Home Left

‘ହିମନ୍ତ ସବୁଠାରୁ ଭ୍ରଷ୍ଟ ସରକାର, ତାଙ୍କୁ ଅମିତ ଶାହା କଣ୍ଟ୍ରୋଲ କରୁଛନ୍ତି ’, ଦାବି କଲେ ରାହୁଲ

ଗୁଆହାଟୀ,୨୪।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପରେ ବର୍ଷିଛନ୍ତି। ବୁଧବାର ସକାଳେ ଆସାମ ବାରାପେଟାରେ ଭାରତ ଯୋଡୋ ଯାତ୍ରା ସମୟରେ ସେ ଦାବି କରିଛନ୍ତି ଯେ, ଶର୍ମା ଦେଶର ସବୁଠାରୁ ଭ୍ରଷ୍ଟ…

ଅବ୍ୟବସ୍ଥାରେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବଡ଼ଚଣା,୨୪।୧(ଦିଲୀପ କୁମାର ମହାନ୍ତି): ବଡ଼ଚଣା ବ୍ଲକ୍‌ର ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦୀର୍ଘଦିନ ହେଲା ଅବ୍ୟବସ୍ଥାରେ ଚାଲିଛି। ଏଠାରେ ୪ ବିଶେଷଜ୍ଞ ଡାକ୍ତରଙ୍କୁ ମିଶାଇ ମୋଟ୍‌ ୧୪ ଡାକ୍ତର ରହିବା କଥା। ହେଲେ ଏବେ ୪ ଜଣ ଡାକ୍ତର ରହିଛନ୍ତି। ସେମାନେ ବଦଳି…

ଚାଷୀଙ୍କ କାମରେ ଲାଗୁନି ଚେକ୍‌ଡ୍ୟାମ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୪।୧: ବର୍ଷାର ଅନିୟମିତତା ଯୋଗୁ ରାଜ୍ୟରେ ଦେଖାଦେଉଥିବା କୃଷି ସମସ୍ୟାର ସମାଧାନ ପାଇଁ ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ(ଏମ୍‌ଆଇପି) କାର୍ଯ୍ୟକାରୀ କରୁଛନ୍ତି। ଅଣ ଜଳସେଚିତ ଅଞ୍ଚଳରେ ଆବଶ୍ୟକ ବର୍ଷାର ଅଭାବ ଯୋଗୁ କୃଷକର ମେରୁଦଣ୍ଡ ଦୋହଲି ଯାଉଛି। ଏହାକୁ…

ମୋଦିଙ୍କ ଉପବାସ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା: କହିଲେ, ୧୧ ଦିନ କେବଳ ପଇଡ ପାଣି ବଞ୍ଚିବା କଷ୍ଟକର

ବେଙ୍ଗାଲୁରୁ,୨୪।୧: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ବୀରପ୍ପା ମୋଇଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ କରିଥିବା ଉପବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପିଏମ ମୋଦି ପ୍ରକୃତରେ ଉପବାସ ପାଳନ କରିଛନ୍ତି କି ନାହିଁ ମୋତେ…

ଶୁଷ୍କ ହେଉଛି ଭଞ୍ଜନଗର ଜଳଭଣ୍ଡାର

ଭଞ୍ଜନଗର, ୨୪।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ଧୀରେ ଧୀରେ ଶୁଷ୍କ ହେବାରେ ଲାଗିଛି। ମଙ୍ଗଳବାର ସୁଧା ଜଳଭଣ୍ଡାରରେ ମାତ୍ର ୨୫ ପ୍ରତିଶତ ପାଣି ଅଛି। ଗତ ସେପ୍ଟେମ୍ବର ୧୫ରୁ ଭଞ୍ଜନଗର ଅଞ୍ଚଳରେ ଆଶାନୁରୂପକ ବର୍ଷା ହୋଇନାହିଁ। ତେଣୁ ଜଳଭଣ୍ଡାରର…

ମୋବାଇଲ୍‌ରେ କାର୍ଟୁନ ଦେଖୁଥିଲେ ୫ ବର୍ଷର ଝିଅ: ହଠାତ୍‌ ଆସିଲା ହାର୍ଟଆଟାକ୍‌

ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶର ଆମରୋହାଠାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ମୋବାଇଲ ଫୋନ ଦେଖିବାବେଳେ ଜଣେ ୫ ବର୍ଷର ଝିଅର ମୃତ୍ୟୁ ଘଟିଛି। ନାବାଳିକାଙ୍କ ମୃତ୍ୟୁକୁ ହୃଦଘାତ ବୋଲି ଡାକ୍ତର ଘୋଷଣା କରିଛନ୍ତି। ଝିଅର ମୃତ୍ୟୁୁ ହେତୁ ପରିବାରରେ ଶୋକର…

ଅପମୃତ୍ୟୁ ମାମଲା ବଢ଼ିଚାଲିଛି

ବ୍ରହ୍ମପୁର,୨୪।୧(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ କଲେଜ  ଓ ହସପିଟାଲକୁ ଦକ୍ଷିଣ ଓଡ଼ିଶା ଓ  ଅନ୍ୟ ସ୍ଥାନରୁ ରୋଗୀ ରେଫର୍‌ ହୋଇ ଆସିଥାନ୍ତି। ସେହିପରି ଆନ୍ଧ୍ର ସୀମା ଅଞ୍ଚଳର ଲୋକ ବି ଏହି ମେଡିକାଲ ଉପରେ ନିର୍ଭରଶୀଳ।…

‘କଳା ଯାଦୁ’ କରି ବୟଫ୍ରେଣ୍ଡଙ୍କୁ ବଶୀଭୂତ କରିବାକୁ ଚାହୁଁଥିଲେ ମହିଳା: ଘଟିଲା ଏମିତି

କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ପାଇଁ ଯେକୌଣସି ସ୍ତରକୁ ଯିବାପାଇଁ ପଛାନ୍ତି ନାହିଁ। ବେଙ୍ଗାଲୁରୁରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀ ନିଜର ପୁରୁଣା ପ୍ରେମିକକୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିବାବେଳେ ଲକ୍ଷ ଲକ୍ଷ ଟଙ୍କା ଠକାମିର…

ବିଜୁଙ୍କ ଫଟୋ ଆଉଟ୍‌: ଅଜୟ କୁମାର

ଭୁବନେଶ୍ୱର, ୨୪।୧(ଅସମାପିକା ସାହୁ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ କାର୍ଯ୍ୟାଳୟରେ ଦଳ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଜୟ କୁମାର କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନ ବୁଲିବା…

ବିଜେଡିକୁ ଅଣଦେଖା, ନିଜେ ଶୋଭାଯାତ୍ରା କଲେ ଅରିନ୍ଦମ୍‌

କଟକ,୨୪।୧(ଶିଳ୍ପା ପ୍ରିୟଦର୍ଶିନୀ): ଦଳୀୟ କାର୍ଯ୍ୟକ୍ରମରୁ ବାହାରି ନିଜସ୍ବ ପଦଯାତ୍ରା କରିଛନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଅଭିନେତା ଅରିନ୍ଦମ୍‌ ରାଏ। କଲେଜ ଛକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରୁ ବାହାରି ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟଠାରେ ନିଜ ସମର୍ଥକମାନଙ୍କୁ ନେଇ ସେ ପହଞ୍ଚତ୍ଥିଲେ।…

IND vs ENG: ବିରାଟଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ଟେଷ୍ଟ ସିରିଜରେ ମିଳିଲା ସୁଯୋଗ, ବିସିସିଆଇ କଲା ଘୋଷଣା

ନୂଆଦିଲ୍ଲୀ,୨୪।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜ ଗୁରୁବାରରୁ ଆରମ୍ଭ ହେଉଛି। ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଭେଟେରାନ ବ୍ୟାଟର୍‌ ବିରାଟ କୋହଲି ସିରିଜର ପ୍ରଥମ ଦୁଇଟି ମ୍ୟାଚ…

୩ ମାସ ପଟ ପରିବର୍ତ୍ତନ ପାଇଁ ଯଥେଷ୍ଟ: ମୋକିମ

କଟକ,୨୪।୧(ଶିଳ୍ପା ପ୍ରିୟଦର୍ଶିନୀ): କଂଗ୍ରେସ ନେତା ତଥା ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ଉପରୁ ନିଲମ୍ବନ ହଟିବା ପରେ ଖୁସି ପ୍ରକାଶ କରିଛନ୍ତି ବିଧାୟକ ମୋକିମ। ଏନେଇ ଶେଲ୍‌ଟର ଛକସ୍ଥିତ କଂଗ୍ରେସ କାର୍ଯ୍ୟାଳୟଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋକିମ କହିଛନ୍ତି, ନିଲମ୍ବନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri