Home Left

ଯୋଗଦେଲେ କଟକର ନୂଆ ଜିଲାପାଳ, ସମସ୍ତଙ୍କ ସହଯୋଗ ଲୋଡ଼ିଲେ

କଟକ,୬ା୪(କାର୍ତ୍ତିକ ସାହୁ): କଟକର ନୂଆ ଜିଲାପାଳ ଭାବେ ୨୦୧୧ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅରିନ୍ଦମ ଡାକୁଆ ଶନିବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବିଦାୟୀ ଜିଲାପାଳ ବିନୀତ ଭରଦ୍ୱାଜ ନୂତନ ଜିଲାପାଳଙ୍କୁ ସ୍ବାଗତ କରିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ହସ୍ତାନ୍ତର କରିଥିଲେ।…

ଛତ୍ରପୁରରୁ ଶକ୍ତି ପ୍ରଦର୍ଶନ କଲା ଭାଜପା

ଛତ୍ରପୁର,୬ା୪(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁରଠାରେ ଭାଜପା ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଛି। ଏଥିରେ ବ୍ରହ୍ମପୁର ଏମ୍‌ପି ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଚଳଚ୍ଚିତ୍ର ଅଭିନେତା ତଥା ଭାଜପା ନେତା ଅରିନ୍ଦମ ରାୟ ଏବଂ ଛତ୍ରପୁର ବିଧାୟକ ଭାଜପା…

କାର୍‌ରୁ ମିଳିଲା ୫୫ ଲକ୍ଷ ଟଙ୍କା

ବିନିକା,୬ା୪: କାର୍‌ରୁ ମିଳିଛି ଲକ୍ଷାଧିକ ଟଙ୍କା। ସୁବର୍ଣ୍ଣପୁର ଜିଲା ବିନିକା କଲେଜ ଛକରେ ଗାଡ଼ି ଚେକିଂ ବେଳେ ଏକ କାର୍‌ରୁ ୫୫ ଲକ୍ଷ ଟଙ୍କା ଜବତ କରିଛି ପୋଲିସ। ଉକ୍ତ ଗାଡ଼ିରେ କାର୍‌ ଡ୍ରାଇଭରଙ୍କ ସମେତ ୬ ଜଣ ଥିଲେ। କାର୍‌ଟି…

ଲିଭ୍‌-ଇନ୍‌ ରିଲେସନଶିପରେ ରହିଲେ ଭରଣପୋଷଣ ଅଧିକାର ପାଇବେ ମହିଳା: ହାଇକୋର୍ଟ

ନୂଆଦିଲ୍ଲୀ,୬।୪: ଲିଭ୍‌-ଇନ୍‌ ରିଲେସନଶିପରେ ରହିଲେ ମଧ୍ୟ ମହିଳାଙ୍କର ରହିଛି ଭରଣପୋଷଣ ପାଇବାର ଅଧିକାର। ଲିଭ୍‌-ଇନ୍‌ ସମ୍ପର୍କରେ ମହିଳାଙ୍କ ଅଧିକାରକୁ ସ୍ୱୀକୃତି ଦେବା ଦିଗରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଜଣେ ପୁରୁଷଙ୍କ ସହ ଲମ୍ବା ସମୟ…

ମୋ’ ବସ୍‌ ଦୁର୍ଘଟଣା: ଆହତଙ୍କ ସମସ୍ତ ଖର୍ଚ୍ଚ ବହନ କରିବ ଜିଲା ପ୍ରଶାସନ

ଭୁବନେଶ୍ୱର,୬ା୪: ଖୋର୍ଦ୍ଧା ଜିଲାର ପିତାପଲି ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି ଏବଂ ଉଚ୍ଚ ଚିକିତ୍ସା ଆବଶ୍ୟକ କରୁଥିବା ୬ ଗୁରୁତରଙ୍କୁ ତୁରନ୍ତ ଆମ୍ବୁଲାନ୍ସ…

ଏଲନ ମସ୍କଙ୍କୁ ପଛରେ ପକାଇ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଜୁକରବର୍ଗ

ନୂଆଦିଲ୍ଲୀ,୬।୪: ଦୁନିଆର ସବୁଠାରୁ ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିରେ ରେକର୍ଡ ବୃଦ୍ଧି ଘଟିଛି। ସେ ଏଲନ ମସ୍କଙ୍କୁ ପଛରେ ପକାଇ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ପାଲଟିଛନ୍ତି। ନଭେମ୍ବର ୨୦୨୦ ପରେ ପ୍ରଥମ ଥର ମାର୍କ…

ପୁଣି ଏକ ହାତୀର ଗଳିତ ମୃତଦେହ ମିଳିଲା

କେନ୍ଦୁଝର,୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ବିଟର ଗମୁରା ସେକସନ ଚମକପୂର ଜଙ୍ଗଲରୁ ବନ ବିଭାଗ ଏକ ବୟସ୍କ ହାତୀର ଗଳିତ ମୃତଦେହ ଜବତ କରିଛି। ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ହାତୀଟି ମରିଥିବା ଅନୁମାନ କରାଯାଉଛି। ଏହା…

Video: ଧୋନୀଙ୍କୁ ଦେଖିବା ଲାଗି ଷ୍ଟାଡିୟମ ବ୍ୟାରିକେଡ୍‌ ଭାଙ୍ଗିଲେ ପ୍ରଶଂସକ

ହାଇଦ୍ରାବାଦ,୬।୪: କ୍ରିକେଟରେ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରେଜ୍‌ କାହିଁରେ କେତେ। ଆଇପିଏଲ୍‌ର ଚଳିତ ସିଜନରେ ମଧ୍ୟ ତାର ଝଲକ ଦେଖିବାକୁ ମିଳୁଛି। ଧୋନୀ ମ୍ୟାଚ୍‌ ଲାଗି ଯେଉଁ ସହରକୁ ଯାଉଛନ୍ତି, ସେଠାରେ ପ୍ରଶଂସକ ତାଙ୍କର ଟିକିଏ ଝଲକ ପାଇବାକୁ ବ୍ୟାକୁଳ ହେଉଛନ୍ତି।…

୪,୬,୬,୬,୪…ଧୋନୀଙ୍କ ଧୁରନ୍ଧରଙ୍କୁ ଆଣ୍ଠେଇଲେ ଯୁବରାଜଙ୍କ ଶିଷ୍ୟ, ଗୋଟିଏ ଓଭରରେ…

ହାଇଦ୍ରାବାଦ,୬।୪: ଆଇପିଏଲ୍‌ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦର ଅଭିଷେକ ଶର୍ମା ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ଏପ୍ରିଲ ୫ରେ ଅନୁଷ୍ଠିତ ଏହି ମ୍ୟାଚ୍‌ର ଏକ ଓଭରରେ ସେ ୪,୬,୬,୬,୪ ରନ୍‌ କରି ୨୭ ରନ୍‌ ଯୋଡ଼ିଥିଲେ। ଏହି ଓଭର ଯୋଗୁ…

ପାକିସ୍ତାନୀ କ୍ରିକେଟ ଖେଳାଳିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ସାମ୍ନାକୁ ଆସିଲା ବଡ଼ ଅପ୍‌ଡେଟ୍‌

ଇସଲାମାବାଦ,୬।୪: ପାକିସ୍ତାନ କ୍ରିକେଟ ଟିମ୍‌ ପାଇଁ ଦୁଃଖଦ ଖବର। କାର୍‌ ଦୁର୍ଘଟଣାରେ ଦଳର ଦୁଇ ଖେଳାଳି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଚାଲିଛି। ତେବେ ଆଗାମୀ ଦିନରେ ଓ୍ବେଷ୍ଟଇଣ୍ଡିଜ ସହ ଏହାର ମହିଳା ଟିମ୍‌ ଦିନିକିଆ ଏବଂ ଟି୨୦ ସିରିଜ…

AI କଣ୍ଟେଣ୍ଟ ଦ୍ୱାରା ଭାରତରେ ଲୋକ ସଭା ନିର୍ବାଚନ ପଲଟେଇଦେବ ଚାଇନା!

ନୂଆଦିଲ୍ଲୀ,୬।୪: ଟେକ୍ନୋଲଜି କମ୍ପାନୀ ମାଇକ୍ରୋସଫ୍ଟ ଭାରତରେ ହେବାକୁ ଥିବା ନିର୍ବାଚନକୁ ନେଇ ଚେତାବନୀ ଜାରି କରିଛି। ମାଇକ୍ରେସଫ୍ଟ କହିଛି, ଚାଇନା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଣ୍ଟେଣ୍ଟକୁ ବ୍ୟବହାର କରି ଭାରତ, ଆମେରିକା ଓ ଦକ୍ଷିଣ କୋରିଆ ନିର୍ବାଚନରେ ବିଘ୍ନ ସୃଷ୍ଟି କରିପାରେ। ଏହାପୂର୍ବରୁ…

‘ନିଜକୁ ମହାନ ବୋଲି ଭାବି ଦେଶ ଏବଂ ଗଣତନ୍ତ୍ରର ମର୍ଯ୍ୟାଦା ହାନି କରୁଛନ୍ତି ମୋଦି’

ଜୟପୁ,୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଲୋକ ସଭା ନିର୍ବାଚନ ୨୦୨୪ ଲାଗି ସୋନିଆ ଶନିବାର ବଡ଼ ରାଲି କରିଥିଲେ। ଜୟପୁରରେ ହୋଇଥିବା ଏହି ରାଲିରେ ସୋନିଆ କହିଛନ୍ତି ଯେ, ମୋଦି ନିଜକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri