ଦଶମ ଛାତ୍ରୀ ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡ
କେନ୍ଦୁଝର,୧୩।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। କୋର୍ଟ କାଞ୍ଜିପାଣି ଥାନା ଅଧୀନ ବୁଢିଘର ଗ୍ରାମର ଅଭିଯୁକ୍ତ ମୁରଲୀଧର ଜୁଆଙ୍ଗ(୨୦)ଙ୍କୁ ଦୋଷୀ ସାବ୍ୟସ୍ତ…
ସାର୍ ମୋ ସ୍ତ୍ରୀଙ୍କୁ ଅପହରଣ କରି ନେଇଛନ୍ତି ଆପଣଙ୍କ ସିପାହୀ: ଏସଏସପିଙ୍କ ଆଗରେ ସ୍ବାମୀଙ୍କ ଗୁହାରୀ…
ମିରଟ,୧୩।୨ : ମିରଟରେ ଜଣେ ସ୍ବାମୀ ଏସଏସପି କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜଣେ ସିପାହୀ ତାଙ୍କ ସ୍ତ୍ରୀଙ୍କୁ ନିଜ ପ୍ରେମ ଜାଲରେ ଫାନ୍ଦରେ ପକାଇ ତାଙ୍କୁ ଅପହରଣ କରି ନେଇ…
ପୋଲିସ ବିରୋଧରେ ଲାଗିଲା ପୋଷ୍ଟର, ଜୁଆ ଖେଳ ପଛରେ ପୋଲିସ କର୍ମଚାରୀଙ୍କ ହାତ
ଉମରକୋଟ ୧୩।୨: ନବରଙ୍ଗପୁରପୁ ଜିଲା ରାଇଘର ଥାନା ଅନ୍ତର୍ଗତ କୁକୁରକୁଆଁ ଗ୍ରାମ ନିକଟରେ ରାସ୍ତା ଉପରେ ଗଛକାଟି ଲଗାଯାଇଛି ପୋଷ୍ଟର । କିନ୍ତୁ ପୋଷ୍ଟରରେ କୌଣସି ସଂଗଠନର ନାଁ ଉଲ୍ଲେଖ ନାହିଁ। କେବଳେ ଧଳା କପଡ଼ାରେ ଲାଲ ରଙ୍ଗ ଦେଇ ପୋଷ୍ଟରଟି…
ଚୋର ଧରିବା ପାଇଁ ୫୦ପଇସା ଘୋଷଣା କଲା ପୋଲିସ, ଲୋକେ କହିଲେ…
ଜୟପୁର,୧୩।୨: ରାଜସ୍ଥାନ ପୋଲିସର ଏକ ପ୍ରେସ ରିଲିଜ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଜାରି ପତ୍ରରେ ରାଜସ୍ଥାନ ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ୫୦ପଇସା ପୁରସ୍କାର ଘୋଷଣା କରିଛିି। ଅପରାଧୀଙ୍କୁ ଧରି ପୋଲିସର ଜିମା ଦେବା ବ୍ୟକ୍ତିଙ୍କୁ ଏହି…
ଘରକୁ ଆସୁଥିଲେ: ୭ କି.ମି ଦୂରରେ ଚାଲିଗଲା ଜୀବନ
ସୋରଡ଼ା,୧୩।୨(ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ୫୯ ନମ୍ବର ଜାତୀୟ ରାଜପଥ ପଙ୍କଳବାଡ଼ି ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହୁକୁମା ଗ୍ରାମର ଜୁରିଆ ପ୍ରଧାନଙ୍କ ପୁଅ ଜଗନ୍ନାଥ ପ୍ରଧାନ(୪୫)। ସେ ବ୍ରହ୍ମପୁରର…
ଯୋଗୀ ଜିନ୍ଦାବାଦ ସ୍ଲୋଗାନ ମଧ୍ୟରେ ଯୁବକ କଲେ ଏପରି, ସୋସିଆଲ ମିଡ଼ିଆରେ ଭାଇରାଲ…
ଲକ୍ଷ୍ନୌ,୧୩।୨ : ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ ସିଏମ ଯୋଗୀ ଆଦିତ୍ୟନାଥ ଏବଂ ଭାଜପା ନେତାଙ୍କ ସପକ୍ଷରେ ସ୍ଲୋଗାନ ଦେଉଥିଲେ। ସେଠାରେ ଅନେକ ବାଳକ ମଧ୍ୟ ଉପସ୍ଥିତ ଥିଲେ, ଏପରି ସମୟରେ ହଠାତ…
ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ
ସୋରଡ଼ା,୧୩।୨(ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡା ବ୍ଲକ ହୁକୁମା ପଞ୍ଚାୟତ ବି କୋଟିବାଡି ଗ୍ରାମରେ ସୋମବାର ଏକ ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ ଘଟିଛି। ହେଲେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ଗ୍ରାମର ପ୍ରଭାକର ସାବତଙ୍କ…
ଏଣିକି ଅନଲାଇନ ଟ୍ରାଞ୍ଜାକ୍ସନ ପାଇଁ ଦରକାର ନାହିଁ ଓଟିପି, ଆରବିଆଇ କରୁଛି ବଡ ପ୍ଲାନ
ନୂଆଦିଲ୍ଲୀ,୧୩।୨: ଅନଲାଇନ ଟ୍ରାଞ୍ଜାକ୍ସନ ପାଇଁ ଓ୍ବାନ ଟାଇମ୍ ପାସଓ୍ବାର୍ଡ(ଓଟିପି) ଆବଶ୍ୟକ ହୋଇଥାଏ। ଟ୍ରାଞ୍ଜାକ୍ସନ ସମୟରେ ପଞ୍ଜୀକୃତ ମୋବାଇଲ ନମ୍ବର କିମ୍ବା ଇମେଲରେ ଓଟିପି ଆସିବା ପରେ ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ ହୋଇଥାଏ। ମୋବାଇଲ ନମ୍ବରରେ ଓଟିପି ଆସିବା ପରେ ଅନଲାଇନ ଟ୍ରାଞ୍ଜାକ୍ସନ ସୁରକ୍ଷିତ…
ସ୍ବାସ୍ଥ୍ୟ ସମସ୍ୟାର ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଫିଜିଓଲୋଜି
ଭୁବନେଶ୍ୱର,୧୩।୨(ଅସମାପିକା ସାହୁ): ବର୍ତ୍ତମାନ ସମାଜରେ ଦେଖାଯାଉଥିବା ଅନିୟନ୍ତ୍ରିତ ତଥା ତ୍ରୁଟିପୂର୍ଣ୍ଣ ଜୀବନ ଶୈଳୀ ଜନିତ ନାନା ବ୍ୟାଧି ଦିନକୁ ଦିନ ମାନବ ସମାଜ ପାଇଁ ଆହ୍ବାନ ପାଲଟିଛି। ହେଲେ ବୈଶ୍ବିକ ସ୍ବାସ୍ଥ୍ୟ ସମସ୍ୟାର ସଫଳ ମୁକାବିଲା କରିବାରେ ଫିଜିଓଲୋଜି(ଶରୀରତତ୍ତ୍ବ ବିଜ୍ଞାନ) ଗୁରୁତ୍ୱପୂର୍ଣ୍ଣ…
ଦାଦାବଟି ମାଗିବା ଯୁବକଙ୍କୁ ମହଙ୍ଗା ପଡ଼ିଲା
ବେଲପଡ଼ା,୧୨ା୨(ମନୋଜ କୁମାର ମିଶ୍ର): ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପୋଲିସ ଦାଦାବାଟି ମାଗିବା ଓ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ମଣ୍ଡଳ ଗ୍ରାମର ଅବନୀକାନ୍ତ ମହାନ୍ତି(୪୦)। ପୋଲିସ ସମ୍ପୃକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରିଛି।…
ବନ୍ଧୁକ ଦେଖାଇ ନେଇଯାଇଥିଲେ ଦେଢକୋଟିରୁ ଅଧିକ ଟଙ୍କା: ଏବେ ଧରାପଡିଲେ…
କଟକ,୧୩।୨(କାର୍ତ୍ତିକ ସାହୁ): ତିଗିରିଆଠାରେ ଘଟିଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍ ଭ୍ୟାନ୍ ଲୁଟ୍ ମାମଲାରେ କଟକ ଗ୍ରାମାଞ୍ଚଳ ପୋଲିସ ୭ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନଙ୍କଠାରୁ ନଗଦ ୬୪,୪୫,୪୦୦ଟଙ୍କା, ୬ଟି ମୋବାଇଲ୍ ଫୋନ୍, ୩ଟି ଛୁରି ଓ…
କେନ୍ଦୁଝରରେ ସ୍ବତନ୍ତ୍ର ଆମ୍ବୁଲାନ୍ସ ସେବା ଆରମ୍ଭ
କେନ୍ଦୁଝର, ୧୩ ।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଓମ୍ବାଡସି ସହାୟତାରେ ୨୦୨୧ରୁ ୩ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା କାର୍ଯ୍ୟକ୍ଷମ ହେଉଛି। ସେଥିମଧ୍ୟରୁ ଗୋଟିଏ ଆଡଭାନ୍ସଡ ଲାଇଫ ସପୋର୍ଟ ଆମ୍ବୁଲାନ୍ସ (ଏଏଲଏସ) ରହିଥିବା ବେଳେ ୨ଟି ହେଉଛି ବେସିକ ଲାଇଫ ସପୋର୍ଟ…
Archives


