୩ରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
ଭୁବନେଶ୍ୱର,୩୧ା୧: ଆସନ୍ତା ଫେବୃଆରୀ ୩ରୁ ଭୁବନେଶ୍ୱରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଭୁବନେଶ୍ୱରର ଜନତା ମଇଦାନରେ ଏହି ସମ୍ମିଳନୀ ଆରମ୍ଭ ହେବ। ଏହି ସମ୍ମିଳନୀ ଓଡ଼ିଆ ଭାଷାର ପ୍ରାଚୀନତା ଏବଂ ନିରନ୍ତରତାର ଏକ ଉତ୍ସବ। ଯାହା ଭାରତର…
ଭିନ୍ନକ୍ଷମମାନଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇଦେବାକୁ ବୁଝାମଣା ପତ୍ର ସ୍ବାକ୍ଷରିତ
ଭୁବନେଶ୍ବର,୩୧।୧(ଅସମାପିକା ସାହୁ): ରାଜ୍ୟ ସରକାରଙ୍କର ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜୟପୁରସ୍ଥିତ ଭଗବାନ ମହାବୀର ବିକଳାଙ୍ଗ ସହାୟକ ସମିତି ମଧ୍ୟରେ ଏକ ରାଜିନାମା ବୁଧବାର ସ୍ବାକ୍ଷରିତ ହୋଇଛି। ବିଶ୍ୱ ପ୍ରସିଦ୍ଧ ଜୟପୁର ଫୁଟର ସମ୍ପୃକ୍ତ ସଂଗଠନ ଉପରୋକ୍ତ ଭିନ୍ନକ୍ଷମମାନଙ୍କୁ…
ଅସମ୍ଭାଳ ଭିଡରେ ରାହୁଲଙ୍କ କାର୍ କାଚ ଭାଙ୍ଗିଲା
ମାଲଦା,୩୧।୧: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରିଛନ୍ତି। ବୁଧବାର ଏକ ଘଟଣାରେ ରାହୁଲଙ୍କ କାରର ଗ୍ଲାସ ଭାଙ୍ଗିଯାଇଛି। ଘଟଣାଟି କାଟିହରର ଡିଏସ କଲେଜ ନିକଟରେ ଘଟିଥିଲା। ଉତ୍ସାହୀ…
୨୦୨୪-୨୫ ବର୍ଷରେ ୬.୫% ରହିବ ଭାରତର ଜିଡିପି: ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି
ନୂଆଦିଲ୍ଲୀ,୩୧।୧: ଚଳିତ ୨୦୨୪ ବର୍ଷ ଏବଂ ୨୦୨୫ ବର୍ଷରେ ଭାରତର ଅର୍ଥନୈତିକ ବିକାଶ ହାର ୬ ଦଶମିକ ୫ ପ୍ରତିଶତ ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ ଏହାର ଜାନୁଆରୀ ମାସ ରିପୋର୍ଟରେ ଉଲ୍ଲେଖ କରିଛି। ପୂର୍ବ ଅନୁମାନ ତୁଳନାରେ ଆଇଏମ୍ଏଫ୍…
ଚଳନ୍ତା ବୁଲେଟ୍ରେ ଗୋଡ଼ ଉପରେ ଗୋଡ଼ ପକାଇ ବସିଲେ ସର୍ଦ୍ଦାର: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଅନେକ ସମୟରେ ରାସ୍ତାରେ ଉଚ୍ଚ ବେଗରେ ବାଇକ ଚଳାଉଥିବାର ଅନେକ ଯୁବକଙ୍କୁ ଦେଖିଥିବେ। ବାଇକ ଚଲାଇବାକୁ ନେଇ ଯୁବକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଏ। କିନ୍ତୁ ବୁଦ୍ଧଙ୍କୁ ବାଇକ୍ରେ ଷ୍ଟଣ୍ଟ କରିବା ଖୁବ୍ କମ୍ ଦେଖାଯାଏ। ନିକଟରେ ସୋସିଆଲ ମିଡିଆରେ ଏକ…
ବଦଳିଲେ କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ, ରାସ୍ତାରୁ ହଟିଲେ ଆନ୍ଦୋଳନକାରୀ
କେସିଙ୍ଗା,୩୧ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିର କାର୍ଯ୍ୟରତ ନିର୍ବାହୀ ଅଧିକାରିଣୀଙ୍କ ବଦଳି ନେଇ ବ୍ଲକ ସମ୍ମୁଖରେ ଜାତୀୟ ରାଜପଥ୨୬କୁ ବୁଧବାର ବିକାଶ ମଞ୍ଚ ପକ୍ଷରୁ ଅବରୋଧ କରାଯାଇଥିଲା। ଦୁଇଦିନ ଧରି ଏନ୍ଏସି ସମ୍ମୁଖରେ ବିକାଶ ମଞ୍ଚ ପକ୍ଷରୁ ନିର୍ବାହୀ ଅଧିକାରିଣୀ…
ଶତାଧିକ କର୍ମଚାରୀଙ୍କୁ ଛଟେଇ କରିବ ୱିପ୍ରୋ, ଲାଭ ବଢାଇବାକୁ ଯୋଜନା: ରିପୋର୍ଟ
ନୂଆଦିଲ୍ଲୀ,୩୧।୧: ଭାରତୀୟ ଟେକ୍ ଇଣ୍ଡଷ୍ଟ୍ରିର ପ୍ରମୁଖ କମ୍ପାନୀ ୱିପ୍ରୋ, ଲାଭ ହାରକୁ ବଢାଇବା ପାଇଁ ଏହାର ‘ଶହ ଶହ’ ମଧ୍ୟମ ସ୍ତରର ପଦବୀ ହ୍ରାସ କରିବାକୁ ଯାଉଛି। ୱିପ୍ରୋ ବର୍ତ୍ତମାନ ଭାରତରେ ତାଲିକାଭୁକ୍ତ ଶ୍ରେଷ୍ଠ ଚାରୋଟି ଆଇଟି କମ୍ପାନୀ ମଧ୍ୟରେ ଲାଭ…
ସ୍କର୍ପିଓ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ
ଦେବଗଡ଼,୩୧ା୧(ଶଶାଙ୍କ ଶେଖର ଝାଙ୍କର): ସ୍କର୍ପିଓ ଧକ୍କାରେ ସ୍କୁଟିରେ ଯାଉଥିବା ଦମ୍ପତିଙ୍କ ଜୀବନ ଯାଇଛି। ବାରକୋଟ ଥାନା ବମ୍ପରଡ଼ା ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଦମ୍ପତି ବୁଧବାର ପାଲଲହଡ଼ା ପଟୁ ନିଜ ଘରକୁ ସ୍କୁଟିରେ ଫେରୁଥିବା ବେଳେ…
ରାଜ୍ୟରେ କମିଲା ଶୀତର ପ୍ରଭାବ, ଏବେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୩୧।୧: ରାଜ୍ୟରେ ହ୍ରାସ ପାଇଛି ଶୀତର ପ୍ରଭାବ। ଜଳୀୟବାଷ୍ପ ବାୟୁ ପ୍ରବାହ ଯୋଗୁଁ ଶୀତର ମାତ୍ରା କମିବା ସହିତ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, ଭଦ୍ରକ, କେନ୍ଦ୍ରାପଡ଼ା,…
ପାଟୁଳି ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ଚଞ୍ଚକତା କରି ସ୍ଥାନାନ୍ତର, ପ୍ରତିବାଦରେ ଧାରଣା ଦେଲେ ଗ୍ରାମବାସୀ
ଭଦ୍ରକ,୩୧ା୧(ସନାତନ ରାଉତ): ୧୯୯୨ଠାରୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଚାଲି ଆସୁଥିବା ପାଟୁଳି ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ଚଞ୍ଚକତା କରି ସ୍ଥାନାନ୍ତରିତ କରିବା ପ୍ରତିବାଦରେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ବସିଛନ୍ତି ପାଟୁଳି ଗ୍ରାମବାସୀ। ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦୧୩ରୁ…
ଇଡି ଅଧିକାରୀଙ୍କ ବିରୋଧରେ ଏସଟି-ଏସସି ଆଇନରେ ମାମଲା ଦାଖଲ କଲେ ହେମନ୍ତ ସୋରେନ
ନୂଆଦିଲ୍ଲୀ,୩୧।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିରୋଧରେ ଏସଟି-ଏସସି ଆଇନ ଅନୁଯାୟୀ ମାମଲା ଦାଖଲ କରିଛନ୍ତି। ଇଡିର ଟିମ୍ ହେମେଣ୍ଟ ସୋରେନଙ୍କୁ ପଚାର ଉଚରା କରିବା ପାଇଁ ବୁଧବାର ମାଧ୍ୟାନ ୧ ଟା ୧୫ ମିନିଟରେ ରାଞ୍ଚିସ୍ଥିତ ଘରେ…
ମିଛ ଶ୍ରେୟ ନେଉଛନ୍ତି ରାହୁଲ ଗାନ୍ଧୀ: ନୀତୀଶ
ପାଟନା,୩୧।୧: ଏନଡିଏ ସହିତ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ରାହୁଲ ବିହାରରେ ଜନଗଣନା ପାଇଁ ଶ୍ରେୟ ନେଉଛନ୍ତି କି ବୋଲି ପ୍ରଶ୍ନରେ ନୀତୀଶ…
Archives


