ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ରୂପାରନ୍ତରୀକରଣ କଲେ ମୁଖ୍ୟମନ୍ତ୍ରୀ
ହିଞ୍ଜିଳିକାଟୁ,୧୭ା୨(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୋ’ ହସ୍ପିଟାଲ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧୫ ଜିଲାରେ ୭୩ଟି ‘ଆମ ହସ୍ପିଟାଲ’ ଶୁଭାରମ୍ଭ କରିଛନ୍ତି। ସ୍କୁଲ ରୂପାନ୍ତୀକରଣ ଭଳି ହସ୍ପିଟାଲ ରୂପାନ୍ତରୀକରଣ ମଧ ଗଞ୍ଜାମ ଜିଲା…
ଧୂଆଁଧାର ଶତକ କରି କାହିଁକି ହଠାତ ପଡ଼ିଆରୁ ପାଭିଲିୟନ ଫେରିଲେ ଜୟସ୍ବାଲ…
ରାଜକୋଟ,୧୭।୨ : ଇଂଲଣ୍ଡ ବିପକ୍ଷରେ ରାଜକୋଟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ କ୍ରିକେଟ ଦଳର ଉଦୀୟମାନ ତାରକା ତଥା ଓପନର୍ ବ୍ୟାଟ୍ସମ୍ୟାନ ଯଶାସୀ ଜୟସ୍ବାଲ ଏକ ଧୂଆଁଧାର ଶତକ ହାସଲ କରିଛନ୍ତି। ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଜୟସ୍ବାଲ ୧୨୨ବଲରେ ଶତକ…
ସାଉଣ୍ଡ୍ ସିଷ୍ଟମ ଜାଳିଦେଲେ ଦୁର୍ବୃତ୍ତ: ୫ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ
ବଡ଼ବିଲ,୧୭ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିସ୍ଥିତ ଟଣ୍ଟୋ ଗ୍ରାମରେ ମାଗେ ପର୍ବ ପାଳନ ପାଇଁ ହୋଇଥିବା ମଞ୍ଚ ନିକଟରେ ଲାଗିଥିବା ସାଉଣ୍ଡ ସିଷ୍ଟମକୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ବେଳେ ସାଉଣ୍ଡ…
ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ
କେନ୍ଦୁଝର,୧୭ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଶନିବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ହରିଚନ୍ଦନପୁର ଥାନା ଅନ୍ତର୍ଗତ ନନ୍ଦରା ଗ୍ରାମର ୨୨ ବର୍ଷୀୟ ଯୁବକ ଦୀପକ ମୁଖୀ ଓରଫ୍ ଦୀପୁଙ୍କୁ…
ପୋଖରୀରେ ବୁଡ଼ି ଦୁଇ ସାଙ୍ଗଙ୍କ ଜୀବନ ଗଲା
ଭବାନୀପାଟଣା,୧୭ା୨: କଳାହାଣ୍ଡି ଜିଲା ଭବାନୀପାଟଣାରେ ପୋଖରୀରେ ବୁଡ଼ି ଶନିବାର ୨ ନାବାଳକ ସାଙ୍ଗଙ୍କ ଜୀବନ ଯାଇଛି। ଥୁ.ରାମପୁର ବ୍ଲକ ଦୁରେସପଦର ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଦୁଇ ସାଙ୍ଗ ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଯାଇଥିବା ଜଣାପଡ଼ିଛି। ଏହି…
ଭର୍ଚୁଆଲରେ ‘ଆମ ହସ୍ପିଟାଲ’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର,୧୭ା୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ସଦରମହକୁମାରେ ଥିବା ଛତ୍ରପୁର ଉପଖଣ୍ଡ ହସ୍ପିଟାଲ ୫-ଟି ଉପକ୍ରମରେ ‘ଆମ ହସ୍ପିଟାଲ’ ଯୋଜନାରେ ରୂପାନ୍ତରିତ ହୋଇଛି। ଶନିବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି। ଏଥିସହ ଆଇଭିଆର ପଦ୍ଧତିରେ…
‘ଆମ ହସ୍ପିଟାଲ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରହିଛି ଏସବୁ ସୁବିଧା…
ଦାରିଙ୍ଗବାଡ଼ି,୧୭ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତର କାର୍ଯ୍ୟ କରାଯିବା ପରେ ଶନିବାର ତା’ର ଶୁଭାରମ୍ଭ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଥିଲେ। ତାଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ…
ଟାର୍ଗେଟ ପୂର୍ବରୁ କାମ ସାରିବାରୁ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କଲା କମ୍ପାନୀ
କମ୍ପାନୀରେ ଯେଉଁମାନେ ଭଲ କାମ କରନ୍ତି ସେମାନଙ୍କୁ ବସ୍ ଓ କଲିକ୍ ଗୁରୁତ୍ୱ ଦେବା ସହ ପ୍ରଂଶସା କରିଥା’ନ୍ତି। ଯେଉଁମାନେ କେବଳ କାମରେ ହେଳା କରିଥାନ୍ତି, ଟାର୍ଗେଟ ପରେ ବି କାମ ଶେଷ ନ କରି ପାରନ୍ତି ସେମାନଙ୍କୁ କମ୍ପାନୀର ମୁଖ୍ୟ…
ଜଣାପଡ଼ିଲା ଅଶ୍ୱିନ ଟେଷ୍ଟ ଅଧାରୁ ବାହାରିଯିବାର ପ୍ରକୃତ କାରଣ
ରାଜକୋଟ,୧୭।୨: ଭାରତୀୟ ଟିମ୍ର ବରିଷ୍ଠ ସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନ ଶୁକ୍ରବାର ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ୫୦୦ ଉଇକେଟ ନେଇ ବଡ଼ ଉପଲବ୍ଧି ହାସଲ କରିଥିଲେ। ହେଲେ ବିଳମ୍ବିତ ରାତିରେ ହଠାତ୍ ପାରିବାରିକ କାରଣରୁ ଟେଷ୍ଟରୁ ଓହରିଯାଇଥିବା ବିସିସିଆଇ ସୂଚନା ଦେଇଥିଲା…
ବିସ୍ଫୋରଣରେ ଉଡ଼ିଗଲା ଘର: ଜଣେ ଅଗ୍ନିଶମ କର୍ମଚାରୀ ମୃତ, ୧୧ ଆହତ
ଓ୍ବାଶିଂଟନ,୧୭ା୨: ଭର୍ଜିନିଆର ଏକ ଘର ବିସ୍ଫୋରଣରେ ସମ୍ପୂର୍ଣ୍ଣ ଉଡ଼ିଯାଇଛି। ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାକୁ ଭିତରକୁ ପଶିଥିବା ବେଳେ ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଅଗ୍ନିକାଣ୍ଡରେ ୧୧ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ରାତିରେ ଆମେରିକାର ଷ୍ଟର୍ଲିଙ୍ଗର ଏକ…
ଗଛରେ ଫଳିଛି ଟଙ୍କା, ବିଶ୍ୱାସ ହେଉ ନ ଥିଲେ ଭିଡିଓ ଦେଖନ୍ତୁ…
କଥାରେ କଥାରେ ଅନେକ କୁହନ୍ତି, ଟଙ୍କା କ’ଣ ଗଛରେ ଫଳୁଛି। ଏବେ କିନ୍ତୁ ବାସ୍ତବରେ ସେଭଳି କିଛି ଘଟିଛି। ବିହାରରୁ ଭାଇରାଲ ହେଉଥିବା ଏକ ଭିଡିଓରେ କିଛି ଲୋକ ଗଛରୁ ଟଙ୍କା ବାହାର କରୁଥିବା ଦେଖାଯାଉଛି। ସୋସିଆଲ ମିଡିଆରେ ଏହାର ଭିଡିଓ…
୬୦ ବର୍ଷ ପରେ ବୃଦ୍ଧା ପିନ୍ଧିଲେ ବିବାହ ଦିନର ପୋଷାକ,ବୃଦ୍ଧ ସ୍ବାମୀ ଦେଲେ ଏଭଳି ପ୍ରତିକ୍ରିୟା ଯେ ଦେଖିଲେ…
କଥାରେ ଅଛି ‘ଜୀବନ ଏକ ସୁନ୍ଦର ଅନୁଭବ, ସଠିକ୍ ଭାବେ ଜିଇଁଲେ ଏହାର ମଜା ମିଳିଥାଏ। ଅନେକ ଲୋକ ନିଜ ଜୀବନସାଥୀଙ୍କ ସହ ଖୁସିରେ ବୈବାହିକ ଜୀବନ ଅତିବାହିତ କରିବା ଲାଗି ସମସ୍ତ ଶକ୍ତି ଲଗାଇ ଦେଇଥାନ୍ତି। କିଛି ଏଭଳି ଦୃଶ୍ୟ…
Archives


