Home Left

ହଠାତ୍‌ ମୁଣ୍ଡ ବୁଲାଇ ପଡିଗଲେ ଭିନେଶ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୭।୮: ପ୍ୟାରିସ୍‌ ଅଲିମ୍ପିକ୍ସରେ ଫାଇନାଲରୁ ଡିସକ୍ୱାଲିଫାଇଡ୍‌ ହୋଇଛନ୍ତି ରେସଲର୍‌ ଭିନେଶ ଫୋଗଟ। ତେବେ ସେ ହଠାତ୍‌ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଣ୍ଡ ବୁଲାଇବା ସହ ଚେତାଶୂନ୍ୟ ହୋଇପଡ଼ିବାରୁ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ୟାରିସର…

ଫାଇନାଲ ପୂର୍ବରୁ ଡିସକ୍ୱାଲିଫାଏଡ ହେବା ପରେ ବି ଭିନେଶ ଜିତିପାରିବେ ରୌପ୍ୟ, ବ୍ରୋଞ୍ଜ! ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୭।୮: ଭାରତୀୟ କୁସ୍ତି ଖେଳାଳି ବିନେଶ ଫୋଗଟ ଗତ ମଙ୍ଗଳବାର ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲେ। ବର୍ତ୍ତମାନ ହଠାତ୍‌ ୧୪୦ କୋଟି ଭାରତୀୟଙ୍କ ଆଶା ମଉଳିଯାଇଛି।୫୦ କିଲୋଗ୍ରାମରୁ ଅଧିକ ଓଜନ ହେତୁ ତାଙ୍କୁ ଫାଇନାଲ ମ୍ୟାଚରୁ ଡିସକ୍ୱାଲିଫାଏଡ କରାଯାଇଛି।…

ଯାଜପୁର ଜିଲା ବିଜେଡି ସଭାପତିଙ୍କୁ ଅଟକ: ବିଧାୟକଙ୍କ ନାଁରେ…

ଯାଜପୁର,୭।୮:ଯାଜପୁର ଜିଲା ବିଜେଡି ସଭାପତି ଧର୍ମଶଳା ଥାନାରେ ଅଟକ ଅଛନ୍ତି। ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ନେଇ ଅଟକଥିବା ସୂଚନା ମିଳିଛି। ଧର୍ମଶଳା ବିଧାୟକ ହିଂମାଶୁ ଶେଖର ସାହୁଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ ନେଇ ତାଙ୍କୁ ଅଟକ ରଖାଯାଇଛି। ଧର୍ମଶାଳା ନିର୍ବାଚନମଣ୍ଡଳୀର…

କ’ଣ ଥିଲା ନିୟମ, କିପରି ଡିସକ୍ୱାଲିଫାଏଡ ହେଲେ ଭିନେଶ, ବିଷେଶଜ୍ଞ କହିଲେ…

ନୂଆଦିଲ୍ଲୀ,୭।୮: ଭାଙ୍ଗିଗଲା ଲକ୍ଷଲକ୍ଷ ପ୍ରଶଂସକ ହୃଦୟ। ଫାଇନାଲ ମ୍ୟାଚ ପୂର୍ବରୁ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ୫୦ କିଲୋଗ୍ରାମରୁ ତାଙ୍କ ଓଜନ ଅଧିକ ଥିଲା। ବର୍ତ୍ତମାନ ସେ ଫାଇନାଲରେ ସ୍ଥାନ ପାଇବାକୁ…

ଭିନେଶ ଫୋଗାଟଙ୍କୁ ଟାର୍ଗେଟ କଲେ କଙ୍ଗନା, କହଦେଲେ ଏମିତି…

ନୂଆଦିଲ୍ଲୀ,୭।୮:ବଲିଉଡ ଅଭିନେତ୍ରୀ ତଥା ମଣ୍ଡି ଏମପି କଙ୍ଗନା ରଣାଓ୍ବତ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି। କେତେବେଳେ ନିଜ ବେଧଡକ ବୟାନକୁ ନେଇ ତ ଆଉ କେତେବେଳେ ନିଜ ସୋଶାଲ ମିଡିଆ ପୋଷ୍ଟକୁ ନେଇ ସେ ସର୍ବଦା ହେଡଲାଇନରେ…

ଭିନେଶ ଡିସ୍‌କ୍ୱାଲିଫାଏଡ ହେବା ପରେ ପରିବାର ଆଣିଲେ ସାଂଘାତିକ ଅଭିଯୋଗ, କହିଲେ ଏମାନେ କରିଛନ୍ତି ଷଡଯନ୍ତ୍ର

ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସର ଫାଇନାଲ ପୂର୍ବରୁ ଭିନେଶ ଫୋଗଟ ଡିସ୍‌କ୍ୱାଲିଫାଏଡ ଘୋଷିତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଡିସ୍‌କ୍ୱାଲିଫାଏଡ ଉପରେ ପରିବାରର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଫେଡେରେଶନ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ଭିନେଶଙ୍କ ପରିବାର। ଭିନେଶ ଫୋଗଟଙ୍କୁ ଶ୍ୱଶୁର…

ଚଳିତ ଅଲିମ୍ପିକ୍ସରେ ଇତିହାସ ରଚିଥିବା କିଏ ସେହି ମହିଳା ରେସଲର୍‌ ଭିନେଶ ଫୋଗାଟ, ଡାକ୍ତର, ଇଞ୍ଜିନିୟର ଛାଡି କାହିଁକି ହୋଇଗଲେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୭।୮: ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ଭିନେଶ ଫୋଗାଟଙ୍କ ସ୍ବପ୍ନ ସ୍ବପ୍ନରେ ରହିଯାଇଛି। କାରଣ ଅଲିମ୍ପିକ୍ସରେ ଭିନେଶ ଫୋଗଟ ଡିସ୍କ୍ବାଲିଫାଏଡ ଘୋଷିତ ହୋଇଛନ୍ତି। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଡିସ୍କ୍ବାଲିଫାଏଡ ହୋଇଥିବା ସୂଚନା ମିଳିଛି। ୫୦ କେଜିଠାରୁ ଭିନେଶ…

ରାହୁଲଙ୍କ ନୂଆ ବଙ୍ଗଳାକୁ ନେଇ ଆଶ୍ଚର୍ଯ୍ୟଜନକ ରହସ୍ୟ, ୫ ବର୍ଷରୁ ଅଧିକ ଦିନ ଏଠାରେ କେହି ରୁହନ୍ତିିନି, ଜାଣନ୍ତୁ କ’ଣ ରହିଛି…

ନୂଆଦିଲ୍ଲୀ,୭।୮: ପ୍ରଥମ ଥର ପାଇଁ ରାଏବରେଲିରୁ ଲୋକ ସଭା ନିର୍ବାଚନରେ ଜିତିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୁଟିୟନ୍ସ ଦିଲ୍ଲୀରେ ଏକ ନୂତନ ସ୍ଥାନ ପାଇଛନ୍ତି। ରାହୁଲ ଗାନ୍ଧୀ ବର୍ତ୍ତମାନ ସୁନହରୀ ବାଗ ସ୍ଥିତ ବଙ୍ଗଳା ନମ୍ବର ୫ରେ ରହିବେ। ଗତ…

ଚୂରମାର ହୋଇଗଲା ସ଼୍ବର୍ଣ୍ଣର ସ଼୍ବପ୍ନ, ସେମିଫାଇନାଲ୍‌ରେ ହାରିଲା ଭାରତୀୟ ହକି ଟିମ୍‌

ନୂଆଦିଲ୍ଲୀ, ୦୭।୦୮: ଭାରତୀୟ ହକି ଟିମ୍‌କୁ ନେଇ ଥିବା ପଦକ ବିଜୟ ଆଶା ମଉଳି ଯାଇଛି । ପ୍ୟାରିସ୍‌ ଅଲିମ୍ପିକ୍ସର ସେମିଫାଇନାଲ୍‌ରେ ଜର୍ମାନୀ ବପକ୍ଷରେ ଦଳ ୩-୨ରେ ପରାଜୟ ବରଣ କରିଛି । ଜର୍ମାନୀର ମାର୍କୋ ମିଲ୍‌ତକୋ ଶେଷ ମିନିଟ୍‌ରେ ଗୋଲ୍‌…

ବର୍ଷାରେ ପୂର୍ତ୍ତ ବିଭାଗର ନିମ୍ନମାନର କଂକ୍ରିଟ କାମ

ଯାଜପୁର,୭।୮(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲା ପାଣିକୋଇଲି ପୂର୍ତ୍ତ ବିଭାଗ ଅଧୀନରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ ହେଉଛି। ସରକାର ବଦଳିବା ପରେ ଏହି ନିର୍ମାଣ କାର୍ଯ୍ୟରେ ସୁଧାର ଆସିବ ବୋଲି ଯେଉଁ ଆଶା କରାଯାଉଥିଲା…

ଧସୁଛି ନିର୍ମାଣାଧୀନ ଖରସ୍ରୋତା ନଦୀବନ୍ଧ

ଯାଜପୁର,୭।୮(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାର କୋରେଇ, ଯାଜପୁର, ଦଶରଥପୁର, ବିଞ୍ଝାରପୁର, ବରୀ, ରସୁଲପୁର ବ୍ଲକ ଅଞ୍ଚଳବାସୀଙ୍କ ପାଇଁ କାଳ ସାଜିଥିବା ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟା ନିୟନ୍ତ୍ରଣ ଯୋଜନା ଚାଲିଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ଅନେକ…

ଝାଡ଼ାବାନ୍ତି: ଗ୍ରାମଦେବୀଙ୍କ ସନ୍ତୁଷ୍ଟି ପାଇଁ ଚାଲିଛି ପୂଜାର୍ଚ୍ଚନା

ଜୟପାଟଣା,୭।୮ (ଓମ୍‌ ପ୍ରକାଶ ବୈଠାରୁ):କଳାହାଣ୍ଡି ଜିଲା ଜୟପଟଣା ବ୍ଲକ ଟିଙ୍ଗୋପଖାନ ଗ୍ରାମରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଆକ୍ରାନ୍ତଙ୍କ ସଂଖ୍ୟା ୨୧ ରହିଥିବାବେଳେ ମଙ୍ଗଳବାର ଏହି ସଂଖ୍ୟା ୨୭ରେ ପହଞ୍ଚତ୍ଛି। ଗାଁର ଅଙ୍ଗନୱାଡି କେନ୍ଦ୍ରରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?