Home Left

ସିରିଜ ଦୁର୍ଘଟଣା: ୪ ଟ୍ରକ୍‌, ବହୁ ବାଇକ୍‌ ଚୂରମାର୍‌

କେନ୍ଦୁଝର,୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ସକାଳେ କେନ୍ଦୁଝର ସହର ସ୍ଥାନୀୟ ଜୁଡ଼ିଆ ନିକଟରେ ଡବ୍ଲ୍ୟୁବି ୫୭ଡି/୬୩୩୪ ନମ୍ବର ବିଶିଷ୍ଟ ଆଇରନ ବୋଝେଇ ଟ୍ରକ୍‌ ସମ୍ବଲପୁର ଆଡ଼ୁ କେନ୍ଦୁଝର ଦେଇ ଯାଉଥିବା ବେଳେ ବ୍ରେକ୍‌ ଫେଲ୍‌ ହୋଇଯିବାରୁ ଅନ୍ୟ ୩ ଟ୍ରକ୍‌କୁ ଧକ୍କା…

‘ମୁଁ ମୋର ରାମଙ୍କୁ ଭାଜପାକୁ ଉତ୍ସର୍ଗ କରିବି ନାହିଁ’, କଂଗ୍ରେସ କାହିଁକି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେଲାନାହିଁ କହିଲେ ଥରୁର

ନୂଆଦିଲ୍ଲୀ,୫।୨: କଂଗ୍ରେସ ନେତା ଶଶି ଥରୁର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଦଳର ବରିଷ୍ଠ ନେତୃତ୍ୱଙ୍କ ଅଂଶଗ୍ରହଣ ନକରିବା ଉପରେ ମନ୍ତବ୍ୟ ଦେଇଛନ୍ତି। ଥରୁର କହିଛନ୍ତି ଯେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବାରୁ ଏହାର ଅର୍ଥ ନୁହେଁ…

ପରିତ୍ୟକ୍ତ ଅବସ୍ଥାରେ ୬ ଦିନର ଶିଶୁପୁତ୍ର ଉଦ୍ଧାର

ପାରଳାଖେମୁଣ୍ଡି,୫ା୨(ଗିରିଧାରୀ ପରିଛା): ଗଜପତି ଜିଲା ନୂଆଗଡ଼ ବ୍ଲକଠାରେ ପରିତ୍ୟକ୍ତ ଅବସ୍ଥାରେ ୬ଦିନ ଶିଶୁପୁତ୍ରକୁ ଉଦ୍ଧାର କରିଛି ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ। ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା…

ଧୂମ ରନ୍ଧା ମାଂସ ଓ କ୍ୟାନ୍‌ସର

ଖାଦ୍ୟ ଗ୍ରହଣର ଜୈବିକ ଲକ୍ଷ୍ୟ ହେଲା ଶରୀର ପୁଷ୍ଟିସାଧନ। ତେବେ, ଅନେକ ସମୟରେ ଆମେ ଜିହ୍ବା ଲାଳସାର ବଶବର୍ତ୍ତୀ ହୋଇ ଏଥିରୁ ଦୂରେଇଯାଉ, ଯାହାର ପରିଣାମ ଘାତକ ସାବ୍ୟସ୍ତ ହୋଇଥାଏ। ବିଶେଷକରି ବର୍ତ୍ତମାନ ଆଧୁନିକ ଆଭିଜାତ୍ୟ ଖାଦ୍ୟ ରୂପେ ପରିଲକ୍ଷିତ ତଥା…

ନ୍ୟୁ ଜର୍ସିରେ ଆୟୋଜିତ ହେବ ଫିଫା ବିଶ୍ୱକପ୍ ଫାଇନାଲ୍, ମେକ୍ସିକୋ ସିଟିରେ ହେବ ଆରମ୍ଭ

ନୂଆଦିଲ୍ଲୀ,୫।୨: ନ୍ୟୁ ଜର୍ସିର ମେଟଲାଇଫ୍ ଷ୍ଟାଡିୟମରେ ୨୦୨୬ ବିଶ୍ୱକପ୍ ଫାଇନାଲ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ ଫିଫା ରବିବାର ଘୋଷଣା କରିଛି। ଏହି ମୁକାବିଲା ଆୟୋଜନ କରିବା ପାଇଁ ଡଲାସ୍ ଠାରୁ ଦୃଢ଼ ଦାବିଦାର ରୂପେ ଉଭା ହୋଇଥିଲା ନ୍ୟୁ ଜର୍ସି।…

ଓଲଟିଲା ବସ୍‌, ୧୦ରୁ ଅଧିକ ଆହତ

ସମ୍ବଲପୁର,୫ା୨: ସମ୍ବଲପୁର ଜିଲା ଚାରମାଳ ଥାନା ଅନ୍ତର୍ଗତ ନୂଆପଡ଼ା ଛକ ବୁଲାଣି ନିକଟରେ ସୋମବାର ଭୋର୍‌ରୁ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଶୁଭମ୍‌…

ମିଥ୍ୟାର ଆଶ୍ରୟ

ସୋସିଆଲ ମିଡିଆ କ୍ଷୀପ୍ର ବେଗରେ ସୂଚନା ବା ଖବର ପ୍ରେରଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ହାତରେ ସ୍ମାର୍ଟ ଫୋନ୍‌ଟିଏ ଥିଲେ ଜଗତକୁ ଜାଣିବା ଓ ବୁଝିବା ଯେମିତି ସହଜ ହୋଇଯାଇଛି ବୋଲି ଅନେକେ ଭାବୁଛନ୍ତି। ଜାନୁଆରୀ ୨୦୨୩ରେ ପ୍ରକାଶିତ…

ଆଙ୍କୁଲି ଶିଳ୍ପାଞ୍ଚଳ ଭିତ୍ତିଭୂମି ବଦଳୁଛି

ବ୍ରହ୍ମପୁର,୫ା୨(ଅଶୋକ କୁମାର ସାହୁ): ଦୀର୍ଘ ୪୧ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଆଙ୍କୁଲି ଶିଳ୍ପାଞ୍ଚଳର ଭିତ୍ତିଭୂମି ଏବେ ବଦଳିବାରେ ଲାଗିଛି। ଇଡକୋ ହାତକୁ ନେବା ପରେ ବିକାଶର କଳେବର ବୃଦ୍ଧି କରିବାକୁ ଯୋଜନା କରାଯାଉଛି। ଭିତ୍ତିଭୂମି ସମ୍ପୂର୍ଣ୍ଣ ବଦଳାଯିବ ଓ ସେହି…

ଗ୍ରାମୀ ପୁରସ୍କାର ୨୦୨୪: ଶଙ୍କର ମହାଦେବନଙ୍କ ‘ଶକ୍ତି’ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ବର୍ଗରେ ଜିତିଲା ପୁରସ୍କାର

ନୂଆଦିଲ୍ଲୀ,୫।୨: ଶଙ୍କର ମହାଦେବନ ଏବଂ ଜାକିର ହୁସେନ୍‌ଙ୍କ ବ୍ୟାଣ୍ଡ ଶକ୍ତି ‘ଦି ମୋମେଣ୍ଟ’ ପାଇଁ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ପୁରସ୍କାର ପାଇଛି। ଭାରତ ପାଇଁ ଚଳିତ ବର୍ଷ ଗ୍ରମିସରେ ଏହା ବଡ଼ ପୁରସ୍କାର। ଏହି ଟିମରେ ଗୀଟାର ବାଦକ ଜନ୍…

ଆଠମଲ୍ଲିକ ଉପଖଣ୍ଡରେ ଅସୁରକ୍ଷିତ କଲରାପତରିଆ

ବଇଣ୍ଡା,୫ା୨ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ କଲରାପତରିଆ ବାଘ ଅସୁରକ୍ଷିତ ହୋଇପଡ଼ିଥିବା ସାଧାରଣରେ ଅଭିଯୋଗ ହେଉଛି। ଦୀର୍ଘଦିନ ହେଲା ଶିକାରୀମାନେ ଉପଖଣ୍ଡର ବିଭିନ୍ନ ଜଙ୍ଗଲାଞ୍ଚଳରେ ଫାଶ ବସାଇ ଜନ୍ତୁ ଶିକାର କରୁଥିବା ବେଳେ ସେଥିରେ ଲାଗି ଏକାଧିକ କଲରାପତରିଆ…

Viral Video: ଗ୍ୟାସଚୁଲା-ଟୋକେଇ-ଚଲା ନେଇ ଏମିତି ଗୀତ ଗାଇଲେ ଯୁବକ, ପ୍ରଭାବିତ ହେଲେ ହର୍ଷ ଗୋଏଙ୍କା

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ବାରମ୍ବାର ଦେଖି ହସିହସି ଗଡ଼ିବେ। What a performer…😀 pic.twitter.com/NrHs4Rdf8y — Harsh…

ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌: ଭାରତର ଦ୍ୱିତୀୟ ପରାଜୟ

ଭୁବନେଶ୍ୱର,୫।୨(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ରେ ଭାରତ ଆଶାନୁରୂପ ପ୍ରଦର୍ଶନ କରି ପାରିନାହିଁ। ଫଳରେ ଘରୋଇ ଦଳ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଶନିବାର ଚାଇନାଠାରୁ ୧-୨ରେ ହାରିଥିବା ଭାରତ ରବିବାର ବିଶ୍ୱର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri