Home Left

ଆନନ୍ଦପୁର ଛାତ୍ର ବିଜେଡି ସଂଯୋଜକ ହେଲେ ଅମରେନ୍ଦ୍ର

ହାଟଡ଼ିହୀ,୧ା୩(ଶୁଭକାନ୍ତ ନାୟକ): ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଛାତ୍ର ଜନତା ଦଳର ସଂଯୋଜକ ଭାବେ ଅମରେନ୍ଦ୍ର ଧଳଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଥିବା ନେଇ ବିଜୁ ଜନତା ଦଳର ସାଙ୍ଗଠନିକ…

ଅନନ୍ତ ଅମ୍ବାନୀଙ୍କ ବାହାଘରରେ ଏତିକି ଅତିଥି: ଅତିଥିମାନଙ୍କ ତାଲିକାରେ ରହିଛି…

ଜାମନଗର,୧।୩: ଭାରତର ଶ୍ରେଷ୍ଠ ଧନୀ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ୨୮ ବର୍ଷୀୟ ଅନନ୍ତଙ୍କର ବିବାହ ତାଙ୍କ ଦୀର୍ଘଦିନର ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟ(୨୯)ଙ୍କ ସହ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପ୍ରି-ଓ୍ବେଡିଂ ଉତ୍ସବ ଶୁକ୍ରବାରଠାରୁ ଗୁଜରାଟର ଜାମନଗରରେ ଆରମ୍ଭ ହୋଇଛି।…

ରାଜ୍ୟରେ ହେବ କି ମେଣ୍ଟ ସରକାର: ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କାହିଁକି କହିଲେ…

ଭୁବନେଶ୍ୱର,୧।୩: ଆଗାମୀ ନିର୍ବାଚନରେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଶୁକ୍ରବାର ରାଜ୍ୟ ଭାଜପା ସହ ପ୍ରଭାରୀ ଲତା ଉସେଣ୍ଡି ମେଣ୍ଟ ଚର୍ଚ୍ଚାକୁ ନେଇ ବୁଲେଇ ବଙ୍କେଇ କହିଛନ୍ତି। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ସେ…

ବିସିସିଆଇ ନିଷ୍ପତ୍ତିକୁ କପିଳ ଦେବଙ୍କ ସମର୍ଥନ

ନୂଆଦିଲ୍ଲୀ,୧ା୩: ଘରୋଇ କ୍ରିକେଟ ନ ଖେଳିଲେ ଖେଳାଳିଙ୍କୁ ଜାତୀୟ ଦଳ ଚୟନ ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନେଇଥିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ପୂର୍ବତନ ବିଶ୍ୱକପ ବିଜୟୀ ଅଧିନାୟକ କପିଳ ଦେବ। ନିକଟରେ ବିସିସିଆଇ…

ପ୍ରବଳ ଖରାକୁ ଦେଖି ଗଣଶିକ୍ଷା ବିଭାଗର ନୂଆ ନିୟମ: ଜାଣନ୍ତୁ…

ଭୁବନେଶ୍ୱର,୧।୩: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲାଣି। ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗର ନୂଆ ଗାଇଡ୍ଲାଇନ ଜାରି କରିଛି। ଅତ୍ୟଧିକ ଖରା ହେବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚେତନତା ମୂଳକ ପଦକ୍ଷେପ ନେଇଛି। ପ୍ରତ୍ୟେକ ବିଦ୍ୟାଳୟ, କଲେଜ…

ଅଙ୍ଗ ଦାନ କରି ଦୁଇ ଜୀବନ ବଞ୍ଚାଇଲେ କେନ୍ଦ୍ରାପଡ଼ାର ୧୮ ବର୍ଷୀୟ ଯୁବକ

ଭୁବନେଶ୍ୱର,୧ା୩: ମସ୍ତିଷ୍କ ଟ୍ୟୁମରରେ ପୀଡିତ ଜଣେ ୧୮ ବର୍ଷୀୟ ଯୁବକ ଦୁଇ ଜଣଙ୍କୁ ନିଜର ଅଙ୍ଗ ଦାନ କରି ସେମାନଙ୍କୁ ନୂଆ ଜୀବନ ଦେଇଛନ୍ତି। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ରମେଶ ଦାସଙ୍କ ପୁଅ ଓମ ଶିବୁ କଟକସ୍ଥିତ ଏସସିବି ମେଡିକାଲ…

ନିର୍ବାଚନ ପୂର୍ବରୁ ମମତାଙ୍କୁ ଲାଗିପାରେ ବଡ଼ ଝଟ୍‌କା, ନିକଟତମ ନେତା କୁନାଲ ଘୋଷ ଦଳ ଛାଡ଼ିବା ନେଇ ଚର୍ଚ୍ଚା

କୋଲକାତା,୧।୩: ଯଦି ୨୦୨୪ ଲୋକ ସଭା ନିର୍ବାଚନର ଠିକ୍‌ ପୂର୍ବରୁ ଟିଏମ୍‌ସି ନେତା କୁନାଲ ଘୋଷ ଦଳ ଛାଡ଼ିବା ନେଇ ଘୋଷଣା କରନ୍ତି ତେବେ ମମତା ବାନାର୍ଜୀଙ୍କ ଲାଗି ଏହା ବଡ଼ ଝଟ୍‌କା ହେବ। ଗୋଟିଏ ପଟେ ଅନ୍ୟ ରାଜନୈତିକ ଦଳ…

ଅସ୍ତ୍ରୋପଚାର ପରେ ବାହାରିଲା ୬ କେଜିର ଟ୍ୟୁମର

କୋରାପୁଟ,୧ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପ୍ରାୟ ୬ କେଜି ଟ୍ୟୁମରର ସଫଳ ଅସ୍ତ୍ରୋପଚାର ହୋଇଛି। ଜିଲାର ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କାମତା ପଞ୍ଚାୟତର ରତାଳି ଗ୍ରାମର ଚନ୍ଦ୍ରମା ଭତରା (୩୦) ପ୍ରାୟ ୪ ବର୍ଷ ହେବ…

ପଦ୍ମ ଧରିଲେ ବିଜେଡିର ଟାଣୁଆ ନେତା ଜଗନ୍ନାଥ

ରାୟଗଡ଼ା,୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଶିକ୍ଷିତ ତଥା ଟାଣୁଆ ବିଜେଡି ନେତା ଭାବେ ପରିଚିତ ଜଗନ୍ନାଥ ନୁଣ୍ଡୃକା ଶୁକ୍ରବାର ଭାଜପାରେ ଯୋଗଦେଇଛନ୍ତି। ଜଗନ୍ନାଥ ନୁଣ୍ଡୃକା ଭୁବନେଶ୍ୱରଠାରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଜଗନ୍ନାଥଙ୍କ ଭାଜପାରେ ଯୋଗଦାନ ପରେ ବିଷମକଟକ ନିର୍ବାଚନମଣ୍ଡଳୀରେ…

ବିସିସିଆଇ କଠୋର ହେବା ପରେ ରଣଜୀ ଖେଳିବେ ବୋଲି ହଁ ଭରିଲେ ଶ୍ରେୟସ, ସେମିଫାଇନାଲରେ…

ନୂଆଦିଲ୍ଲୀ,୧।୩: ରଣଜୀ ଟ୍ରଫି ଟୁର୍ନାମେଣ୍ଟ ୨୦୨୪ର ସେମିଫାଇନାଲରେ ଅଜିଙ୍କ୍ୟ ରାହାନେ ଅଧିନାୟକ ଥିବା ମୁମ୍ବାଇ ଟିମ୍‌ ପହଞ୍ଚିଛି। ଏବେ ସେମିଫାଇନାଲରେ ମୁମ୍ବାଇର ମୁକାବିଲା ତାମିଲନାଡ଼ୁ ସହ ହେବ। ଶନିବାର ଅର୍ଥାତ ମାର୍ଚ୍ଚ ୨ରୁ ଏହାର ଆରମ୍ଭ ହେବ। ତେବେ ଏହି ମୁକାବିଲାରେ…

ହାତଗଣ୍ଠି ବଦଳରେ ପଡ଼ିଲା ହାତକଡ଼ି: ବିବାହ ବେଦିରୁ ବରକୁ ଉଠାଇନେଲା ପୋଲିସ

ଭୁବନେଶ୍ୱର,୧।୩: ହାତଗଣ୍ଠି ବଦଳରେ ପଡ଼ିଲା ହାତକଡ଼ି। ବରକୁ ବିବାହ ବେଦିରୁ ଉଠାଇନେଲା ପୋଲିସ। ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱରରେ। ଭୁବନେଶ୍ୱର କମିଶନ୍‌ରେଟ ପୋଲିସ ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗରେ ବରକୁ ଉଠାଇ ନେଇଛି। ଜିତେନ୍ଦ୍ର ସ୍ବାଇଁ ନାମକ ଜଣେ ଯୁବକ ସେ…

ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ଙ୍କୁ ଚାଇନା ଭାଷାରେ ଶୁଭେଚ୍ଛା ଜଣାଇଲା ଭାଜପା

ନୂଆଦିଲ୍ଲୀ,୧।୩: ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ଙ୍କୁ ତାଙ୍କ ଜନ୍ମଦିନରେ ନିଆରା ରାଜନୈତିକ ବଧେଇ ଜଣାଇଛି ଭାଜପା। କିଛି ଦିନ ପୂର୍ବେ ଇସ୍ରୋକୁ ଏକ ମିଶନର ଶୁଭେଚ୍ଛା ଦେବାକୁ ଯାଇ ଡିଏମ୍‌କେ ନେତା ଭାରତର ରକେଟରେ ଚାଇନା ପତାକାର ବ୍ୟବହାର କରିଥିଲେ। ଏହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri