ବଦଳାନ୍ତୁ ଇଣ୍ଟେରିୟର…
ବଡ଼ ଆଉ ସୁନ୍ଦର ଘରଟେ ହେଇଥିବ। ରୁମ ଗୁଡିକ ଖୋଲା ଖୋଲା ଲାଗୁଥିବ। ଏମିତି ଇଛା ତ ସମସ୍ତଙ୍କର ଥାଏ। କିନ୍ତୁ ଜାଗା ଓ ଟଙ୍କାର ଅଭାବ ଏହି ଇଛାକୁ ମାରିବାକୁ ବାଧ୍ୟ କରେ। କିନ୍ତୁ ଏହାର ବି ସମାଧାନ ଅଛି।…
ଚାଉଳ ମୂଲ୍ୟଠାରୁ ଯାତାୟାତ ଖର୍ଚ୍ଚ ଅଧିକ
ଭବାନୀପାଟଣା,୨୧।୧(ଉତ୍ତମ କୁମାର ଦାଶ)ସରକାର ଗରିବ ଲୋକଙ୍କ ପାଇଁ ସାଧାରଣବଣ୍ଟନ ବ୍ୟବସ୍ଥା (ପିଡ଼ିଏସ୍)ରେ ଚାଉଳ ଦେଉଛନ୍ତି। ହେଲେ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଚାଉଳର ମୂଲ୍ୟଠାରୁ ଯାତାୟତ ଖର୍ଚ୍ଚ ଅଧିକ ହେଉଛି। କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ଲୋକେ ଚାଉଳ ପାଇଁ ନାହିଁ…
ଧନୁଯାତ୍ରା: କିଛି କଥା, କିଛି ବ୍ୟଥା
ମଥୁରାରେ ମାତିଲେ ଚୋର ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଦୀର୍ଘ ୧୧ଦିନ ଧରି ଚାଲିଥାଏ। ବିଶ୍ୱ ପ୍ରସିଦ୍ଧ କୁହାଯାଉଥିବା ଏହି ମହୋତ୍ସବରେ ଦର୍ଶକଙ୍କ ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଥାଏ। ଏଥିପାଇଁ ମହୋତ୍ସବ ଚାଲିଥିବାବେଳେ ମଥୁରାନଗରୀରେ ବ୍ୟାପକ ପୋଲିସ ମୁତୟନ କରାଯାଏ।…
କୋମାରେ କୁକୁର ବନ୍ଧ୍ୟାକରଣ ଯୋଜନା
ରାଉରକେଲା,୨୧।୧(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହରରେ ବଢି ଚାଲିଛି ବୁଲା କୁକୁରଙ୍କ ସଂଖ୍ୟା। ସହର ରାସ୍ତାଘାଟରେ ଏଭଳି ମାଳ ମାଳ କୁକୁର ବୁଲୁଥିବା ଦେଖିବାକୁ ମିଳୁଛି। ସେହିପରି ନବଜାତ କୁକୁରଙ୍କ ମଧ୍ୟରୁ ଅନେକ ଦୁଇଚକିଆ ଚାରିଚକିଆ ଗାଡ଼ି ତଳେ ଜୀବନ ହାରୁଛନ୍ତି। ଫଳରେ…
ଏଲ୍ଆଇସିର ନୂତନ ପ୍ଲାନ୍ ‘ଜୀବନ ଧାରା-୨’; ପଞ୍ଜୀକରଣ ଅବଧି ସର୍ବନିମ୍ନ ୨୦ବର୍ଷ
ଭୁବନେଶ୍ୱର,୨୧।୧: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ନୂତନ ଉତ୍ପାଦ ‘ଜୀବନ ଧାରା-୨(ପ୍ଲାନ୍ ନଂ. ୮୭୨)’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଏଲ୍ଆଇସିର ଅଧ୍ୟକ୍ଷ (ଚେୟାରମ୍ୟାନ) ସିଦ୍ଧାର୍ଥ ମହାନ୍ତି ନିଗମର…
Archives


