Home Left

ବିଜୟ ପରେ ପ୍ରତିକ୍ରିୟାରେ ନବୀନଙ୍କୁ ପ୍ରଶଂସା କଲେ ପ୍ରଦୀପ

ଭୁବନେଶ୍ୱର,୫।୬: ବ୍ରହ୍ମପୁରରେ ଭାଜପା ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ବିଜୟ ହୋଇଛନ୍ତି। ବିଜୟ ପରେ ପ୍ରଦୀପ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ମୋତେ ଯୋଗ୍ୟ ମନେକରି ନିର୍ବାଚନରେ ଲଢେବାକୁ ସୁଯୋଗ ଦେଇଥିଲେ। ଏନେଇ ଭାଜପା ନେତୃବୃନ୍ଦଙ୍କ ସହ ପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଶାବାସୀଙ୍କ…

ନିର୍ବାଚନ ପରେ ଆକ୍ସନ ମୋଡ୍‌ରେ ସରକାର, ପୋଲିସ୍‌ର ଏନ୍‌କାଉଣ୍ଟର

ନୂଆଦିଲ୍ଲୀ, ୫ା୬: ଉତ୍ତର ପ୍ରଦେଶର ଜୈନପୁରରେ ପୋଲିସ ଠିକ୍‌ ନିର୍ବାଚନ ଫଳ ପ୍ରକାଶ ପାଇବାର ପରଦିନ ଆକ୍ସନ ମୋଡ୍‌କୁ ଆସିଛି। ମୋଷ୍ଟ୍‌ ୱାଣ୍ଟେଡ୍‌ ଅପରାଧୀ ପ୍ରଶାନ୍ତ ସିଂକୁ ଏନ୍‌କାଉଣ୍ଟର କରିଛି। ମଙ୍ଗଳବାର ବିଳମ଼୍ବିତ ରାତିରେ ପୋଲିସ୍‌ ଏବଂ ଅପରାଧୀ ପ୍ରଶାନ୍ତ ଓରଫ୍‌…

ମୋଦିଙ୍କ ଶେଷ କ୍ୟାବିନେଟ୍‌ ବୈଠକ, କହିଲେ…

ନୂଆଦିଲ୍ଲୀ, ୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ସେ ତାଙ୍କର ଦ଼୍ବିତୀୟ ପାଳି ସରକାରର ଶେଷ କ୍ୟାବିନେଟ୍‌ ବୈଠକ ଡକାଇଥିଲେ। ବୈଠକରେ ସେ କହିଥିଲେ ଯେ,…

ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ନେତା, ଚର୍ଚ୍ଚାରେ ଗିରିଶ ମୁର୍ମୁଙ୍କ ନାଁ

ଭୁବନେଶ୍ୱର,୫।୬: ଓଡ଼ିଶାରେ ସାଧାରଣ ନିର୍ବାଚନ ପରେ ସଂଖ୍ୟାଗରିଷ୍ଠ ଦଳ ଭାବେ ଭାଜପାର ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ତେଣୁ ଓଡ଼ିଶାର ଲୋକପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାନରେ କିଏ ଭାଜପା ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ କଳ୍ପନା ଜଳପାନ…

କେବଳ ନୀତୀଶ- ନାଇଡୁ ନୁହନ୍ତି, ଏନ୍‌ଡିଏ ସରକାରଙ୍କ ଭାଗ୍ୟ ବଦଳାଇ ଦେଇପାରନ୍ତି  ଏହି ୧୭ ଏମ୍‌ପି

ନୂଆଦିଲ୍ଲୀ,୫।୬: ଲୋକସଭା ନିର୍ବାଚନ-୨୦୨୪ର ଫଳାଫଳ ଘୋଷଣା ହୋଇଛି। ଏଥିରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାନ୍ତି। ତେବେ ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ୨୯୨ ଆସନ ମିଳିଛି। ଏଥି ସହିତ ଇଣ୍ଡିଆ ମେଣ୍ଟକୁ ୨୩୪ ଆସନ ମିଳିଛି। ଏଭଳି ପରିସ୍ଥିତିରେ ବିହାର…

ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ଇସାରା, ଏନ୍‌ଡିଏକୁ ଫେରିପାରେ ଉଦ୍ଧବ ଶିବ ସେନା

ନୂଆଦିଲ୍ଲୀ, ୫ା୬: ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଛୋଟ ଛୋଟ ଦଳଗୁଡ଼ିକ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନ୍‌ଡିଏର ବୈଠକରେ ଯୋଗଦେବାକୁ ଦିଲ୍ଲୀ ପହଞ୍ଚିଛନ୍ତି। ଅନ୍ୟପଟେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ମଧ୍ୟ ଦିଲ୍ଲୀ ପହଞ୍ଚିବା…

କଳାହାଣ୍ଡିର ପ୍ରଥମ ମହିଳା ଏମ୍‌ପି ହେଲେ ମାଳବିକା

ଭବାନୀପାଟଣା,୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପ୍ରଥମ ମହିଳା ଏମ୍‌ପି ଭାବେ ଭାଜପାର ମାଳବିକା କେଶରୀ ଦେଓ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଲମ୍ବୋଦର ନିଆଲଙ୍କୁ ପରାସ୍ତ କରିଛନ୍ତି। କଳାହାଣ୍ଡି ଲୋକ ସଭାରେ ପ୍ରଥମଥର ପାଇଁ ଭାଜପା…

ମୁଁ ଭାଜପାରେ ଥିଲି, ଅଛି ଆଉ ରହିବି: ହିମାଂଶୁ ଶେଖର  

ଧର୍ମଶାଳା,୫।୪: ସାରା ରାଜ୍ୟରେ ପଦ୍ମର ଲହର ଥିବା ବେଳେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଜଣେ ସ୍ବାଧୀନ ପ୍ରାର୍ଥୀ ବାଜିମାତ କରିଥିଲେ। ଉଭୟ ବିଜେଡି ଏବଂ ଭାଜପାର ଛାମୁଆ ନେତାଙ୍କୁ ସେ ପଛରେ ପକାଇ ନିର୍ବାଚନ ଜିତିଥିଲେ। ୨୯ ବର୍ଷ ଧରି ବିଜେଡି…

ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି ଦେବେନ୍ଦ୍ର ଫଡନାଭିସ୍‌

ମୁମ୍ବାଇ,୫।୬: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଇସ୍ତଫା ଦେବାକୁ ଚାହୁଁଛନ୍ତି। ୨୦୧୪ରୁ ୨୦୧୯ ଯାଏ ଶୀର୍ଷ ପଦବୀରେ ଅବସ୍ଥାପିତ ହୋଇଥିବା ବରିଷ୍ଠ ଭାଜପା ନେତା ସରକାରୀ ଦାୟିତ୍ୱରୁ ମୁକ୍ତ କରିବାକୁ ଶୀର୍ଷ ନେତୃବନ୍ଦଙ୍କୁ ଅନୁରୋଧ କରିଛନ୍ତି। ତାଙ୍କୁ ଦଳ ପାଇଁ ବାହାରୁ…

ଖରାଛୁଟିରେ ପିଲାମାନେ ବୋର୍‌ ହେଉଥିଲେ…କରନ୍ତୁ ଏସବୁ କାମ

ଖରାଛୁଟିରେ ପିଲାମାନେ ଘରେ ରହୁଛନ୍ତି ପୂରା ସମୟ। ଖେଳାବୁଲା ପରେ ବି ହାତରେ ଢେର୍‌ ସମୟ। ଏ ସମୟରେ ପିଲା ଯେମିତି ବୋର୍‌ ହେବେ ନାହିଁ ସେଥିପାଇଁ ବିଭିନ୍ନ ପ୍ରକାର ବିକଳ୍ପ ଚିନ୍ତା କରନ୍ତି ମାଆମାନେ। ତେବେ କଣ କଲେ ସେମାନଙ୍କ…

ଫଳାଫଳ ଆସିବାର ଦିନକ ପରେ ଟୁକୁନି ସାହୁଙ୍କ ପ୍ରତିକ୍ରିୟା, ଟିଟଲାଗଡ଼ବାସୀଙ୍କ ଉଦ୍ଦେଶ୍ୟରେ କହିଲେ…

ଭୁବନେଶ୍ୱର,୫।୬: ୨୦୨୪ ନିର୍ବାଚନରେ ବିଜେଡିର ଟାଣୁଆ ନେତ୍ରୀ ତଥା ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟିଟଲାଗଡ଼ ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି। ସେଠାରେ ତାଙ୍କୁ ଭାଜପାର ନବୀନ କୁମାର ଜୈନ ହରାଇଛନ୍ତି। ତେବେ ଫଳାଫଳ ଆସିବାର ଦିନକ ପରେ ଟୁକୁନି ନିଜର…

୭ ଡକାୟତି ମାମଲାର ପର୍ଦ୍ଦାଫାଶ: ଧରାପଡ଼ିଲେ ୩ ଅଭିଯୁକ୍ତ

ରାୟଗଡ଼ା,୫।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଶେଷଖାଲ ଥାନା ପୋଲିସ ୭ଟି ଡକାୟତି ମାମଲାର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୋଲିସ ୩ଜଣଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ୨୧୨ ଗ୍ରାମ ସୁନା, ୪ଟି ମୋବାଇଲ ଫୋନ ଏବଂ ଗୋଟିଏ ପଲସର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?