ଫିଫା ବିଶ୍ୱକପ୍ କ୍ୱାଲିଫାୟର୍ସ: ଭାରତ-ଆଫଗାନିସ୍ତାନ ମ୍ୟାଚ ଡ୍ର
ଆଭା(ସାଉଦି ଆରବ),୨୨ା୩: ଫିଫା ବିଶ୍ୱକପ୍ କ୍ୱାଲିଫାୟର୍ସ ୨୦୨୬ର ଗ୍ରୁପ୍ ‘ଏ’ରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ ଗୋଲ୍ ଶୂନ୍ୟ ଭାବେ ଶେଷ ହୋଇଛି। ଏହି ଫଳାଫଳ ଉଭୟ ଦଳର କୋଚ୍ ଇଗୋର ଷ୍ଟିମାକ୍ ଓ ଆସ୍ଲେ ଓ୍ବେଷ୍ଟଉଡ୍ଙ୍କୁ…
ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଦା ହେଲେ ବିଜୟ ପଟ୍ଟନାୟକ
ଭୁବନେଶ୍ୱର,୨୨।୩: ପ୍ରଦେଶ କଂଗ୍ରେସ କମିଟି(ପିସିସି) ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକ ବିଦା ହୋଇଛନ୍ତି। ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ବିଜୟଙ୍କୁ…
ଆସୁଛି ନିର୍ବାଚନ: ଭୋଟର ପରିଚୟପତ୍ର ନ ଥିଲେ ବି ଦେଇପାରିବେ ଭୋଟ୍
ଭଦ୍ରକ,୨୨।୩(ସନାତନ ରାଉତ): ଆଗାମୀ ସାଧାରଣ ନିର୍ବାଚନରେ ଭୋଟର ତାଲିକାରେ ନାମ ଥାଇ ଭୋଟର ପରିଚୟପତ୍ର ନ ଥିଲେ ମଧ୍ୟ ଭୋଟ୍ ଦେଇପାରିବେ। ଭଦ୍ରକ ଜିଲାର ୫ ବିଧାନସଭା ଓ ଗୋଟିଏ ଲୋକ ସଭା ଆସନ ପାଇଁ ଆସନ୍ତା ଜୁନ୍ ୧ରେ ମତଦାନ…
କେଜରିୱାଲଙ୍କ ଗିରଫକୁ ଆପ୍ର ବିରୋଧ
ସମ୍ବଲପୁର,୨୨ା୩(ପ୍ରମୋଦ ବହିଦାର): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗୁରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀଙ୍କୁ ଆମ ଆଦ୍ମୀ ପାର୍ଟି (ଆପ୍) ସମ୍ବଲପୁର ଶାଖା ପକ୍ଷରୁ ବିରୋଧ କରାଯାଇଛି। ଏହି ଘଟଣାକୁ ତୀବ୍ର ନିନ୍ଦା କରି ଆପ୍ ଏହାକୁ ଗଣତନ୍ତ୍ରର ହତ୍ୟା…
ବଦଳିଲେ ୨୮ ଓଏଏସ୍ ଅଫିସର
ଭୁବନେଶ୍ୱର,୨୨।୩: ରାଜ୍ୟ ସରକାରଙ୍କ ପକ୍ଷରୁ ୨୮ ଓଏଏସ୍ ଅଫିସରଙ୍କ ବଦଳି କରାଯାଇଛି। ଏନେଇ ଶୁକ୍ରବାର ବିଧିବଦ୍ଧ ଭାବେ ବଦଳି ବିଜ୍ଞପ୍ତି ଜାରି ହୋଇଛି। ସମ୍ପୃକ୍ତ ଅଫିସରମାନଙ୍କୁ ଅପରାହ୍ନରେ ରିଲିଭ୍ କରି ନୂଆ ସ୍ଥାନରେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ…
‘ଏମିତି ତମ କୋଳରେ ଆଉଥରେ ନିଶ୍ଚିତ ଜନ୍ମ ନେବି’
ଭୁବନେଶ୍ୱର,୨୨।୩: ଗୋଟିଏ ଝିଅ ପାଇଁ ତା’ ବାପାଙ୍କ ସ୍ଥାନ ସ୍ବତନ୍ତ୍ର। ତାଙ୍କ ଆବର୍ତ୍ତମାନରେ ଝିଅ ଜୀବନରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୁଏ। ଠିକ୍ ଏଭଳି ବିଜେଡିର ବରିଷ୍ଠ ନେତା ଡା. ଦାମୋଦର ରାଉତଙ୍କ ପରଲୋକ ଗମନ ପରେ ଭାଙ୍ଗି ପଡ଼ିଛନ୍ତି…
୩ ବିଧାୟକଙ୍କ ଇସ୍ତଫା ପରେ ସଙ୍କଟରେ ହିମାଚଳ ସରକାର
ଶିମଲା,୨୨।୩: ହିମାଚଳ ପ୍ରଦେଶରେ ଶୁକ୍ରବାର ଏକ ବଡ ଧରଣର ରାଜନନୈତିକ ଓଲଟପାଲଟ ଦେଖିବାକୁ ମିଳିଛି। ଏପରିକି ପ୍ରଦେଶରେ ଏକପ୍ରକାର କ୍ଷମତା କନ୍ଦଳ ଦେଖାଦେଇଛି। ରାଜ୍ୟସଭା ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ୩ଜଣ ସ୍ବାଧୀନ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି…
ଦ୍ୱିତୀୟ ସନ୍ତାନକୁ ନେଇ ଚମକାଇବା ଭଳି କଥା କହିଲେ ରାଣୀ
ମୁମ୍ବାଇ: ବଲିଉଡର ସବୁଠାରୁ ଟ୍ୟାଲେଣ୍ଟେଡ ଆକ୍ଟ୍ରେସଙ୍କ ଭିତରୁ ରାଣୀ ମୁଖାର୍ଜୀ ଅନ୍ୟତମ। ନିକଟରେ ସେ ତାଙ୍କର ୪୬ ତମ ଜନ୍ମଦିନ ପାଳନ କରିଛନ୍ତି। ଏକ ସାକ୍ଷାତକାରରେ ଅଭିନେତ୍ରୀ ବଖାଣିଛନ୍ତି ଆବରଶନ ସମୟରେ ତାଙ୍କୁ କେତେ କଷ୍ଟ ହୋଇଥିଲା। ସେ କହିଥିଲେ ଯେ…
କହ୍ନେୟା କୁମାରଙ୍କ କଟିଲା ଟିକେଟ୍!
ନୂଆଦିଲ୍ଲୀ,୨୨।୩: ମହାମେଣ୍ଟ ଇଣ୍ଡିଆର ସିଟ୍ ବୁଝାମଣାର ଘୋଷଣା ହୋଇନାହିଁ। କିନ୍ତୁ ନିଜ ପକ୍ଷରୁ ସବୁ ଦଳ ପ୍ରାର୍ଥୀ ଘୋଷଣା ଆରମ୍ଭ କରି ଦେଇଛନ୍ତି। ବିହାରରେ ଆରଜେଡି ତା’ର ଚାରି ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ଏବେ ବାମ ଦଳ ସିପିଆଇ ମଧ୍ୟ…
‘ମୋ ଜୀବନ ଦେଶ ପାଇଁ ସମର୍ପିତ…’, ଇଡି କଷ୍ଟୋଡିରେ କେଜରିଓ୍ବାଲଙ୍କ ପ୍ରଥମ ବୟାନ
ନୂଆଦିଲ୍ଲୀ,୨୨।୩: ଇଡି ହେପାଜତକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ତାଙ୍କର ପ୍ରଥମ ବୟାନ ଦେଇଛନ୍ତି। ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇ ସେ କହିଛନ୍ତି ଯେ ମୁଁ ଜେଲ ଭିତରେ କିମ୍ବା ବାହାରେ ଥିଲେ ବି, ମୋ ଜୀବନ…
ଭାଜପାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଏଥର ନାହିଁ ଓଡ଼ିଶା ନାଁ
ଭୁବନେଶ୍ୱର,୨୨।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ହେଲେ ଏଥର ମଧ୍ୟ ତାଲିକାରେ ଓଡ଼ିଶାର କାହାର ନାଁ ନାହିଁ। ତାଲିକାରେ କେବଳ ତାମିଲନାଡୁ ଓ ପୁଡୁଚେରୀର ପ୍ରାର୍ଥୀଙ୍କ…
ବଡ ଖବର: ହିମାଚଳର ୩ ନିର୍ଦ୍ଦଳୀୟ ବିଧାୟକ ଦେଲେ ଇସ୍ତଫା
ଶିମଲା,୨୨।୩: ଶୁକ୍ରବାର ହିମାଚଳ ପ୍ରଦେଶରେ ଏକ ବଡ ରାଜନନୈତିକ ଘଟଣା ଘଟିଛି। ଏଠାରେ ରାଜ୍ୟ ସଭା ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ତିନିଜଣ ସ୍ବାଧୀନ ବିଧାୟକ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ପ୍ରାୟ ୨୫ ଦିନ ପରେ ହିମାଚଳ ଫେରି…
Archives


