୧୦୦୦ ପଏଣ୍ଟରୁ ଅଧିକ ବଢ଼ିଲା ସେନସେକ୍ସ, ୨୧,୬୫୦ ଟପିଲା ନିଫ୍ଟି; ନିବେଶକ ଲାଭ କଲେ ୫ ଲକ୍ଷ କୋଟି
ନୂଆଦିଲ୍ଲୀ,୨୯ା୧: ବଜେଟ ପୂର୍ବରୁ ସୋମବାର ଭାରତୀୟ ଶେୟାର ବଜାରରେ ଉତ୍ସାହ ଦେଖିବକୁ ମିଳିଛି। ସମସ୍ତ ଘରୋଇ କ୍ଷେତ୍ରରେ ସ୍ମଲ୍ ସ୍ଟକ୍ ଗୁଡ଼ିକ ବୃଦ୍ଧି ପାଇଛି। ବିଏସଇ ସେନ୍ସେକ୍ସ ୧୦୦୦ ରୁ ଅଧିକ ପଏଣ୍ଟ ବୃଦ୍ଧି ପାଇ ୭୧,୭୦୦ ପଏଣ୍ଟରୁ ଅଧିକ ହୋଇଥିବାବେଳେ…
ପୈତୃକ ଘର ଦାନ କଲେ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ,୨୯।୧: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ରୋହତକରୁ ଭିବାନୀ ଅଭିମୁଖେ ଯାଉଥିବାବେଳେ ସୋମବାର ସକାଳେ ତାଙ୍କ ପୈତୃକ ଗ୍ରାମ ବାନିୟାନୀରେ ପହଞ୍ଚିଥିଲେ। ଏଠାରେ ଥିବା ତାଙ୍କ ପୈତୃକ ଘର ଗ୍ରାମ ପଞ୍ଚାୟତକୁ ହସ୍ତାନ୍ତର କରିଛନ୍ତି। ଏହି ସମୟରେ ସେ କହିଥିଲେ, ଘରେ…
ଇଂଲଣ୍ଡ ଠାରୁ ହାରିବା ପରେ ର଼୍ୟାଙ୍କିଙ୍ଗରେ ବାଂଲାଦେଶ ତଳକୁ ଖସିଲା ଭାରତ
ନୂଆଦିଲ୍ଲୀ,୨୯ା୧: ହାଇଦ୍ରାବାଦରେ ଇଂଲଣ୍ଡ ଠାରୁ ଟେଷ୍ଟ ମ୍ୟାଚ୍ ହାରିବା ପରେ ଭାରତ ସର୍ବଶେଷ ଡବ୍ଲୁଟିସି ର଼୍ୟାଙ୍କିଙ୍ଗରେ ବାଂଲାଦେଶଠାରୁ ତଳକୁ ଖସି ଯାଇଛି। ୨୮ ଜାନୁଆରୀ ରବିବାର ଦିନ ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ସିରିଜର ଓପନିଂ ଟେଷ୍ଟ ମ୍ୟାଚ୍ ଜିତିବା ପରେ…
Video:‘ପରୀକ୍ଷା ପେ’ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଓଡ଼ିଶା ଝିଅ
ନୂଆଦିଲ୍ଲୀ,୨୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ‘ପରୀକ୍ଷା ପେ’ ଚର୍ଚ୍ଚା’ କାର୍ଯ୍ୟକ୍ରମ ଜରିଆରେ ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଇଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରୀଛାତ୍ରଙ୍କୁ ସମ୍ବୋଧନ କରି କହିଛନ୍ତି, ନିଜ ପାଇଁ ଛୋଟ ଛୋଟ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ। ପ୍ରଥମରୁ…
ପଚରାଉଚରା ପାଇଁ ଇଡି ଅଫିସ୍ରେ ପହଞ୍ଚିଲେ ଲାଲୁ
ପାଟନା,୨୯।୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା ବଢୁଥିବା ଜଣାପଡିଛି। ଚାକିରି ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ଇଡି ପଚରାଉଚରା କରିବ। ଇଡି ଦଳ ପାଟନାରେ ପହଞ୍ଚିଛି। ଲାଲୁ ଯାଦବ ମଧ୍ୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ପାଟନାରେ ଥିବା ଇଡି…
ପ୍ରଥମ ସପ୍ତାହରେ ରେକର୍ଡ କଲା ‘ଫାଇଟର’
ମୁମ୍ବାଇ: ଜାନୁଆରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ହ୍ରିତିକ ରୋଶନ-ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଫାଇଟର୍’। ଏହା ଆରମ୍ଭ ଦିନରୁ ହିଟ୍ ସାବ୍ୟସ୍ତ ହୋଇଛି। ଫିଲ୍ମଟି ପ୍ରଥମ ଦିନରୁ ବହୁତ ଭଲ ରୋଜଗାର କରିଛି। ବକ୍ସ ଅଫିସରେ ଜବରଦସ୍ତ ରୋଜଗାର ହେବା…
Viral Video: ଯୁବତୀ ଚୋରି କରୁଥିଲେ ମୟୂରୀ ଅଣ୍ଡା, ପରେ ଯାହା ଘଟିଲା ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ପ୍ରକୃତରେ ପକ୍ଷୀମାନେ ଗଛରେ ବସା ବାନ୍ଧନ୍ତି ଏବଂ ସେଥିରେ ଅଣ୍ଡା ଦିଅନ୍ତି। ଯାହା ଦ୍ୱାରା ସେମାନେ ସେମାନଙ୍କର ଅଣ୍ଡା ଏବଂ ସେଥିରୁ ବାହାରୁଥିବା ପିଲାମାନଙ୍କୁ ସୁରକ୍ଷିତ ରଖିଥାନ୍ତି। କିନ୍ତୁ ଅନେକ ପକ୍ଷୀ ଅଛନ୍ତି, ଯେଉଁମାନେ ଗଛ ଉପରେ ଅଣ୍ଡା ଦିଅନ୍ତି ନାହିଁ,…
Video: ସରକାରୀ କଲେଜ ଶିକ୍ଷକଙ୍କୁ ରୁମରେ ତାଲା ପକାଇ ଜୀବନ୍ତ ଜାଳିଦେଲେ, ସ୍ତ୍ରୀ, ପ୍ରେମିକଙ୍କ ସହ ମିଶି ହତ୍ୟା କରିଥିବା ଅଭିଯୋଗ
ନୂଆଦିଲ୍ଲୀ,୨୯ା୧: ଉତ୍ତରପ୍ରଦେଶର କାନପୁରର ପାନକି ଅଞ୍ଚଳରେ ଏକ କୋଠରୀରେ ତାଲା ପକାଇ ନିଆଁ ଲଗାଇ ଦିଆଯିବା ପରେ ଜଣେ 48 ବର୍ଷିୟ ସରକାରୀ କଲେଜ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ରବିବାର ଏହି ବିଭତ୍ସ ଘଟଣା ଘଟିଛି। ମୃତ୍ୟୁ ବୁର୍ବରୁ ଶିକ୍ଷକ ଦିନାରାମ…
ପୁଅଠାରୁ ବି ଗରିବ ନୀତୀଶ କୁମାର! ଜାଣନ୍ତୁ ତାଙ୍କ ମୋଟ ସମ୍ପତ୍ତି କେତେ
ପାଟନା,୨୯।୧: ବିହାରରେ ନବମଥର ପାଇଁ ମୁଖ୍ୟମନ୍ତନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ବର୍ତ୍ତମାନ ରାଜ୍ୟରେ ଏନଡିଏ ସରକାର ଅଛି। ବିଜୟ କୁମାର ସିହ୍ନା ଏବଂ ସମ୍ରାଟ ଚୌଧୁରୀଙ୍କୁ ଡେପୁଟି ସିଏମ କରାଯାଇଛି। ନୀତୀଶ କୁମାରଙ୍କ ନିଜ ରାଜନୈତିକ କ୍ୟାରିୟରରେ କୋଟି…
ଜଳୁଥିବା ପୋଷାକ ପିନ୍ଧି ମଣ୍ଡପରେ ଏଣ୍ଟ୍ରି ମାରିଲେ ବର-କନ୍ୟା: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ
ବିବାହ ପାଇଁ ଲୋକମାନେ ପ୍ରାୟତଃ ବଡ଼ ସ୍ବପ୍ନ ଦେଖନ୍ତି । ବିବାହ ଦିନ ସେମାନେ କେଉଁ ପୋଷାକ ପିନ୍ଧିବେ ସେଥିପ୍ରତି ମଧ୍ୟ ସେମାନେ ଯତ୍ନବାନ ହୁଅନ୍ତି। ପ୍ରତ୍ୟେକ ଧର୍ମର ରୀତିନୀତି ଅନୁଯାୟୀ ବିବାହରେ ବିଭିନ୍ନ ପ୍ରକାରର ବିବାହ ପୋଷାକ ପିନ୍ଧାଯାଏ। କିନ୍ତୁ…
ବିବାହ ବନ୍ଧନରେ ବାନ୍ଧିହେଲେ ଚେସ୍ ତାରକା ପଦ୍ମିନୀ ରାଉତ
ଭୁବନେଶ୍ୱର,୨୯ା୧: ଇଣ୍ଟରନ୍ୟାଶନାଲ ମାଷ୍ଟର ଚେସ୍ ତାରକା ପଦ୍ମିନୀ ରାଉତ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭୁବନେଶ୍ୱରର ପଟିଆ ଅଞ୍ଚଳରେ ହିନ୍ଦୁ ବୈଦିକ ରୀତିନୀତିରେ ସେ ମୁମ୍ବାଇର ଜୟକିଶିନ ମନାକନୀଙ୍କୁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ରାଜ୍ୟ ସମେତ ଦେଶର…
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପହଞ୍ଚିଲା ଇଡି ଟିମ୍
ନୂଆଦିଲ୍ଲୀ,୨୯ା୧: ଦିଲ୍ଲୀର ଶାନ୍ତି ନିକେତନ ସ୍ଥିତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ପହଞ୍ଚିଛି। ଜମି ଡିଲ୍ ସ୍କାମରେ ଜାନୁଆରୀ ୨୯ ରୁ ୩୧ ମଧ୍ୟରେ ହେମନ୍ତ ସୋରେନଙ୍କୁ ପଚରାଉଚରା କରିବାକୁ ଇଡି ସମୟ ମାଗିଥିଲା।…
Archives


