ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପା ବିଜୟୀ
ଚଣ୍ଡିଗଡ଼,୩୧।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପା ପ୍ରାର୍ଥୀ ମନୋଜ ସୋଙ୍କର ବିଜୟୀ ହୋଇଛନ୍ତି। ଇଣ୍ଡିଆ ମେଣ୍ଟରୁ ପ୍ରାର୍ଥୀ ହୋଇଥିବା ଏଏପିର କୁଲଦୀପ କୁମାରଙ୍କୁ ସେ ପରାଜିତ କରିଛନ୍ତି। ମନୋଜଙ୍କୁ ୧୬ ଭୋଟ ମିଳିଥିବାବେଳେ କୁଲଦୀପ୍ ୧୨ ଭୋଟ ପାଇଛନ୍ତି ଏବଂ ୮ଟି…
୨୪ ଘଣ୍ଟାରେ ହେବ ପ୍ଲାଷ୍ଟିକ୍ ରିସାଇକ୍ଲିଂ
ନୂଆଦିଲ୍ଲୀ,୩୧।୧: ଡିଟରଜେଣ୍ଟରେ ଥିବା ଏନ୍ଜାଇମ୍ ଗୋଟିଏ ଥର ବ୍ୟବହୃତ ବାୟୋପ୍ଲାଷ୍ଟିକ୍କୁ ରିସାଇକ୍ଲିଂ (ପୁନଃ ଚକ୍ରଣ) କରିବାରେ ସହାୟକ ହୋଇପାରିବ। ଏଥିପାଇଁ ବୈଜ୍ଞାନିକମାନେ ଏକ ଗୁରୁତ୍ୱପୂର୍ଣ୍ଣ ପଦ୍ଧତି ବିକଶିତ କରିଛନ୍ତି। ସେଲ୍ ରିପୋର୍ଟସ ଫିଜିକାଲ ସାଇନ୍ସ ପତ୍ରିକାରେ ଉକ୍ତ ପଦ୍ଧତି ସମ୍ପର୍କରେ ବର୍ଣ୍ଣନା…
ମାଡାମ ତୁସାଦ୍ରେ ରାମଦେବଙ୍କ ମହମ ମୂର୍ତ୍ତି
ନ୍ୟୁୟର୍କ,୩୧।୧: ନ୍ୟୁୟର୍କସ୍ଥିତ ମାଡାମ ତୁସାଦ୍ ମ୍ୟୁଜିୟମରେ ଯୋଗଗୁରୁ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ଅନାବରଣ ହୋଇଛି। ଦିଲ୍ଲୀରେ ବାବା ରାମଦେବଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ତାଙ୍କର ବୃକ୍ଷାସନ ମୁଦ୍ରାର ଉକ୍ତ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଇଥିଲା। ଏହା କେବଳ ତାଙ୍କୁ ସମ୍ମାନର…
ସୋରେନଙ୍କ ‘ଲାଲୁ ସୂତ୍ର’
୧୯୯୭ରେ ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଚୌକି ଛାଡ଼ିବାକୁ ପଡ଼ିଥିଲା। ଲାଲୁଙ୍କ ଇସ୍ତଫା ପରେ ତାଙ୍କ ସ୍ତ୍ରୀ ରାବ୍ରି ଦେବୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାର ୨୬ ବର୍ଷ ପରେ ପଡ଼ୋଶୀ ଝାଡ଼ଖଣ୍ଡରେ ସମ୍ଭବତଃ…
ତେଜସ୍ବୀ ଯାଦବଙ୍କୁ ୮ ଘଣ୍ଟା ଯାଏ ପଚରାଉଚରା କଲା ଇଡି, ୬୦ ପ୍ରଶ୍ନର ଉତ୍ତର ମାଗିଲା…
ପାଟନା,୩୦।୧: ଆର୍ଜେଡି ନେତା ତେଜସ୍ବୀ ଯାଦବଙ୍କୁ ‘ଲ୍ୟାଣ୍ଡ ଫର୍ ଜବ୍ ସ୍କାମ୍’ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୮ ଘଣ୍ଟା ଧରି ପଚରାଉଚରା କରିଛି। ମନି ଲଣ୍ଡରିଂ ଆଇନ ଅନୁଯାୟୀ ପଚରାଉଚରା କରାଯିବା ପରେ ମଙ୍ଗଳବାର ଅପରାହ୍ନରେ ସେ ବାହାରିଥିଲେ। ଆର୍ଜେଡି ମୁଖ୍ୟ ଲାଲୁ…
ବିଶ୍ୱ କ୍ରିକେଟରେ ଚାଲିବ ଜୟ ଶାହାଙ୍କ ଦବ୍ଦବା? ଖୁବ୍ଶୀଘ୍ର ବିସିସିଆଇ ସଚିବଙ୍କୁ ମିଳିପାରେ ବଡ଼ ପଦବୀ
ନୂଆଦିଲ୍ଲୀ,୩୦।୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ସର୍ବୋଚ୍ଚ ପଦରେ ପୁଣିଥରେ ଏକ ଭାରତୀୟଙ୍କୁ ଦେଖାଯାଇପାରେ। ଭାରତରେ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସଚିବ ଜୟ ଶାହା ଚଳିତ ବର୍ଷ ଶେଷ ସୁଦ୍ଧା ଆଇସିସି ଅଧ୍ୟକ୍ଷଙ୍କ ଦାୟିତ୍ୱ ତୁଲାଇପାରନ୍ତି। ଆଗାମୀ କିଛି ଘଣ୍ଟା ମଧ୍ୟରେ ଏନେଇ…
ଘରେ ଗଙ୍ଗାଜଳ ରଖୁଥିଲେ ଜାଣିରଖନ୍ତୁ ଏସବୁ ନିୟମ…ଜୀବନରୁ ଦୂର ହେବ ଦୁଃଖକଷ୍ଟ, ଖୁସିରେ ବିତିବ ଦିନ
ହିନ୍ଦୁ ଧର୍ମରେ ଗଙ୍ଗାଜଳର ବିଶେଷ ମହତ୍ୱ ରହିଛି। ପ୍ରାଚୀନ କାଳଳୁ ଗଙ୍ଗା ନଦୀକୁ ମା’ଙ୍କ ଭଳି ବିବେଚନା କରାଯାଏ। ଏପରିକି ଏହାର ଜଳକୁ ଅମୃତ ବୋଲି କୁହାଯାଏ। ମା’ ଗଙ୍ଗାଙ୍କୁ ‘ମୋକ୍ଷ ଦାୟିନୀ’ ବୋଲି କୁହାଯାଉଥିବାରୁ ମୃତ୍ୟୁ ପରେ ମୃତକଙ୍କ ପାଟିରେ…
ଚଳନ୍ତା ବସ୍ରେ ଡ୍ରାଇଭରଙ୍କ ହୃଦଘାତ, ହେଲେ ମୃତ୍ୟୁ ପୂର୍ବରୁ ବଞ୍ଚାଇଦେଲେ ୬୦ପର୍ଯ୍ୟଟକଙ୍କ ଜୀବନ
ନୀଳଗିରି,୩୦।୧: ବସ୍ ଚଳାଉଥିବାବେଳେ ହେଲା ହୃଦଘାତ। ହେଲେ ଯନ୍ତ୍ରଣା ଭିତରେ ବି ବସ୍ ଅଟକାଇ ବଞ୍ଚାଇଦେଲେ ୬୦ ପର୍ଯ୍ୟଟକଙ୍କ ଜୀବନ। ଏପରି ଘଟଣା ଘଟିଛି ବାଲେଶ୍ୱରର ନୀଳଗିରି ଥାନା ଅଧିନ ପାଟପୁର ଛକରେ। ପଞ୍ଚଲିଙ୍ଗେଶ୍ୱରକୁ ଦର୍ଶନ ପାଇଁ କିଛି ବଙ୍ଗୀୟ ପର୍ଯ୍ୟଟକ…
Erotomania: ମାନସିକ ସମସ୍ୟାରେ ଝିଅ ଭାବନ୍ତି ନିଜକୁ ଅଧିକ ସୁନ୍ଦରୀ,ସବୁ ପୁଅ ତାଙ୍କ ପ୍ରେମରେ ପାଗଳ, କ’ଣ ରହିଛି ଏହାର ଉପଚାର…
ନୂଆଦିଲ୍ଲୀ,୩୦।୧ : ଏରୋଟୋମାନିଆ ହେଉଛି ଏକ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଯେଉଁଥିରେ ଜଣେ ବ୍ୟକ୍ତି ନିଜକୁ ବହୁତ ସୁନ୍ଦର ଭାବିବା ଆରମ୍ଭ କରନ୍ତି ଏବଂ ସେ ଭାବନ୍ତି ସମସ୍ତେ ତାଙ୍କ ପ୍ରେମରେ ପାଗଳ। ଏହି ସମସ୍ୟା ପ୍ରାୟତଃ ମହିଳାମାନଙ୍କଠାରେ ଦେଖାଯାଏ। ଏହି…
ନାବାଳକଙ୍କୁ ଛୁରାମାଡ କଲା ନାବାଳକ
ଖଲ୍ଲିକୋଟ,୩୦।୧(ପ୍ରଶାନ୍ତ କୁମାର ମିଶ୍ର) ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ କୈରାଶି ଗ୍ରାମର ସାଗର ବନ୍ଧ ମାଛ ମାର୍କେଟ ନିକଟରେ ଜଣେ ନାବାଳକଙ୍କୁୁ ଛୁରୀରେ ଆକ୍ରମଣ ହୋଇଛିl ଏଥିରେ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ମୃତ ନାବାଳକଙ୍କ…
Shoaib Malik Video: କେବଳ ୫ ନୁହନ୍ତି ୫୦୦ ଝିଅ ଅଛନ୍ତି…ସାନିଆଙ୍କଠାରୁ ଅଲଗା ହେବା ପରେ ଶୋଏବଙ୍କ ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୩୦।୧: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ନିଜ ବୋଲିଂ ନଚେତ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ କିନ୍ତୁ ପରିସ୍ଥିତି ବଦଳିଛି। କ୍ରିକେଟ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ସେ ଖବର ଶିରୋନାମାରେ ଅଛନ୍ତି। ନିକଟରେ ସେ ସାନିଆ ମିର୍ଜାଙ୍କୁ…
ଦୁର୍ଘଟଣା ପରେ ଲାଗିଥିଲା ଯେମିତି ମୋର ଶେଷ ସମୟ ଆସିଯାଇଛି: ପନ୍ତ
ନୂଆଦିଲ୍ଲୀ,୩୦।୧: ଟିମ୍ ଇଣ୍ଡିଆର ଉଇକେଟକିପର୍ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଡିସେମ୍ବର ୨୦୨୨ରେ ଭୟଙ୍କର କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହାର ଭିଡିଓ ଓ ଫଟୋ ଭାଇରାଲ ହେବା ପରେ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଥିଲେ। ଏବେ ଦିନ ବିତିବା ସାଙ୍ଗକୁ ପନ୍ତ ସୁସ୍ଥ…
Archives


