ମାର୍ଚ୍ଚରେ ୧୧ଦିନ ସ୍କୁଲ ଛୁଟି! କରିନିଅନ୍ତୁ ପ୍ଲାନିଂ…
ନୂଆଦିଲ୍ଲୀ,୧।୩: ଛୁଟି କେବଳ ଛୁଟି ନୁହେଁ। ଏହା ଏକ ଇମୋଶନ। ତାହା ଖାଲି ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ନୁହେଁ, ସରକାରୀ-ବେସରକାରୀ ଠାରୁ ଆରମ୍ଭ କରି ଛୁଟି ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ। ଛାତ୍ରଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ଯାଏଁ ଛୁଟି…
ଲକ୍ଷ୍ନୌ ଦେଲା କ୍ରୁନାଲ ପାଣ୍ଡ୍ୟାଙ୍କୁ ଝଟ୍କା
ନୂଆଦିଲ୍ଲୀ,୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍୦୨୪) ଆରମ୍ଭ ହେବା ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍(ଏଲ୍ଏସ୍ଜି) ବଡ଼ ପଦକ୍ଷେପ ନେଇଛି। ଫ୍ରାଞ୍ଚାଇଜ୍ କେଏଲ୍ ରାହୁଲ ଅଧିନାୟକ ରହିବେ। ହେଲେ ତାଙ୍କ ଡେପୁଟି ଅର୍ଥାତ ଉପଅଧିନାୟକ ଭାବେ ଓ୍ବେଷ୍ଟଇଣ୍ଡିଜର ମହାନ କ୍ରିକେଟର ନିକୋଲାସ ପୁରନ୍ଙ୍କୁ ଦାୟିତ୍ୱ…
ଗାଡ଼ି ଭିତରେ ଯାଉଥିଲା ଗୋମାଂସ: ମାଡ଼ି ବସିଲେ ଯୁବକ
ନିଶ୍ଚିନ୍ତକୋଇଲି,୧।୩ (ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ଅଚ୍ୟୁତାନନ୍ଦ ମାର୍ଗ ବୁହାଲୋ ପଞ୍ଚଯାତ ବରପଡା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ଗୋମାଂସା ବୋଝେଇ ଗାଡିକୁ କିଛି ଯୁବକ ଅଟକାଇଥିଲେ। ପରେ ଗାଡ଼ି ଚାଳକ ଗାଡ଼ି ଛାଛି…
ରାଜସ୍ଥାନର ସମସ୍ତ ୨୫ଟି ଆସନରେ ଭାଜପାର ଟିକେଟ ଚୂଡ଼ାନ୍ତ, ୧୦ ସିଟ୍ରେ ନୂଆ ମୁହଁ
ଜୟପୁର,୧ା୩: ଭାଜପା ଆସନ୍ତା ଲୋକ ସଭା ନିର୍ବାଚନରେ ନିଜ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଛି। ଦଳ ସୂତ୍ରରୁ ପ୍ରକାଶ ଯେ, ସମସ୍ତ ୨୫ଟି ଆସନରେ ନାମ ଚୂଡାନ୍ତ ହୋଇଛି, ସେଥିମଧ୍ୟରୁ ୧୦ଟି ସିଟ୍ରେ ନୂଆ ମୁହଁ ଆସିବ। ସମସ୍ତଙ୍କ ନାମ ଖୁବ୍ଶୀଘ୍ର…
ଜାଣନ୍ତୁ ଅନନ୍ତ ଅମ୍ବାନୀଙ୍କ ବିବାହ କରିବାକୁ ଯାଉଥିବା ଏହି ପଣ୍ଡିତଜଣଙ୍କ କିଏ? ନିଅନ୍ତି କେତେ ପାଉଣା…
ବିବାହ ବନ୍ଧନରେ ଆବଦ୍ଧ ହେବେ ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ। ରାଧିକା ମର୍ଚାଣ୍ଟଙ୍କ ହାତ ଧରିବେ ସେ। ମାର୍ଚ୍ଚ ୧ ଅର୍ଥାତ ଆଜିଠାରୁ ଗୁଜରାଟ ଜାମନଗରରେ ପ୍ରି-ଓ୍ବେଡିଂ ସେଲିବ୍ରେଶନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ଖ୍ୟାତନାମା…
ପେନସନ୍ଧାରୀଙ୍କୁ ଝଟ୍କା! ମିଳିବନି ପୁରୁଣା ପେନସନ୍ର ଲାଭ
ନୂଆଦିଲ୍ଲୀ,୧।୩: କେନ୍ଦ୍ର ସରକାର ବର୍ତ୍ତମାନ କିଛି ସଦସ୍ୟଙ୍କ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଯେଉଁମାନେ PF, ଗ୍ରାଚ୍ୟୁଇଟି ଏବଂ Old Pension Scheme ସୁବିଧା ପାଇବେ ନାହିଁ। ନିୟମ ୧୩ରେ ଏହି ସଂଶୋଧନ କରାଯାଇଛି। ସରକାର କହିଛନ୍ତି ଯେ ଏହି ସଦସ୍ୟମାନେ…
ଆଗାମୀ ଦୁଇ ଦିନରେ ଓଡ଼ିଶାରେ ଦିନବେଳା ବଢ଼ିବ ତାପମାତ୍ରା
ଭୁବନେଶ୍ୱର,୧ା୩: ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟରେ ଦିନର ତାପମାତ୍ରା ବଢିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। “ଆସନ୍ତା ଦୁଇ ଦିନ ମଧ୍ୟରେ ଦିନବେଳା ସର୍ବାଧିକ ତାପମାତ୍ରାରେ ଧୀରେ ଧୀରେ ବୃଦ୍ଧି ଘଟିବ ଏବଂ…
ମାଲକାନଗିରି ପାଇଁ ଖୁସି ଖବର: ୫ ତାରିଖରୁ ଉଡ଼ାଣ କରିବ ଯାତ୍ରୀବାହୀ ବିମାନ
ମାଲକାନଗିରି,୧।୩: ମାଲକାନଗିରି ଜିଲାବାସୀଙ୍କ ପାଇଁ ଖୁସି ଖବର, ଆସନ୍ତା ୫ ତାରିଖରୁ ମାଲକାନଗିରି ବିମାନ ବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ାଣ କରିବ । ଏ ନେଇ ଏୟାର ଅନ୍ ଇଣ୍ଡିଆର ବିମାନ ଅଧିକାରୀ ସୂଚନା ଦେଇଛନ୍ତି । ଶୁକ୍ରବାର ପୁଣି ଥରେ…
ପତଳା ପାଇଁ ଗାଡ଼ି ଚାଳନାରେ ଲାଗିଲା ବ୍ୟାନ୍, ଡ୍ରାଇଭିଂ ଲାଇସେନ୍ସ ରଦ୍ଦ
ଆଜିର ସମୟରେ ସମସ୍ତେ ପତଳା ହେବାକୁ ଚାହାନ୍ତି, ଲୋକମାନେ ଏଥିପାଇଁ କେତେ କ’ଣ ଉପାୟ କରନ୍ତି। ପତଳା ହେବା ଏବଂ ଫିଟ୍ ରହିବା ମଧ୍ୟରେ ପାର୍ଥକ୍ୟ ଅଛି। ନଚେତ ଆପଣ ମଧ୍ୟ ଏହି ବ୍ୟକ୍ତିଙ୍କ ପରି ଅସୁବିଧାରେ ପଡ଼ିପାରନ୍ତି। ଜଣେ ବ୍ୟକ୍ତି…
ସ୍ତ୍ରୀ ପିନ୍ଧୁ ନ ଥିଲେ ସ୍ବାମୀଙ୍କ ପସନ୍ଦର ଶାଢୀ, ହୋଇଗଲା ଛାଡପତ୍ର!
ଆଗ୍ରା,୧।୩: ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମନଲାଖି ଶାଢୀ ନ ପିନ୍ଧିବାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଫାଟ ଦେଖାଯାଇଛି। କଥା ଯାଇ ପହଞ୍ଚିଛି ଥାନାରେ। ଥାନାରେ ବ୍ୟକ୍ତିଜଣକ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକୁ ଦାବି କରିଛନ୍ତି।…
ଅନନ୍ତ-ରାଧିକାଙ୍କ ପ୍ରିଓ୍ବେଡିଂ ସେରିମନି ପାଇଁ ପହଞ୍ଚିଲେ ଇଭାଙ୍କା
ମୁମ୍ବାଇ,୧।୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଶୁକ୍ରବାର (ମାର୍ଚ୍ଚ ୧)ରେ ଗୁଜୁରାଟର ଜାମନଗରରେ ପହଞ୍ଚିଛନ୍ତି। ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ତିନି ଦିନିଆ ବିବାହ ସମାରୋହ ଶୁକ୍ରବାର ଠାରୁ…
ନିଜ ପାଇଁ ବାଛିଥିବା ଫିଲ୍ମକୁ ନେଇ ପଶ୍ଚାତାପ କରୁଛନ୍ତି ଅନନ୍ୟା!
ମୁମ୍ବାଇ: ଅନନ୍ୟା ପାଣ୍ଡେ ୨୦୧୯ରେ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ସହିତ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ ଏବଂ ସେହି ଦିନଠାରୁ ସେ ହିଟ ଏବଂ ମିସ ର ମିଶ୍ରିତ ଅନୁଭୂତି ପାଇଥିଲେ। ତେବେ ସେ ‘ଗେହରିୟାନ’ ଏବଂ ‘ଖୋ…
Archives


