ଜେଲ୍ରେ ଏସବୁ କାମ କରୁଛନ୍ତି କେଜ୍ରିଓ୍ବାଲ୍
ନୂଆଦିଲ୍ଲୀ,୪।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଏବେ ତିହାର ଜେଲରେ ଅଛନ୍ତି। ସେ ଜେଲ୍ରେ ରହି ଧ୍ୟାନ, ବହି ପଢିବା ଏବଂ ଯୋଗ କରିବାରେ ଅତିବାହିତ କରୁଛନ୍ତି। ଜେଲ ସୂତ୍ର ଗୁରୁବାର ଏହି ସୂଚନା…
ଥଣ୍ଡା ରୋଗୀଙ୍କୁ ଦେଇଦେଲେ କୁକୁରକାମୁଡ଼ା ଇଞ୍ଜେକ୍ସନ, ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
ଭଦ୍ରକ,୪ା୪(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। ହାତ ଗୋଡ଼ ବିନ୍ଧା ହେଉଥିବାରୁ ଡାକ୍ତରଖାନା ଆସିଥିଲେ ଜଣେ ରୋଗୀ। ତାଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯାଇଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାନୁଯାୟୀ,…
‘ହାତ’ ଛାଡିବାର ମାତ୍ର କିଛି ଘଣ୍ଟା ପରେ ‘ପଦ୍ମ’ ଧରିଲେ ଗୌରବ
ନୂଆଦିଲ୍ଲୀ,୪।୪: କଂଗ୍ରେସର ପୂର୍ବତନ ନେତା ଗୌରବ ବହ୍ଲଭ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ଗୁରୁବାର ସକାଳେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟକୁ ପଠାଯାଇଥିବା ତାଙ୍କ ଇସ୍ତଫା ପତ୍ରର ଏକ ଫଟୋ ସୋସିଆଲ…
ଏହି ରାଜନେତାଙ୍କୁ ନିଜ ସାନ ଭାଇ କହିଲେ ପ୍ରଧାନମନ୍ତ୍ରୀ ମୋଦି
ପାଟନା,୪।୪: ଲୋକ ସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିହାରର ଜାମୋଇରେ ପହଞ୍ଚିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ଚିରାଗ ପାସୱାନଙ୍କୁ ତାଙ୍କ ସାନ ଭାଇ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…
ନିର୍ବାଚନ ପୂର୍ବରୁ ନବନୀତଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି
ନୂଆଦିଲ୍ଲୀ,୪।୪: ନକଲି କାଷ୍ଟ ସାର୍ଟିଫିକେଟ ମାମଲାରେ ଅମରାବତୀର ସ୍ବାଧୀନ ଏମ୍ପି ନବନୀତ କୌର ରାଣାଙ୍କୁ ଗୁରୁବାର ସୁପ୍ରିମକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଏହି ମାମଲାରେ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ନବନୀତ ଏସସି ସାର୍ଟିଫିକେଟ ହାଇକୋର୍ଟ ଦ୍ୱାରା…
ପଦ୍ମପୁର ଆସନକୁ ଝୁଲାଇ ରଖିଛି ବିଜେଡି, ବଢୁଛି କଳ୍ପନାଜଳ୍ପନା
ବରଗଡ଼,୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ୫ଟି ବିଧାନସଭା ଆସନରୁ ଅତାବିରା, ବରଗଡ଼, ବିଜେପୁର ଏବଂ ଭଟଲି ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି। ହେଲେ ପଦ୍ମପୁର ଆସନକୁ ବିଜେଡି ଏପର୍ଯ୍ୟନ୍ତ ଝୁଲାଇ ରଖିଛି। ଏହାକୁ ନେଇ ଆଶାୟୀମାନେ…
କେଜ୍ରିଓ୍ବାଲ୍ଙ୍କ ଗିରଫକୁ ନେଇ ପୁଣି ବିଷ ଓଗାଳିଲା ଆମେରିକା
ନୂଆଦିଲ୍ଲୀ,୪।୪: ପୁଣିଥରେ ଆମେରିକାର ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏବଂ ଦିଲ୍ଲୀର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପର୍କରେ ଏକ ବିବୃତ୍ତି ଆସିଛି। ଆମେରିକା ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, ଏହି ଦୁଇ ଜଣଙ୍କ ମାମଲାରେ ସେ ଭାରତ ସରକାରଙ୍କ ପୁଙ୍ଖାନୁପୁଙ୍ଖ…
ଶାଢି ପିନ୍ଧିଲେ ହୋଇପାରେ କ୍ୟାନସର୍, ଜାଣନ୍ତୁ ଏହାର ଲକ୍ଷଣ
ଶାଢି ଭାରତୀୟ ସଂସ୍କୃତି ସହିତ ଜଡିତ। ଏଠାରେ ଥିବା ମହିଳାମାନେ ଯେକୌଣସି ପ୍ରକାରର ପାର୍ଟି, ପର୍ବ, ପୂଜାରେ ଶାଢି ପିନ୍ଧନ୍ତି। ଶାଢି କେବଳ ପାରମ୍ପରିକ ଢଙ୍ଗରେ ନୁହେଁ,ବିଭିନ୍ନ ଶୈଳୀରେ ମଧ୍ୟ ପିନ୍ଧାଯାଏ। କିନ୍ତୁ ଏବେ ଶାଢି ପିନ୍ଧୁଥିବା ମହିଳାଙ୍କ ପାଇଁ ଏକ…
ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ଛୁରୀରେ ବେକ କାଟି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ
ବେଙ୍ଗାଲୁରୁ,୪।୪: ମାମଲା ଶୁଣାଣି ହେଉଥିବା ସମୟରେ କୋର୍ଟରୁମ୍ରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବ୍ୟକ୍ତି। ଏପରି ମାମଲା ପୁଣି ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ହୋଇଥିବା ସୂଚନା ମିଳିଛି। ଘଟଣା ହେଉଛି, କର୍ନାଟକ ହାଇକୋର୍ଟରେ ମୁଖ୍ୟ ବିଚାରପତି ବିପିନଚନ୍ଦ୍ର ଅଞ୍ଜାରିଆ ଏକ ମାମଲାର…
ପାଣିଟାଙ୍କିରୁ ମିଳିଲା ୩୦ ମାଙ୍କଡ଼ଙ୍କ ମୃତଦେହ: ମେଡିକାଲରେ ୨୦୦ ପରିବାର ଭର୍ତ୍ତି
ହାଇଦ୍ରାବାଦ୍,୪।୪: ତେଲେଙ୍ଗାନାର ନାଲଗୋଣ୍ଡା ଜିଲା ନନ୍ଦିକୋଣ୍ଡା ମ୍ୟୁନିସିପାଲିଟି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ପିଇବା ପାଣି ଟାଙ୍କିରୁ ୩୦ଟି ମାଙ୍କଡ଼ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି। ମାଙ୍ଗଡ ମୃତଦେହ ଥିବା ପଚାସଢା ପାଣିକୁ…
ମୁକୁଳା ଡ୍ରେନ୍ରେ ପଡ଼ି ଚାଲିଗଲା ରାଜମିସ୍ତ୍ରୀଙ୍କ ଜୀବନ
କଟକ,୪ା୪(କାର୍ତ୍ତିକ ସାହୁ): ମୁକୁଳା ଡ୍ରେନ୍ରେ ପଡ଼ି ପୁଣି ଜଣକର ଜୀବନ ଯାଇଛି। ସିଆର୍ଆର୍ଆଇ ଥାନା ଅନ୍ତର୍ଗତ ନୂଆବଜାର ମହିମାନଗରରେ ଘଟିଛି ଏହି ଅଘଟଣ। ଗୁରୁବାର ସକାଳୁୁ ମୃତକ ଜଣକ ରାସ୍ତା ପାର୍ଶ୍ୱ ମୁକୁଳା ଡ୍ରେନ୍ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ…
ଏହି କାରଣରୁ ୨୪ ଲକ୍ଷ ଟଙ୍କା ଜୋରିମନା ଗଣିବେ ରିଷଭ ପନ୍ତ
ନୂଆଦିଲ୍ଲୀ,୪।୪: ଦିଲ୍ଲୀ କ୍ୟାପିଟାଲ୍ସ କୋଲକତା ନାଇଟ୍ ରାଇଡର୍ସଠାରୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଆଉ ଏକ ଝଟ୍କାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଉପରେ ୨୪ ଲକ୍ଷ ଟଙ୍କା ଜୋରିମନା କରାଯାଇଛି।…
Archives


