କର୍ମଚାରୀଙ୍କ ପଦୋନ୍ନତି-ଦରମା ବୃଦ୍ଧି ପାଇଁ ସର୍ତ୍ତ ରଖିଲା ଟିସିଏସ
ନୂଆଦିଲ୍ଲୀ, ୪।୨: ଭାରତର ସର୍ବବୃହତ ଆଇଟି ଫାର୍ମ ଟିସିଏସରେ ଦରମା ବୃଦ୍ଧି ଏବଂ ପଦୋନ୍ନତି ବର୍ତ୍ତମାନ ଫାର୍ମର ରିଟର୍ନ-ଟୁ-ଅଫିସ୍ ଆଦେଶ ସହିତ ଲିଙ୍କ୍ ହେବ ବୋଲି ଜଣାପଡିଛି। କମ୍ପାନୀ ଏହି ପଲିସି ସହିତ ଭେରିଏବଲ୍ ପେଆଉଟ୍ ମଧ୍ୟ ଲିଙ୍କ୍ କରିଛି। ଏହି…
୬ ବର୍ଷ ଅପେକ୍ଷାର ହେଲା ଅନ୍ତ, ଯୁବରାଜ, ଶେହଓ୍ବାଗ,ରବି ଶାସ୍ତ୍ରୀ ସମସ୍ତଙ୍କୁ ପକାଇଲେ ପଛରେ
ନୂଆଦିଲ୍ଲୀ,୪।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଓ୍ବାଇଜାକ ଟେଷ୍ଟରେ ଶୁବମନ ଗିଲ ଫର୍ମକୁ ଫେରି ଏକ ଶତକ ହାସଲ କରିଥିଲେ। ଏହା ହେଉଛି ତାଙ୍କର ତୃତୀୟ ଟେଷ୍ଟ କ୍ୟାରିୟର ଏବଂ କ୍ୟାରିୟରର ଦଶମ ଆନ୍ତର୍ଜାତୀୟ ଶତକ। ଏହା ସହ ଶୁବମନ…
ଭୋଜି ଖାଉଥିବା ବେଳେ ହୃଦଘାତରେ ଉଡ଼ିଗଲା ଯୁବ ଅଧ୍ୟାପକଙ୍କ ପ୍ରାଣବାୟୁ
ଭଞ୍ଜନଗର,୪ା୨(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ. ଆମାସ ପାଟମାଝୀ(୩୪) ରବିବାର ଅପରାହ୍ନରେ ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କ ଘର ଗଜପତି ଜିଲା ମୋହନା ବ୍ଲକ ପାନିଗଣ୍ଡା ପଞ୍ଚାୟତ ଅଧୀନ…
Video: “ଯଦି ତୁମର ସ୍ତ୍ରୀ ତୁମ ଉପରେ ଚିଲାଉଛନ୍ତି…”: ରିଲେସନସିପନ ପରାମର୍ଶ ଦେଲେ ଅସଦୁଦ୍ଦିନ ଓୱାଇସି
ନୂଆଦିଲ୍ଲୀ, ୪।୨: ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ଏମପି ଅସଦୁଦ୍ଦିନ ଓୱାଇସି ସ୍ୱାମୀ-ସ୍ତ୍ରୀ ସମ୍ପର୍କ ବିଷୟରେ ପୁରୁଷମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ନିଜ ସ୍ତ୍ରୀ ଉପରେ ରାଗିବା କିମ୍ବା ତାଗିଦ କରିବାରେ କୌଣସି ପୁରୁଷପଣିଆ ନାହିଁ, କିନ୍ତୁ ତାଙ୍କ କ୍ରୋଧକୁ…
ରୋମାଞ୍ଚକ ସ୍ଥିତିରେ ଦ୍ୱିତୀୟ ଟେଷ୍ଟ: ଇଂଲଣ୍ଡ ବ୍ୟାଟର୍ ବନାମ ଭାରତୀୟ ସ୍ପିନର୍, କିଏ ଜିତିବ ବାଜି
ବିଶାଖାପାଟନମ୍,୪।୨: ବିଶାଖାପାଟନମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ତୃତୀୟ ଦିନରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ୩୯୯ ରନ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଇଂଲଣ୍ଡ ତୃତୀୟ ଦିନର ଖେଳ ଶେଷ…
ଅମିରଙ୍କୁ ଫିଲ୍ମରୁ ରିଜେକ୍ଟ କଲେ ପୂର୍ବତନ ସ୍ତ୍ରୀ
କିରଣ ରାଓଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲାପତା ଲେଡିଜ’କୁ ଦର୍ଶକମାନେ ଦୀର୍ଘ ଦିନ ହେବ ଅପେକ୍ଷା କରିଛନ୍ତି। ମାର୍ଚ୍ଚ ୧ରେ ଫିଲ୍ମଟି ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି। ଟ୍ରେଲର ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି। ଏହି…
ଦେଶର ସବୁଠୁ ବଡ଼ କପର୍ ପ୍ଲାଣ୍ଟ୍ ଖୋଲିବ ଆଦାନୀ ଗ୍ରୁପ୍
ନୂଆଦିଲ୍ଲୀ,୪।୨: ଗୌତମ ଆଦାନୀଙ୍କ ନେତୃତ୍ୱରେ ଆଦାନୀ ଗ୍ରୁପ ଦେଶର ସର୍ବବୃହତ କପର୍ ପ୍ଲାଣ୍ଟ୍ ଖୋଲିବାକୁ ଯାଉଛି। ଏହି ପ୍ଲାଣ୍ଟ୍ ଗୁଜରାଟର ମୁଣ୍ଡ୍ରାଠାରେ ନିର୍ମାଣ ହେବ। ଏହି ପ୍ଲାଣ୍ଟ୍ ସହିତ ଦେଶର କପର୍ ଆମଦାନୀ ହ୍ରାସ ପାଇବ। କପର୍ ପ୍ଲାଣ୍ଟ୍ ପାଇଁ ଆଦାନୀ…
ପୁନମ ପାଣ୍ଡେଙ୍କ ‘ଫେକ୍ ଡେଥ୍ ପବ୍ଲିସିଟି ଷ୍ଟଣ୍ଟ’ ପରେ ମୁହଁ ଖୋଲିଲେ ସ୍ବାମୀ
ମୁମ୍ବାଇ,୪ା୨: କଣ୍ଟ୍ରୋଭର୍ସି କୁଇନ୍ ନାମରେ ପରିଚିତ ୩୨ ବର୍ଷୀୟା ପୁନମ୍ ପାଣ୍ଡେଙ୍କ ‘ଫେକ୍ ଡେଥ୍ ପବ୍ଲିସିଟି ଷ୍ଟଣ୍ଟ’ ପରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଅଭିନେତ୍ରୀଙ୍କୁ ଟାର୍ଗେଟ୍ କରୁଥିବାର ନଜର ଆସିଛନ୍ତି। ସର୍ଭିକାଲ କ୍ୟାନ୍ସର…
ମହଙ୍ଗା ହେବ ଟ୍ୟାକ୍ସି ସେବା, ଭଡ଼ା ବଢ଼ାଇଲେ ରାଜ୍ୟ ସରକାର; ଜାଣନ୍ତୁ ନୂଆ ଦର
ନୂଆଦିଲ୍ଲୀ, ୪।୨: ଟ୍ୟାକ୍ସି ଏବଂ ଓଲା ଏବଂ ଉବର ପରି ଏଗ୍ରିଗେଟର ଅଧୀନରେ କାର୍ୟ୍ୟ କରୁଥିବା ଗାଡିଗୁଡିକ ପାଇଁ ଭଡା ବଢ଼ାଇଛନ୍ତି ରାଜ୍ୟ ସରକାର। ଗାଡି ମୂଲ୍ୟକୁ ଆଧାର କରି ଟ୍ୟାକ୍ସି ଗୁଡ଼ିକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯିବ। ଏଣିକି ୧୦…
ଯବାନ- ମାଓବାଦୀ ଗୁଳି ବିନିମୟ: ମାଓବାଦୀ ଦାସ୍ରୁ ନିହତ
ଫୁଲବାଣୀ,୪।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ବାଲିଗଡ଼ା ସୁଡ୍ରା ଅଞ୍ଚଳରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳିକାଣ୍ଡରେ କ୍ୟାଡର ମୋଷ୍ଟୱାଣ୍ଟେଡ ମାଓବାଦୀ ନେତା ଦାସ୍ରୁ ନିହତ ହୋଇଛନ୍ତି। ଏହି ଘଟଣାରେ ଜଣେ ଡିଭିଏଫ୍ ଯବାନ ଗୁରୁତର ହୋଇ…
ଓଡ଼ିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ବତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର-ଜେଏନ୍ୟୁ ବୁଝାମଣାପତ୍ର ସ୍ବାକ୍ଷରିତ
ଭୁବନେଶ୍ୱର,୪ା୨(ଅସମାପିକା ସାହୁ): ନୂଆଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ବତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ,ନୂଆଦିଲ୍ଲୀ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ରବିବାର ଲୋକସେବା ଭବନଠାରେ ଆୟୋଜିତ ବୁଝାମଣାପତ୍ର…
ସିଟ ଶେୟାରିଂକୁ ନେଇ ଅଖିଳେଶଙ୍କ ବଡ ଦାବି
ଲକ୍ଷ୍ନୌ,୪।୨: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶରେ ଲୋକ ସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ଉପରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଥାଶୀଘ୍ର ଇଣ୍ଡିଆ ମେଣ୍ଟରେ ସିଟ ବଣ୍ଟନ କରାଯିବା ଉଚିତ। ଆସନ ବଣ୍ଟନ…
Archives


