ଦୁର୍ଘଟଣା ପରେ ଲାଗିଥିଲା ଯେମିତି ମୋର ଶେଷ ସମୟ ଆସିଯାଇଛି: ପନ୍ତ
ନୂଆଦିଲ୍ଲୀ,୩୦।୧: ଟିମ୍ ଇଣ୍ଡିଆର ଉଇକେଟକିପର୍ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଡିସେମ୍ବର ୨୦୨୨ରେ ଭୟଙ୍କର କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହାର ଭିଡିଓ ଓ ଫଟୋ ଭାଇରାଲ ହେବା ପରେ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଥିଲେ। ଏବେ ଦିନ ବିତିବା ସାଙ୍ଗକୁ ପନ୍ତ ସୁସ୍ଥ…
ବାଉଁଶ ବୁଦା ମୂଳରୁ ୫୦୦କିଲୋରୁ ଉର୍ଦ୍ଧ ଗଞ୍ଜେଇ ଜବତ,ଜଣେ ଗିରଫ
କୋରୁକୋଣ୍ଡା,୩୦।୧(ଅବିନାଶ ବେହେରା)ବାଉଁଶ ବୁଦା ମୂଳରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମାଲକାନଗିରି ଜିଲା କାଲିମେଳା ପୋଲିସ ସୋମବାର ବିଳମ୍ବିତ ରାତିରେ କାଲିମେଳା ଠାରୁ ପ୍ରାୟ ୪୦କିଲୋ ମିଟର ଦୂର ଆନ୍ଧ୍ର ଓଡିଶା ସୀମାନ୍ତ ବୁଲାଲୁର…
‘ଗୋଟିଏ ପୁଅ ଥିବା ବ୍ୟକ୍ତି ଦୁଇଗୋଟି ପୁଅ ଥିବା ବ୍ୟକ୍ତିଙ୍କ ଠୁ ଲୁଗା ନେଇ ପୂଜାକଲେ ହୁଏ ସନ୍ତାନଙ୍କମଙ୍ଗଳ’, ଗୁଜବକୁ ନେଇ ତାରାତାରିଣୀ ପିଠ ଲୋକାରଣ୍ୟ
ପୁରୁଷୋତ୍ତମପୁର,୩୧।୧(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠକୁ ନେଇ ବହୁ କିମ୍ବଦନ୍ତି ଓ ଲୋକକଥା ପୁରାଣରେ ବର୍ଣ୍ଣିତ ରହିଛି। ଦେଶରେ ଥିବା ଚାରିଗୋଟି ଆଦିଶକ୍ତିପୀଠ ମଧ୍ୟରୁ ଏହି ପୀଠ ଅନ୍ୟତମ ା ପ୍ରତିବର୍ଷ ଚୈତ୍ର ମାସରେ ମା’ଙ୍କ…
ପ୍ରେମିକାଙ୍କ ଉପରେ ଭରସା କରି ଫସିଲେ, ଯୁବକଙ୍କ ଗୋଡ଼ ଭାଙ୍ଗିଲା; ଭିଡିଓ ଦେଖିଲେ…
ପ୍ରେମିକାଙ୍କ ଉପରେ ବିଶ୍ୱାସ କରିବା ପଡ଼ିଲା ମହଙ୍ଗା। ଯୁବକଙ୍କ ଭାଙ୍ଗିଲା ଆଣ୍ଠୁ। କିଛି ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖି ଅନେକେ ‘ବିଶ୍ୱାସ କରି ଭୁଲ୍ କରିଦେଲ’ ବୋଲି ପ୍ରତିକ୍ରିୟା ରଖୁଛନ୍ତି। ଭିଡିଓରେ ଦେଖିବେ, ଜଣେ…
ହୋଟେଲରୁ ମିଳିଲା ସିଆରପିଏଫ୍ ଯବାନଙ୍କ ମୃତଦେହ
ଭୁବନେଶ୍ୱର,୩୦।୧: ଭୁବନେଶ୍ୱର ଅଶୋକ ନଗରରେ ଥିବା ଏକ ହୋଟେଲରୁ ଜଣେ ସିଆରପିଏଫ୍ ଯବାନଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ମୃତକଙ୍କ ନାଁ ମୀର ସିଂହ (୪୨)। ତାଙ୍କଘର ରାଜସ୍ଥାନରେ। ସିଆରପିଏଫ ପକ୍ଷରୁ ତାଙ୍କୁ ଝାଡଖଣ୍ଡରେ ମୁତୟନ କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ…
Video: ଅଣନିଃଶ୍ୱାସୀ ଲାଗିଲା ବୋଲି ବସ୍ ଝରକାରୁ ବେକ କାଢ଼ିଥିଲେ ବ୍ୟକ୍ତି,ଫସିଗଲା ମୁଣ୍ଡ; ଆଉ ତା’ ପରେ…
ବସ୍ରେ ଯାତ୍ରା କରିବାକୁ ଅନେକେ ପସନ୍ଦ କରନ୍ତି। ହେଲେ ଯାତ୍ରା ସମୟରେ ଝରକା ପାଖ ସିଟ୍ ମିଳୁ ବୋଲି ଚାହିଁଥାନ୍ତି। କାରଣ ସେଠାରେ ବାହାରର ଦୃଶ୍ୟ ସାଙ୍ଗକୁ ଖୋଲା ପବନ ମୁହଁରେ ବାଜିବା ଅପୂର୍ବ ଆନନ୍ଦ ଦେଇଥାଏ। ହେଲେ ଏବେ ସୋସିଆଲ…
ଶ୍ରୀମନ୍ଦିରରେ ୨ ସେବାୟତଙ୍କ ଭିତରେ ମାରପିଟ୍
ପୁରୀ,୩୦।୧: ଶ୍ରୀମନ୍ଦିର ଭିତରେ ମଙ୍ଗଳବାର ଦୁଇ ସେବାୟତଙ୍କ ଭିତରେ ମାରପିଟ ହୋଇଛି। ନୀଳଚକ୍ର ବାନା ବିକ୍ରିକୁ ନେଇ ଏହି ମୁହାଁମୁହିଁ ପରିସ୍ଥିତି ଉପୁଜିଛିଛି। ମାରପିଟ ଘଟଣାରେ ଦୁଇଜଣ (ଚୁନେରା ସେବାୟତ ଓ ଖୁଣ୍ଟିଆ ସେବାୟତ) ଆହତ ହୋଇଛନ୍ତି। ସୂଚନା ଅନୁସାରେ ମହାପ୍ରଭୁଙ୍କ…
ଦର୍ଶକଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଲେ ଦିବ୍ୟା
ନୂଆଦିଲ୍ଲୀ,୩୦ା୧: ଭାରତୀୟ ଇଣ୍ଟରନ୍ୟାଶନାଲ ମାଷ୍ଟର(ଆଇଏମ୍) ଦିବ୍ୟା ଦେଶମୁଖ ଦର୍ଶକଙ୍କ ନାମରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ନିକଟରେ ଦିବ୍ୟା ନେଦରଲାଣ୍ଡ୍ସର ଓ୍ବିକ୍ ଆନ୍ ଜିରେ ଟାଟା ଷ୍ଟିଲ୍ ମାଷ୍ଟର୍ସ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଟୁର୍ନାମେଣ୍ଟରେ ତାଙ୍କ ଖେଳ ପରିବର୍ତ୍ତେ ତାଙ୍କର କେଶ,…
ମୃତ୍ୟୁ ନୁହେଁ ତୋଠାରୁ ଅଲଗା ହେବାକୁ ମତେ ଭୟ ଲାଗୁଛି: କ୍ୟାନସର ପୀଡ଼ିତା ମା‘ଙ୍କର ପୁଅ ପାଖକୁ ଶେଷ ଚିଠି, ସୋସିଆଲ ମିଡ଼ିଆରେ ଭାଇରାଲ…
ଲଣ୍ଡନ,୩୦।୧ : ମରିବା ନୁହେଁ ତୋଠାରୁ ଅଲଗା ହେବାକୁ ମତେ ଭୟ ଲାଗୁଛିରେ ମୋ ଧନ। ଏହା ହେଉଛି ଚଣେ କ୍ୟାନସର ପୀଡ଼ିତା ମା‘ଙ୍କର ପୁଅ ପାଖକୁ ଶେଷ ଚିଠି। ଏହି ଚିଠି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।…
ବଲାଙ୍ଗୀରରୁ ନିର୍ବାଚନ ଲଢ଼ିବେନି ନରସିଂହ ମିଶ୍ର
ଭୁବନେଶର,୩୦।୧: ବଲାଙ୍ଗୀର ନିର୍ବାଚନମଣ୍ଡଳୀରୁ ୨୦୨୪ ନର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ତାଙ୍କ ବଦଳରେ ତାଙ୍କ ପୁଅ ସୌମେନ୍ଦ୍ର ମିଶ୍ର ବିଧାନସଭା ନିର୍ବାଚନ ଲଢ଼ିବେ। ଏନେଇ ବଲାଙ୍ଗୀରରେ ହୋଇଥିବା କମିଟି ମିଟିଂରେ ଏହା ନିଷ୍ପତ୍ତିି ହୋଇଛି। ଏଆଇସିସିକୁ ଏହା…
ଡକାୟତଙ୍କୁ ଡାକିଲେ, ବନ୍ଧୁକ ଦେଖାଇଲେ… ମହିଳାଙ୍କୁ କଲେ ପ୍ରପୋଜ୍, ଭିଡିଓ ଭାଇରାଲ
ଲୋକ ଭାଇରାଲ ହେବାକୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ କରି ଭାଇରାଲ ହେଉଛନ୍ତି। ସେଥିରେ ଜଣେ ଲଭବାର୍ଡଙ୍କର ଭାଇରାଲ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖି ଆପଣ ହସି ହସି ବେଦମ୍ ହୋଇଯିବେ। କିଛି ଲୋକ ନିଜ ପ୍ରେମିକ କିମ୍ବା…
ଅଧାରେ ରହିଲା ମା’ ତାରାତାରିଣୀଙ୍କ ଦର୍ଶନ: ଓଲଟି ପଡ଼ିଲା ଅଟୋ
ହିଞ୍ଜିଳିକାଟୁ, ୩୦।୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିଥାନା ବାଦିଆମ୍ବଗାଁ ନିକଟରେ ମଙ୍ଗଳବାର ଏକ ଯାତ୍ରୀବାହୀ ଅଟୋ (ନଂ.ଓଡି୦୭ଏଏଲ୍-୫୩୯୮) ଘନ କୁହୁଡ଼ି ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଛି। ଅଟୋଟି ରାସ୍ତାର ଏକ ବୁଲାଣିରେ ଓଲଟି ପଡିବାରୁ ଗୋଟିଏ ପରିବାରର ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ…
Archives


