କମ୍ ଟଙ୍କାରେ ଗମନାଗମନ ସୁନିଶ୍ଚିତ କରିଛି ଲକ୍ଷ୍ମୀ ବସ୍
ନବରଙ୍ଗପୁର,୫।୨(ସଦାଶିବ ପ୍ରହରଜ): ୨୦୨୩ ମାର୍ଗଶିର ମାସ ଗୁରୁବାର ପ୍ରଥମ କରି ନବରଙ୍ଗପୁର ଜିଲାରେ ଗଡିଥିଲା ଲକ୍ଷ୍ମୀ ବସ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା ନବରଙ୍ଗପୁର ଜିଲାବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଜିଲାର ୧୮୯ ପଞ୍ଚାୟତରେ ମୋଟ ୩୯ ବସ୍ ଚାଲିଥିବାବେଳେ…
ରୋଗୀଙ୍କୁ ଘରୋଇ ନର୍ସିଂହୋମ୍ ପଠାଉଛନ୍ତି ଡାକ୍ତର
କଟକ,୫ା୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍ସିବି ମେଡିକାଲରେ ରୋଗୀ ସେବାରେ ବିଭ୍ରାଟ ପରିଲକ୍ଷିତ ହୋଇଛି। ଏସ୍ସିବି କାଜୁଆଲ୍ଟିରେ ରୋଗୀଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ଘରୋଇ ନର୍ସିଂହୋମ ନେଇ ଅସ୍ତ୍ରୋପଚାର କରାଇବାକୁ ରୋଗୀ ସମ୍ପର୍କୀୟଙ୍କୁ ଡାକ୍ତର ବାଧ୍ୟ କରୁଛନ୍ତି। ଭୁବନେଶ୍ୱର ସାମନ୍ତରାପୁର ଅଞ୍ଚଳର ସନ୍ତୋଷ ପାଢ଼ୀ…
ଫିରିଙ୍ଗିଆ ଥାନାଧିକାରୀଙ୍କ ନାଁରେ ବଳାତ୍କାର ମାମଲା
ଭୁବନେଶ୍ୱର,୫ା୨(ସତ୍ୟଜିତ୍ ରାଉତ): ଗଞ୍ଜାମ ଜିଲା ପାଟପୁର ଥାନାର ପୂର୍ବତନ ଥାନାଧିକାରୀ ରମେଶ ପ୍ରଧାନଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଜଣେ ମହିଳା ଏସ୍ଆଇଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ରମେଶ ବର୍ତ୍ତମାନ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଧିକାରୀ ଅଛନ୍ତି।…
ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟ ପାର୍ଶ୍ୱରେ ଫାଟ
ପୁରୀ, ୫ା୨(ଅଜିତ୍ ମହାନ୍ତି): ଶ୍ରୀମନ୍ଦିର ଉତ୍ତରଦ୍ୱାର ତଥା ହସ୍ତୀଦ୍ୱାର ଗୁମୁଟରେ ଫାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟ ତଳପାର୍ଶ୍ୱ ନିକଟରେ ଥିବା ପଦ୍ମପାଖୁଡାରେ ଅନେକ ଫାଟ ପରିଲକ୍ଷିତ ହୋଇଛି। ଏକାଧିକ ସ୍ଥାନରେ ଫାଟ ଥିବା ବେଳେ ପଥର ସନ୍ଧି ତଥା…
କଂଗ୍ରେସ ଟିକେଟ ପାଇଁ ଅନ୍ଲାଇନ ଆବେଦନ
ଭୁବନେଶ୍ୱର,୫ା୨(ସୁନିତ୍ ମିଶ୍ର): କଂଗ୍ରେସ ଟିକେଟ ଆଶାୟୀଙ୍କ ପାଇଁ ଦଳ ପକ୍ଷରୁ ଅନ୍ଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାରେ କଂଗ୍ରେସ ପକ୍ଷରୁ ପ୍ରଗମନ ଅଭିଯାନ ଆରମ୍ଭ କରାଯାଇଛି। ରବିବାର ଠାରୁ ଟିକେଟ ଆଶାୟୀମାନେ www.pragaman.inରେ ଅନ୍ଲାଇନ ଯୋଗେ ଆବେଦନ କରିପାରିବେ। ଆସନ୍ତା…
ଏଜିଇଏଲ୍ର ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୫।୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦାନୀ ଗ୍ରୁପର ଅଗ୍ରଣୀ କମ୍ପାନୀ ଆଦାନି ଗ୍ରିନ୍ ଏନର୍ଜି ଲିମିଟେଡ୍ (ଏଜିଇଏଲ)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାର୍ଯ୍ୟକଳାପ ଓ କରାବାର ସହିତ ଚଳିତ ଆର୍ଥିକ…
୫ ତାରିଖ ଯାଏ ସେବା ଦେବନି ଆୟକର ପୋର୍ଟାଲ
ଭୁବନେଶ୍ୱର,୫।୨(ଅନୁରାଧା ମହାରଣା): ଆୟକର ବିଭାଗର ଇ-ଫାଇଲ ପୋର୍ଟାଲରେ ୩ ଦିନ ପର୍ଯ୍ୟନ୍ତ ସେବା ଯୋଗାଇ ଦିଆଯିବ ନାହିଁ। ରକ୍ଷଣାବେକ୍ଷଣ ଯୋଗୁ ପୋର୍ଟାଲ ଫେବୃଆରୀ ୩ ବନ୍ଦ ରହିଥିବାବେଳେ ୫ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏହି କାରଣରୁ ଇ-ଫାଇଲ…
୬ରୁ ଦୁଇଦିନିଆ ନ୍ୟାଶନାଲ୍ ଗ୍ରୀନ୍ ମେଟାଲ୍ କନ୍ଫରେନ
ଭୁବନେଶ୍ୱର,୫।୨(ଅଭୟ ଦାଶ): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ଏବଂ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ(ବିପିଏନ୍ଏସ୍ଆଇ)ର ମିଳିତ ସହଯୋଗରେ ଏକ ୨ଦିନିଆ ଜାତୀୟ ସମ୍ମିଳନୀ ‘ନ୍ୟାଶନାଲ୍ ଗ୍ରୀନ୍ ମେଟାଲ୍ କନ୍ଫରେନ୍ସ-୨୦୨୪’ ଭୁବନେଶ୍ୱରଠାରେ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଫେବୃଆରୀ ୬ରୁ…
ନିର୍ବାଚନରେ ଜବତ ଅର୍ଥ ପରିମାଣ ବଢୁଛି: ସିବିଡିଟି
ନୂଆଦିଲ୍ଲୀ,୫।୨: ପ୍ରତ୍ୟେକ ବିଧାନସଭା ନିର୍ବାଚନରେ ପୂର୍ବ ନିର୍ବାଚନ ତୁଳନାରେ ଜବତ ଅର୍ଥ ପରିମାଣ ବଢ଼ିଚାଲିଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଅଧ୍ୟକ୍ଷ ନୀତିନ ଗୁପ୍ତା କହିଛନ୍ତି। ଆୟକର ବିଭାଗ ଏଭଳି ୩ଟି ମାମଲାର ତଦନ୍ତ ଚଳାଇଛି, ଯେଉଁଥିରେ ବିପୁଳ ପରିମାଣର…
ଆଜି ଆସ୍ଥା ଲୋଡ଼ିବେ ଚମ୍ପାଇ
ରାଞ୍ଚି,୫।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ସରକାର ସୋମବାର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ଏଥିପାଇଁ ୩ ଦିନ ହେଲା ହାଇଦ୍ରାବାଦରେ ରହିଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍) ନେତୃତ୍ୱାଧୀନ ମେଣ୍ଟର ବିଧାୟକମାନେ ରବିବାର ସ୍ବତନ୍ତ୍ର ବିମାନ ଯୋଗେ ରାଞ୍ଚି ଫେରୁଛନ୍ତି। ଦୁର୍ନୀତି…
ଲଦାଖ ମାଗିଲା ରାଜ୍ୟ ମାନ୍ୟତା: ୪ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ
ନୂଆଦିଲ୍ଲୀ,୫।୨: ରାଜ୍ୟ ମାନ୍ୟତା ସମେତ ୪ ଦାବି ନେଇ ଲଦାଖରେ ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି। ଅନ୍ୟ ଦାବି ମଧ୍ୟରେ ରହିଛି ସମ୍ବିଧାନର ଷଷ୍ଠ ଅନୁଚ୍ଛେଦରେ ଲଦାଖକୁ ସାମିଲ କରାଯାଇ ଏହାକୁ ଆଦିବାସୀ ମାନ୍ୟତା ପ୍ରଦାନ କରିବା, ସ୍ଥାନୀୟ ଯୁବତୀଯୁବକଙ୍କ ପାଇଁ…
ବିବାହ ମଣ୍ଡପରେ ଏମିତି ଡ୍ୟାନ୍ସ କଲେ ବର, ଲୋକେ କହିଲେ ପିଟି ମାଷ୍ଟର, ଭିଡିଓ ଦେଖିଲେ ହସିହସି ଗଡ଼ିବେ
ବିବାହରେ ନିଶ୍ଚିତ ଭାବରେ ଡ୍ୟାନ୍ସ ଏବଂ ଗୀତର ଆସର ଜମିଥାଏ। ଏଥିରେ ଯଦି ବରକନ୍ୟା ସାମିଲ ହୁଅନ୍ତି ଏହି ଖୁସି ଆଉ ଟିକେ ବଢ଼ିଯାଏ। କିନ୍ତୁ ବେଳେବେଳେ ଏହି ଡ୍ୟାନ୍ସରେ ଏପରି ମୋଡ଼ ଆସିଥାଏ ଯେ, ଦର୍ଶକମାନେ ହସିହସି ଗଡ଼ନ୍ତି। ବିବାହରେ…
Archives


