Home Left

୧୮୦୦ କୋଟି ଟଙ୍କାର ଖଣି ଦୁର୍ନୀତି: ଦୀପକ ଗୁପ୍ତାଙ୍କ ବାସଭବନରେ ଇଡି ଚଢ଼ାଉ

ବଡ଼ବିଲ,୧ା୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲର ଦୁଇଟି ସ୍ଥାନରେ ଇଡି(ଏନ୍‌ଫୋର୍ସମେଣ୍ଟ ଡିରେକ୍ଟର/ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ଚଢ଼ାଉ ହୋଇଛି। ୧୮୦୦ କୋଟି ଟଙ୍କାର ଉଲିବୁରୁ ଖଣି ମହାଦୁର୍ନୀତିକୁ ନେଇ ଇଡି ପକ୍ଷରୁ ଏହାର ମୁଖ୍ୟ ଦୀପକ ଗୁପ୍ତାଙ୍କ ବଡ଼ବିଲସ୍ଥିତ ବାସଭବନ ଏବଂ ଧୋବି ହଟିଂସ୍ଥିତ…

ନାଗାବଳୀ ନଦୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ରାୟଗଡ଼ା,୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ଚାନ୍ଦିଲି ଗାଁ ନିକଟ ନାଗାବଳୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ପାଣିରେ ବୁଡ଼ିଯାଇ ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁ ଅବଦୁଲ(୧୨) ଏବଂ ହେମାଦେଇ ସୁନା(୯)। ଉଭୟେ ସାନଚାନ୍ଦିଲି ଗ୍ରାମର।…

ରାଜନୀତିକୁ ଆସିବେ ଅକ୍ଷୟ!

ମୁମ୍ବାଇ: ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର ରାଜନୀତିରେ ଯୋଗ ଦେଇ ପାରନ୍ତି। ତେବେ ଅକ୍ଷୟ କୁମାର ଭାଜପା ଟିକେଟରେ ଆଗାମୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ବୋଲି ଖବର ରହିଛି। ବାସ୍ତବରେ ଲୋକ ସଭା ନିର୍ବାଚନ ପାଇଁ ଏବେ…

ନବୀନ ନିବାସରେ ୫-ଟି ଅଧ୍ୟକ୍ଷଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଛତ୍ରପୁରବାସୀ

ଛତ୍ରପୁର,୧ା୩(ଦିଲ୍ଲୀପ ସାମଲ): ଦୀର୍ଘଦିନ ପରେ ଛତ୍ରପୁରବାସୀଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଣିଛନ୍ତି। ଯାହା ଛତ୍ରପୁରବାସୀଙ୍କ ନିମନ୍ତେ ଉପହାର ଭେଟି ସଦୃଶ୍ୟ ହୋଇଛି। ଫେବୃଆରୀ ୨୪ରେ ୧୯୫୫ରେ ଗଠନ ହୋଇଥିବା କଳା, ସାହିତ୍ୟ ଓ ସଂସ୍କୃତି ଆଦି କ୍ଷେତ୍ରରେ ନିଜର ସ୍ବତନ୍ତ୍ର…

ପୁଣି ଆର୍‌ଜେଡିକୁ ବଡ଼ ଝଟ୍‌କା: ଦଳ ଛାଡିଲେ ବଡ଼ ନେତା

ପାଟନା,୧।୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଆଉ ଏକ ଝଟ୍‌କା ଦେଇଛି। ଶୁକ୍ରବାର ଭଭୁଆ ବିପକ୍ଷ ଭରତ ବିନ୍ଦ ଦଳ ପରିବର୍ତ୍ତନ କରି ଭାଜପାରେ ଯୋଗ ଦେଇଥିଲେ। ରାଷ୍ଟ୍ରିୟ ଜନତା ଦଳ ବିଧାୟକ ଭରତ ସମର ଚୌଧୁରୀଙ୍କ ସହ ବିହାର…

୧୦୦ ଦିନରେ ସ୍ଥାପନ ହେବ ୩ ସେମିକଣ୍ଡକ୍ଟର କାରଖାନା

ନୂଆଦିଲ୍ଲୀ,୧।୩: ଭାରତର ଚିପ୍ସ ଆବଶ୍ୟକତା ପୂରଣ ପାଇଁ ୩ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ କରିବାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଆସନ୍ତା ୧୦୦ ଦିନ ମଧ୍ୟରେ ଏହି କାରଖାନାଗୁଡ଼ିକର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା…

ଅର୍ଜିତ ଶିକ୍ଷା ଜ୍ଞାନକୁ ସମାଜ, ଦେଶର ଉନ୍ନତିରେ ବିନିଯୋଗ କର: ରାଷ୍ଟ୍ରପତି

ବ୍ରହ୍ମପୁର,୧ା୩(ତନୁଶ୍ରୀ ନାହାକ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ବ୍ରହ୍ମପୁର ଆସି ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ସେ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ। ରାଷ୍ଟ୍ରପତି କହିଥିଲେ, ନିଜ ଦ୍ୱାରା ଅର୍ଜିତ ଜ୍ଞାନକୁ ନିଜର, ନିଜ ପରିବାର, ନିଜେ…

ରେସ୍ତୋରାଁରେ ଭୟଙ୍କର ବିସ୍ଫୋରଣ, ୪ ଗୁରୁତର ଆହତ

ବେଙ୍ଗାଲୁରୁ,୧।୩: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ବ୍ରୁକଫିଲ୍ଡ ଅଞ୍ଚଳର ରମେଶ୍ୱରାମ କାଫେରେ ଏକ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଅତି କମରେ ୪ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ତିନିଜଣ କର୍ମଚାରୀ ଏବଂ ଜଣେ ଗ୍ରାହକ ଅଛନ୍ତି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ବ୍ୟାଗରେ…

ବିଚ ରାସ୍ତରେ ଏଏପି ନେତାଙ୍କୁ ଗୁଳିକରି ହତ୍ୟା

ତରନତାରନ,୧।୩: ପଞ୍ଜାବର ତରନ ତାରନ ଜିଲାରେ ଜଣେ ଆମ ଆଦମୀ ପାର୍ଟି (ଏଏପି) ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟାକାରୀମାନେ କାରକୁ ଗୋଡ଼ାଇଥିଲେ। ରେଳ ଫାଟକ ବନ୍ଦ ଥିବାରୁ ଟ୍ରେନ ଶ୍ରୀ ଗୋଇନ୍ଦୱାଲ ସାହିବ ନିକଟରେ ଅଟକି ଗଲାବେଳେ ହତ୍ୟାକାରୀମାନେ…

ପଡ଼ିଆରେ ପରସ୍ପର ଧକ୍କା ହେଲେ ୨ ବ୍ୟାଟ୍ସମ୍ୟାନ୍‌: ଆଉ ତା’ପରେ ଘଟିଲା ଏମିତି…ଦେଖନ୍ତୁ ଭିଡିଓ

ଓ୍ବେଲିଙ୍ଗଟନ୍‌,୧।୩: ପ୍ରଥମ ଟେଷ୍ଟ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଓ୍ବେଲିଙ୍ଗଟନ୍‌ରେ ଖେଳାଯାଉଛି। ଏହି ଟେଷ୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନ୍ୟୁଜିଲାଣ୍ଡର ସ୍କୋର ଗୋଟିଏ ଉଇକେଟ୍‌ ଉଇକେଟ ପାଇଁ ୧୨ ରନ ଥିଲା। ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆ…

ବ୍ୟକ୍ତିଙ୍କ କାନ ହେଉଥିଲା କୁଣ୍ଡେଇ, ଡାକ୍ତରଙ୍କ ନିକଟକୁ ଯିବାରୁ ଯାହା ବାହାରିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଅନେକ କଥା ଭାଇରାଲ ହୋଇଥାଏ। ଯାହା ଜାଣି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଆଜିକାଲି ସୋସିଆଲ ମିଡିଆରେ ଚାଇନାର ଗୁଆଙ୍ଗଜୋ ପ୍ରଦେଶର ଏକ ଅଦ୍ଭୁତ ଘଟଣା ଚର୍ଚ୍ଚାକୁ ଆସିଛି। ଏଠାରେ ରହୁଥିବା ଜଣେ ବ୍ୟକ୍ତି ହଠାତ୍‌ ତାଙ୍କ କାନ କୁଣ୍ଡେଇ…

କର୍ନାଟକ ବିଧାନସଭାରେ ଦିଆଯାଇଥିଲା ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ: ମିଳିଲା ପ୍ରମାଣ

ବେଙ୍ଗାଲୁରୁ,୧।୩: କର୍ନାଟକରେ ରାଜ୍ୟ ସଭା ଏମ୍‌ପି ନାସିର ହୁସେନଙ୍କ ବିଜୟ ପରେ ବିଧାନସଭା ବାହାରେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦିଆଯାଇଥିଲା। ବର୍ତ୍ତମାନ ଏହି ମାମଲାରେ ଫୋରେନସିକ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ଦାବି କରାଯାଇଛି, କର୍ନାଟକ ବିଧାନସଭା ବାହାରେ ‘ପାକିସ୍ତାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri