Home Left

Video: ଢୋଲର ତାଳେ ତାଳେ ନାଚୁଛି ହାତୀ: ଭିଡିଓ ହେଉଛି ଭାଇରାଲ

ପ୍ରତିଦିନ ଇଣ୍ଟରନେଟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉଛି। ନିକଟରେ ହାତୀର ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ ହାତୀ ଢୋଲର ତାଳେ ତାଳେ ନାଚୁଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ହାତୀର ଚାରିପାଖରେ ଲୋକ…

ଭିନେଶ ଜିତିଲେ ସ୍ବର୍ଣ୍ଣ ପଦକ

ଜୟପୁର,୪ା୨: ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ବିଜୟିନୀ ଭିନେଶ ଫୋଗଟ ଜାତୀୟ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ୍‌(ଆଇଓଏ) ଦ୍ୱାରା ଗଠିତ ଆଡହକ୍‌ କମିଟି ପକ୍ଷରୁ ଆୟୋଜିତ ଜାତୀୟ ସିନିୟର ରେସ୍‌ଲିଂ ଚାମ୍ପିୟନଶିପର ୫୫ କିଗ୍ରା ଓଜନ ବର୍ଗରେ…

ଲକ୍ଷ୍ମୀବସ୍‌ରେ କଣ୍ଡକ୍ଟର ନିଯୁକ୍ତି ଲାଗି ଟଙ୍କା ଅସୁଲି: ୨ଜଣଙ୍କୁ ବାନ୍ଧିଲା ପୋଲିସ

ଟିଟିଲାଗଡ଼, ୪।୨(ଶରତ ମିଶ୍ର): ବଲାଙ୍ଗୀର ଜିଲାରେ ଲକ୍ଷ୍ମୀବସ୍‌ ଯୋଜନା ଆରମ୍ଭ ନ ହେଉଣୁ ନିଯୁକ୍ତି ନେଇ ଟଙ୍କା ଅସୁଲି ଚର୍ଚ୍ଚାର ବିଷୟ ହୋଇଛି। ଲକ୍ଷ୍ମୀବସ୍‌ରେ କଣ୍ଡକ୍ଟର ପଦରେ ନିଯୁକ୍ତି ନେଇ ଚାକିରି ଆଶାୟୀଙ୍କଠାରୁ ଟଙ୍କା ଅସୁଲ କରୁଥିବା ୨ଜଣଙ୍କୁ ଗିରଫ କରାଯାଇଛି।…

ମଣିଷ ନୁହେଁ…ପ୍ରଥମେ ଏହି ମହିଳା ରୋବର୍ଟକୁ ମହାକାଶକୁ ପଠାଇବ ଇସ୍ରୋ!

ନୂଆଦିଲ୍ଲୀ,୪।୨: ଭାରତୀୟ ମହିଳା ରୋବଟ ମହାକାଶଚାରୀ-ଭୋମିମିତ୍ରା (Vyommitra) ମହାକାଶରେ ଉଡ଼ିବାକୁ ପ୍ରସ୍ତୁତ! ଇସ୍ରୋର ଉଚ୍ଚାଭିଳାଷୀ ‘ଗଗନୟାନ’ ମିଶନ ପୂର୍ବରୁ ଭୋମିମିତ୍ରାର ଏହି ମହାକାଶ ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଆଜି ଅର୍ଥାତ୍‌ ରବିବାର କେନ୍ଦ୍ର ମନ୍ତ୍ରୀ (ସ୍ବତନ୍ତ୍ର ପ୍ରଭାର)…

ବୃଦ୍ଧଙ୍କ ଗଳା କାଟି ହତ୍ୟା: ପୋଲିସର ତଦନ୍ତ ଆରମ୍ଭ

ପଡ଼ିଆ,୪ା୨(ଭାସ୍କର ରାଓ): ମାଲକାନଗିରି ଜିଲା ସୀମାନ୍ତ ପଡ଼ିଆ ଥାନା ଅଧୀନ ମଟମଗୁଡ଼ା ନିକଟ ପାଲଗୁଡ଼ା ଗ୍ରାମର ଦେବା ଶବଲମ(୬୫)ଙ୍କ ଗଳା କାଟି ଦୁର୍ବୃତ୍ତ ହତ୍ୟା କରିଛନ୍ତି l ମୃତକଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହ ଜବତ କରି…

ଜାତୀୟ ପାରାଲିମ୍ପିକ୍‌ କମିଟି ବାସନ୍ଦ ପରେ ବିଶ୍ୱକପ ଆୟୋଜନକୁ ନେଇ ସଙ୍କଟ

ବିଶାଖାପାଟଣା,୪ା୨: ଭାରତୀୟ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପାରାଲିମ୍ପିକ୍‌ କମିଟିକୁ ବାସନ୍ଦ କରାଯିବା ପରେ ଭାରତରେ ହେବାକୁ ଥିବା ପାରା ଶୁଟିଂ ବିଶ୍ୱକପର ଆୟୋଜନକୁ ନେଇ ଏବେ ସଙ୍କଟ ଦେଖାଦେଇଛି। ଠିକ୍‌ ସମୟରେ ନିର୍ବାଚନ ନ ହେବା କାରଣରୁ ଶନିବାର କ୍ରୀଡ଼ା ମନ୍ତ୍ରଣାଳୟ…

୬ରେ ବିଧାନସଭାରେ ଆଗତ ହୋଇପାରେ ୟୁସିସି ବିଲ୍‌

ଡେରାଡୁନ୍‌,୪।୨: ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ନିଯୁକ୍ତ ଉଚ୍ଚସ୍ତରୀୟ କମିଟି ସୁପାରିସ କରିଥିବା ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌ ରବିବାର ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ଲାଭ କରିଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ନାଗରିକ ଆଇନରେ…

ସର୍ବସାଧାରଣଙ୍କ ସମ୍ପତ୍ତି କ୍ଷତି କଲେ ଭରଣା ଦେବେ ଆନ୍ଦୋଳନକାରୀ

ନୂଆଦିଲ୍ଲୀ,୪।୨: ବାରମ୍ବାର ଜାତୀୟ ରାଜପଥ କିମ୍ବା ସର୍ବସାଧାରଣ ସ୍ଥାନ ଅବରୋଧ ରୋକିବା ପାଇଁ ଆଇନରେ ସଂଶୋଧନ ନିମନ୍ତେ ଆଇନ କମିଶନ ସୁପାରିସ କରିଛନ୍ତି। ଆନ୍ଦୋଳନକାରୀଙ୍କ ଦ୍ୱାରା ସରକାରୀ କିମ୍ବା ଘରୋଇ ସମ୍ପତ୍ତିର କ୍ଷତି ଘଟିଥିଲେ, ସେମାନଙ୍କ ଉପରେ ବଜାର ଦର ଅନୁଯାୟୀ…

ବିରୋଧୀ ରାଜନୀତିର ସେଣ୍ଟର ହେଲାଣି ହାଇଦ୍ରାବାଦ! ଫେରିଲେ ଝାଡ଼ଖଣ୍ଡ ବିଧାୟକ, ପହଞ୍ଚିଲେ ବିହାର କଂଗ୍ରେସ ଏମଏଲଏ

ହାଇଦ୍ରାବାଦ,୪।୨: ଗୋଟିଏ ପଟେ ଝାଡ଼ଖଣ୍ଡରେ ଶାସକ ମିଳିତ ମଞ୍ଚର ବିଧାୟକମାନେ ହାଇଦ୍ରାବାଦରୁ ଫେରିଥିବା ବେଳେ ଅନ୍ୟ ପଟେ ବିହାରର କଂଗ୍ରେସ ବିଧାୟକମାନେ ୧୨ ଫେବୃଆରୀରେ ଟ୍ରଷ୍ଟ ଭୋଟ ପୂର୍ବରୁ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ବିହାରର ଅନେକ କଂଗ୍ରେସ ବିଧାୟକ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ.…

ଚିରଞ୍ଜୀବୀଙ୍କୁ ପଦ୍ମଭୂଷଣ ମିଳିବା ପରେ ଖୁସିରେ ଡିନର୍‌ ପାର୍ଟି ଦେଲେ ବୋହୂ

ନିକଟରେ ସାଉଥ୍‌ ସିନେମାର ମେଗାଷ୍ଟାର ସୁପରଷ୍ଟାର ଚିରଞ୍ଜୀବୀଙ୍କୁ ଭାରତ ସରକାର ପଦ୍ମଭୂଷଣରେ ସମ୍ମାନିତ କରିଛନ୍ତି। ଏହି ଖୁସିରେ ଚିରଞ୍ଜୀବୀଙ୍କ ବୋହୂ ତଥା ଅଭିନେତା ରାମଚରଣଙ୍କ ସ୍ତ୍ରୀ ଉପାସନା ଡିନର ପାର୍ଟି ସଫଳତାକୁ ପାଳନ କରିଥିଲେ। ଏହି ପାର୍ଟିରେ କେବଳ ସାଉଥ ଷ୍ଟାର…

ଛତ୍ରପତି ଶିବାଜୀ ମହାରାଜ ଭୂମିକାରେ ନଜର ଆସିବେ ଶାହିଦ

ମୁମ୍ବାଇ: ଶାହିଦ କପୁରଙ୍କୁ ହିନ୍ଦୀ ସିନେମାର ଜଣେ ଶ୍ରେଷ୍ଠ ଅଭିନେତା ଭାବରେ ବିବେଚନା କରାଯାଏ, ଯିଏ କି ବର୍ଷ ବର୍ଷ ଧରି ବିଭିନ୍ନ ଶୈଳିରେ ଅଭିନୟ କରି ନିଜର ପ୍ରତିଭାର ପ୍ରମାଣ ଦେଇଛନ୍ତି। ଏହି ଅଭିନେତା ବର୍ତ୍ତମାନ ରୋଶନ ଆଣ୍ଡ୍ର୍ୟୁସଙ୍କ ସହ…

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି,୪।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲା ପୋଲିସ ନିକଟରେ ରବିବାର ୩ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ପିଡମେଲ ଆର୍‌ପିସି ମିଲିସିୟା ଡେପୁଟି କମାଣ୍ଡର ମଡକମ୍‌ ସୁକ୍କା, ମିଲିସିୟା ସଦସ୍ୟ ବଂଜାମ ସୋମା ଏବଂ କବାସୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri