‘ଘରେ ମନାନ୍ତର ନ ଥିଲା’
ସିମୁଳିଆ, ୧୩।୧(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁର ୨୪ଘଣ୍ଟା ପରେ ମଧ୍ୟ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇପାରିନାହିଁ। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୨/୨୪) ରୁଜୁ କରିଛି। ପୋଲିସ ଶୁକ୍ରବାର ମଧ୍ୟାହ୍ନରେ ବିଡିଓଙ୍କ କାର୍ଯ୍ୟାଳୟରେ…
ଶାଢ଼ୀ ପିନ୍ଧି ନାଚୁଥିଲେ ଯୁବତୀ, ଷ୍ଟେଜ୍ ଉପରକୁ ଆସିଗଲେ ଯୁବକ ପରେ…
ବର୍ତ୍ତମାନ କରୀନା କପୁରଙ୍କ ହିଟ୍ ଗୀତ ‘ଚ୍ଛମ୍ମକ ଚ୍ଛଲୋ’ ପ୍ରାୟ ସମସ୍ତ ରିଲ୍ ପ୍ରେମୀଙ୍କ ପ୍ରଥମ ପସନ୍ଦ । ସୋସିଆଲ ମିଡିଆରେ ଏହି ଗୀତରେ ଅନେକ ରିଲ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ…
ରାଉରକେଲାରେ ଭୋଲ୍ଟାସର ପ୍ରଥମ ବ୍ରାଣ୍ଡ୍ ଶପ୍
ଭୁବନେଶ୍ୱର,୧୩।୧(ଅନୁରାଧା ମହାରଣା): ଦେଶର ଅଗ୍ରଣୀ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍ର ପ୍ରମୁଖ କମ୍ପାନୀ ଭୋଲ୍ଟାସ ଲିମିଟେଡ୍ର ନ୍ୟୁ ବ୍ରାଣ୍ଡ୍ ଶପ୍ ରାଉରକେଲାଠରେ ଉଦ୍ଘାଟିତ ହୋଇଯାଇଛି। କମ୍ପାନୀର ସ୍ବୀକୃତିପ୍ରାପ୍ତ ବି.କେ. ରିଟେଲ୍ସ ଆନୁକୂଲ୍ୟରେ ବୁଧବାର ରାଉରକେଲାର ଫର୍ଟିଲାଇଜର ଟାଉନଶିପ ଇ ବ୍ଲକ୍ ମାର୍କେଟଠାରେ…
ଯୁବଗୋଷ୍ଠୀଙ୍କୁ ସଶକ୍ତ କରାଉଛି ବେଦାନ୍ତ
ଭୁବନେଶ୍ୱର,୧୩।୧ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ପକ୍ଷରୁ ଶୁକ୍ରବାର ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏପରିକି କମ୍ପାନୀର ସମସ୍ତ ୟୁନିଟ୍ରେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ପାଳନ ସହ ଯୁବକମାନଙ୍କ ଉନ୍ନତି ଲାଗି ବିଭିନ୍ନ ଉପାୟରେ ସେମାନଙ୍କୁ ସକ୍ଷମ କରିବାକୁ ବେଦାନ୍ତ ତା’ର…
ବିଓବିର ‘ବରୋଦା କିଷାନ୍ ପଖୱାଡ଼ା’ ଉଦ୍ଯାପିତ
ଭୁବନେଶ୍ୱର,୧୩।୧: ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ତଥା କୃଷକଙ୍କ ସହିତ ବ୍ୟାଙ୍କର ବାର୍ଷିକ ଯୋଗାଯୋଗ କାର୍ଯ୍ୟକ୍ରମ ‘ବରୋଦା କିସାନ୍ ପଖୱାଡ଼ା’ର ୬ଷ୍ଠ ସଂସ୍କରଣ ନିକଟରେ ସଫଳତାର ସହ ଶେଷ ହୋଇଛି। ବିଶେଷ କରି ଉକ୍ତ କାର୍ଯ୍ୟକ୍ରମ (କୃଷି ମହୋତ୍ସବ)…
ଆଡାସ୍ ଫିଚର ସହ କିଆର ଅତ୍ୟାଧୁନିକ କମ୍ପାକ୍ଟ ଏସ୍ୟୁଭ
ଭୁବନେଶ୍ୱର,୧୩।୧: କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ସୋନେଟ୍ର ବିକ୍ରୟ ଶୁଭାରମ୍ଭ ସହ ମୂଲ୍ୟ ଘୋଷଣା କରାଯାଇଛି। ଏପରିକି ସାରା ଦେଶରେ ନ୍ୟୁ ସୋନେଟ୍ର ମୂଲ୍ୟ (ଏକ୍ସ ଶୋ’ରୁମ୍) ୭.୯୯ ଲକ୍ଷ ଟଙ୍କାରୁ ଆରମ୍ଭ କରି ଏକ…
ଇଣ୍ଡସ୍ ଫୁଡ୍ ଏକ୍ସପୋରେ ରୁଚି ଷ୍ଟଲ୍
ଭୁବନେଶ୍ୱର,୧୩।୧: ଦକ୍ଷିଣ ପୂର୍ବ ଏସିଆର ବୃହତ୍ ଖାଦ୍ୟ ପ୍ରକିୟାକରଣ ଶିଳ୍ପ ପ୍ରଦର୍ଶନୀ ଇଣ୍ଡସ୍ ଫୁଡ୍ ଏକ୍ସପୋ-୨୦୨୪ରେ ରୁଚି ଫୁଡ୍ଲାଇନ୍ର ଆକର୍ଷଣୀୟ ଷ୍ଟଲ ସହ ଆନ୍ତର୍ଜାତିକ ବଜାରରେ କମ୍ପାନୀ ତା’ର ବାଣିଜି୍ୟକ ଉପସ୍ଥିତି ଜାହିର କରିଛି। ଏପରିକି ଗ୍ରେଟର ନଏଡାର ଇଣ୍ଡିଆ ଏକ୍ସପୋଜିସନ୍ ମାର୍ଟଠାରେ…
ମନୋରଞ୍ଜନ ପାଇଁ ଭାଙ୍ଗର ବ୍ୟବହାର ଉପରେ ଲାଗିଲା ରୋକ, କେବଳ ମେଡିସିନ ପାଇଁ ହେବ ବ୍ୟବହାର
ବ୍ୟାଙ୍କକ,୧୩।୧: ଭାଙ୍ଗ ବ୍ୟବହାରକୁ ନେଇ ଥାଇଲାଣ୍ଡ ସରକାର କଡା ନିଷ୍ପତ୍ତି ନେଇଛନ୍ତି। ସରକାର କହିଛନ୍ତି ଯେ ଭାଙ୍ଗ ବା କାନବିଜକୁ ମନୋରଞ୍ଜନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। ନୂଆ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଔଷଧ କିମ୍ବା ଅନ୍ୟାନ୍ୟ ଚିକିତ୍ସା ଆବଶ୍ୟକତା ପୂରଣ…
ମ୍ୟାଚ୍ ଖେଳିବାକୁ ହେଲିକପ୍ଟରରେ ଆସିଲେ ଷ୍ଟାର କ୍ରିକେଟର ଡେଭିଡ୍ ଓ୍ବାର୍ନର
ସିଡ୍ନୀ,୧୨ା୧: ବିଗ୍ ବାଶ୍ ଲିଗ୍ (ବିବିଏଲ୍)ରେ ସିଡ୍ନୀ ଥଣ୍ଡର୍ସ ତରଫରୁ ଖେଳିବା ଲାଗି ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଡେଭିଡ୍ ଓ୍ବାର୍ନର ହେଲିକପ୍ଟର ଯୋଗେ ଆସି ଆଇକନିକ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍ସିଜି)ରେ ପହଞ୍ଚି ଥିଲେ। ନିକଟରେ ଟେଷ୍ଟ କ୍ରିକେଟରୁ ତାଙ୍କର ଅବସର…
ଆଜିଠୁ ମହିଳା ହକି ଅଲିମ୍ପିକ କ୍ୱାଲିଫାୟର୍ସ: ୟୁଏସ୍ଏକୁ ଭେଟିବ ଭାରତ
ରାଞ୍ଚି,୧୩ା୧: ଏଫ୍ଆଇଏଚ୍ ଅଲିମ୍ପିକ କ୍ୱାଲିଫାୟର୍ସ ଟୁର୍ନାମେଣ୍ଟ ଶନିବାର ଆରମ୍ଭ ହେବ। ଉଦ୍ଘାଟନୀ ଦିବସରେ ଭାରତ ଏହାର ପ୍ରଥମ ମୁକାବିଲାରେ ୟୁଏସ୍ଏକୁ ଭେଟି ଏହାର ଅଭିଯାନ ଆରମ୍ଭ କରିବ। ଭାରତ ପ୍ରତିଯୋଗିତାରେ ପ୍ରଥମ ମ୍ୟାଚ ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍ଏ) ବିପକ୍ଷରେ ଖେଳିବ। ଆୟୋଜକ ଭାରତ…
ଉତ୍କଳ ଓପନ ଟେନିସ୍ ଆରମ୍ଭ: ଯୋଗଦେଇଛନ୍ତି ୨୫୦ ଖେଳାଳି
ଭୁବନେଶ୍ୱର,୧୩।୧(ତପନ ସ୍ବାଇଁ): ଏସିଇ ଟେନିସ କ୍ଲବ ଆନୁକୂଲ୍ୟରେ ଉତ୍କଳ ଓପନ ଟେନିସ ଟୁର୍ନାମେଣ୍ଟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ୩ ଦିନ ବିଶିଷ୍ଟ ଏହି ପ୍ରତିଯୋଗିତାରେ ରାଜ୍ୟର ୨୫୦ ଖେଳାଳି ଅଂଶଗ୍ରହଣ କରିଛନ୍ତି। ୮ ବର୍ଗରେ ପ୍ରତିଯୋଗିତା ପାଇଁ ୩.୨୦ ଲକ୍ଷ…
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଅମିତାଭ, ରଜନିକାନ୍ତ ହେବେ ବିଶେଷ ଅତିଥି, ୩୦୦ ଶ୍ରମିକ-ଭିକାରିଙ୍କୁ କରାଯାଇଛି ନିମନ୍ତ୍ରଣ
ଅଯୋଧ୍ୟା,୧୩।୧: ସମାଜର ପ୍ରତ୍ୟେକ ବିଶିଷ୍ଠ ଏବଂ ସାଧାରଣ ବର୍ଗ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ପ୍ରତିନିଧିତ୍ୱ କରିବେ। ୭ ହଜାରରୁ ଅଧିକ ଅତିଥିଙ୍କ ମଧ୍ୟରୁ ୪ ହଜାର ଧର୍ମଚାର୍ଯ୍ୟ, ୩ହଜାରରୁ ଅଧିକ ଗୃହସ୍ଥ ଏବଂ ଅନ୍ୟମାନେ ବିଭିନ୍ନ ବର୍ଗର ଅତିଥି ରହିବେ।…
Archives


