Home Left

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ କଂଗ୍ରେସ କର୍ମୀ

ଛତ୍ରପୁର,୧୭ା୨(ଦିଲ୍ଲୀପ ସାମଲ): ଭାଜପା ଓ ବିଜେଡିର ଅଘୋଷିତ ମେଣ୍ଟ ପାଇଁ ଓଡ଼ିଶା ଓ ଓଡ଼ିଆଙ୍କ ଅସ୍ମିତା ଧ୍ୱଂସ ହେଉଥିବାରୁ ଶନିବାର ପୂର୍ବାହ୍ନରେ ଗଞ୍ଜାମ ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା ଓ ବିଜେଡିର…

‘ପୁଷ୍ପା ୨’ ରିଲିଜ୍‌ ପୂର୍ବରୁ ‘ପୁଷ୍ପା ୩’ ନେଇ ଘୋଷଣା, ଅଲୁ ଅର୍ଜୁନ କଲେ କନଫର୍ମ

ମୁମ୍ବାଇ: ୨୦୨୧ରେ ଯେତେବେଳେ ଅଲୁ ଅର୍ଜୁନଙ୍କ ‘ପୁଷ୍ପା: ଦି ରାଇଜ’ ରିଲିଜ୍‌ ହେଲା, ଫ୍ୟାନ୍ସ ଏଥିରେ ଦିଓ୍ବାନା ହୋଇଗଲେ। ସେତେବେଳେ ସମସ୍ତଙ୍କ ଓଠରେ ଏକମାତ୍ର ସଂଳାପ ବାରବାର ଶୁଣାଗଲା ‘ଝୁୁକେଗା ନେହି ଶାଲା’। ଏହି ଫିଲ୍ମର ଗୀତଗୁଡ଼ିକ ମଧ୍ୟ ଦର୍ଶକଙ୍କ ହୃଦୟ…

ପ୍ରଫୁଲ୍ଲ ଓ ପୁଅ ପ୍ରୟାସକାନ୍ତିଙ୍କୁ ଇଡିର ସମନ, କାଗଜପତ୍ର ସହ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୦୨: ଭଣ୍ଡାରିପାଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡ଼ୁଆ ବଢିଛି। ବିଜେଡି ବିଧାୟକ ପ୍ରଫୁଲ୍ଲ ଓ ପୁଅ ପ୍ରୟାସକାନ୍ତିଙ୍କୁ ସମନ କରିଛି ଇଡି। ବାରିପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ତାଙ୍କୁ ସମନ ପଠାଯାଇଛି। କାଗଜପତ୍ର ସହ ହାଜର ହେବାକୁ କୁହାଯାଇଛି। ଗତ…

୧୯ ବର୍ଷରେ ଆଖି ବୁଜିଲେ ଆମିର୍‌ ଖାନ୍‌ଙ୍କ ଅନସ୍କ୍ରିନ୍‌ ଝିଅ

ବମ୍ବେ: ବଲିଉଡ୍‌ର ସଫଳ ଫିଲ୍ମ ‘ଦଙ୍ଗଲ’ରେ ବବିତା କୁମାରୀ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ସୁହାନୀ ଭଟ୍ଟନାଗରଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୧୯ ବର୍ଷ ହୋଇଥିଲା। ଫରିଦାବାଦର ଏମ୍ସ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ଏବେ ହଠାତ ମୃତ୍ୟୁ…

ଦୁନିଆର ସବୁଠୁ ଉଚ୍ଚ ଶିବମନ୍ଦିର, ନିର୍ମାଣ ପାଇଁ ଲାଗିଥିଲା ୪୦ ବର୍ଷ

ଦୁନିଆରେ ଅନେକ ଶିବ ମନ୍ଦିର ରହିଛି। ମାତ୍ର ଏକ ଶିବ ମନ୍ଦିର ଦୁନିଆର ସବୁଠୁ ଉଚ୍ଚ ବୋଲି ପରିଗଣିତ ହେଉଛି। ଏହି ଶିବ ମନ୍ଦିରର ଉପର ମୁଣ୍ଡରେ ୧୧ ଫୁଟ ଉଚ୍ଚର ଏକ କଳସ ରହିଛି। ଦେଶ ତଥା ବିଦେଶର ଭକ୍ତମାନେ…

ମେଲ୍‌ କେହି ପଢିଛନ୍ତି କି ନାହିଁ ଜାଣି ପାରୁନାହାନ୍ତି କି? ଚୁଟ୍‌କିରେ ଜାଣନ୍ତୁ

ସୋସିଆଲ ମିଡିଆ ଆପରେ ମେସେଜ ପଠାଇବା ପରେ, ମେସେଜ ପାଇଥିବା ବ୍ୟକ୍ତି ମେସେଜ ପାଇଲେ କି ନାହିଁ ଆମେ ବ୍ଲୁ ଟିକ ଦ୍ୱାରା ଜାଣିବାକୁ ପାଇଥାଉ। କିନ୍ତୁ ଇ-ମେଲ୍‌ ରେ ଏହାର ବ୍ୟତିକ୍ରମ ଦେଖାଯାଏ। ଅର୍ଥାତ୍‌ ଇ-ମେଲ ପହଞ୍ଚିଲା କି ନାହିଁ…

କାରରୁ ବାହାରିଲା ୨୧୫ କେଜି ଗଞ୍ଜେଇ: ୩ ଗିରଫ

ବ୍ରହ୍ମପୁର,୧୭।୨(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୁଇନ୍ଦା ଉପ ଅଧିକ୍ଷକ କୁବେର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତି ନଗରରୁ ଏକ କାର ଭିତରୁ ୫୦ କେଜି ଗଞ୍ଜେଇ ଜବତ କରିଛି। ଅଭିଯୁକ୍ତ ଜଣଙ୍କ ଗଜପତି ଜିଲା ଆର.…

ଯୁବବର୍ଗଙ୍କ ପାଇଁ ଖୁସିଖବର: ନିଯୁକ୍ତି ପରେ ନିଯୁକ୍ତି, କଟକ ଚୌଦ୍ୱାରରେ ନୂତନ ଶିଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଚୌଦ୍ବାର,୧୭।୨(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଚୌଦ୍ୱାରରେ ନୂତନ ଶିଳ୍ପର ଶିଳାନ୍ୟାସ କରିଛନ୍ତି । ୱେଲସ୍ପନ ଇଣ୍ଟିଗ୍ରେଟେଡ ଟେକ୍ସଟାଇଲ ପାର୍କ ନିର୍ମିତ ହେବ । ପ୍ରକଳ୍ପ ପାଇଁ ୩ ହଜାର କୋଟି ଟଙ୍କା ନିବେଶ ହେବ । ୧୦ ହଜାର…

ପୂର୍ବ ଶତ୍ରୁତାରୁ ବୃଦ୍ଧଙ୍କ ଗଳାକାଟି ହତ୍ୟା ଅଭିଯୋଗ

କାମାକ୍ଷାନଗର,୧୭ା୨(ଅମ୍‌ଜାନ୍‌ ଖାନ୍‌): ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ମରୁଆବିଲି ପଞ୍ଚାୟତ କଣ୍ଡାର ଗ୍ରାମରେ  ଧର୍ମାନନ୍ଦ ଦେହୁରୀ ନାମକ ଜଣେ ବ୍ୟକ୍ତିଙ୍କୁ କେହି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଶୁକ୍ରବାରଠାରୁ ଧର୍ମାନନ୍ଦ ଘରୁ ଆସିଥିବା…

‘ପଶ୍ଚିମବଙ୍ଗରେ ଲାଗୁ ରାଷ୍ଟ୍ରପତି ଶାସନ’

କୋଲକାତା,୧୭।୨: ପଶ୍ଚିମବଙ୍ଗର ଉତ୍ତର ପରଗାନା ଜିଲାସ୍ଥିତ ସନ୍ଦେଶଖାଲି ଯୌନ ଉତ୍ପୀଡନ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଏବେ କଥା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଯାଏ ପହଞ୍ଚିଛି। ଏସ୍‌ସି ପ୍ୟାନେଲ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗି ସୁପାରିଶ…

ସ୍ଥଗିତ ହେଲା ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ

ଭୁବନେଶର,୧୭।୨: ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ   ରହିଛି । ସରକାରଙ୍କ ପ୍ରତିତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ପର୍ଯ୍ୟାୟ କ୍ରମେ ସବୁ ଦାବି ପୂରଣ ନେଇ ପ୍ରତିଶୃତି ଦିଆଯାଇଛି । ତେଣୁ ଆନ୍ଦୋଳନ ସ୍ଥଗିତ ନେଇ ପ୍ରାଣୀ ଚିକିତ୍ସକ ସେବା ସଙ୍ଘ…

ରେଳଧାରଣାରେ ପଡ଼ିଛି ୪ ଖଣ୍ଡ ବିଖଣ୍ଡିତ ମୃତଦେହ

ଟେନ୍‌ସା,୧୭।୨(ସମୀର କୁମାର ପାଢ଼ୀ): ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲା ଚକ୍ରଧରପୁର ରେଳ ବିଭାଗ ତାଲାବୁରୁ-କେନ୍ଦୋପୋସି ରେଳଷ୍ଟେଶନ ମଧ୍ୟରେ ଥିବା ରେଳଧାରଣାରୁ ୪ଜଣଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରିଛି। ଧାରଣା ଉପରେ ଜଣେ ଯୁବକ, ଜଣେ ମହିଳା ଏବଂ ଦୁଇ ଶିଶୁଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri