Home Left

ବିବାହ ଭୋଜି ଚୁଲିରେ ପଡ଼ିଗଲା ଶିଶୁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କୋକସରା,୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା। ଦୁର୍ଯୋଧନ ମାଝୀଙ୍କ ୩ ବର୍ଷର ଶିଶୁପୁତ୍ର ମୋଟୁ ମାଝୀ ଶୁକ୍ରବାର ନିଆଁରେ ପୋଡ଼ି ଆହତ ହୋଇଛନ୍ତି । ଗାଁରେ ଏକ ବିବାହ…

ଆସୁଛି କାଳ ବୈଶାଖୀ, ରବିବାର ଠୁ ବଡ଼ ବର୍ଷା!

ଭୁବନେଶ୍ୱର,୫।୪: ନିଆଁରେ ଫୁଟୁଛି ଭୁବନେଶ୍ୱର। ଆଜି ତତଲା ତାୱାରେ ଭାଜି ହୋଇଛନ୍ତି ରାଜଧାନୀବାସୀ। ଆଜି ପରି ଆସନ୍ତାକାଲି ଶନିବାର ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତେବେ ରବିବାରଠାରୁ ପାଗର ପରିବର୍ତ୍ତନ ହୋଇପାରେ। ରାଜ୍ୟର କେତେକ ଜିଲାରେ ବର୍ଷା ଓ କାଳବୈଶାଖୀ…

ବନ୍ଦ ଘରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ

ଭଦ୍ରକ,୫।୪(ସନାତନ ରାଉତ): ଭଦ୍ରକ ଟାଉନ ଥାନା ଅଧୀନ ଅପର୍ତିବିନ୍ଧା ନିଉକଲୋନୀରେ ଗତ ୩୦ ତାରିଖରେ ଏକ ଭଡ଼ାଘରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ମୃତ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗକ୍ରମେ ଟାଉନ ଥାନା ପୋଲିସ ଏକ ହତ୍ୟା ମାମଲା (ନଂ.୧୭୩/୨୪) ରୁଜୁ କରି…

ମୋନିଦୀପା ସର୍ଖେଲଙ୍କୁ ନୂଆ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୫।୪: ମୋନିଦୀପା ସର୍ଖେଲଙ୍କୁ ମିଳିଲା ନୂଆ ଦାୟିତ୍ୱ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ତୁରନ୍ତ ପ୍ରଭାବ ସହ ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି। ତେବେ କିଛିଦିନ ତଳେ ମୋନିଦୀପା ବିଜେଡିରେ ସାମିଲ ହୋଇଥିଲେ। ମୋନିଦୀପା…

ଅସହ୍ୟ ତାତିରେ ଜୀବନ ଅସ୍ତବ୍ୟସ୍ତ

ଧରାକୋଟ/ସୋରଡ଼ା,୫ା୪(ବିଷ୍ଣୁକେଶରୀ ଆଚାର୍ଯ୍ୟ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲାରେ ଶୁକ୍ରବାର ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇଛି। ପୂର୍ବାହ୍ନ ୧୦ଟାରୁ ତାତି ଅସହ୍ୟ ହୋଇଥିଲା। ଫଳରେ ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ ଶୂନଶାନ ହୋଇ ପଡିଥିବା ଦେଖାଯାଇଥିଲା। ଧରାକୋଟ ଅଞ୍ଚଳରେ ବ୍ଲକ, ତହସିଲ, ବ୍ୟାଙ୍କ ସମେତ ଅନ୍ୟାନ୍ୟ…

ପ୍ରକାଶ ଆର୍‌ କଟକର ନୂଆ ଡିସିପି

ଭୁବନେଶ୍ୱର,୫।୪: ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ କରିବା ଲାଗି ୮ ପ୍ରଶାସନିକ ଅଧିକାରୀଙ୍କୁ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରହିବା ଲାଗି ବଦଳି ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ଆଇଜି ଆଶୀଷ କୁମାର ସିଂଙ୍କ…

କାଲି ବିଜେଡି ଛାଡ଼ିଥିଲେ, ଆଜି ଭାଜପାରେ ମିଶିଲେ

ଭୁବନେଶ୍ୱର,୫।୪: ବିଜେଡିରୁ ଇସ୍ତଫା ଦେଇଥିବା ଆଠମଲ୍ଲିକ ବିଧାୟକ ରମେଶ ସାଏ ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ତେବେ ବ୍ୟକ୍ତିଗତ କାରଣରୁ ରମେଶ ବିଜେଡିର ପ୍ରାଥମିକ ସଦସ୍ୟ ପଦ ଛାଡ଼ିଥିବା କହିଥିଲେ ।…

ଭାଜପା ଛାଡିଲେ ବରିଷ୍ଠ କୁଡୁମୀ ନେତା ଛଟେଲାଲ ମହାନ୍ତ

ଭୁବନେଶ୍ୱର,୫।୪; ଭାଜପା ଛାଡିଲେ ବରିଷ୍ଠ ନେତା ଛଟେଲାଲ ମହାନ୍ତି। ସେ ଆଜି ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ର ସେ ଭାଜପା ରାଜ୍ୟ ସଭାପତିଙ୍କ ପାଖକୁ ପଠାଇ ଦେଇଛନ୍ତି। ଛଟେଲାଲ ମହାନ୍ତ ହେଉଛନ୍ତି ମୟୂରଭଞ୍ଜ ଜିଲାର…

ଜେଲ୍‌ରେ ଥିବା କଏଦୀ ମାସକୁ କେତେ ଚିଠି ଲେଖି ପାରିବେ, ଜାଣନ୍ତୁ…

ନୂଆଦିଲ୍ଲୀ,୫।୪: ଗିରଫ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇସ୍ତଫା ଦେଇନାହାନ୍ତି । ବର୍ତ୍ତମାନ ତାଙ୍କ ଦଳ ଘୋଷଣା କରିଛି ଯେ, ମୁଖ୍ୟମନ୍ତ୍ରୀ ଜେଲରୁ ସରକାର ଚଳାଇବେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଜେଲରୁ କେହି କିପରି ସରକାର ଚଳାଇ…

ଇଣ୍ଡିଆ ମେଣ୍ଟରେ ସାମିଲ ହେଲେ ଭିଆଇପି ମୁଖ୍ୟ ମୁକେଶ: ୩ ଲୋକ ସଭା ଆସନରେ ଲଢିବ ଦଳ

ପାଟଣା,୫।୪: ବିହାର ମହାମେଣ୍ଟରେ ଭିଆଇପି ମୁଖ୍ୟ ମୁକେଶ ସାହନ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଛନ୍ତି। ମୁକେଶ ସାହାଣୀ ମେଣ୍ଟରେ ସାମିଲ ହେବା ପରେ ଆର୍‌ଜେଡି କୋଟାରେ ଥିବା ୨୬ ଲୋକସଭା ଆସନ ମଧ୍ୟରୁ ମୁକେଶଙ୍କ ପାର୍ଟିକୁ ୩ଟି ଆସନ ଛାଡିଛି ଆର୍‌ଜେଡି…

ଆରତୀ କରିବେ ଆରେଞ୍ଜ ମ୍ୟାରେଜ୍‌,ଜାଣନ୍ତୁ କିଏ ହେବେ ଜୀବନସାଥୀ

ବମ୍ବେ: ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିବା ଆରତୀ ସିଂ। ମୁମ୍ବାଇର ବ୍ୟବସାୟୀ ଦୀପକ ଚୌହ୍ବାନଙ୍କ ହାତ ଧରିବେ ସେ। ଏପ୍ରିଲ ୨୫ରେ ଏହି ବିବାହ ଅନୁଷ୍ଠିତ ହେବ। ଘରେ ହିଁ ବିବାହର…

କଂଗ୍ରେସର ଘୋଷଣାପତ୍ରରେ କାହିଁକି ନାହିଁ ପୁରୁଣା ପେନସନ ଯୋଜନା ପ୍ରସଙ୍ଗ? ଚିଦାମ୍ବରମ୍‌ କହିଲେ…

ନୂଆଦିଲ୍ଲୀ,୫।୪: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର ମାନିଫେଷ୍ଟୋ(ଘୋଷଣାପତ୍ର) ପ୍ରକାଶ କରିଛି। ଏଥିରେ ଦଳ ଅନେକ ଜନପ୍ରିୟ ପ୍ରତିଶ୍ରୁତି ଦେଇଛି। ଏହାର ନ୍ୟାୟ ପତ୍ରରେ ମହିଳା, ଯୁବକ, ଶ୍ରମିକ ଏବଂ ଗରିବଙ୍କ ଲାଗି ଅନେକ ଘୋଷଣା କରିଛି କଂଗ୍ରେସ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri