Home Left

ଭିକ୍କିଙ୍କ ଚରିତ୍ରରେ କ୍ୟାଟ୍ରିନା ଗର୍ବିତ

ମୁମ୍ବାଇ ଅଭିନେତା ଭିକ୍କି କୌଶଲଙ୍କ ଅଭିନୀତ ‘ସାମ୍‌ ବାହାଦୁର’ ଶୁକ୍ରବାର ସିନେମା ହଲ୍‌ରେ ମୁକ୍ତିଲାଭ କରିଛି। ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହ ଦେଖିବାକୁ ମିଳିଛି। ଏହା ମଧ୍ୟରେ ଭିକ୍କିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ‘ସାମ୍‌ ବାହାଦୁର’ର ରିଭ୍ୟୁ ଶେୟାର…

ଆଜି ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଟି୨୦: ଜାଣନ୍ତୁ କେବେ-କେଉଁଠି ଦେଖିବେ ମ୍ୟାଚ୍‌…

ବେଙ୍ଗାଲୁରୁ,୩।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ଅନ୍ତିମ ମୁକାବିଲା ରବିବାର ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଦଳ ପୂର୍ବରୁ ୩-୧ରେ ସିରିଜ ଉପରେ କବ୍ଜା କରିନେଇଛି। ଏମିତିରେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁୁ ଦଳ ଆଜିର ମ୍ୟାଚ୍‌ ଜିତିବାକୁ…

ଅପରାଧର ଏକ ମିନିଟ ପୂର୍ବରୁ ମଧ୍ୟ ଉଦ୍ଦେଶ୍ୟ ନିଶ୍ଚିତ କରିଥାଇପାରନ୍ତି ଅପରାଧୀ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୧୨ : ସୁପ୍ରିମକୋର୍ଟ କହିଛନ୍ତି ଅପରାଧର ଏକ ମିନିଟ ପୂର୍ବରୁ ମଧ୍ୟ ଅପରାଧୀ ନିଜର ଉଦ୍ଦେଶ୍ୟ ନିଶ୍ଚିତ କରିଥାଇ ପାରନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ। ୧୯୮୨ ମସିହାରେ ବାରାଣାସୀର ରାମନଗର ପୋଲିସ ଷ୍ଟେଶନରେ ପଞ୍ଜୀକୃତ ହୋଇଥିବା ମାମଲାର…

ହ୍ବିଲ୍‌ଚେୟାରରେ ୫୯ ଦେଶ ଭ୍ରମଣ

ହରିୟାଣା ହ୍ବିଲ୍‌ଚେୟାର ସହିତ କାମ କରିବା ସାଧାରଣତଃ କଷ୍ଟକର ହୋଇଥାଏ। ହେଲେ ପଞ୍ଜାବ ଲୁଧିଆନାର ଜଣେ ମହିଳା ହ୍ବିଲ୍‌ଚେୟାର ସହିତ ନିଜ ଜୀବନକୁ ଅତ୍ୟନ୍ତ ସରଳ କରିଦେଇଛନ୍ତି। ସେ ଗତ ୫ ବର୍ଷ ମଧ୍ୟରେ ହ୍ବିଲ୍‌ଚେୟାରରେ ଏକା ସ୍ବିଜରଲାଣ୍ଡ, କାନାଡା, ଅଷ୍ଟ୍ରେଲିଆ,…

ଇଚ୍ଛାଶକ୍ତି ଥିଲେ ମିଳେ ସଫଳତା

ଜଣଙ୍କର ସଫଳତା ପ୍ରାପ୍ତିରେ ଦିବ୍ୟାଙ୍ଗତା ସମସ୍ୟା କୌଣସି ବାଧା ସୃଷ୍ଟି କରେନା। ଦୃଢ଼ ମନୋବଳ ଥିଲେ ଜୀବନରେ ସମସ୍ତ କ୍ଷେତ୍ରରେ ବିଜୟ ମିଳେ। ଦିବ୍ୟାଙ୍ଗଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି ସହିତ ସେମାନଙ୍କ ପ୍ରତି ମାନବ ସମାଜର କର୍ତ୍ତବ୍ୟ ସମ୍ପର୍କରେ ସଚେତନତା…

ଯାତ୍ରୀବାହୀ ବସ ଉପରେ ଆଖିବୁଜା ମୁଳିମାଡ କଲେ ଆତଙ୍କବାଦୀ: ୮ ମୃତ…

ଇସଲାମାବାଦ,୩।୧୨ : ପାକିସ୍ତାନ ଅଧିକୃତ କଶ୍ମୀରର ଗିଲଗିଟ ବାଲ୍ଟିସ୍ତାନ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ମାଡ କରିଛନ୍ତି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି। ପୋଲିସ ଅଧିକାରୀ…

ଟିଏମ୍‌ ଫୋରମର ପ୍ରଥମ ଇନୋଭେଶନ ହବ୍‌

ଭୁବନେଶ୍ୱର,୩।୧୨: ରିଲାଏନ୍ସ ଜିଓ ଓ ଟିଏମ୍‌ ଫୋରମର ମିଳିତ ସହଯୋଗରେ ନଭି ମୁମ୍ବାଇସ୍ଥିତ ରିଲାଏନ୍ସ କର୍ପୋରେଟ୍‌ ଆଇଟି ପାର୍କଠାରେ ଟିଏମ୍‌ ଫୋରମ୍‌ର ପ୍ରଥମ ଇନୋଭେଶନ ହବ୍‌ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆସେଞ୍ଚର, ଡ୍ୟୁସ୍‌ ଟେଲିକମ୍‌, ଗୁଗଲ କ୍ଲାଉଡ୍‌, ଅରେଞ୍ଚ,…

ଅଭିଷେକ ହାତରୁ କାଢ଼ିଲେ ବିବାହ ମୁଦି! 

ବମ୍ବେ: ବଲିଉଡର ଚର୍ଚ୍ଚିତ ଦମ୍ପତି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଫାଟ। ଏନେଇ କିଛି ଦିନ ଧରି କିଛି ନା କିଛି ଶୁଣିବାକୁ ମିଳୁଥିବା ବେଳେ ଏବେ କିଛି ଫଟୋ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛି। ଫଟୋଗୁଡ଼ିକ ଅଭିଷେକଙ୍କର। ଆପଣ ଭାବୁଥିବେ…

ବ୍ଲିଙ୍କିଟ୍‌ ସହ ଏନ୍‌ଏସ୍‌ଡିସିର ବୁଝାମଣା

ଭୁବନେଶ୍ୱର,୩।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ବ୍ଲିଙ୍କିଟ୍‌ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଯାଇଛି। ବିଶେଷକରି ରୋଜଗାର ସୃଷ୍ଟି ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଉକ୍ତ ବୁଝାମଣା ହୋଇଛି। ସେହିଭଳି…

ଗଛ ସହିତ ମୁହାଁମୁହିଁ ଧକ୍କା ହେଲା ବିମାନ: ଜଣେ ରାଜନେତାଙ୍କ ସମେତ ୩ ମୃତ…

ଓ୍ବାଶିଂଟନ,୩।୧୨ : ଦକ୍ଷିଣ ଆମେରିକୀୟ ଦେଶ ପାରାଗୁଏରେ ବିମାନ ଦୁର୍ଘଟଣାରେ ଜଣେ ରାଜନେତାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ବିମାନ ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ କଲରାଡୋ ପାର୍ଟି ନେତା ୱାଲ୍ଟର ହରମସ ଏବଂ…

ବେଦାନ୍ତ ଆଲୁମିନିୟମର ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌

ଭୁବନେଶ୍ୱର,୩।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆୟୋଜିତ ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଉକ୍ତ କ୍ଲାସ୍‌ (କର୍ମଶାଳା) ଏକ୍ସଟ୍ରୁଜନ ଇଣ୍ଡଷ୍ଟ୍ରିରେ ଅଭିନବତା ଓ ଦକ୍ଷତା ବୃଦ୍ଧି ଉପରେ…

ନିଶ୍ଚିନ୍ତକୋଇଲି ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଆହତ

ନିଶ୍ଚିନ୍ତକୋଇଲି, ୩।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ପୋଲିସ ଶନିବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ(ଲିପୁ)ଙ୍କୁ ଏନକାଉଣ୍ଟର କରିଛି। ତାଙ୍କ ବାମ ଗୋଡରେ ଗୁଳି ବାଜିଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri