Home Left

ନିଜ ଫିଟ୍‌ନେସ୍‌ର ରାଜ୍‌ ଖୋଲିଲେ ଜୟଶଙ୍କର

ନୂଆଦିଲ୍ଲୀ,୩୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୈନିକ ୧୮ ଘଣ୍ଟା କାମ କରନ୍ତି। ତାଙ୍କ ଦିନ ସକାଳ ୫ଟାରୁ ଆରମ୍ଭ ହୁଏ। ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀଙ୍କ ପ୍ରତ୍ୟେକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖନ୍ତି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Video: ନୂତନ ସଂସଦ ଭବନରେ ପୁରାଣର ରାଣୀ ପରି ହେଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱାଗତ

ନୂଆଦିଲ୍ଲୀ,୩୧।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂତନ ସଂସଦ ଭାବନାରେ ବୁଧବାର ତାଙ୍କର ପ୍ରଥମ ଅଭିଭାଷଣ ରଖିଛନ୍ତି। ପାରମ୍ପାରିକ ଘୋଡ଼ା ଗାଡ଼ିରେ ବଜେଟ୍ ଅଧିବେଶନ ପାଇଁ ରାଷ୍ଟ୍ରପତି ମୁର୍ମୁ ନୂତନ ସଂସଦ ଭବନରେ ପହଞ୍ଚିଥିଲେ। ଏହାପରେ ସଂସଦରେ ପ୍ରବେଶ କରିବା ସମୟରେ ତାଙ୍କୁ…

ଦ୍ୱିତୀୟ ଟେଷ୍ଟରେ ବି ଭାରତର ନିଦ ହଜାଇବ ଇଂଲଣ୍ଡ

ବିଶାଖାପାଟନମ,୩୧।୧: ଫେବୃଆରୀ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇବାକୁ ପ୍ରସ୍ତୁତ ଅଛି ଇଂଲଣ୍ଡ। ଏଥିପାଇଁ ଦଳ ନୂଆ ଯୋଜନା କରିଛି। ଟମ ହାର୍ଟଲେଙ୍କ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ…

ସ୍କୁଲରୁ ଫେରିବା ସମୟରେ ନାବାଳିକାଙ୍କୁ ବଳାତ୍କାର: ଏନ୍‌ଏଚ୍‌ଆର୍‌ସିରେ ମାମଲା

କଟକ,୩୧ା୧(କାର୍ତ୍ତିକ ସାହୁ): ମାଲଗୋଦାମ ଥାନା ଅଞ୍ଚଳର ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଜଣେ ୯ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ମାମଲା ଏବେ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଛି। ନ୍ୟାୟ ପାଇଁ ଲଢ଼େଇ ପରିବାର ଅନୁଷ୍ଠାନର ରାଜ୍ୟ ସଭାପତି ସୁବ୍ରତ କୁମାର…

ଡିଏସ୍‌ପି ସ୍ତରରେ ବଡ଼ ଧରଣର ଅଦଳବଦଳ, ୧୦୨ ଅଧିକାରୀଙ୍କ ଦାୟିତ୍ୱରେ ପରବର୍ତ୍ତନ

ଭୁବନେଶ୍ୱର,୩୧।୧(ସତ୍ୟଜିତ୍‌ ରାଉତ): ଡିଏସ୍‌ପି ସ୍ତରରେ ବୁଧବାର ବଡ଼ଧରଣର ଅଦଳବଦଳ ହୋଇଛି। ଷ୍ଟେଟ୍‌ ପୋଲିସ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ବୋର୍ଡର ନିଷ୍ପତ୍ତିକ୍ରମେ ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୦୨ ଅଧିକାରୀଙ୍କ ଦାୟିତ୍ୱରେ ପରବର୍ତ୍ତନ ହୋଇଛି। ପାପଡ଼ାହାଣ୍ଡି ଏସ୍‌ଡିପିଓ ଥିବା ଆଦିତ୍ୟ…

ବିହାରରେ ରାହୁଲଙ୍କୁ କୁନି ବାଳକ ପଚାରିଲେ- ଆପଣ ବିବାହ କେବେ କରିବେ? ଜବାବରେ…

ପାଟନା,୩୧।୧: ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ରାହୁଲ ଗାନ୍ଧୀ ବିହାରରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଜଣେ ୬ ବର୍ଷର ୟୁଟ୍ୟୁବର୍‌ ବିବାହ କେବେ କରିବେ ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଜବାବରେ ଏବେ ମୁଁ କାମ କରୁଛି। ଯେବେ କାମ ଶେଷ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଗିରଫ ହେବା ଆଶଙ୍କା, କ’ଣ ମୁଖ୍ୟମନ୍ତ୍ରୀ ହୋଇପାରିବେ କି ଗିରଫ ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୩୧।୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରୁଛି। ବୁଧବାର ମଧ୍ୟାହ୍ନ ସମୟରେ ଇଡି ଟିମ୍ ରାଞ୍ଚିରେ ତାଙ୍କ ବାସଭବନରେ ପହଞ୍ଚିଥିଲେ। କଥିତ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ସୋରେନ୍। ଏହି ସ୍କାମରେ…

ଅଳକାପୁରୀ ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୩୧ା୧(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ଅନ୍ତର୍ଗତ ଅଳକାପୁରୀରେ ରହୁଥିବା ସୁରଜ ବେହେରା (୫୫)ଙ୍କୁ ୨୦୨୨ ଫେବୃଆରୀ ୨୪ ସନ୍ଧ୍ୟାରେ ହତ୍ୟା କରାଯାଇଥିଲା। ବୁଧବାର ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)- ୩ ରାଜକୁମାର ଦାଶ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି।…

ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବାଟାଲିୟନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୩୧।୧: ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନ କରିବାକୁ ବୁଧବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସର୍ଗୀକୃତ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନକୁ ଅନୁମୋଦନ ଦେଇଛନ୍ତି। ଏହି ଟିମ୍…

କେଜ୍‌ରିୱାଲଙ୍କୁ ପଞ୍ଚମ ସମନ ପଠାଇଲା ଇଡି

ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଇଡି ଡକାଇଛି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଇଡିର ଏହା ହେଉଛି ପଞ୍ଚମ ସମନ। ଏହାପୂର୍ବରୁ ଚାରିଟି ସମନ ପଠାଇଯାଇଥିଲେ ମଧ୍ୟ ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର କହି କେଜ୍‌ରିଓ୍ବାଲ ଇଡି…

୩ରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ୱର,୩୧ା୧: ଆସନ୍ତା ଫେବୃଆରୀ ୩ରୁ ଭୁବନେଶ୍ୱରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଭୁବନେଶ୍ୱରର ଜନତା ମଇଦାନରେ ଏହି ସମ୍ମିଳନୀ ଆରମ୍ଭ ହେବ। ଏହି ସମ୍ମିଳନୀ ଓଡ଼ିଆ ଭାଷାର ପ୍ରାଚୀନତା ଏବଂ ନିରନ୍ତରତାର ଏକ ଉତ୍ସବ। ଯାହା ଭାରତର…

ଭିନ୍ନକ୍ଷମମାନଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇଦେବାକୁ ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ବର,୩୧।୧(ଅସମାପିକା ସାହୁ): ରାଜ୍ୟ ସରକାରଙ୍କର ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜୟପୁରସ୍ଥିତ ଭଗବାନ ମହାବୀର ବିକଳାଙ୍ଗ ସହାୟକ ସମିତି ମଧ୍ୟରେ ଏକ ରାଜିନାମା ବୁଧବାର ସ୍ବାକ୍ଷରିତ ହୋଇଛି। ବିଶ୍ୱ ପ୍ରସିଦ୍ଧ ଜୟପୁର ଫୁଟର ସମ୍ପୃକ୍ତ ସଂଗଠନ ଉପରୋକ୍ତ ଭିନ୍ନକ୍ଷମମାନଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri