Home Left

ପ୍ରଭାବ ଦେଖାଇବାକୁ ଆଶାୟୀଙ୍କ କସରତ

ଅମରପାଲି,୨୩ା୩ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଧାନସଭା କ୍ଷେତ୍ରରେ ଆଶାୟୀ ପ୍ରାର୍ଥୀମାନେ ଦଳୀୟ ଟିକେଟ ପାଇଁ କସରତ ଆରମ୍ଭ କଲେଣି। ନିଜ ଢଙ୍ଗରେ ଦଳୀୟ ହାଇକମାଣ୍ଡଙ୍କ ନିକଟରେ ନିଜ ଅଞ୍ଚଳରେ ଥିବା ପ୍ରଭାବ ଦେଖାଇବାରେ ଏମାନେ ବ୍ୟସ୍ତ। ବିଜେଡି-ଭାଜପା ମେଣ୍ଟ…

ଏକାଠି ହେଲେ ଧ୍ରୁବ, ଅଂଶୁମାନ

ରାଜନଗର, ୨୩ା୩(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀର ବିଜେଡି ସମନ୍ବୟ ବୈଠକ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତି ଫେବୃଆରୀ ୧୪ରେ କଂଗ୍ରେସରୁ ଇସ୍ତଫା…

ପ୍ରସନ୍ନଙ୍କୁ ରଘୁ ସମର୍ଥକଙ୍କ ବିରୋଧ

ଖୋର୍ଦ୍ଧା,୨୩ା୩ (ପ୍ରଭାତ ପାଣିଗ୍ରାହୀ): ଆଗାମୀ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲା ଚିଲିକା ନିର୍ବାଚନମଣ୍ଡଳୀରେ ଶାସକ ଦଳରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ସମସ୍ତେ ନିଜ…

ଭାଜପାକୁ ମେଘା ଇଞ୍ଜିନିୟରିଂ ଦେଇଛି ସର୍ବାଧିକ ଚାନ୍ଦା

ନୂଆଦିଲ୍ଲୀ,୨୩।୩: ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରୀ ୨୪ ମଧ୍ୟରେ ଭାଜପା ଇଲେକ୍ଟୋରାଲ ବଣ୍ଡ୍‌ରୁ ୬,୦୬୦.୫ କୋଟି ଟଙ୍କା ପାଇଥିବା ପୂର୍ବରୁ ପ୍ରକାଶ ପାଇଥିଲା। ତେବେ ୨୦୧୮ ମାର୍ଚ୍ଚରୁ ଦେଖିଲେ ଏହି ଦଳକୁ ବଣ୍ଡ୍‌ ଜରିଆରେ ମୋଟ ୮,୨୫୧.୮ କୋଟି ଟଙ୍କା…

ଆଜି ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱ ହୋଇଯିବ ଅନ୍ଧାର

୨୩ ମାର୍ଚ୍ଚ ୨୦୨୪ ଅର୍ଥାତ୍‌ ଆଜି ରାତି ୮:୩୦ରୁ ୯:୩୦ ମଧ୍ୟରେ ଆର୍ଥ ଆଓ୍ବାର ପାଳନ କରାଯିବ। ଏହା ଏକ ବିଶ୍ୱସ୍ତରୀୟ ଅଭିଯାନ। ଏଥିରେ ଲୋକମାନେ ଏକ ଘଣ୍ଟା ପାଇଁ ଲାଇଟ୍‌ ବନ୍ଦ କରି ଶକ୍ତି ସଞ୍ଚୟ କରିବାକୁ ପ୍ରତିଶ୍ରୁତି ନିଅନ୍ତି।…

ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ ଇତିହାସ ରଚିଲେ ବିରାଟ କୋହଲି

ଚେନ୍ନାଇ,୨୨।୩: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଆଇପିଏଲ୍‌ ୨୦୨୪ର ପ୍ରଥମ ମୁକାବିଲାରେ ଇତିହାସ ରଚିଛନ୍ତି। ସେ ଟି୨୦ କ୍ରିକେଟରେ ୧୨ ହଜାର ରନ୍‌ ପୂରଣ କରିଥିବା ପ୍ରଥମ ଭାରତୀୟ ପାଲଟିଛନ୍ତି। ବିରାଟ ଏହି ଉପଲବ୍ଧି ହାସଲ କରିଥିବା ଦୁନିଆର ୬ଷ୍ଠ…

ଶିବସେନାରେ ସାମିଲ ହେବେ ଗୋବିନ୍ଦା, ଏହି ଆସନରୁ ଟିକେଟ ମିଳିବା ଫାଇନାଲ !

ମୁମ୍ବାଇ,୨୨।୩: ନିର୍ବାଚନ ଲଢ଼ିବେ ବଲିଉଡ୍‌ ଫିଲ୍ମ ଅଭିନେତା ଗୋବିନ୍ଦା। ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ସାମିଲ ହୋଇପାରନ୍ତି। ଏପରିକି ମୁମ୍ବାଇର ଉତ୍ତର ପଶ୍ଚିମ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ପ୍ରକାଶ ଯେ, ଅଭିନେତା ଗୋବିନ୍ଦା…

ଖୋଲା ଚ୍ୟାଲେଞ୍ଜ ଦେଲା ବିଜେଡି

ଭୁବନେଶ୍ୱର,୨୨ା୩(ଅନିଲ ଦାସ)- ଭର୍ତ୍ତୃହରି ମହତାବଙ୍କୁ ୬ ଥର ବିଜେଡିରୁ ସାଂସଦ ଟିକେଟ ଦିଆଯାଇ ଦିଲ୍ଲୀ ପଠାଯାଇଥିଲା। ୨୦୧୪ ଓ ୨୦୧୯ରେ ଶେଷ ମୁହୂର୍ତ୍ତରେ ଟିକେଟ ଦିଆଯାଇଥିଲା। କାରଣ ତାଙ୍କ ସ୍ଥିତି କଟକରେ ଭଲ ନ ଥିଲା । ସେ ଦିନକୁ ଦିନ…

କୁଜଙ୍ଗର ପୂର୍ବତନ ଆର୍‌ଆଇ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୨ା୩ (କାର୍ତ୍ତିକ ସାହୁ) ଜଗତସିଂହପୁର ଜିଲା କୁଜଙ୍ଗ ସର୍କଲର ଅବସରପ୍ରାପ୍ତ ପୂର୍ବତନ ଆର୍‌ଆଇ ସୁବାସ ଚନ୍ଦ୍ର ଦାସ କଟକ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଦାସଙ୍କ ବିରୋଧରେ ରୁଜୁ ଏକ ଲାଞ୍ଚ ମାମଲାର ବିଚାର କରି ଅଦାଲତ ତାଙ୍କୁ ୨…

RCB Vs CSK: ଟସ୍‌ ଜିତି ବେଙ୍ଗାଲୁରୁର ବ୍ୟାଟିଂ ନିଷ୍ପତ୍ତି, ପାଓ୍ବାର ପ୍ଲେରେ ଲାଗିଲା ୩ ଝଟ୍‌କା

ଚେନ୍ନାଇ,୨୨।୩: ଦୀର୍ଘ ୧୦ ମାସର ବ୍ୟବଧାନ ପରେ ଆରମ୍ଭ ହୋଇଛି କ୍ରିକେଟର ବଡ଼ ଲିଗ୍‌ ‘ଆଇପିଏଲ୍‌’। ଚେନ୍ନାଇର ଚେପାକ୍‌ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଏଥିରେ ଆର୍‌ସିବି ପ୍ରଥମେ ଟସ୍‌…

‘କ୍ଷମତାର ଅହଙ୍କାର ଯୋଗୁ କେଜ୍‌ରିଓ୍ବାଲଙ୍କୁ ଗିରଫ କରାଇଛନ୍ତି ମୋଦି’

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗିରଫ କରାଯିବା ପରେ ତାଙ୍କ ପତ୍ନୀ ସୁନୀତା କେଜ୍‌ରିଓ୍ବାଲଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ମୋଦିଙ୍କ ଅହଙ୍କାର ହିଁ…

ୟୁଟ୍ୟୁବର ଏଲଭିଶଙ୍କୁ ଜାମିନ

ନୂଆଦିଲ୍ଲୀ,୨୨।୩: ପ୍ରସିଦ୍ଧ ୟୁଟ୍ୟୁବର୍‌ ଏବଂ ବିଗ ବସ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ମିଳିଛି ଜାମିନ। ରେଭ ପାର୍ଟିରେ ସାପ ବିଷ ମଗାଇବା ମାମଲାରେ ତାଙ୍କୁ ମାର୍ଚ୍ଚ ୧୭ ରେ ଗିରଫ କରାଯାଇଥିଲା। ଏବେ ସେ କୋର୍ଟରୁ ଜାମିନ ପାଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri