କମିଲା ଓଲା ସ୍କୁଟର ଦର, ଆଜି ହିଁ କିଣନ୍ତୁ ପାଇବେ ୨୫ହଜାର ରିହାତି
ନୂଆଦିଲ୍ଲୀ,୧୭।୨: ଦେଶରେ ବର୍ତ୍ତମାନ ଇଲେକ୍ଟ୍ରି ସ୍କୁଟିର ଚାହିଦା ବଢିବାରେ ଲାଗିଛି। ପେଟ୍ରୋଲ ପକାଉଥିବା ଗାଡି ଠାରୁ ଇଲେକ୍ଟ୍ରି ସ୍କୁଟିକୁ ବେଶୀ ଲୋକ ପ୍ରିଫର କରୁଛନ୍ତି। ତେବେ ଜାଣିଛନ୍ତି କି ଓଲା ଇଲେକ୍ଟ୍ରି ସ୍କୁଟିକୁ ନେଇ ଆପଣଙ୍କ ପାଇଁ ଭଲ ଖବର ଆସିଛି।…
୧୦ ବର୍ଷରୁ କମ୍ ବୟସର ପିଲାମାନେ ହୋଇପାରନ୍ତି କ୍ୟାନସରର ଶିକାର, ଜାଣନ୍ତୁ ଏହାର କାରଣ…
କର୍କଟ ଯୋଗୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟାଇଥାଏ, ସମୟ ସହିତ ଏହି ରୋଗର ଆଶଙ୍କା ଦ୍ରୁତ ଗତିରେ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ବଂଶାନୁକ୍ରମିକତା ଏବଂ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ବ୍ୟାଘାତ ହେତୁ ଆପଣ…
ପରିବାରର ୪ ଜଣଙ୍କୁ ହରାଇ ଭାଙ୍ଗିପଡ଼ିଲେ ନାବାଳକ, ପରେ ହାରିଦେଲେ ଜୀବନ
ବଲାଙ୍ଗୀର,୧୭।୨: ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକର କନୁଟ ଉପରପଡ଼ାରେ ଗତ ୧୦ ତାରିଖ ଦିନ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ୬ ଜଣ ଗୁରୁତର ହେଇଥିଲେ। ଅଦାବରିଆ ପରିବାରର ପାଞ୍ଚଜଣ ସଦସ୍ୟ ଆହତ ହେଇଥିଲା ବେଳେ ପଡୋଶୀ…
ପ୍ରାକୃତିକ ବିପର୍ଯ୍ୟୟ ଠାରୁ ସାଇବର ଆକ୍ରମଣ ପର୍ଯ୍ୟନ୍ତ, ବାବା ଭେଙ୍ଗା ୨୦୨୪ ପାଇଁ କରିଛନ୍ତି ଏହି ଭବିଷ୍ୟବାଣୀ
ସୋଫିଆ,୧୭।୨: ବୁଲଗେରିଆର ରହସ୍ୟମୟ ବାବା ଭେଙ୍ଗା ତାଙ୍କ ଜୀବନ କାଳରେ ଅନେକ ଭବିଷ୍ୟବାଣୀ କରିଛନ୍ତି। ଯାହାକୁ ଅନେକ ଲୋକ ସତ୍ୟ ହୁଏ ବୋଲି କହିଛନ୍ତି। ବାଲକାନର ନୋଷ୍ଟ୍ରାଡାମସ ନାମରେ ମଧ୍ୟ ଜଣାଶୁଣା ବାବା ଭେଙ୍ଗା ୯/୧୧ ଆତଙ୍କବାଦୀ ଆକ୍ରମଣ, ରାଜକୁମାରୀ ଡାଏନାଙ୍କ…
ଚିକେନ୍ ଖାଉଥିଲେ ସାବଧାନ, ସତର୍କତା ଜାରି କଲେ ସରକାର
ଅମରାବତୀ,୧୭।୨: ଆପଣଙ୍କୁ ଚିକେନ୍ ପସନ୍ଦ କି? ଯଦି ଆପଣ ନିୟମିତ ଚିକେନ୍ ଖାଉଛନ୍ତି ତେବେ ସର୍ତକ ହୋଇଯାଆନ୍ତୁ। ତୁରନ୍ତ ଚିକେନ୍ ଖାଇବା ବନ୍ଦ କରି ଦିଅନ୍ତୁ। ଖୋଦ୍ ସରକାର ଏଥିପାଇଁ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାଣନ୍ତୁ କାହିଁକି… ଦୁଇବର୍ଷ ପୂର୍ବେ…
୯,୦୦୦ ପଦବୀ ପାଇଁ ବିଜ୍ଞପ୍ତି ଜାରି କଲା ରେଲଓ୍ବ: ଏହି ତାରିଖରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା
ନୂଆଦିଲ୍ଲୀ,୧୭।୨: ଭାରତୀୟ ରେଳବାଇରେ ଚାକିରି ପାଇଁ ଅପେକ୍ଷା କରିଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ସ୍ଥାନରେ ୯,୦୦୦ ପଦବୀ ନିଯୁକ୍ତି ପାଇଁ ରେଳବାଇ ବିଜ୍ଞପ୍ତି ଜାରି କରିଛି । ଖୁବ୍ଶୀଘ୍ର ଏହି ସବୁ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।…
ଭର୍ଚୁଆଲି ହାଜର ହେଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ଅଭିଯୁକ୍ତ କଥିତ ଅବକାରୀ ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ଅରବିନ୍ଦ କେଜରିୱାଲ ଶନିବାର ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି। ତେବେ ଭିଡିଓ…
ହୃଦୟଥରା ଦୃଶ୍ୟ ଶିଶୁ ଜଳହସ୍ତୀକୁ ଗଭୀର ଜଳରେ ଘଣ୍ଟାଘଣ୍ଟା ଖୋଜୁଛି, ମା’ ପରେ…
ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦକ୍ଷିଣ ଆଫ୍ରିକାର ‘ପାଇଲାନ୍ସବର୍ଗ ଗେମ ରିଜର୍ଭ’ରୁ ଆସିଛି। ଏହି କ୍ଲିପରେ ଏକ ଜଳହସ୍ତୀ ଶିଶୁ ଜଳହସ୍ତୀ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଜଳହସ୍ତୀଟି ଶିଶୁ ଜଳହସ୍ତୀଟିକୁ ଉଠାଇ…
ପ୍ରେମୀଯୁଗଳଙ୍କ ପାଇଁ ବିପଦ ଏହି ମନ୍ଦିର, ଭାଙ୍ଗିଯାଏ ସମ୍ପର୍କ
ସାହାରନପୁର,୧୭।୨: ପ୍ରେମିକ-ପ୍ରେମିକା ତାଙ୍କ ଭଲପାଇବା ସଫଳ ହେବା ପାଇଁ କିମ୍ବା ଭଲ ପାଇବା ଆହୁରି ବଡିବା ପାଇଁ ମନ୍ଦିର ଯାଇଥାନ୍ତି। ଯୁବତୀମାନେ ଏଥିପାଇଁ ଓଷା, ବ୍ରତ ଓ ଉପାସ ମଧ୍ୟ କରନ୍ତି। କିନ୍ତୁ ଦେଶରେ ଏପରି ମନ୍ଦିର ଅଛି ଯେଉଁଠିକୁ ପ୍ରେମୀଙ୍କୁ…
‘ରାହୁଲ-ପ୍ରିୟଙ୍କାଙ୍କ ସମ୍ପର୍କରେ ଫାଟ…’, କାହିଁକି ସନ୍ଦେହ କଲା ଭାଜପା
ନୂଆଦିଲ୍ଲୀ,୧୭।୨: କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’ରେ ଅଂଶଗ୍ରହଣ କରିପାରିଲେ ନାହିଁ। ସେ ତାଙ୍କ ଅନୁପସ୍ଥିତିର କାରଣ ବୋଲି ଅସୁସ୍ଥତାକୁ ଦର୍ଶାଇଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବା ମାତ୍ରେ ସେ ଏହି ଯାତ୍ରାର…
ଭାରତର ସମ୍ମାନ ରଖିଲା ଗୁରଜନ୍ତଙ୍କ ଗୋଲ
ଭୁବନେଶ୍ୱର, ୧୭।୨(ତପନ ସ୍ବାଇଁ): ଶେଷ କ୍ଷଣରେ ଗୁରଜନ୍ତ ସିଂଙ୍କ ଫିଲ୍ଡ ଗୋଲ ଭାରତର ସମ୍ମାନ ରଖିଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫ୍ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍ ମ୍ୟାଚରେ ଭାରତ ୧-୦ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଫଳରେ ୪ ମ୍ୟାଚରୁ…
କାଞ୍ଜିଆହୁଦା ପରିକଳ୍ପନା ଯୋଜନା ଦିଗହରା
ପଟ୍ଟାମୁଣ୍ଡାଇ,୧୭ା୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଗଳିକନ୍ଦିରୁ ମୁଖ୍ୟ ରାସ୍ତା ଉପରେ ମାଳମାଳ ବୁଲା ଗୋରୁ ବୁଲୁଛନ୍ତି। ସହରର ମୁଖ୍ୟ ରାସ୍ତା ଅବରୋଧ ଯୋଗୁ ଯାଆଆସ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଅନ୍ୟପକ୍ଷେ ଷଣ୍ଢ ଲଢ଼େଇ ଚିନ୍ତାର ବିଷୟ…
Archives


