ସୁପର୍ ଫୁଡ୍ ଅଁଳା, ଔଷଧୀୟ ଗୁଣରେ ଭରପୁର
ଔଷଧୀୟ ଗୁଣ ଦୃଷ୍ଟିରୁ ଦେଖିଲେ ଅଁଳାରେ ଭରି ରହିଛି ଅନେକ ଉପକାରୀ ଗୁଣ; ଯାହା ଆମକୁ ବିଭିନ୍ନ ରୋଗରୁ ଉପଶମ ଦେଇଥାଏ। ତେଣୁ ଆୟୁର୍ବେଦରେ ଅଁଳାକୁ ପ୍ରକୃତିର ଏକ ବରଦାନ ବୋଲି କୁହାଯାଏ। ଭିଟାମିନ୍ ସି, କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ…
ପେଟରେ ଇନ୍ଫେକ୍ସନ୍ ହେଲେ କ’ଣ ଖାଇପାରିବେ, ଜାଣନ୍ତୁ…
ଅସନ୍ତୁଳିତ ଖାଦ୍ୟ ଖାଇବା, ଦୂଷିତ ପାଣି ପିଇବା କିମ୍ବା କୌଣସି ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିବା ଦ୍ୱାରା ବେଳେବେଳେ ପେଟରେ ଇନ୍ଫେକ୍ସନ ହୋଇ ଖୁବ୍ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହି ସମୟରେ କ’ଣ ଖାଇବା ଭଲ କ’ଣ ନୁହେଁ; ତାହାକୁ ନେଇ ଅନେକେ…
ସ୍ବାମୀଙ୍କୁ ବାନ୍ଧି ସ୍ତ୍ରୀଙ୍କୁ ଗଣବଳାତ୍କାର
ବ୍ରହ୍ମଗିରି,୧୮।୨(ସ୍ବାଧୀନ ଚମ୍ପତ୍ତିରାୟ)ଜଣେ ବ୍ୟକ୍ତିଙ୍କୁ ବାନ୍ଧି ତାଙ୍କ ସ୍ତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଘଟିଛି ଏହି ଘଟଣା। ଏନେଇ ଅଭିଯୋଗ ପାଇବା ପରେ ମେରାଇନ ଥାନା ପୋଲିସ ଅରଖକୁଦା ଗ୍ରାମର…
ଲୁଟେରାଙ୍କ ଟାର୍ଗେଟରେ ମେଡିସିନ ବ୍ୟବସାୟୀ
ବଇଣ୍ଡା,୧୮।୨(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା, ଜରପଡା, କିଶୋରନଗର ଥାନା ଇଲାକାରେ କିଛିଦିନ ହେବ ଚୋରି ବଢିବାରେ ଲାଗିଛି। ବିଶେଷ କରି ମେଡିସିନ ବ୍ୟବସାୟୀଙ୍କୁ ଲୁଟେରାମାନେ ଟାର୍ଗେଟ କରୁଥିବାବେଳେ ଏବେ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଅସୁରକ୍ଷିତ…
କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟକୁ ଆସିଲେନି ନେତା, ଅଧିକାରୀ
ରସୁଲପୁର,୧୮ା୨(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଞ୍ଚତ୍ ପଞ୍ଚାୟତ ଗରୁଆଳ ଗ୍ରାମର ଚାଷୀ ରବୀନ୍ଦ୍ର ପରିଡ଼ା ଫୁଲକୋବି ଫସଲର ଅଭାବୀ ବିକ୍ରିର ଶିକାର ହୋଇଛନ୍ତି। ଫଳରେ ସେ ୨ ସପ୍ତାହ ତଳେ ୫୦ ଡିସିମିଲିରୁ ଊର୍ଦ୍ଧ୍ୱ କୋବି ଫସଲ ଉଜାଡ଼ି ଦେଇଛନ୍ତି। ଫୁଲକୋବି…
ଏହି ଦେଶକୁ ସଙ୍କଟରୁ ବାହାର କରିବ ଭାରତ, ସୃଷ୍ଟିହେବ ବଡ଼ ନିଯୁକ୍ତି ସୁଯୋଗ
ନୂଆଦିଲ୍ଲୀ ,୧୭।୨: ଭାରତର ଜନସଂଖ୍ୟା ବର୍ତ୍ତମାନ ଦେଶ ପାଇଁ ଏକ ବଡ଼ ଶକ୍ତି ପାଲଟିଛି। ସମଗ୍ର ବିଶ୍ୱ ପାଇଁ ଭାରତର ଶ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ସାରା ବିଶ୍ୱରେ ଭାରତୀୟ ଶ୍ରମିକଙ୍କ ଚାହିଦା ବୃଦ୍ଧି ପାଉଛି। ଇସ୍ରାଏଲ ଏବଂ ଇଟାଲୀ ପରେ,…
ଔଷଧ ପ୍ରସ୍ତୁତ କରିବା ପାଇଁ ପ୍ରତିବର୍ଷ ଜୀବନ ହରାଉଛନ୍ତି ଲକ୍ଷାଧିକ ଗଧ
ନୂଆଦିଲ୍ଲୀ ,୧୭।୨: ଔଷଧୀୟ ବ୍ୟବହାର ଉଦ୍ଦେଶ୍ୟରେ ଗଧ ଚର୍ମର ଲାଭଜନକ କାରବାର ପାଇଁ ପୃଥିବୀର ବିଭିନ୍ନ ସ୍ଥାନରେ ଗଧ ଚୋରିର ଏକ ଭୟାବହ ଧାରା ବଢ଼ିବାରେ ଲାଗିଛି। ବର୍ତମାନ ମଧ୍ୟ ଅନେକ ଦେଶରେ ଲୋକେ ସେମାନଙ୍କର ଜୀବିକା ନିର୍ବାହ ପାଇଁ ସେମାନଙ୍କର…
ମହିଳା ପ୍ରୋ ଲିଗ୍: ଅଷ୍ଟ୍ରେଲିଆକୁ ହରାଇଲା ଭାରତ, ଘରୋଇ ମାଟିରେ ପ୍ରଥମ
ରାଉରକେଲା,୧୭।୨(ଦିନେଶ ମିଶ୍ର): ମହିଳା ପ୍ରୋ ଲିଗ୍ ହକିରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚଳିତ ସିଜନର ଦ୍ୱିତୀୟ ବିଜୟ ହାସଲ କରିଛି ଭାରତ। ଶନିବାର କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ଟିକୁ ଭାରତ ୧-୦ରେ ଜିତି ନେଇଥିଲା। ଏହା ପୂର୍ବରୁ ଭାରତ କେବଳ ଆମେରିକା ବିପକ୍ଷରେ…
ଆପଣଙ୍କ ବ୍ୟାଙ୍କରୁ ଓଟିପି କି ଏସ୍ଏମ୍ଏସ୍ ଆସୁନାହିଁ କି? କରନ୍ତୁ ଏହି କାମ, ତୁରନ୍ତ ହୋଇଯିବ ଠିକ୍
ନୂଆଦିଲ୍ଲୀ,୧୭।୨: ଆଜିକାଲିର ସମୟରେ ଓଟିପି(ଓ୍ବାନ୍ ଟାଇମ୍ ପାସଓ୍ବାଡ୍)ର ଗୁରୁତ୍ୱ ବଢ଼ିଛି। ଡିଜିଟାଲ ହେବା ଯୋଗୁ ଏହାଦ୍ୱାରା ବ୍ୟାଙ୍କ ଆକାଉଣ୍ଟ ସୁରକ୍ଷିତ ରହିଛି। ଯେତେବେଳେ ବି ବ୍ୟାଙ୍କ ଆକାଉଣ୍ଟରୁ ଟ୍ରାନ୍ଜାକ୍ସନ କରାଯାଉଛି ନଚେତ ପରିବର୍ତ୍ତନ କରାଯାଉଛି, ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରକୁ ଓଟିପି…
ବାରଖମାକୁ ନୂଆ ବ୍ଲକ ଘୋଷଣା ଦାବି ଜୋର୍ ଧରିଲା
ବାଲିଗୁଡ଼ା,୧୭ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜଲା ବାଲିଗୁଡ଼ାର ୧୫ ନମ୍ବର ଜିଲା ପରିଷଦ ଜୋନ୍ ବାରଖମାକୁ ନୂତନ ବ୍ଲକ ଘୋଷଣା ନିମନ୍ତେ ଦାବି ଜୋର ଧରିଛି। ଶନିବାର ବ୍ଲକ ସଂଗ୍ରାମ ମଞ୍ଚ ପକ୍ଷରୁ ୮ଟି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ…
ଏମିତି କ’ଣ ହେଲା ଯେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ଅଧାରେ ଛାଡ଼ି ଓ୍ବାୟନାଡ଼ ଗଲେ ରାହୁଲ, ଜାଣନ୍ତୁ…
ନୂଆଦିଲ୍ଲୀ,୧୭।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ହଠାତ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ମଝିରେ ଛାଡ଼ି ଓ୍ବାୟନାଡ ଅଭିମୁଖେ ବାହାରିଛନ୍ତି। ରବିବାର ସେ ପ୍ରୟାଗରାଜ ପହଞ୍ଚିବେ, ଯେଉଁଠାରୁ ପୁଣିଥରେ ଯାତ୍ରା ଆରମ୍ଭ ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସୂଚନାନୁଯାୟୀ,…
ରାଜ୍ୟ ସରକାରଙ୍କ ନୂଆ ଯୋଜନା, ଅନଲାଇନରେ ବିକ୍ରି କରିବେ ବାଲି
ନୂଆଦିଲ୍ଲୀ,୧୭।୨: ରାଜ୍ୟରେ ବାଲି ମାଫିଆଙ୍କ ଉପଦ୍ରବ ରୋକିବା ପାଇଁ ଅନଲାଇନରେ ବାଲି ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ‘ବିନା ଲାଭ ବିନା କ୍ଷତି’ରେ ଏହି ବିକ୍ରି ହେବ ବୋଲି କହିଛନ୍ତି ମହାରାଷ୍ଟ୍ର ରାଜସ୍ୱ ମନ୍ତ୍ରୀ ରାଧାକୃଷ୍ଣ ଭିକେ ପାଟିଲ।…
Archives


