Home Left

ସମ୍ବଲପୁର ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ

ସମ୍ବଲପୁର,୨ା୨(ବି.ଶଙ୍କର)- ସମ୍ବଲପୁର ମହୋତ୍ସବ-୨୦୨୪ ସକାଶେ ଶୁଭସ୍ତମ୍ଭ ସ୍ଥାପନ ଓ ଭୂମି ପୂଜନ କାର୍ଯ୍ୟକ୍ରମ ଅଇଁଠାପାଲିି ପିଏଚ୍‌ଡି ପଡିଆ (ବିର୍ସା ମଇଦାନ)ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ହେବ। ପଣ୍ଡିତ ସଦାଶିବ ତ୍ରିପାଠୀଙ୍କ ପୌରୋହିତ୍ୟରେ ଭୂମିପୂଜା ହୋଇଥିଲା।…

ନୂଆରୂପ ପାଇବ ସମ୍ବଲପୁର ରେଳ ଷ୍ଟେଶନ

ସମ୍ବଲପୁର,୨ା୨(ପ୍ରମୋଦ ବହିଦାର): ସମ୍ବଲପୁର ରେଳ ଷ୍ଟେଶନର ରୂପାନ୍ତରଣ ପ୍ରକଳ୍ପ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦିତ ହୋଇଛି। ଫେବୃଆରୀ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତ ଅବସରରେ ଏହାର ଶିଳାନ୍ୟାସ କରିବେ ବୋଲି ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ତୁଷାର…

CBSE ଛାତ୍ରଙ୍କୁ ପଢାଯିବ ଡେଟିଙ୍ଗ୍‌ ଓ ରିଲେଶନଶିପ୍‌ର ପାଠ! ନୂଆ ପାଠ୍ୟକ୍ରମ ନେଇ ବୋର୍ଡ ଦେଲା ସୂଚନା

ନୂଆଦିଲ୍ଲୀ,୨।୨: ସୋସିଆଲ ମିଡିଆରେ ଘୁରିବୁଲିଛୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଏଜୁକେଶନ(CBSE) ପୁସ୍ତକର ନୂଆ ବହିର ଫଟୋ। ଯେଉଁଥିରେ ଗୋଟିଏ ଅଧ୍ୟାୟରେ ଡେଟିଂ ଓ ରିଲେଶନଶିପର ପାଠ ଥିବା ଦେଖିବାକୁ ମିଳିଛି। କ୍ଲାସ ୯ର ଏକ ବହିରେ ଏହି ପାଠ୍ୟକ୍ରମ ପଢାଯିବ। ତେବେ…

ହାତୀ ସହିତ ଫଟୋ ଉଠଇବାକୁ କରୁଥିଲେ ଚେଷ୍ଟା:  ଫଛରୁ ଆସି ଦେଲା ପାନେ, ଭିଡିଓ  ଦେଖିଲେ… 

ପ୍ରତ୍ୟେକ ଦିନ  ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉ ଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ । ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ  ଗୋଟିଏ ହାତୀ…

୪ରେ ଧାମରା, ଭଦ୍ରକ, ଯାଜପୁର ରୋଡ୍‌ରେ ହେବ ରେଳରୋକୋ

ଚାନ୍ଦବାଲି,୨ା୨(କିଷାନ ପାତ୍ର): ଯାଜପୁର ରୋଡ୍‌-ଧାମରା ରେଳପଥ ସଂଗ୍ରାମ ସମିତିର ଅଭିଯାତ୍ରୀ ଦଳକୁ ଚାନ୍ଦବାଲିରେ ସ୍ବାଗତ କରଯାଇଛି। ଚଳିତ ବଜେଟରେ କେନ୍ଦ୍ର ସରକାର ଏହି ରେଳପଥ ନିର୍ମାଣ ଲାଗି ୧୦୨୬ କୋଟିର ଅର୍ଥ ବ୍ୟୟବରାଦ କରିବା ପାଇଁ ସମିତି ପକ୍ଷରୁ ଦୃଢ଼ ଦାବି…

ଆଇନ ପୁସ୍ତକରେ ନିଆଁ ଲଗାଇ ଦିଅ..ମୌଲାନାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୨।୨: ଜ୍ଞାନବ୍ୟାପି ମାମଲାର ଶୁଣାଣି ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟରେ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୬ଫେବୃଆରୀରେ ହେବ। ସେପର୍ଯ୍ୟନ୍ତ କୋର୍ଟ ପୂଜା ଉପରେ ପ୍ରତିବନ୍ଧକ ଲଗାଇ ନାହାଁନ୍ତି ଏବଂ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜମିୟତ…

ବିବାଦୀୟ ପୁନମ୍‌: ଏମ୍‌ଏମ୍‌ଏସ୍‌ ଲିକ୍‌ ହେବା ପରେ ଆସିଥିଲେ ଚର୍ଚ୍ଚାକୁ, ଦେଖନ୍ତୁ ମଡେଲଙ୍କ କିଛି ଭାଇରାଲ ଭିଡିଓ…

ବମ୍ବେ: ନିଜର ରୋକଠୋକ ସ୍ବଭାବକୁ ନେଇ ପରିଚିତ ଥିଲେ ବୋଲ୍ଡ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। ୩୨ ବର୍ଷ ବୟସରେ ସେ ଆଖି ବୁଜିଥିବା ନେଇ ଟିମ୍‌ ଏବଂ ମ୍ୟାନେଜରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେ ସର୍‌ଭାଇକାଲ କ୍ୟାନ୍‌ସରରେ ପୀଡ଼ିତ…

ପିଇବା ପାଣି, ଶିକ୍ଷାର ଅବ୍ୟବସ୍ଥା ନେଇ ହଟ୍ଟଗୋଳ

ଦାରିଙ୍ଗବାଡ଼ି,୨।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିର ସପ୍ତମ ବୈଠକ ଶୁକ୍ରବାର ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଏମ୍‌ପିଡ. ଅଚ୍ୟୁତ ସାମନ୍ତ ଯୋଗଦେଇଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ…

ପତ୍ନୀ-ପତିଙ୍କ ତଲାକର ଅଲଗା ନିୟମ, ଉତ୍ତରାଖଣ୍ଡ ସରକାରଙ୍କ ୟୁସିସି

ଡେରାଡୁନ,୨।୨: ୟୁନିଫର୍ମ ସିଭିଲ କୋଡ (ୟୁସିସି) ର ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ଉତ୍ତରାଖଣ୍ଡ ସରକାର ଗଠନ କରିଥିବା କମିଟି ଶୁକ୍ରବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଏହି ଡ୍ରାଫ୍ଟ ଡକ୍ୟୁମେଣ୍ଟ ହସ୍ତାନ୍ତର କରିଛି। ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାଞ୍ଚ ସଦସ୍ୟ ବିଶିଷ୍ଟ…

Video: ଆଖି ପିଛୁଳାକେ ଛେଳିକୁ ପଞ୍ଝାରେ ଉଠାଇ ନେଇ ଉଡିଗଲା ଚିଲ, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ…

କୁହାଯାଏ ଚିଲ ଏକ ବିଚକ୍ଷଣ ଶିକାରୀ। ବିଶେଷକରି ଏହାର ପଞ୍ଝାରେ ରହିଛି ବହୁତ ଶକ୍ତି। ଚିଲ ନିଜର ପଞ୍ଝାରେ ଶିକାରକୁ ସହଜରେ ଉଠାଇ ନେଇଥାଏ। ସାଧାରଣତଃ ଚିଲର ଓଜନ ୪ରୁ ୯ କିଗ୍ରା ହୋଇଥିବା ବେଳେ ଏହା ପ୍ରାୟ ୫ କିଗ୍ରା…

ଅନଲାଇନ ଡେଟିଂରେ ବ୍ୟବହାର କଲେ ଚାଟ୍‌ଜିପିଟି, ଆଉ ମିଳିଗଲା ମନଲାଖି ସ୍ତ୍ରୀ

ମସ୍କୋ,୨।୨: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଛି। ଏଆଇ ସାହାର୍ଯ୍ୟରେ ମଣିଷର ନିତିଦିନିଆ କଠିନ କାମ ସରଳ ହେଉଥିବାବେଳେ ଘଣ୍ଟାଘଣ୍ଟାର କାମ କେଇ ମିନିଟରେ ସମାଧାନ ହୋଇଯାଉଛି। ପ୍ରତିଟି ପ୍ରଶ୍ନର ଉତ୍ତର ଚାଟଜିପିଟି ପାଖରେ ରହୁଛି। ସାମ୍ପ୍ରତିକ…

ଧୋନିଙ୍କ ପାଇଁ ଅଶନିଶ୍ୱାସି ହୋଇପଡିଥିଲେ ପନ୍ତ, ହୋଟେଲ ରୁମରେ ଭୋଭୋ ହୋଇ କାନ୍ଦିଥିଲେ

ନୂଆଦିଲ୍ଲୀ,୨।୨: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିଶ୍ୱର ସର୍ବଶ୍ରେଷ୍ଠ ଫିନିସର୍‌ ମହେନ୍ଦ୍ର ସିଂ ଧୋନିଙ୍କୁ ଅନେକ ଯୁବକ ସେମାନଙ୍କ ଆଦର୍ଶ ବୋଲି ଭାବନ୍ତି। ଟିମ ଇଣ୍ଡିଆରୁ ବାହାରିଥିବା ଋଷଭ ପନ୍ତ ଭାରତୀୟ ଦଳରେ ତାଙ୍କ ସ୍ଥାନ ନେଇଥିଲେ ଏବଂ ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri