ଭୂତଳ ରାସ୍ତା ନିର୍ମାଣ ପାଇଁ ନୋଟିସ
ଯାଜପୁର,୧୪।୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ୍ ରେଳଷ୍ଟେଶନର ଗୋପବନ୍ଧୁ ଛକ ନିକଟରେ ଏକ ଭୂତଳ ରାସ୍ତା ବା ଗଳିପୋଲ ନିର୍ମାଣ କରିବାକୁ ବ୍ୟାସନଗର ତହସିଲ ପକ୍ଷରୁ ସର୍ବସାଧାରଣ ନୋଟିସ ପ୍ରକାଶ ପାଇଛି। ଏହାପରେ ଦୀର୍ଘଦିନର ଦାବି ଗଳିପୋଲ କିମ୍ବା ରେଲୱେ ଫ୍ଲାଇଓଭର ବ୍ରିଜ…
ଚକ୍ଲେଟ୍ ଦେଇ ନାବାଳିକାଙ୍କକୁ କରିଥିଲେ ବଳାତ୍କାର, ପରେ….
ଯାଜପୁର ଟାଉନ,୧୪।୨(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଅଭିଜିତ୍ ପଲାଇ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡରେ…
ମନ୍ଦିରରୁ ଶିବଲିଙ୍ଗ, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଚୋର
ଜଳେଶ୍ୱର,୧୪।୨(ନବୀନ ସାହୁ): ବାଲେଶ୍ବର ଜିଲା ଜଳେଶ୍ୱର ଥାନା ବାଗପୁଞ୍ଜି ଗ୍ରାମରେ ଥିବା ଶିବ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ ହୋଇଛ। ଆଜି ସକାଳେ ଗ୍ରାମବାସୀ ମନ୍ଦିରର ପୂଜକଙ୍କ ଏବେ ପ୍ରଥମେ ଖବର ଦେଇଥିଲେ। ପୂଜକ ମନ୍ଦିରକୁ ଆସି ତାଲା ଭାଙ୍ଗି…
ବିକାଶ କ’ଣ ଯାଜପୁର ଆସି ଦେଖନ୍ତୁ ବିରୋଧୀ: ପାଣ୍ଡିଆନ
ଭୁବନେଶ୍ୱର,୧୪।୨(ଅନିଲ ଦାସ): ଯାଜପୁର କୁସୁମାର ସାଧାରଣ ସଭାରେ ଯୋଗଦେଇ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିରୋଧୀ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ମଧ୍ୟପ୍ରଦେଶର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଗାମୀ ନିର୍ବାଚନରେ ଓଡ଼ିଶାରେ ଭାଜପା ସରକାର ଗଠନ କରିବ ବୋଲି କହିଛନ୍ତି। ସେ…
ବିଦେଶ ମାଟିରେ ବଡ଼ ଘୋଷଣା କଲେ ମୋଦି
ଆବୁଧାବି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ଗସ୍ତରେ ଅଛନ୍ତି। ଏଠାରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ୟୁଏଇରେ UPI ସିଷ୍ଟମ କାର୍ଯ୍ୟକ୍ଷମ ହେବ ଏବଂ ଭାରତରେ ଯେଉଁଭଳି UPI ସେବା ପାଇବେ, ସେହିଭଳି ସୁବିଧା ମଧ୍ୟ ଏଠାରେ ଉପଲବ୍ଧ…
ଆସିଗଲେ ‘ମିନି ମାକ୍ସଓ୍ବେଲ୍’: ଚୌକା-ଛକା ବର୍ଷା କଲେ କୁନି ଶିଶୁ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ପ୍ରତିଦିନ ବିଭିନ୍ନ କ୍ରିକେଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଷ୍ଟ୍ରେଲିଆର ୩ ବର୍ଷର ଶିଶୁଙ୍କ ବ୍ୟାଟିଂର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ…
ଜେଇଇ ମେନ୍ସ-୨୦୨୪ରେ ଓଡିଏମ୍ର ବାଜିମାତ୍
ଭୁବନେଶ୍ୱର,୧୪।୨:ରାଜ୍ୟର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ ଏବଂ ଓଡିଏମ୍ ଗ୍ଲୋବାଲ୍ ସ୍କୁଲର ଛାତ୍ରୀଛାତ୍ରମାନେ ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିଶନ(ମେନ୍) ବା ଜେଇଇ ମେନ୍ସ-୨୦୨୪ ପରୀକ୍ଷା ଫଳାଫଳରେ ଉଲ୍ଲେଖନୀୟ ସଫଳତା ସହ ବାଜିମାତ କରିଛନ୍ତି। ନ୍ୟାଶନାଲ ଟେଷ୍ଟିଂ…
ନାଲ୍କୋର ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୧୪।୨:ନ୍ୟାଶନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍(ନାଲ୍କୋ)ର ବେର୍ଡସ୍ତରୀୟ ବୈଠକ ମଙ୍ଗଳବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ୨୦୨୩ ଡିସେମ୍ବରରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଆର୍ଥିକ ଫଳାଫଳ ଅନୁଯାୟୀ…
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୧୪।୨:ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର…
ପୁଣିଥରେ ଶେହବାଜ ଦେଶର ଶାସନ ମଙ୍ଗ ଧରିପାରନ୍ତି ଶରିଫ୍
ଇସ୍ଲାମାବାଦ,୧୪।୨:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ପୁଣି ଥରେ ଦେଶର ଶାସନ ମଙ୍ଗ ଧରିପାରନ୍ତି। ପାକିସ୍ତାନ ମୁସ୍ଲିମ୍ ଲିଗ୍-ନଓ୍ବାଜ (ପିଏମ୍ଏଲ୍-ଏନ୍) ସୁପ୍ରିମୋ ତଥା ଶେହବାଜଙ୍କ ବଡ଼ଭାଇ ନଓ୍ବାଜ ଶରିଫ୍ ତାଙ୍କୁ ପ୍ରଧାନମନ୍ତ୍ରୀ ମନୋନୀତ କରିଛନ୍ତି। ପିଏମ୍ଏଲ୍-ଏନ୍ ମୁଖପାତ୍ର ମରିୟମ ଔରଙ୍ଗଜେବ ଏନେଇ…
ୟୁଏଇରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର: ଶୁଭିଲା ମୋଦି-ମୋଦି ନାରା
ଆବୁଧାବି,୧୪।୨:ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜୟେଦ ଅଲ୍ ନହ୍ୟାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ସେମାନେ ରଣନୀତିକ ସହଭାଗିତାର ସମୀକ୍ଷା କରିବା ସହ…
ଭୂମିକାକୁ ଶାହରୁଖଙ୍କ ଖଣ୍ଡନ
ମୁମ୍ବାଇ,୧୪।୨:କାତାର ଜେଲରୁ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କ ମୁକ୍ତି ପଛରେ ବଲିଉଡ୍ ଅଭିନେତା ଶାହରୁଖ ଖାନ୍ଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ପୂର୍ବରୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ଫାଶୀଦଣ୍ଡାଦେଶ ପାଇଥିବା ଏହି ପ୍ରାକ୍ତନ ଅଫିସରମାନଙ୍କ ମଧ୍ୟରୁ ୭…
Archives


